WESTERN ODISHA DEVELOPMENT COUNCIL retweetledi

ରାଜ୍ୟ ସାଧାରଣ ବଜେଟ୍ରେ ସମସ୍ତ ଅଞ୍ଚଳର ସନ୍ତୁଳନ ଓ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯାଇଛି। ଏଥିରେ ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ (ଡବ୍ଲ୍ୟୁଓଡିସି) ପାଇଁ ୫୦୦ କୋଟି ଟଙ୍କା, ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ (ଏସଓଡିସି) ଏବଂ ଉତ୍ତର ଓଡ଼ିଶା ବିକାଶ ପରିଷଦ (ଏନ୍ଓଡିସି) ପାଇଁ ୨ଶହ କୋଟି ଟଙ୍କା ତଥା କେବିକେ ଜିଲ୍ଲାରେ ଭିତ୍ତିଭୂମି ବିକାଶ ପାଇଁ ୨୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। #ବିକଶିତଓଡ଼ିଶା #OdishaBudget2026

OR






























