Panchayat Samiti Sinapali retweetledi

ଜିଲ୍ଲା ପ୍ରଶାସନ #ନୂଆପଡ଼ା ତରଫରୁ ୭୬ତମ #ସ୍ୱାଧୀନତାଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ । ଆସନ୍ତୁ ଯେଉଁ ବୀର ପୁରୁଷମାନଙ୍କ ବଳୀଦାନ ଯୋଗୁଁ ଆଜି ଭାରତ ସ୍ୱାଧୀନ ହୋଇଛି ଆଜିର ଏଇ ପୁଣ୍ୟ ତିଥୀରେ ସେହି ବୀର ପୁରୁଷମାନଙ୍କୁ ଭକ୍ତି ପୂର୍ଣ୍ଣ ସମ୍ମାନ ଜଣାଇବା।
#IndependenceDay #IndiaAt75 #AazadiKaAmritMahotsav
OR


















