

Pari Choudhury (PCMantra ✍🏻)
5.7K posts

@Pari_Choudhury
ମୋ ଅସ୍ତିତ୍ୱ ମୋ ମହାଦେବ 🕉️ 🧚♀️ Journalist @prameyaodia ✍🏻🇮🇳 Beats- @WCDOdisha, Mission Shakti, Women & Child Commission, OHRC & IC, I&PR, SDTE








@TPCentralOdisha ଆଜ୍ଞା ସାତ ଦିନ ଭିତରେ ପୁଣିଥରେ ବିନା ନୋଟିସରେ ଆମ ଲାଇନ୍ କଟ ହେଇଚି। ସାହିରେ ସମସ୍ତଙ୍କ ବିଜୁଳି ଥିବା ବେଳେ ଆମର ଏକା ନାହିଁ। ୯ ଟାରୁ ଅଭିଯୋଗ କଲୁଣି, କୌଣସି ଉତ୍ତର ମିଳିନି। ଏବେ ଆଉ ୧୯୧୨ କୁ କଲ ବି ଯାଉନି। ଆମ ସହ କିଛି ବ୍ୟକ୍ତିଗତ ଆକ୍ରୋଶ ଅଛି ନା ଆପଣଙ୍କ ସେବା ହିଁ ଏମିତି? ଅଭିଯୋଗ ନମ୍ବର - ୫୦୧୩୮୨୧୩୦୧






ଖାଲି ଅବଗତ ନୁହେଁ, ପିଇବା ପାଣି, ମୋବାଇଲ୍ ଚାର୍ଜ ପାଇଁ ପାୱାର ବ୍ୟାଙ୍କ୍ ବି ପଠାନ୍ତୁ। ଅଫିସରୁ ଫେରି ସବୁବେଳେ e ଦଶା କିଏ ଭୋଗିବ। ନୂଆଗାଁ ବଳରାମ ବିହାରରେ ତ ଲୋ -ଭୋଲ୍ଟେଜ୍ ରେ ସବୁଦିନ କଟୁଛି। ଏବେ ପୁଣି ଏ ନୂଆଁ ଶୋଷଣ। ବିଶ୍ୱାସ କରନ୍ତୁ ଆପଙ୍କ ସେବା ପୁରା ବେକାର, ଆମେ ହନ୍ତସନ୍ତ ହେଉଛୁ, ତୁରନ୍ତ ନିଜ କର୍ମଚାରୀଙ୍କୁ ପଠାନ୍ତୁ












