Amit Panda 🇮🇳

6.3K posts

Amit Panda 🇮🇳 banner
Amit Panda 🇮🇳

Amit Panda 🇮🇳

@PintuAmit

enunciate bitter truth.

Bhadrak, India Katılım Ağustos 2011
2.2K Takip Edilen599 Takipçiler
Sabitlenmiş Tweet
Amit Panda 🇮🇳
Amit Panda 🇮🇳@PintuAmit·
ସମ୍ପର୍କ ସବୁବେଳେ ବିଶ୍ୱାସ,ଭରସା ଏବଂ ବୁଝାମଣା ରେ ହିଁ ଥାଏ କିନ୍ତୁ ବିଶ୍ୱାସ ଠାରୁ ଅଧିକ ବିଶ୍ୱାସ କରିବା,ଭରସା ଠାରୁ ଅଧିକ ଭରସା କରିବା ହିଁ ଆମର ଭୂଲ ହୋଇଥାଏ। Relationship is all about TRUST, BELIEF and UNDERSTANDING but to believe more than to believe,to trust more than hope is our fault. @mte2o
2
6
40
0
Amit Panda 🇮🇳
Amit Panda 🇮🇳@PintuAmit·
ଭାରି ମିଠା ଲାଗେ ଶୁଣିଦେଲେ, ବୁଝିବାକୁ ଟିକିଏ ସମୟ ଲାଗିଥାଏ କିନ୍ତୁ କହିପାରେ ନାହିଁ । ଇଚ୍ଛା ତ ବହୁତ ଶିଖିବାକୁ ଆଉ କହିବାକୁ ହେଲେ କେମିତି ଶିଖିବାକୁ ହେବ ? ଏହି ଭାଷାର ମୂଳଉତ୍ସ କେଉଁଟି କିଏ ଏହାର ମୂଳ ଉତ୍ପାଟକ ? youtube.com/shorts/YgJE26q…
YouTube video
YouTube
OR
0
0
1
28
Amit Panda 🇮🇳 retweetledi
BMC
BMC@bmcbbsr·
ପ୍ଲାଷ୍ଟିକ୍ ମୁକ୍ତ ହେବ ଭୁବନେଶ୍ୱରର ବଜାର-ହାଟ। ସହରରୁ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକ୍ ହଟାଇବା ପାଇଁ ବିଏମସି (BMC) ଲାଗୁ କରିଛି ଏକ କଡ଼ା ମାର୍ଗଦର୍ଶିକା (SOP)। ପ୍ରଥମ ପର୍ଯ୍ୟାୟରେ କୋଚିଲେଇ ହାଟ, ଡମଣା ହାଟ ଓ ଭିଏସଏସ ନଗର ମାର୍କେଟକୁ 'ପ୍ଲାଷ୍ଟିକ୍ ମୁକ୍ତ ମଡେଲ୍' ଭାବେ ଗଢ଼ିବାକୁ ଲକ୍ଷ୍ୟ ରଖାଯାଇଛି। କପଡ଼ା ବ୍ୟାଗ୍ ବଣ୍ଟନ ସହ ନିୟମ ନ ମାନିଲେ କଡ଼ା ଜୋରିମାନା ଆଦାୟ କରାଯିବ। ଆମ ସହରର ଦୈନିକ ବର୍ଜ୍ୟବସ୍ତୁରୁ ୬୦-୭୦% କେବଳ ପ୍ଲାଷ୍ଟିକ୍! ଆସନ୍ତୁ, ପଲିଥିନ୍ ଛାଡିବା ଏବଂ ବଜାର ଗଲା ବେଳେ ନିଜ ସାଥିରେ ଏକ କପଡ଼ା ବ୍ୟାଗ୍ ନେଇଯିବା। #PlasticFreeCity #SwachhBhubaneswar #Bhubaneswar #SwachhSurvekshan
BMC tweet media
OR
3
2
33
1.2K
Binayak Sahoo
Binayak Sahoo@BinayakSahoo·
#LPGShortage ଯୋଗୁ ଯେଉଁ ଭଳି ଦର ବଢ଼ାଉଛନ୍ତି🤦 , ଘର ପିଛା ଜଣେ ଯାଇକି Qatar /UAE ରୁ ବୋହିକି ଆଣିଲେ ଶସ୍ତା ପଡିବ 🤔 😂😜
Binayak Sahoo tweet media
OR
10
0
42
2.1K
Amit Panda 🇮🇳
Amit Panda 🇮🇳@PintuAmit·
@BinayakSahoo ଏକ ଅବିଚ୍ଛେଦ୍ୟ ଅଙ୍ଗ ପରି ସେବା ଦେଇ ଆସୁଥିବା ଏହି ନିର୍ଜୀବ କମରପେଟି କୁ ଯଥାଯୋଗ୍ୟ ସମ୍ମାନ ପାଇଁ ଆମେ x ଅନ୍ତେବାସୀ ଦାବି କରି ଅନସନ ରେ ବସିଲୁ।
OR
0
0
0
14
Binayak Sahoo
Binayak Sahoo@BinayakSahoo·
ଗୋଟାଏ ଯୁଗ ଭଳି service ଦେଇ ଦେଇ ଆଜି. .......
Binayak Sahoo tweet media
OR
16
1
54
1.7K
ସୁଗାଙ୍ଗ କେଶରୀ
ଆଖିର ଲୁହ ଦେଖି ଲୋକଙ୍କ ହୃଦୟ ତରଳି ଯିବ କିନ୍ତୁ ସ୍ୱାମୀ ଜୀବିତ ଥାଉ ଥାଉ ପିଲାଙ୍କ ଲାଳନପାଳନ ପାଇଁ ଅନ୍ୟ ପାଖରେ ଶୋଇଯିବି କହିବାର ମାନେ ସ୍ୱାମୀକୁ ଛାଡ଼ି ଆଉ କାହା ପାଖରେ ମଧ୍ୟ ଶୋଇବାକୁ ଇଛୁକ କିନ୍ତୁ ସ୍ୱାମୀ ସହ ରହିବାକୁ ରାଜି ନୁହଁ ୱା ୱାଆ ରେ ନାରୀ x.com/san_x_m/status…
OR
16
11
115
13.6K
Amit Panda 🇮🇳
Amit Panda 🇮🇳@PintuAmit·
@ItismitaCodes03 ଏ ପିଲାଟି ଏତେ ଦୁଷ୍ଟ ନା ??? ମୁଁ ସାଧାରଣ ବୋଲି ମନେ କରୁଥିଲି।
OR
0
0
1
7
Itismita 🇮🇳
Itismita 🇮🇳@ItismitaCodes03·
ଆଜି ଯିଏ କହିଲା ରଙ୍ଗ କାଇଁ ଖେଳୁଚ ଆମେ ତାକୁ ବି ରଙ୍ଗ ମାରି ଦେଲୁ, ଏମିତି ମାରିଲୁ ଆର ବର୍ଷ ଯାଏଁ ରହିବ 🤣🤣 ଆମକୁ କହିବା ଆଗରୁ ଆଉ 2 ଥର ଭାବିବ 😆
OR
4
0
18
611
Amit Panda 🇮🇳
Amit Panda 🇮🇳@PintuAmit·
Well said, the point should have to note , Dear @narendramodi @FinMinIndia @CMO_Odisha @BJP4Odisha
ଇଂ.ଭବାନୀ ଶଙ୍କର ସାହୁ@Bhabani220Kv

@akshya_patra @Meher5Meher @CMO_Odisha @rto_kendrapara @STAOdisha @ushapadhee1996 @AMITABHTHAKUR21 @spkendrapara @homeodisha @odisha_police @drpatra @DGPOdisha @SubcollectorK @dmkendrapara Bhai khali rider nka photo kete dina deba kebe kharap rasta approach road au NH ra abastha bi tweet kara ... It's not the citizens have to suffer always. Looks like u have never seen the other side of the coin

English
0
0
0
24
Itismita 🇮🇳
Itismita 🇮🇳@ItismitaCodes03·
ପାଠ ପଢା ର କେବେ ବି ଅନ୍ତ ନ ଥାଏ, ଯେକୌଣସି ବୟସ ରେ ପଢ଼ି ହେବ । 👍
OR
5
1
42
930
Nibedita Niki Das
Nibedita Niki Das@NikiNibedita·
ମୁଣ୍ଡ ସଫା କରିଲେ ଥରକେ ଏତିକି ଛୁଟି ଉପୁଡୁଚି କଣ କରିବା 😭
Nibedita Niki Das tweet media
OR
25
0
24
3.2K
Rakesh 2.0 🇮🇳
Rakesh 2.0 🇮🇳@TheRakesh_IND·
ना वकील ना डिग्री SC से जीता केस 19 साल में अथर्व चतुर्वेदी ने रच दिया इतिहास दो बार NEET एग्जाम पास होने पर EWS रिजर्वेशन के कारण MBBS की सीट नहीं मिली लड़ा केस और कोर्ट के फैसले ने सीट दिला दी अथर्व चतुर्वेदी ने माने सुप्रीम कोर्ट के आभार
हिन्दी
36
2K
5.9K
71.1K
Amit Panda 🇮🇳
Amit Panda 🇮🇳@PintuAmit·
@Smita_Here_ @NikiNibedita In midst of doctors and advocates, They have much more money as per my knowledge; After all everyone getting free advice but for my case you are asking money 💰 🤔
English
1
0
0
25
ସ୍ମିତା
ସ୍ମିତା@Smita_Here_·
@NikiNibedita 1. ଗୋଟେ କାଠ ପାନିଆ ଆଣନ୍ତୁ 2. ସବୁଦିନେ ସକାଳୁ ଉଠି ଖାଲି ପେଟ ରେ ଭୃଷୁଙ୍ଗା ପତ୍ର ଦଶ ଟା ଚୋବେଇ ଖାଆନ୍ତୁ 3.Mahabhringraj ତେଲ ଆଣି ଲାଗlନ୍ତୁ ଖାଲି ମୁଣ୍ଡ ଧୋଇବା ପୂର୍ବ ରୁ ନୁହେଁ ପରେ ବି ଲଗେଇ ଅନ୍ତତଃ ତିନି ଦିନ ରଖନ୍ତୁ 3.Mahabhringrajrasav ଟନିକ ଆଣି ଖାଲି ପେଟରେ ପିଅନ୍ତୁ 4.sulphate & parabeen free shampoo
OR
4
0
3
124