SubcollectorKendrapara

90 posts

SubcollectorKendrapara

SubcollectorKendrapara

@SubcollectorK

Sub collector office kendrapara

Katılım Mart 2025
15 Takip Edilen75 Takipçiler
Miss_Panda
Miss_Panda@Panda_Mis75190·
ମହାକାଳପଡ଼ା rwss କୁ ଅଭିଯୋଗ କଲା ପରେ କୋୖଣସି ପଦକ୍ଷେପ ନେଉ ନାହାନ୍ତି ଲୋକଂକୁ ପାନୀୟ ଜଳ ମିଳୁନି କିନ୍ତୁ ଦତ୍ତପୁର ଗ୍ରାମରେoverhead tankରୁ ପାଣି overload ହେଉ ପାଣି ନଷ୍ଟ ହେଉଛି ସାର @SubcollectorK rwss ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ @CMO_Odisha @dmkendrapara
OR
1
0
0
10
Miss_Panda
Miss_Panda@Panda_Mis75190·
ମହାକାଳପଡ଼ା ବ୍ଲକ ସୁନିତି ପଞ୍ଚାୟତ ସୁଗଲ ଦତ୍ତପୁର ଗ୍ରାମରେ ଥିବା ଓଭର ହେଡ ବସୁଧା ପାଣି ଟାଙ୍କିରୁ ୧ ଘଣ୍ଟା ରୁ ଉର୍ଦ୍ଧ୍ବ ହେଲାଣି ପାଣି ଟାଙ୍କି ଲୋଡ୍ ହେଉ ପାଣି ବୋହୁଛି ଏ ସମସ୍ୟା ବର୍ଷ ହେଲାଣି ହେଉଛି ଦାୟିତ୍ଵ ରେ ଥିବା ଯୁବକ ଉପରେ କ'ଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନାହିଁ @RWSS_kendrapara @PRDeptOdisha
OR
1
0
0
13
Diptiranjan Dash
Diptiranjan Dash@Diptira35365398·
ବର୍ଷ ବର୍ଷ ଧରି ଅଭିଯୋଗ କରିବା ପରେ ବି ହୋଇପାରୁନି କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ପାଖଡ ପଞ୍ଚାୟତ ନୂଆପଡ଼ା ଗ୍ରାମର ସଂଯୁକ୍ତା ପଣ୍ଡାଙ୍କ ବାର୍ଦ୍ଧକ୍ୟ ଭତ୍ତା କେବେ ଦୃଷ୍ଟି ପଡ଼ିବ ପ୍ରଶାସନର ? @CMO_Odisha @NityanandaBJP @SSEPD2 @dmkendrapara @SubcollectorK @Kendrapara14721 🙏
Diptiranjan Dash tweet mediaDiptiranjan Dash tweet mediaDiptiranjan Dash tweet media
OR
2
3
6
403
Chinmaya. ❤️🇮🇳
Chinmaya. ❤️🇮🇳@ChinmayaBal14·
ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଅନୁରୋଧ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦିନ ସକାଳ 6 ଘଟିକା ଠାରୁ ଦିନ ଗୋଟିଏ ପର୍ଯ୍ୟନ୍ତ ହାଇୱା ସହିତ ଅନ୍ୟାନ୍ୟ ଭାରି ଯାନ ଚଳା ଚଳ ବନ୍ଦ ରଖନ୍ତୁ . ଏବଂ exam centre ରେ silent zone ହେଉ। @dmkendrapara @SubcollectorK @spkendrapara
OR
1
0
1
53
Chinmaya. ❤️🇮🇳
Chinmaya. ❤️🇮🇳@ChinmayaBal14·
ଯେଉଁଠି ଜୈବ ବିବିଧତା ପରିପୂର୍ଣ୍ଣ...ସେଠି ଯଦି ଏମିତି ପ୍ରଦୁଷଣ ହେଵା ତା ହେଲେ ପ୍ରକୃତି କେମିତି ବଞ୍ଚିଵ.. କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଳକର କୁରୁଣ୍ଟି ପେଣ୍ଠ ରୋଡ left side ର ଇଟାଭାଟି ପୋଡାଯାଉଛି। Permission କିଏ ଦେଲା..? @dmkendrapara @ForestDeptt @SubcollectorK sir kindly look 🙏🏿
Chinmaya. ❤️🇮🇳 tweet mediaChinmaya. ❤️🇮🇳 tweet media
OR
2
0
3
113
SubcollectorKendrapara retweetledi
Prem Kumar Jha
Prem Kumar Jha@Prem_CWLWOdisha·
As someone who truly loves wildlife, seeing the Indian Ocean Humpback Dolphin along our coasts feels special every single time. Watching these gentle creatures move through the shallow waters of Odisha reminds us how alive and beautiful our oceans truly are. From Gahirmatha to Puri, Berhampur and Balasore, they are a beautiful part of our biodiversity and a true sign of healthy seas. Protecting our coasts, keeping our waters clean and respecting marine life is the least we can do in return. The ocean gives us so much, and it is our responsibility to protect the life within it. Image courtesy: Arun Kumar Nayak 📍 Gahirmatha Marine Sanctuary #indianoceanhumpbackdolphin #marinelife #marineconservation #wildlifeodisha #odishacoast
Prem Kumar Jha tweet mediaPrem Kumar Jha tweet media
English
0
4
13
612
SubcollectorKendrapara
SubcollectorKendrapara@SubcollectorK·
Wonderful initiative by Revenue &DM deptt
Mohan Charan Majhi@MohanMOdisha

ଏକ ସମର୍ପିତ ସରକାର ଭାବେ ଆମେ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସହଜ ଓ ପ୍ରଯୁକ୍ତିବିଦ୍ୟା ଆଧାରିତ କରିଛୁ। 'ରାଜସ୍ୱ ପ୍ରଶାସନକୁ ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଓ ମଧ୍ୟସ୍ଥିମୁକ୍ତ କରିବା ପାଇଁ ଆମେ ବ୍ୟାପକ ସଂସ୍କାର ଆଣିଛୁ। ଏବେଠାରୁ 'ଆମ ସାଥି ଆପ୍' ଏବଂ ହ୍ୱାଟସ୍‌ଆପ୍ ବଟ୍ ମାଧ୍ୟମରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ ସେବା ଲୋକଙ୍କ ନିକଟରେ ଉପଲବ୍ଧ ହେବ। ଲୋକମାନେ ଏବେ ଘରେ ବସି ସହଜରେ ବିଭିନ୍ନ ପ୍ରମାଣପତ୍ର ଓ ଅନ୍ୟାନ୍ୟ ରାଜସ୍ୱ ସେବା ପାଇପାରିବେ, ଯାହା ବ୍ୟବସ୍ଥାରେ ମଧ୍ୟସ୍ଥିଙ୍କ ପ୍ରଭାବକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବ। ସେବା ପ୍ରଦାନରେ ସ୍ୱଚ୍ଛତା ହିଁ ଜନତାଙ୍କ ଭରସାକୁ ମଜବୁତ କରିବ ଏବଂ ଏହି ସ୍ୱଚ୍ଛତା ହିଁ ‘ବିକଶିତ ଓଡ଼ିଶା’ ଗଠନର ମୂଳଦୁଆ ସାଜିବ।

English
0
1
3
58
Suvendu Sahoo
Suvendu Sahoo@Suvendu16535871·
@SSEPD2 @SusantKu_Kandi @dmkendrapara @CMO_Odisha @MohanMOdisha @MMarshaghai @Kendrapara14721 @SubcollectorK @PRDeptOdisha @JanaSunani @NityanandaBJP @IPR_Odisha @SSEPD2 ସାର୍ ଏ ପର୍ଯ୍ୟନ୍ତ ସୁରେନ୍ଦ୍ର ନାଥ ପାଢ଼ୀ ବର୍ଦ୍ଧିତ ଭତା ୩୫୦୦ ପାଇଲେ ନାହିଁ . ସରକାର ଙ୍କ ନିର୍ଦ୍ଦେଶନାରେ ୧୦୦% Blind . ବହୁବାର ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ . ଦୟାକରି ବିଚାର ନେବାକୁ ଅନୁରୋଧ .
Suvendu Sahoo tweet media
OR
1
0
1
44
Susant Kumar Kandi
Susant Kumar Kandi@SusantKu_Kandi·
କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍ ଅଧିନ କରିଲୋପାଟଣା ପଞ୍ଚାୟତର ସୁରେନ୍ଦ୍ରନାଥ ପାଢ଼ୀ ୧୦୦ ପ୍ରତିଶତ ଭିନ୍ନକ୍ଷମ ବର୍ଦ୍ଧିତ ଭତ୍ତା ୩୫୦୦ ଟଙ୍କା ପାଇବାରୁ ବଞ୍ଚିତ। ଶୀଘ୍ର ଭତ୍ତା ପ୍ରଦାନ କରିବାପାଇଁ @dmkendrapara ମହୋଦୟଙ୍କୁ ବିନମ୍ର ଅନୁରୋଧ। @CMO_Odisha @MohanMOdisha @SSEPD2 @MMarshaghai @Kendrapara14721
Susant Kumar Kandi tweet mediaSusant Kumar Kandi tweet mediaSusant Kumar Kandi tweet media
OR
3
4
13
629
Binod kumar Nayak
Binod kumar Nayak@Binodku25201131·
କୁନି କୁନି ପିଲାମାନଙ୍କ ଖାଦ୍ୟ ଲଡୁରେ ପୋକ ଅନୁରୋଧ କରିବି ଖବର କାଗଜ ଉପରେ ଯାଞ୍ଚ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ଅଧିକାରୀ ମାନଙ୍କୁ ଅନୁରୋଧ @MohanMOdisha @CMO_Odisha @OfficialTeamATA @BDORajkanika @SubcollectorK @SMEOdisha @dmkendrapara
Binod kumar Nayak tweet media
OR
1
0
0
79
People's Human and Social Justice Forum, Odisha
Sabitri Sethy, aged 80 years and 11 months, W/o Late Banchhanidhi Sethy, At- Haripur, Post- Sorisia , Block- Derabish, District- Kendrapara, Pin-754210 humbly state that I have crossed 80 years of age on 07/12/2025 (AADHAR CARD DOB: 01/02/1945) & (VOTER DOB : 83 Years) @SSEPD2
English
1
1
5
680