Sri

309 posts

Sri

Sri

@Pkp_93

Katılım Temmuz 2023
92 Takip Edilen5 Takipçiler
National Testing Agency
More than 10 lakh students have downloaded their Admit Cards for NEET UG 2026 in about 24 hours since the launch of Admit Card download facility. Our tech teams are monitoring the loads on the servers and NTA will ensure that all candidates get their Admit Cards, well in time for the Examination. #NEET2026 #NTA
English
221
29
576
118.5K
Sri
Sri@Pkp_93·
Everything is there where is the problem from download link for admit card. @aajtak
Sri tweet media
English
1
0
0
6
CMO Odisha
CMO Odisha@CMO_Odisha·
ଆସନ୍ତା ତା ୦୧.୦୬.୨୦୨୬ ରିଖ (ସୋମବାର) ଦିନ ସକାଳ ୮.୦୦ ଘଟିକା ସମୟରେ ଭୁବନେଶ୍ୱରସ୍ଥିତ ୟୁନିଟ-୨, ଅଶୋକ ନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଗତ ତା ୨୭.୦୪.୨୦୨୬ ରିଖରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ପୂର୍ବରୁ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ଏହି ତାରିଖରେ ନିଜର ଅଭିଯୋଗ ଜଣାଇପାରିବେ। ସେମାନଙ୍କୁ ପୁନଃ ପଞ୍ଜୀକରଣ କରିବାର କୌଣସି ଆବଶ୍ୟକତା ନାହିଁ।
CMO Odisha tweet media
OR
37
22
178
12.7K
Mohan Charan Majhi
Mohan Charan Majhi@MohanMOdisha·
ଓଡ଼ିଶାରେ ଶିଳ୍ପଭିତ୍ତିକ ବିକାଶ ଓ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆମ ସରକାର ସଂକଳ୍ପବଦ୍ଧ। ପାରାଦ୍ୱୀପରେ ଆରମ୍ଭ ହେଲା JSW ମେଗା ଷ୍ଟିଲ୍ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ। ₹୧.୨୫ ଲକ୍ଷ କୋଟି ପୁଞ୍ଜି ନିବେଶ ସହ ଏହି ପ୍ରକଳ୍ପ ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ଦେବ ନୂଆ ପରିଚୟ। ବାର୍ଷିକ ପ୍ରାୟ ୨୪ ମିଲିଅନ୍ ଟନ୍ ଷ୍ଟିଲ୍ ଉତ୍ପାଦନ ସହ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି ସୁଯୋଗ ଓ ଶକ୍ତିଶାଳୀ ହେବ ଓଡ଼ିଶାର ଅର୍ଥନୀତି । #InvestinOdisha
Mohan Charan Majhi tweet media
OR
21
12
80
3.3K
I & PR Department, Odisha
I & PR Department, Odisha@IPR_Odisha·
The Higher Education Dept has announced the UG admission schedule for the academic session 2026–27 through the SAMS portal. - Common Application Form (CAF) available from: 4:00 PM, 27th May, 2026 - CAF submission: 27th May to 10th June, 2026 - First Merit List publication: 17th June, 2026 Admissions will be conducted as per #NEP2020 guidelines, allowing students the flexibility to choose different combinations while filling out the CAF on the SAMS portal. They may opt for Single Major with Two Minor Subjects, Double Major Subjects or Three Minor Subjects according to their interests and preferences.
I & PR Department, Odisha tweet mediaI & PR Department, Odisha tweet media
English
6
17
159
9.5K