
କରଡାଗାଡିଆ ପଞ୍ଚାୟତ କୁସାସିଂହ। ଗ୍ରାମ କୁ ଯାଇଥିବା ବସୁଧା ଯୋଜନା ଅନ୍ତର୍ଗତ ଏହି ପାଇପ ଟି ( ଦାଢିଆ ବନ୍ଧ ପାଖ) ଫାଟି ଯାଇ ଥିବାରୁ ପାଣି ବୋହୁଅଛି। ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦିଅନ୍ତୁ । @RWSS_Angul @banarpalbdo1 @angul_dm @PRDeptOdisha @CMO_Odisha
RWS &S Division Angul at Talcher(PRDW)
302 posts


କରଡାଗାଡିଆ ପଞ୍ଚାୟତ କୁସାସିଂହ। ଗ୍ରାମ କୁ ଯାଇଥିବା ବସୁଧା ଯୋଜନା ଅନ୍ତର୍ଗତ ଏହି ପାଇପ ଟି ( ଦାଢିଆ ବନ୍ଧ ପାଖ) ଫାଟି ଯାଇ ଥିବାରୁ ପାଣି ବୋହୁଅଛି। ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦିଅନ୍ତୁ । @RWSS_Angul @banarpalbdo1 @angul_dm @PRDeptOdisha @CMO_Odisha

@PRDeptOdisha Sir ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଗୁରୁଜାଙ୍ଗୁଲି ପଞ୍ଚାୟତ #ଖୋଲୁଆ ୫ ବର୍ଷ ପୂର୍ବ ରେ ବସୁଧା ପାନୀୟ ଜଳ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହୋଇଛି କିନ୍ତୁ ବସୁଧା ପାଣି ଟାଙ୍କି ବନ୍ଦ ହୋଇକି ପଡିଛି ପାଞ୍ଚ ସହ ପରିବାର ନିର୍ଭର କରିଛନ୍ତି । ତୁରନ୍ତ ମରାମତି କରିବା ପାଇଁ ଅନୁରୋଧ। @bdo_talcher @RWSS_Angul @angul_dm

ଅନୁଗୋଳ ଜିଲ୍ଲା ତୁକୁଡା ପଂଚାୟତ ଅଧୀନ ଦେଉଳଖମଣ ଗ୍ରାମ ଆଜି ଅବହେଳିତ. ଗାଁ କୁ ରାସ୍ତା ନାହିଁ. ପାନୀୟ ଜଳ ବ୍ୟବସ୍ଥା ନାହିଁ. ଅଙ୍ଗାନାବାଡ଼ି ନାହିଁ. ଜଳ ଯୋଗାଣ ବିଭାଗ ର ପାଣି ଟ୍ୟାପ ଭାଙ୍ଗି ଗଲାଣି.କିନ୍ତୁ ଜଳ ଆସୁନି. ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଅନୁରୋଧ @PRDeptOdisha @SecyChief @angul_dm @RWSS_Angul

Respect, Sir/Madam Humble request to investigate and resolve the issue based on the information published on the newspaper.@CMO_Odisha @angul_dm @bdo_pallahara @sdmpallahara @PRDeptOdisha @RDOdisha @RWSS_Odisha @RWSS_Angul @TataPower @TPCentralOdisha @abdaal @sambad_odisha



ମାନନୀୟ @CMO_Odisha @MohanMOdisha @SecyChief @PRDeptOdisha @RWSS_Angul @RabiNaikBJP @angul_dm ସାର ତୁରନ୍ତ ଏଭଳି କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ଏଭଳି କାର୍ଯ୍ୟ କରିଥିବା ଲୋକଙ୍କ ଉପରେ ଦୃଢ ପଦକ୍ଷେପ ନେବାକୁ ଅନୁରୋଧ 🙏🏽


Please look into this matter and taken the necessary step, @CMO_Odisha @PRDeptOdisha @RWSS_Odisha @angul_dm @RWSS_Angul @kanhiabpmu


@PRDeptOdisha @RWSS_Odisha @RWSS_Angul @BDO_Kishornagar kindly look into it and take appropriate steps as soon as possible. @CMO_Odisha

ପାଣି ନାଁରେ ବିଷ ପିଉଛନ୍ତି #ଅନୁଗୁଳ ଜିଲ୍ଲା #କିଶୋରନଗର ବ୍ଲକ #ହିମିତିରା ପଂଚାୟତ #ଘୋଷର ଗ୍ରାମବାସି l ପ୍ରଶାସନକୁ ଅନୁରୋଧ ଏହି ପାଣିକୁ ବିଶୋଧନ କରି ଲୋକଙ୍କୁ ସ୍ୱଚ୍ଛ ପାଣି ଯୋଗାଇ ଦେବାକୁ ଅନୁରୋଧ l @PRDeptOdisha @SecyChief @RWSS_Odisha @angul_dm @RWSS_Angul



ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ #ପୁରୁଣାମାଣତ୍ରୀ ପଞ୍ଚାୟତ ରାଜିଙ୍ଗ ଗ୍ରାମ #କନ୍ଧସାହି ରେ ଥିବା ନଳକୂପ ୧୦ ଦିନ ହେବ ଅଚଳ ହେଇ ପଡ଼ିଛି ।ସାହିର ୫୦ ପରିବାର ବିଶୁଦ୍ଧ ପିଇବା ପାଣି ନପାଇ କୂଅ ପାଣି ପିଉଛନ୍ତି ।ତୁରନ୍ତ ନଳକୂପ ମରାମତି କରିବାକୁ @RWSS_Angul Sirଙ୍କୁ ଅନୁରୋଧ🙏 @CMO_Odisha @SecyChief @PRDeptOdisha @angul_dm