SAMBIT BEHERA retweetledi
SAMBIT BEHERA
161 posts

SAMBIT BEHERA retweetledi

@otvkhabar Nuakhai au dipawali niaheiniki visitor holiday re?
Română

#୩_ତାରିଖରେ_୪_ଜିଲ୍ଲାରେ_ସରକାରୀ_ଛୁଟି
-୩ ତାରିଖରେ ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାରେ ସରକାରୀ ଛୁଟି
-ଗଞ୍ଜାମ, ଗଜପତି, ନବରଙ୍ଗପୁର, ମାଲକାନଗିରିରେ ସରକାରୀ ଛୁଟି
-କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଉପଖଣ୍ଡରେ ବି ସରକାରୀ ଛୁଟି
-କାର୍ତ୍ତିକ ମାସ ଶେଷ ସୋମବାର ପାଇଁ ସ୍ଥାନୀୟ ଛୁଟି ଘୋଷଣା କଲେ RDC
#GovtHolidayAlert #OfficialHolidayOdisha #OTV

OR
SAMBIT BEHERA retweetledi

ଆହୁରି ଦଣ୍ଡ ମୁକ୍ତ ଅଞ୍ଚଳ କର... ତାଗିତ କଲେ ଶିକ୍ଷକ ଙ୍କୁ jail ରେ ପୁରାଅ..... ଦେଶ ର ଭବିଷ୍ୟତ.... @CMO_Odisha @MohanMOdisha @SMEOdisha @OSEPA_Official @AnanyaDasIAS
@Vkpandianfancl1 @Naveen_Odisha @bjd_odisha @AamAadmiParty @RahulGandhi @JuniorOjta

OR
SAMBIT BEHERA retweetledi

@NEWS7Odia & @SakalaNews
ଏହି ୨ଟି ଖବର ଉପରେ ସରକାରଙ୍କ ସ୍ପଷ୍ଟୀକରଣ ଲୋଡା। @SMEOdisha @NityanandaBJP @MohanMOdisha @SamalManmohan7


OR
SAMBIT BEHERA retweetledi

ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୁଆଡେ Extra ଛୁଟି ମିଳୁଛି।
@NandighoshaTV @SakalaNews @manasrmangaraj
ଉପରୋକ୍ତ ୨ଟି ଅତିରିକ୍ତ ଛୁଟି ପାଇଁ ଗୋଟିଏ Local holiday & ଗୋଟିଏ Visiters Holiday କରାଯାଇଛି।
-- ମାତ୍ର ସମ୍ବେଦନଶୀଳ ଗଣମାଧ୍ୟମ ହିସାବରେ ଆପଣଙ୍କ ଏଭଳି Reporting ଶିକ୍ଷକ ସମାଜ ପ୍ରତି ଅସମ୍ମାନ ସଦୃଶ।



OR
SAMBIT BEHERA retweetledi

୫୪ ବର୍ଷ ପରେ ଖୋଲିଲା କବାଟ, ବାହାରିଲା....
#bankebiharimandir #khazana #opened #OTV
otvkhabar.in/national/banke…
OR
SAMBIT BEHERA retweetledi
SAMBIT BEHERA retweetledi

#୩_ବର୍ଷରେ_ଟ୍ରାନ୍ସଫର_ବାଧ୍ୟତାମୂଳକ
-ଶିକ୍ଷା ବିଭାଗ ଅଧିକାରୀଙ୍କ ପାଇଁ ନୂଆ ନିୟମ; ପ୍ରତି ୩ ବର୍ଷରେ ହେବ ବଦଳି
-ଗୋଟିଏ ସ୍ଥାନରେ ୩ ବର୍ଷରୁ ଅଧିକ ସମୟ ପୋଷ୍ଟିଂ ଥିଲେ ବଦଳି କରାଯିବ
-ଚଳିତ ବର୍ଷ ୫୦ ପ୍ରତିଶତ ଓ ଆସନ୍ତା ବର୍ଷରେ ଅବଶିଷ୍ଟ ଅଧିକାରୀଙ୍କ ବଦଳି
-ଶିକ୍ଷକ ମାନଙ୍କ ପାଇଁ ଲାଗୁ ହେବନି ନୂତନ ନିୟମ
-ନିଜ ଜିଲ୍ଲା କିମ୍ବା ନିଜ ବ୍ଲକରେ କାର୍ଯ୍ୟ କରି ପାରିବେନି କୌଣସି ଅଧିକାରୀ
-ଅବସରକୁ ୨ ବର୍ଷ ବାକିଥିବା ଅଧିକାରୀଙ୍କ ବଦଳି ହେବନାହିଁ
#Transfer #EducationDepartment #Odisha #OTV

OR
SAMBIT BEHERA retweetledi

ଛି... ସ୍କୁଲ ପିଲାଙ୍କୁ ନେଇ ରାଜନୀତି। ଏତେ ତଳ ସ୍ତରକୁ ଚାଲିଗଲେ @BJP4Odisha
ଆଗରେ ମୋଦିଙ୍କ ଫୋଟୋ ଓ ପଛରେ ପାଠ ଛାଡି "ଏକ ପେଡ ମାଆ କେ ନାମ" ନାଁ ରେ ଶହ ଶହ ଛାତ୍ରଛାତ୍ରୀ ଅନେକ ଦୂର ରାସ୍ତା ଚାଲି ଚାଲି ପ୍ରଚାର କରୁଛନ୍ତି।
@bjd_odisha @Vkpandianfancl1 @SankhaOdisha
OR
SAMBIT BEHERA retweetledi
SAMBIT BEHERA retweetledi

31st August ସୁଦ୍ଧା OAVS 1706 ପଦବୀରେ ନିଯୁକ୍ତି ବିଜ୍ଞାପନ କଥା ମନେଅଛି ନା ଭୁଲିଗଲେଣି ??
@OAVS_Official @SMEOdisha @NityanandaBJP
ଲୋକଙ୍କ ସରକାର, ଲୋକଙ୍କୁ ନିରାଶ କରିବେ ନାହିଁ ବୋଲି ଆଶା। @MohanMOdisha @CMO_Odisha @SamalManmohan7
@BjpOdisha01 @dpradhanbjp

OR
SAMBIT BEHERA retweetledi

#ନବୀନ_ପଟ୍ଟନାୟକ_ଅସୁସ୍ଥ
-ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଅସୁସ୍ଥ
-ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ସୂଚନା
-ଅପରାହ୍ନ ୫ଟା ୧୫ରେ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି
-ଡିହାଇଡ୍ରେସନ୍ ଯୋଗୁଁ ହସ୍ପିଟାଲ୍ରେ ଭର୍ତ୍ତି ସୂଚନା
-ଏନେଇ ସମ୍ପୃକ୍ତ ଘରୋଇ ହସ୍ପିଟାଲ୍ ପକ୍ଷରୁ ସୂଚନା
#NaveenPatnaik #Healthissue #Hospital #OTV

OR
SAMBIT BEHERA retweetledi

@CMO_Odisha @MohanMOdisha @NityanandaBJP ଏ କି ପ୍ରକାର ନ୍ୟାୟ ??
BEd ପାସ୍ କରି ୧ଲକ୍ଷ ପିଲା ବେକାର ଥିଲା ବେଳେ ତେଲିଆ ମୁଣ୍ଡରେ ତେଲ।
-ଅତିଥି ଶିକ୍ଷକରେ Fresh ପିଲାଙ୍କୁ Allow କର
ନଚେତ୍ NEP & NCTE ଅନୁସାରେ ଶିକ୍ଷକ ନିଯୁକ୍ତି ପାଇଁ TET ବାଧ୍ୟତାମୂଳକ ଥିବାରୁ,Retired ଶିକ୍ଷକ ନିଯୁକ୍ତି କୋର୍ଟରେ ବେଆଇନ୍ ସିଦ୍ଧ ହେବ।
ଓଟିଭି@otvkhabar
#ଅବସରପ୍ରାପ୍ତ_ଶିକ୍ଷକ_ହେବେ_ଅତିଥି_ଶିକ୍ଷକ -ଅବସରପ୍ରାପ୍ତ ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି -ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ସହ ସଂସ୍କୃତ ଟୋଲ୍ ସ୍କୁଲରେ ମିଳିବ ନିଯୁକ୍ତି -ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି -ନୂଆ TGT ନିଯୁକ୍ତ ହେବା ଯାଏଁ ଏମାନେ ଶିକ୍ଷକତା କରିବେ -ନିଜ ଅଞ୍ଚଳରେ ଫାଙ୍କା ଥିବା ପଦବୀ ବିଷୟରେ ଅବଗତ କରିବେ ଡିଇଓ -ଖାଲି ପଦବୀରେ TGT ନିଯୁକ୍ତ ହେଲେ ଅତିଥି ଶିକ୍ଷକ ଅପସାରିତ ହେବେ #Odisha #OTV #Teacher_Appointment
OR
SAMBIT BEHERA retweetledi

ହଁ ଭାଇ ଆପଣ ଧନ୍ୟବାଦ ର ପାତ୍ର।
ଏବେ ପ୍ରକ୍ରିୟା କିପରି ଶୀଘ୍ର ତ୍ବରାନ୍ବିତ ହେବ, ସେଥିପାଇଁ ସମୟ ଦେବେ। ନା ବ୍ୟବସ୍ଥାକୁ ତା ବାଟରେ ଛାଡ଼ିଦେବେ ??
Dec 2023 ରୁ Aug 2025(21 months)
No Prelims Exam...
ଚାଲୁ ଏପରି ଓଡ଼ିଶାରେ ,ଗୋଟେ ନିଯୁକ୍ତି ସରିବାକୁ ୩ବର୍ଷ
@CMO_Odisha @rdmodisha
Bibhuti Bhusan Mohapatra ବିଭୁତି ଭୂଷଣ ମହାପାତ୍ର@bibhuti_odisha_
ଆର ଆଇ, ଅମିନ ପରୀକ୍ଷା ବାତିଲ୍ । ସବୁ ପରିସ୍ଥିତିରେ ସବୁ ସ୍ତରକୁ ଯାଇ ଲଢ଼ିବା ଶିଖିଛୁ । ସତ୍ୟମେବ ଜୟତେ ।। ଯାଆନ୍ତୁ ଏଥର ସ୍ୱଚ୍ଛତାର ସହିତ ମୂଳରୁ ପରୀକ୍ଷା ପ୍ରକ୍ରିୟା ଆରମ୍ଭ କରନ୍ତୁ। @CMO_Odisha #StudentsAgainstCorruption
OR
SAMBIT BEHERA retweetledi

ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମରିବାକୁ ବାଧ୍ୟ କରି ପ୍ରଶଂସା ସାଉଁଟୁଛନ୍ତି କି @NityanandaBJP @SMEOdisha
ସର୍ବନିମ୍ନ Grade pay 2200
No Promotion,But Work Load on HM
6yrs Contractual Service JTS
No Transfer Benifit
No Clerk,Peon,Sweeper
Teacher has to do All in Lowest Salary
@CMO_Odisha


English






