ଧର୍ମ ର ହେବ ଜୟ

19 posts

ଧର୍ମ ର ହେବ ଜୟ banner
ଧର୍ମ ର ହେବ ଜୟ

ଧର୍ମ ର ହେବ ଜୟ

@Susanta7575

Chennai Katılım Nisan 2023
55 Takip Edilen2 Takipçiler
PureHeartFoundation2022
PureHeartFoundation2022@pureheartfound2·
ଆଜି ଆମ #PureHeartFoundation ତରଫରୁ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଶାଁପୁର୍ ଗ୍ରାମ ପଞ୍ଚୟତସ୍ଥିତ ଦେଢ଼ଶରଦେଉଳି ଗ୍ରାମରେ ବ୍ରେନ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ରହିଥିବା ୫୨ ବର୍ଷୀୟ ରଂଜନ କୁମାର ବେହେରାଙ୍କ ଚିକିତ୍ସା ପାଇଁ ୩୦୦୦/-ଟଙ୍କା ସହିତ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଗଲା. @CJagatsinghpur
PureHeartFoundation2022 tweet mediaPureHeartFoundation2022 tweet mediaPureHeartFoundation2022 tweet mediaPureHeartFoundation2022 tweet media
OR
2
0
1
30
ଧର୍ମ ର ହେବ ଜୟ
@Subrajit_AKS @HFWOdisha @bjd_odisha @CMO_Odisha @Naveen_Odisha @MoSarkar5T @CollectorJspur ଆପଣ ଙ୍କୁ ଅନେକ ଅନେକ ଧନ୍ୟବାଦ . କେତେ ଅନୁରୋଧ କଲା ପରେ ଆପଣ ତାଙ୍କୁ ସାହାଯ୍ୟ କରିଥିଲେ . Twitte କରି ସରକାର ଙ୍କୁ ଜଣେଇଥିଲେ ହେଲେ କିଛି ଲାଭ ହେଲା ନାହିଁ . ଲୋକଟା ବିନା medicine ଆଉ ଆଉ ବିନା hospital treatment ରେ ଘରେ ପଡି ପଡି ଶେଷରେ ମରିଗଲା ..........
OR
0
0
0
22
ଧର୍ମ ର ହେବ ଜୟ
@smileplease_org ସରକାର ସାହାଯ୍ୟ କଲା ନାହିଁ ବୋଲି ଆମେ ସାର୍ ଙ୍କୁ ସାହାଯ୍ୟ ମାଗିଥିଲୁ ହେଲେ ସେ କିଛି ସାହାଯ୍ୟ କଲେ ନାହିଁ. ଆଉ ବି ଦରକାର ପଡିବ ନାହିଁ ସାହାଯ୍ୟ . ବିନା medicine ଆଉ hospital treatment ନ ପାଇଁ ସବୁ ଦିନ ପାଇଁ ସେ ଚାଲିଗଲେ 😭😭😭😭😭 ଧନ୍ୟ ବାଦ ଆପଣଙ୍କୁ
OR
0
0
0
7
SABYASACHI MISHRA 🇮🇳
SABYASACHI MISHRA 🇮🇳@sabyaactor·
Happiness is seeing the Smile! Few months back This case came from Boudh District. The mother Saitala Urma was struggling to treat her newborn Baby Swaraj. Saddest part is, despite a love marriage her husband left her as she gave birth to a child with deformity. But (1/3)
SABYASACHI MISHRA 🇮🇳 tweet mediaSABYASACHI MISHRA 🇮🇳 tweet media
English
238
92
1.9K
0
Dukhabandhu Biswal
Dukhabandhu Biswal@DukhabandhuBi13·
ଚିକିତ୍ସା ଅଧାରେ ସରିଗଲା @BskyOdisha କାର୍ଡ ର ୫ଲକ୍ଷ ଟଙ୍କା ଅର୍ଥ ଅଭାବରୁ ଚିକିତ୍ସା ହେଇପାରୁନି ଘରେ ପଡିରହିଛନ୍ତି ରୋଗୀ । ନାମ- ରଞ୍ଜନ କୁମାର ବେହେରା ପିତା- ୰ କୃଷ୍ଣଚନ୍ଦ୍ର ବେହେରା ଗ୍ରାମ-ଦେଢ଼ସର ଦେଉଳି ପଞ୍ଚାୟତ- ସାଂପୁର ପୋଷ୍ଟ-ଦେଢସର ଦେଉଳି ଜିଲ୍ଲା- ଜଗତସିଂହପୁର ଥାନା-ଜଗତସିଂହପୁର ଭୟା-ନାଲିବର ପିନ୍- ୭୫୪୧୦୪ ପେସା- ଦିନ ମଜୁରିଆ ( ନଡ଼ିଆ ତୋଳାଣି ) ଗତ ତା ୧୯/୧୨/୨୦୨୩ ରିଖ ଦିନ ସଖାଳ ସମୟ ୭ଟା ରେ ରଞ୍ଜନ କୁମାର ବେହେରା ପାଖ ଗାଁ କୁ ନଡ଼ିଆ ତୋଳିବା ପାଇଁ ଯାଇଥିଲେ . ନଡ଼ିଆ ଗଛ ରେ ଚଢ଼ୁଥିବା ସମୟ ରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ମାରିଲା ରଞ୍ଜନ ବେହେରା ସେଇ ଗଛ ଅଧାରେ ଅଟକି ଥିଲେ . ଗାଁ ର କିଛି ଲୋକଙ୍କ ସହାୟତା ରେ ତାଙ୍କୁ ତଳକୁ ଆଣିଥିଲେ. ambulance ସହାୟତା ରେ Jagatsinghpur hospital କୁ ନେଇଥିଲେ. ସେଠାରେ ସେ କହିଲେ ଆମେ ପରିବୁନି ତମେ କଟକ ନେଇଯାଅଆମେ shanthi memorial hospital କୁ ନେଇଥିଲେ ସେଠାରେ 25 ଦିନ ରେ 5 ଲକ୍ଷ ସରି ଯିବାରୁ ସେମାନେ ରଞ୍ଜନ ବେହେରା ଙ୍କୁ ବାହାର କରି ଦେଇ ଥିଲେ . ଏବେ ରୋଗୀ ଙ୍କ ପାଖରେ medicine ଦେବା ପାଇ ବି ପାଖରେ ପଇସା ନାହି ଉତ୍ତମ ଚିକିତ୍ସା କେମିତି କରିବେ .ଘରେ ପଡିରହିଛନ୍ତି ସେମିତି ଆହୁରି ଅବସ୍ଥା ଖରାପ ହେଇ ଗଲାଣି. ସେ ପରିବାର @CollectorJspur ଙ୍କୁ ବି ଜଣେଇଛନ୍ତି ହେଲେ କିଛି ବି ସରକାର ସହାୟତା ମିଳିନି । ବର୍ତ୍ତମାନ ଅନୁରୋଧ କରାଯାଉଛି , ସମ୍ମାନିତ @CMO_Odisha @CollectorJspur @CMRF_Odisha @NiranjanPujar11 @HFWOdisha @SCBMCHCTC @MoSarkar5T @MoParivarOdisha @PradeepJenaIAS @BPSethi @Abanikanta_1978 @SRC_Odisha @GovernorOdisha @dasraghubar @dpradhanbjpଙ୍କୁ #ରଞ୍ଜନ_ବେହେରା ଙ୍କୁ ଉତ୍ତମ ଚିକିତ୍ସା ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ @CMRF_Odisha ରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ ।।
Dukhabandhu Biswal tweet mediaDukhabandhu Biswal tweet mediaDukhabandhu Biswal tweet media
OR
1
2
4
121
ଧର୍ମ ର ହେବ ଜୟ
@pureheartfound2 @CJagatsinghpur ଧନ୍ୟବାଦ ମାଡାମ .ଯୋଉଠି ସାରକାର ସାହାଯ୍ୟ କରି ପାରୁନି ସେଠି ଆପଣ ମାନେ ସାହାଯ୍ୟ କରୁଛନ୍ତି 🙏🙏🙏🙏🙏
OR
0
0
0
25
BJP Odisha
BJP Odisha@BJP4Odisha·
ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ମାଧ୍ୟମରେ ଓଡ଼ିଶାାସୀଙ୍କୁ ଶସ୍ତା ଏବଂ ଗୁଣାତ୍ମକ ଔଷଧ ନିଶ୍ଚିତ କରିବା ମୋଦୀଙ୍କ ଗ୍ୟାରେଣ୍ଟି । #ModinkaGaurantee
BJP Odisha tweet media
OR
12
10
49
2.6K
ଧର୍ମ ର ହେବ ଜୟ retweetledi
Dukhabandhu Biswal
Dukhabandhu Biswal@DukhabandhuBi13·
ଚିକିତ୍ସା ଅଧାରେ ସରିଗଲା @BskyOdisha କାର୍ଡ ର ୫ଲକ୍ଷ ଟଙ୍କା ଅର୍ଥ ଅଭାବରୁ ଚିକିତ୍ସା ହେଇପାରୁନି ଘରେ ପଡିରହିଛନ୍ତି ରୋଗୀ । ନାମ- ରଞ୍ଜନ କୁମାର ବେହେରା ପିତା- ୰ କୃଷ୍ଣଚନ୍ଦ୍ର ବେହେରା ଗ୍ରାମ-ଦେଢ଼ସର ଦେଉଳି ପଞ୍ଚାୟତ- ସାଂପୁର ପୋଷ୍ଟ-ଦେଢସର ଦେଉଳି ଜିଲ୍ଲା- ଜଗତସିଂହପୁର ଥାନା-ଜଗତସିଂହପୁର ଭୟା-ନାଲିବର ପିନ୍- ୭୫୪୧୦୪ ପେସା- ଦିନ ମଜୁରିଆ ( ନଡ଼ିଆ ତୋଳାଣି ) ଗତ ତା ୧୯/୧୨/୨୦୨୩ ରିଖ ଦିନ ସଖାଳ ସମୟ ୭ଟା ରେ ରଞ୍ଜନ କୁମାର ବେହେରା ପାଖ ଗାଁ କୁ ନଡ଼ିଆ ତୋଳିବା ପାଇଁ ଯାଇଥିଲେ . ନଡ଼ିଆ ଗଛ ରେ ଚଢ଼ୁଥିବା ସମୟ ରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ମାରିଲା ରଞ୍ଜନ ବେହେରା ସେଇ ଗଛ ଅଧାରେ ଅଟକି ଥିଲେ . ଗାଁ ର କିଛି ଲୋକଙ୍କ ସହାୟତା ରେ ତାଙ୍କୁ ତଳକୁ ଆଣିଥିଲେ. ambulance ସହାୟତା ରେ Jagatsinghpur hospital କୁ ନେଇଥିଲେ. ସେଠାରେ ସେ କହିଲେ ଆମେ ପରିବୁନି ତମେ କଟକ ନେଇଯାଅଆମେ shanthi memorial hospital କୁ ନେଇଥିଲେ ସେଠାରେ 25 ଦିନ ରେ 5 ଲକ୍ଷ ସରି ଯିବାରୁ ସେମାନେ ରଞ୍ଜନ ବେହେରା ଙ୍କୁ ବାହାର କରି ଦେଇ ଥିଲେ . ଏବେ ରୋଗୀ ଙ୍କ ପାଖରେ medicine ଦେବା ପାଇ ବି ପାଖରେ ପଇସା ନାହି ଉତ୍ତମ ଚିକିତ୍ସା କେମିତି କରିବେ .ଘରେ ପଡିରହିଛନ୍ତି ସେମିତି ଆହୁରି ଅବସ୍ଥା ଖରାପ ହେଇ ଗଲାଣି. ସେ ପରିବାର @CollectorJspur ଙ୍କୁ ବି ଜଣେଇଛନ୍ତି ହେଲେ କିଛି ବି ସରକାର ସହାୟତା ମିଳିନି । ବର୍ତ୍ତମାନ ଅନୁରୋଧ କରାଯାଉଛି , ସମ୍ମାନିତ @CMO_Odisha @CollectorJspur @CMRF_Odisha @NiranjanPujar11 @HFWOdisha @SCBMCHCTC @MoSarkar5T @MoParivarOdisha @PradeepJenaIAS @BPSethi @Abanikanta_1978 @SRC_Odisha @GovernorOdisha @dasraghubar @dpradhanbjpଙ୍କୁ #ରଞ୍ଜନ_ବେହେରା ଙ୍କୁ ଉତ୍ତମ ଚିକିତ୍ସା ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ @CMRF_Odisha ରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଅନୁରୋଧ
Dukhabandhu Biswal tweet mediaDukhabandhu Biswal tweet mediaDukhabandhu Biswal tweet media
OR
0
1
2
107
ଧର୍ମ ର ହେବ ଜୟ
@sabyaactor @smileplease_org @CMO_Odisha @Naveen_Odisha @narendramodi @dpradhanbjp @devray1234 @GlobalOdiaDoc Sir Jagatsinghpur ରେ ଗୋଟେ ପରିବାର ଅଛନ୍ତି ବହୁତ ଅସୁବିଧା ରେ ଅଛନ୍ତି. ତାଙ୍କ ପରିବାର ର ମୁଖ୍ୟ brain stroke ରେ ଘରେ ପଡିଛନ୍ତି. Bsky Card ରୁ ସବୁ ପଇସା ସରିଗଲା ପରେ hospital ତାଙ୍କୁ ବାହାର କରିଦେଇ ଥିଲା . ଏବେ ସେ 3 ମାସ ହେବ ଘରେ ପଡ଼ିଛନ୍ତି. ତାଙ୍କର କେହିବି ନାହାନ୍ତି ଗୋଟେ ପୁଅ ଅଛି ସେ ପୁଣି ପାଗଳ.
OR
0
0
0
9
ଧର୍ମ ର ହେବ ଜୟ
@BJP4Odisha ସବୁ ମିଛ election ଆସିଲାଣି . ଏମିତି ମିଛ ପ୍ରଚାର ହବ . ଯାହାକୁ ମିଳିବା କଥା ମିଳିନି ଆଉ ଜାହାକୁ ନି ମିଳିବା କଥା ତାକୁ 2 ଟା ଲେଖା ଏ ମିଳିଛି .ମୋ ପାଖରେ ପ୍ରମାଣ ଅଛି .......
OR
0
0
0
4
BJP Odisha
BJP Odisha@BJP4Odisha·
ଓଡ଼ିଶାରେ ସମସ୍ତଙ୍କ ମୁଣ୍ଡ ଉପରେ ଛାତ ମୋଦୀଙ୍କ ଗ୍ୟାରେଣ୍ଟି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଓଡ଼ିଶାରେ ୨୯ ଲକ୍ଷରୁ ଅଧିକ ପକ୍କା ଘର ମିଳିଛି । ସେଥିମଧ୍ୟରୁ ସହରାଞ୍ଚଳରେ ୨ ଲକ୍ଷରୁ ଅଧିକ ପକ୍କା ଘର ଏବଂ ଗ୍ରାମାଞ୍ଚଳରେ ୨୭.୨୫ ଲକ୍ଷରୁ ଅଧିକ ପକ୍କା ଘର ।
BJP Odisha tweet media
OR
1
3
17
1.9K
ଧର୍ମ ର ହେବ ଜୟ
@otvkhabar ଅତି ଦୁଃଖର ବିଷୟ କି ଏଥର ଓଡ଼ିଶା ର କେହି ବି ipl ରେ ନାହାଁନ୍ତି😭😭😭😭😭
OR
2
0
4
1.7K
ଓଟିଭି
ଓଟିଭି@otvkhabar·
-ଆଇପିଏଲ୍ ୨୦୨୪ର କ୍ରୀଡ଼ାସୂଚୀ ଜାରି -ଉଦଘାଟନୀ ମ୍ୟାଚ୍ ଚେନ୍ନାଇ-ବାଙ୍ଗାଲୋର ମଧ୍ୟରେ ହେବ -ମାର୍ଚ୍ଚ ୨୨ରେ ଚେନ୍ନାଇରେ ଖେଳାଯିବ ଉଦଘାଟନୀ ମ୍ୟାଚ୍‌ -ପ୍ରଥମ ୨୧ଟି ମ୍ୟାଚ୍ ପାଇଁ କ୍ରୀଡ଼ା ସୂଚୀ ଜାରି #IPL2024 #Schedule #OTV
ଓଟିଭି tweet media
OR
3
25
409
24.9K
Kanak News
Kanak News@kanak_news·
#ବିଶ୍ୱକପ୍_କୁଇଜ୍ ଦିନିକିଆ ବିଶ୍ୱକପ୍ ବିଜୟୀ ଇଂଲଣ୍ଡ ଦଳର କ୍ୟାପଟେନ୍ କିଏ ଥିଲେ? କମେଣ୍ଟ ବକ୍ସରେ ଦିଅନ୍ତୁ ସଠିକ୍ ଉତ୍ତର... #WorldCupQuiz #EnglandCricket #WorldCup #ICC #TeamIndia #KanakNews
Kanak News tweet media
OR
205
9
417
46.4K
Odisha Reporter
Odisha Reporter@OdishaReporter·
#କେନାଲ_ଖୋଳିଲେ_ସାଂସଦ_ଅପରାଜିତା_ଷଡ଼ଙ୍ଗୀ ମାଟି ତାଡ଼ି କେନାଲ ଖୋଳିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଲୋକେ ମାଟି ଖୋଳି କେନାଲର ପୁନରୁଦ୍ଧାର କରୁଥିବା ବେଳେ ଏଥିରେ ନିଜେ ସହଯୋଗ କରିଥିଲେ ଅପରାଜିତା ଷଡ଼ଙ୍ଗୀ। #Odisha #Bhubaneswar #AparajitaSarangi
OR
55
18
212
15.3K
@Bnayak
@Bnayak@Biranch11160131·
@Anu_mohanty79 5T ତତ୍ତ୍ବ ର ପରିସର ଭିତରେ ଦାଦନ ଶଦ୍ଦଟି ଅଛି ତ ? ଦାଦନ ନିଖୋଜ୍ କେତେ ଦିନ ଏମିତି ଚାଲିବ ....? ଓଡିଶାର ଯୁବ ପିଢି ସଜାଗ ହୁଅ ନିଜର ଅଧିକାର ଆଉ କର୍ତ୍ତ୍ୟବିଷୟରେ , ନଚେତ୍ ଏମିତି ଦାଦନ ଖଟିବାକୁ ଯାଉଥିବ ଏବଂ ମୃତ କି ନିଖୋଜ ହେଲେ , ସୋସିଆଲ ମିଡିଆରେ ବିଂଗ୍ୟାପନ ବାହାରିବ ।
OR
1
0
0
174
Anushree Mohanty
Anushree Mohanty@Anu_mohanty79·
ଭଦ୍ରକ ଜିଲ୍ଲା ରାନ୍ଦିଆ ଗ୍ରାମ ରେ ଘର । ତାମିଲନାଡୁ ରେ କାମ କରୁଥିଲା ପିଲାଟି । ଗତ ଜୁନ୍ ମାସରେ ଓଡ଼ିଶା ଆସୁଥିଲା । ତା ସାଙ୍ଗ ମାନେ ଓଡ଼ିଶା ଭଲରେ ପହଞ୍ଚିଲେ ହେଲେ ନନ୍ଦିଆ ବାରିକ୍ ଆଜି ଯାଏ ନିରୁଦ୍ଦିଷ୍ଟ । ପିଲା ଟିର ଖବର କେହି ପାଇଲେ ଜଣାଇବାକୁ ଅନୁରୋଧ 🙏 ଯିଏ ଏ ପୋଷ୍ଟ ଦେଖୁଛନ୍ତି ଦୟାକରି Share ଟେ କରନ୍ତୁ , ପିଲା ଟି ତା ବାପା ମାଆ ଙ୍କ ପାଖକୁ ଫେରିଆସୁ !! Contact number - +91 93480 98825
Anushree Mohanty tweet mediaAnushree Mohanty tweet mediaAnushree Mohanty tweet mediaAnushree Mohanty tweet media
OR
8
5
39
1.8K