PureHeartFoundation2022
22 posts


ଆଜି ଆମ #PureHeartFoundation ତରଫରୁ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଶାଁପୁର୍ ଗ୍ରାମ ପଞ୍ଚୟତସ୍ଥିତ ଦେଢ଼ଶରଦେଉଳି ଗ୍ରାମରେ ବ୍ରେନ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅବସ୍ଥାରେ ରହିଥିବା ୫୨ ବର୍ଷୀୟ ରଂଜନ କୁମାର ବେହେରାଙ୍କ ଚିକିତ୍ସା ପାଇଁ ୩୦୦୦/-ଟଙ୍କା ସହିତ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଗଲା.
@CJagatsinghpur




OR

ପବିତ୍ର ମହାବିଷୁବ ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ଅବସରରେ ଆମ ପିୟୋର୍ ହାର୍ଟ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ କଟକ ଜିଲ୍ଲାର ନିଆଳି ବ୍ଲକ୍ ଅନ୍ତର୍ଗତ ଶେଳଦା ଗ୍ରାମର ମଙ୍ଗଳା ମନ୍ଦିର ଓ ହନୁମାନ ମନ୍ଦିର ପରିସରରେ ଦହିପଣା ବଣ୍ଟନ କାର୍ଯ୍ୟ ସଫଳତାର ସହିତ ସଂପନ୍ନ ହୋଇଛି.
#PureHeartFoundationTrust




OR

ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସତ୍ୟବାଦୀ ବ୍ଳକରେ ଅବସ୍ଥିତ ବିଶ୍ଵନାଥପୁର ଗ୍ରାମ ପଞ୍ଚାୟତର ବାସିନ୍ଦା ଶାନ୍ତି ଭୋଇ ଅପାଙ୍କ ମୁହଁରେ ଟିକିଏ ହସ ଫୁଟାଇବାକୁ ଆମ #PureHeartFoundation ତରଫରୁ ଛୋଟିଆ ପ୍ରୟାସ କରାଯାଇଥିଲା,ଯାହାକି ସଫଳତାର ସହିତ ସଂପନ୍ନ ହୋଇଛି. ଏଥିପାଇଁ ସମସ୍ତଙ୍କୁ ସାଧୁବାଦ୍.
@SwainMadhu91 @RabiPar44227394

OR

fb.watch/mNtLZazK5i/?mi…
Official trailer of Pushkara
ଓଡ଼ିଆ ଉପନ୍ୟାସ ରୁ ଓଡ଼ିଆ ସିନେମା
#Pushkara #Sabyarchita #sabyasachi #tarangatv #TarangCineProductions
@sabyaactor

All the best dear @sabyaactor sir
SABYASACHI MISHRA 🇮🇳@sabyaactor
କାଲି ହେବ ପୁଷ୍କରା ସେନ୍ସର୍!Censor Board is going to see Pushkara.Need ur best wishes as tomorrow is a Big Day!Once we get the clearance certificate frm honourable Censor Board,our team will proceed with the release plan!Jagannath Dham's Pushkara is now one more step towards meeting you at your nearest theater! Jay Jagannath #Pushkara #odisha #OdiaMovie #OdiaCinema #ollywood #Odia @TarangCine
English

ମେ ୧୮ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ଏନେଇ ଦିନ ୧୨ଟାରୁ ପିଲାମାନେ bseodisha.ac.in ୱେବ ସାଇଟ୍ ମାଧ୍ୟମରେ ନିଜ ନିଜର ପରୀକ୍ଷା ଫଳ ଜାଣିପାରିବେ ।
#MatricResult #Odisha
OR

#ଛାଡ଼ପତ୍ରରେ_ହେବନି_ବିଳମ୍ବ
#ସୁପ୍ରିମକୋର୍ଟଙ୍କ_ଗୁରୁତ୍ୱପୂର୍ଣ୍ଣ_ଶୁଣାଣି
ଛାଡ଼ପତ୍ର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ଶୁଣାଣି । ଏଣିକି ଆଉ ଛାଡ଼ପତ୍ର ପାଇଁ ବିଳମ୍ବ ହେବ ନାହିଁ । ସମ୍ବିଧାନର ଧାରା -୧୪୨ ଅନୁଯାୟୀ ତୁରନ୍ତ ବିବାହ ବିଚ୍ଛେଦ ହୋଇପାରିବ ।
#SupremeCourt #Divorce
OR

କେନ୍ଦୁଝର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ସାନଘାଗରା ରେ ଏହି ମାଙ୍କଡ଼ ପିଠିରେ ଏକ ବେଲ୍ଟ ବାନ୍ଧି ହୋଇଛି। ବନ୍ୟପ୍ରାଣୀ ବିଭାଗ ଙ୍କୁ ଅନୁରୋଧ ମାଙ୍କଡ ଟିକୁ ଉଦ୍ଧାର କରି କଷ୍ଟରୁ ମୁକ୍ତି କରନ୍ତୁ। @DistAdmKeonjhar @CMO_Odisha @Dept_of_AHD @Min_FAHD @rajaaswain @MoSarkar5T
ଶ୍ରିଲେଖା ଜେନା (ସୁଲୁ ) କେନ୍ଦୁଝର 🇮🇳@shrilekhajena
କେନ୍ଦୁଝର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ସାନଘାଗରା ରେ ଏହି ମାଙ୍କଡ଼ ପିଠିରେ ଏକ ବେଲ୍ଟ ବାନ୍ଧି ହୋଇଛି। ବନ୍ୟପ୍ରାଣୀ ବିଭାଗ ଙ୍କୁ ଅନୁରୋଧ ମାଙ୍କଡ ଟିକୁ ଉଦ୍ଧାର କରି କଷ୍ଟରୁ ମୁକ୍ତି କରନ୍ତୁ। @DistAdmKeonjhar @CMO_Odisha @Dept_of_AHD @Min_FAHD @rajaaswain @MoSarkar5T
OR

କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଦରଡିପାଳ ପଞ୍ଚାୟତ ମଙ୍ଗଳପୁର ଗ୍ରାମର ଦୁଇ ବୃଦ୍ଧା ସଜନୀ ବେହେରା (୬୨) ଓ ସୁଶୀଳା ସାହୁ (୬୮) ଭତା ପାଇବାରୁ ବଞ୍ଚିତ ଅଛନ୍ତି। ତୁରନ୍ତ ଏନେଇ ଉପଯୁକ୍ତ ପଦକ୍ଷେପ ନେବାକୁ @DistAdmKeonjhar @CMO_Odisha @MoSarkar5T @SSEPD2 @Ashokpandabbsr ଙ୍କୁ ମୋର ବିନମ୍ର ଅନୁରୋଧ। @sambad_odisha

OR
PureHeartFoundation2022 retweetledi

ଅତ୍ୟନ୍ତ ଦୁଃଖର ବିଷୟ କି ଏନେଇ ସରପଞ୍ଚ ଜ୍ଞାତ ନୁହଁନ୍ତି.ତେଣୁ ବିନମ୍ର ପାର୍ଥନା କି କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହି ଦିବ୍ୟାଙ୍ଗ ଭାଇକୁ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇ ଦିଅନ୍ତୁ.@DistAdmKeonjhar @CMO_Odisha @SSEPD2 @PradeepJenaIAS @DrMadhusmitaSa1 @OdishaCeo @Vkpandianfancl1 @SecyChief

OR

ଆପଣମାନଙ୍କ ମଧ୍ୟରେ ଯଦି କେହି ଆମର ମାଲକାନଗିରିରୁ #Friends ଥାଆନ୍ତି ତେବେ ଆମକୁ ଯୋଗାଯୋଗ କରନ୍ତୁ.#MissionMalkangiri ପାଇଁ Distribution for Blankets
ଶୀତ ଧୀରେ ଧୀରେ ବଢ଼ିବାରେ ଲାଗିଛି,ଯଦି ଆମେ ମିଳିମିଶି କମ୍ବଳ ବଣ୍ଟନ କରନ୍ତେ ତେବେ କେମିତି ହୁଅନ୍ତା? ରହିଲି ଆପଣଙ୍କ ମତାମତ ଅପେକ୍ଷାରେ?
@Jeevansevaf @sabyaactor
OR









