Nikhila Odisha Swechhasebi Mahasangha

128 posts

Nikhila Odisha Swechhasebi Mahasangha banner
Nikhila Odisha Swechhasebi Mahasangha

Nikhila Odisha Swechhasebi Mahasangha

@nosmodisha

ମୂଖ୍ୟତଃ ସମାଜସେବୀ ମାନଙ୍କର ସୁରକ୍ଷା, ସମ୍ମାନ ଏବଂ ସଚେତନତା କୁ ଦୃଷ୍ଟିରେ ରଖି NOSM ର ସୃଷ୍ଟି। ସମାଜର କଲ୍ୟାଣକାରୀ କାର୍ଯ୍ୟ ଆପଣଙ୍କ ମାଧ୍ୟମରେ କରାଯିବାର ଲକ୍ଷ୍ୟ।

odisha Katılım Kasım 2023
167 Takip Edilen32 Takipçiler
Team ATA Official
Team ATA Official@OfficialTeamATA·
ଶ୍ରୀମନ୍ଦିର ସିଂହଦ୍ୱାରା ସାମ୍ନା ଏମାର ମଠ ଜାଗାଟି ବ୍ୟବସ୍ଥିତ ନହେବା କାରଣରୁ ଭକ୍ତ ଓ ପର୍ଯ୍ୟଟକମାନେ ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି। ପରିସ୍ରା ଦୁର୍ଗନ୍ଧରେ ଯାତାୟାତ କରୁଥିବା ଲୋକେ ନାକ ଟେକୁଛନ୍ତି।ଏଣୁ ମାନନୀୟ ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ ଏଥିପ୍ରତି ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ @arvindpadhee @dm_puri @CMO_Odisha
OR
28
26
57
2K
Nikhila Odisha Swechhasebi Mahasangha
🔴 MISSING ALERT / ନିଖୋଜ ଖବର 🔴 ଦୟାକରି ସମସ୍ତଙ୍କୁ ଅନୁରୋଧ 🙏 ଉପରେ ଦିଆଯାଇଥିବା ବିବରଣୀ ଅନୁଯାୟୀ ଏହି ବ୍ୟକ୍ତି [୦୪.୦୧.୨୦୨୬] ଠାରୁ ନିଖୋଜ ଅଛନ୍ତି। ,ମନୋଜ କୁମାର ବେହେରା ୫୨ ବୟସ, ଢେଙ୍କାନାଳ , ନାଲି ରଙ୍ଗର ସାର୍ଟ ଓ ଅନ୍ୟାନ୍ୟ ପରିଚୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପରେ ଦିଆଯାଇଛି।82608 75897]
OR
0
0
1
7
Nikhila Odisha Swechhasebi Mahasangha
@MohanMOdisha @bmcbbsr @CMO_Odisha Today at Bhubaneswar Raj Bhavan Bus Stand, rainwater leakage caused serious inconvenience to the people waiting at the stand. We request the concerned administration to kindly look into the matter and take immediate steps for repair &maintenace.
English
2
0
4
57
Nikhila Odisha Swechhasebi Mahasangha
@ShubhasreeBehe1 @dm_puri @CMO_Odisha @CdmPuri @PuriCdm19438 @HFWOdisha @MoHFW_INDIA @MahalingMukesh @OfficialTeamATA @alokbmali @Bibekanand97933 @DebarajDas10 @MBismaya @PravatiPOdisha @santosh11190 @srikant_talcher @Susant_KuKandi @BipinMohanty4 ନା କୁ କେବଳ AC ଲଗା ହେଇଛି, କାନ୍ଥର ଅବସ୍ଥା ବି ବହୁତ ଖରାପ, ପୁରୀ ବଡ ଡାକ୍ତରଖାନା ରେ ରୋଗୀ ମାନେ ଏହିପରି ଅବସ୍ଥା ରେ ଅଛନ୍ତି, ଏହାର ତୁରନ୍ତ ତଦନ୍ତ କରି ସ୍ଥାୟୀ ସମାଧାନ କରନ୍ତୁ @dm_puri @CMO_Odisha @CdmPuri @PuriCdm19438 @HFWOdisha @MoHFW_INDIA @MahalingMukesh @OfficialTeamATA
OR
0
1
3
82
Shubhasree Behera
Shubhasree Behera@ShubhasreeBehe1·
ନା କୁ କେବଳ AC ଲଗା ହେଇଛି, କାନ୍ଥର ଅବସ୍ଥା ବି ବହୁତ ଖରାପ, ପୁରୀ ବଡ ଡାକ୍ତରଖାନା ରେ ରୋଗୀ ମାନେ ଏହିପରି ଅବସ୍ଥା ରେ ଅଛନ୍ତି, ଏହାର ତୁରନ୍ତ ତଦନ୍ତ କରି ସ୍ଥାୟୀ ସମାଧାନ କରନ୍ତୁ @dm_puri @CMO_Odisha @CdmPuri @PuriCdm19438 @HFWOdisha @MoHFW_INDIA @MahalingMukesh @OfficialTeamATA
Shubhasree Behera tweet mediaShubhasree Behera tweet mediaShubhasree Behera tweet media
OR
9
17
55
2.1K
Nikhila Odisha Swechhasebi Mahasangha
@OfficialTeamATA @SecyChief @X @CMO_Odisha @dcmo_pravati @KVSinghDeo1 Yes 🖐️ ଯେତେବେଳେ ଜଣେ ସମାଜସେବୀ ହେଉ କିମ୍ବା ଏହି ସହାୟକ Team ATA X ସହାୟତା ରେ ଅସହାୟ ଲୋକଙ୍କୁ ସୁରକ୍ଷା ଏବଂ ସହାୟତା ଯୋଗାଇ ଦେଉଛନ୍ତି,ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ଜୟ ଶ୍ରୀ ଜଗନ୍ନାଥ 🙏
OR
0
1
2
83
Team ATA Official
Team ATA Official@OfficialTeamATA·
ମୁଖ୍ୟ ଶାସନ ସଚିବ @SecyChief ସମସ୍ତ ଜିଲ୍ଲାପାଳଙ୍କୁ ଟ୍ୱିଟର ବା @X ରେ ଆସୁଥିବା ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେବା ଆବଶ୍ୟକ କି ? @CMO_Odisha @dcmo_pravati @KVSinghDeo1
OR
16
26
44
965
Nikhila Odisha Swechhasebi Mahasangha
ବହୁତ ବଢିଆ ପ୍ରୟାସ ମୁଁ ନୁହେଁ ଆମେ। ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଅଭିନନ୍ଦନ 🙏🌹
OR
0
0
0
39
Nikhila Odisha Swechhasebi Mahasangha
ମନେରଖନ୍ତୁ ଆସନ୍ତା ୧୦ ତାରିଖ ଶନିବାର MKCG Medical College, Berhampur।।।। ରକ୍ତଦାନ ମହତ ଦାନ ରକ୍ତ ବୀରଙ୍କୁ ସମ୍ମାନ ଦେବା ଏବଂ ଆମ ସହରରୁ ରକ୍ତ ହୀନତା ଦୂର କରିବା। ଆସନ୍ତୁ ଏହି ମାସ ୧୦ ତାରିଖ ଶନିବାର MKCG Medical College ରେ ରକ୍ତ ଦେବା ଆଉ ସୁସ୍ଥ ସମାଜ ଗଠନରେ ନିଜକୁ ସାମିଲ କରିବା। #bloodcamp #Blood
Nikhila Odisha Swechhasebi Mahasangha tweet media
OR
0
0
0
47
KAnil Kumar
KAnil Kumar@kanilkumarbjp·
ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନିଲ କୁମାର ଏମକେସିଜି ହସ୍ପିଟାଲର କାଜୁଆଲିଟି ୱାର୍ଡକୁ ଅଚାନକ ପରିଦର୍ଶନ କରିଥିଲେ, ରୋଗୀମାନଙ୍କୁ ଆବଶ୍ୟକୀୟ ସୁବିଧା ଯୋଗାଇବା ନିଶ୍ଚିତ କରିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l
KAnil Kumar tweet mediaKAnil Kumar tweet mediaKAnil Kumar tweet media
OR
8
1
18
232
🦋 𝑴𝒆𝒈𝒉𝒂𝒏𝒂 🦋
ଗୋଟିଏ Character less ମଣିଷ ସବୁବେଳେ ଅନ୍ୟର Character କୁ ଆକ୍ଷେପ କରି କଥା କୁହେ କାହିଁକି ନା ସେ ନିଜେ ଯାହା ଅନ୍ୟକୁ ସେୟା ଭାବି ନିଜ କଦର୍ଯ୍ୟ ଭାବନାର ନିକିତିରେ ତୁଳେଇ ଥାଏ ll
🦋 𝑴𝒆𝒈𝒉𝒂𝒏𝒂 🦋 tweet media
OR
7
3
59
2K
Naveen Patnaik
Naveen Patnaik@Naveen_Odisha·
ପବିତ୍ର ଦୋଳ ପୂର୍ଣ୍ଣିମାର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କ କୃପା ସଭିଙ୍କ ଜୀବନରେ ଆନନ୍ଦ ଭରିଦେଉ। #ଦୋଳପୂର୍ଣ୍ଣିମା #DolaPurnima
Naveen Patnaik tweet media
OR
54
104
1.2K
15.4K
Nikhila Odisha Swechhasebi Mahasangha
ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଦୋଳଗୋବିନ୍ଦଙ୍କ କୃପା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖମୟ ହେଉ🙏🌹🤝💐
OR
0
0
0
20
Nikhila Odisha Swechhasebi Mahasangha
ପବିତ୍ର ମହାଶିବରାତ୍ରୀ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ଓଁ ନମଃ ଶିବାୟ 🙏🏻
OR
0
0
0
21
Nikhila Odisha Swechhasebi Mahasangha
@RekhaGuptaDelhi Congratulations 👏🎉 jagannath bless you Mam 🙏💐 so late but STill not ଓଡ଼ିଶା ବାସୀଙ୍କ ଅନେକ ଅନେକ ଶୁଭେଛା 🙏 ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ଆପଣ ଭାରତର ରାଜଧାନୀ ଦିଲ୍ଲୀର ପୁନରୁଦ୍ଧାର ଐତିହାସିକ କରିବାରେ ସମର୍ଥ ହୋଇପାରିବେ। ଜୟ ଶ୍ରୀ ଜଗନ୍ନାଥ 🙏
OR
0
0
0
204
Israel Army
Israel Army@RekhaGuptaDelhi·
क्या दिल्ली की इन सड़कों का नाम बदलना चाहिए?
Israel Army tweet media
हिन्दी
15.7K
9K
53.5K
2.7M
Nikhila Odisha Swechhasebi Mahasangha
ସମସ୍ତଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉ ଅଛି ଯେ ମହିଳା ଦିବସ ରେ ଯୋଉ ମାନେ ଯୋଗ ଦେବେ ତାଙ୍କ ନାମ ଦବା ପାଇଁ ଅନୁରୋଧ 🙏 💐 Name: Dist: Contract Number: Note - ନାମ ଦବା ଶେଷ ତାରିଖ 28.02.2025 #WomenEmpowerment #socialworker
Nikhila Odisha Swechhasebi Mahasangha tweet media
OR
0
0
0
21