Nabin Kumar

68 posts

Nabin Kumar

Nabin Kumar

@TukunabinKumar

Katılım Şubat 2026
14 Takip Edilen0 Takipçiler
Nabin Kumar
Nabin Kumar@TukunabinKumar·
@narendramodi Bhinnakhyma bhai manaku antodaya jojanare samil karajau Jay shree Ram
हिन्दी
0
0
0
18
Narendra Modi
Narendra Modi@narendramodi·
ধন্যবাদ বিহালী। অসমে আকৌ এবাৰ এনডিএক আশীৰ্বাদ দিবলৈ সাজু হৈছে!
বাংলা
1K
2.8K
20K
969K
Nabin Kumar
Nabin Kumar@TukunabinKumar·
@CMO_Odisha @MohanMOdisha ସାର୍ ପ୍ରଣାମ, ଭିନ୍ନକ୍ଷମ ଭାଇ ମାନଙ୍କୁ ଅଣ୍ଟୋଦୟ ଯୋଜନାରେ ଅନ୍ତର୍ଭୁକ୍ତ କଲେ ଭଲ ହୁଅନ୍ତା, ପ୍ରଣାମ
OR
0
0
0
12
CMO Odisha
CMO Odisha@CMO_Odisha·
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ବାବାସାହେବ ଭୀମ୍ ରାଓ ଆମ୍ବେଦକର ବସ୍ ଟର୍ମିନାଲ୍, ଭୁବନେଶ୍ୱରଠାରେ VFS ଗ୍ଲୋବାଲ୍ ଭିସା ସେବା କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ଏହା ରାଜ୍ୟବାସୀଙ୍କ ପାଇଁ ଆନ୍ତର୍ଜାତିକ ଭିସା ଆବେଦନ ସେବାକୁ ସହଜ କରିବା ସହ ବିଶ୍ୱସ୍ତରୀୟ ସଂଯୋଗକୁ ଆହୁରି ସୁଦୃଢ଼ କରିବ। Hon’ble Chief Minister Shri @MohanMOdisha inaugurated the VFS Global Visa Service Centre at the Babasaheb Ambedkar Bus Terminal (Baramunda Bus Stand), bringing international visa application services closer to the people of Odisha. This initiative will enhance convenience, reduce travel burden, and strengthen global connectivity for citizens across the State. #EaseOfLiving #Bhubaneswar
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
2
4
55
2.3K
Nabin Kumar
Nabin Kumar@TukunabinKumar·
@MohanMOdisha @AmitShah ସାର୍ ପ୍ରଣାମ,ଆମ ଭିନ୍ନକ୍ଷମ ଭାଇ ମାନଙ୍କୁ antodaya ଯୋଜନାରେ ଅନ୍ତର୍ଭୁକ୍ତ କଲେ ଭଲ ହୁଅନ୍ତା, ପ୍ରଣାମ
OR
0
0
0
3
Mohan Charan Majhi
Mohan Charan Majhi@MohanMOdisha·
ଓଡ଼ିଶା ଦିବସ ଅବସରରେ ଆପଣଙ୍କ ଶୁଭେଚ୍ଛା ଓ ସଦିଚ୍ଛା ପାଇଁ ଆନ୍ତରିକ ଧନ୍ୟବାଦ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ @AmitShah ଜୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଏବଂ କେନ୍ଦ୍ର ରାଜ୍ୟ ସୁସମନ୍ୱୟରେ ଓଡ଼ିଶା ଆଜି ପ୍ରଗତିର ଏକ ନୂତନ ପଥରେ ଅଗ୍ରସର ହେଉଛି। ଆପଣଙ୍କର ଏହି ଶୁଭେଚ୍ଛା ଆମକୁ 'ସମୃଦ୍ଧ ଓଡ଼ିଶା' ଗଠନ ପାଇଁ ଅଧିକ ଉତ୍ସାହିତ କରିବ।
Amit Shah@AmitShah

Greetings to the sisters and brothers of Odisha on Odisha Day. Blessed with a rich cultural heritage and divine blessings of Prabhu Jagannath, Odisha shines as India's pride. May the state touch new heights of progress and prosperity in the journey towards a Viksit Bharat. ଓଡ଼ିଶା ଦିବସ ଅବସରରେ ଓଡ଼ିଶାର ଭଉଣୀ ଓ ଭାଇମାନଙ୍କୁ ଅନେକ ଶୁଭେଚ୍ଛା। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ କୃପାରୁ ସାଂସ୍କୃତିକ ବୈଭବ ଏବଂ ଐତିହ୍ୟ ସମ୍ପନ୍ନ ଓଡ଼ିଶା ଭାରତର ସ୍ୱାଭିମାନ ଭାବରେ ଚମକୁଛି। ବିକଶିତ ଭାରତ ଯାତ୍ରାରେ ଓଡ଼ିଶା ପ୍ରଗତି ଏବଂ ସମୃଦ୍ଧିର ନୂତନ ଶିଖରକୁ ସ୍ପର୍ଶ କରୁ, ଏହାହିଁ କାମନା

OR
2
4
43
1K
Nabin Kumar
Nabin Kumar@TukunabinKumar·
@angul_dm ସାର୍ ପ୍ରଣାମ, ଭିନ୍ନକ୍ଷମ ଭାଇ ମାନଙ୍କୁ antodaya ଯୋଜନାରେ ଅନ୍ତର୍ଭୁକ୍ତ କଲେ ଭଲ ହୁଅନ୍ତା, ପ୍ରଣାମ
OR
0
0
0
7
Collector and District Magistrate, Anugola
A preparatory meeting was organised to review arrangements for the upcoming visits to selected households for self-enumeration under the first phase of house listing for Census 2027. The initiative aims to enhance awareness and outreach. A mock drill was also conducted to ensure smooth and effective implementation. @CMO_Odisha @IPR_Odisha @DCOOdisha
Collector and District Magistrate, Anugola tweet mediaCollector and District Magistrate, Anugola tweet mediaCollector and District Magistrate, Anugola tweet media
English
1
0
5
424
Nabin Kumar
Nabin Kumar@TukunabinKumar·
@angul_dm ସାର୍ ପ୍ରଣାମ,ଆମ ଭିନ୍ନକ୍ଷମ ଭାଇ ମାନଙ୍କୁ antodaya ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଅନୁରୋଧ, ନମସ୍କାର
OR
0
0
0
17
Collector and District Magistrate, Anugola
ପବିତ୍ର ଓଡ଼ିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ସ୍ଥାନୀୟ ସଭଘରଠାରେ ଏକ ସାଧାରଣ ସଭା, ଫଟୋଚିତ୍ର ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। @CMO_Odisha @IPR_Odisha
Collector and District Magistrate, Anugola tweet mediaCollector and District Magistrate, Anugola tweet mediaCollector and District Magistrate, Anugola tweet mediaCollector and District Magistrate, Anugola tweet media
OR
2
2
16
362
Nabin Kumar
Nabin Kumar@TukunabinKumar·
@angul_dm @CMO_Odisha @IPR_Odisha @HFWOdisha ସାର୍ ପ୍ରଣାମ ମୋତେ battry cycle ଯୋଗାଇ ଦେଇଥିବାରୁ ବହୁତ୍ ଧନ୍ୟବାଦ୍ ଜଣାଉଛି ମୋତେ ଅନ୍ତୁଦୟ ଯୋଜନାର ସାମିଲ କରିବା ପାଇଁ ଅନୁରୋଧ କରୁଛି
OR
0
0
0
3
Collector and District Magistrate, Anugola
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ 'ବିଶ୍ୱ ଯକ୍ଷ୍ମା ଦିବସ-୨୦୨୬' ଆଜି ପୂର୍ବାହ୍ନରେ ସ୍ଥାନୀୟ ସଭାଘରଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ' ଟିବି ମୁକ୍ତ ପଞ୍ଚାୟତ ' ଅଭିଯାନରେ ଯୋଗ୍ୟତା ହାସଲ କରିଥିବା ଜିଲ୍ଲାର ୭୪ଟି ପଞ୍ଚାୟତକୁ ପୁରସ୍କୃତ କରାଯାଇଥିଲା। @CMO_Odisha @IPR_Odisha @HFWOdisha
Collector and District Magistrate, Anugola tweet mediaCollector and District Magistrate, Anugola tweet mediaCollector and District Magistrate, Anugola tweet mediaCollector and District Magistrate, Anugola tweet media
OR
1
1
11
339
Nabin Kumar
Nabin Kumar@TukunabinKumar·
@angul_dm ସାର୍ ପ୍ରଣାମ ମୋତେ ଗୋଟିଏ battry ଚାଳିତ ଗାଡି ଯୋଗାଇ ଦେଇଥିବାରୁ ଆପଣ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛି ମୋତେ ଅନ୍ତୋଦୟ ଯୋଜନାରେ ସାମିଲକରିବପାଇଁ ଅନୁରୋଧ କରୁଛି ନମସ୍କାର
OR
0
0
0
2
Collector and District Magistrate, Anugola
A One-Day Capacity Building Workshop on “AI Tools for Operational Excellence” for district-level officers was conducted at Black Diamond Conference Hall, Angul. Organised by OKCL under the guidance of the E & IT Department, the workshop aimed at enhancing efficiency, innovation, and digital governance in district administration. @CMO_Odisha @IPR_Odisha @EIT_Odisha
Collector and District Magistrate, Anugola tweet mediaCollector and District Magistrate, Anugola tweet media
English
1
1
6
361
Nabin Kumar
Nabin Kumar@TukunabinKumar·
@angul_dm ସାର୍ ପ୍ରଣାମ ମୋତେ ଗୋଟିଏ battry ଚାଳିତ ଗାଡି ଯୋଗାଇ ଦେଇଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍
OR
0
0
0
12
Collector and District Magistrate, Anugola
Collector & District Magistrate, Angul chaired a Steering Committee meeting on urban–rural convergence for plastic waste management and sanitation at tourist sites, focusing on reducing single-use plastic, finalizing SOPs, defining roles of ULBs and rural bodies, and addressing gaps in infrastructure, land, and MRF facilities, with emphasis on effective implementation, coordination, and monitoring. @CMO_Odisha @IPR_Odisha
Collector and District Magistrate, Anugola tweet mediaCollector and District Magistrate, Anugola tweet mediaCollector and District Magistrate, Anugola tweet mediaCollector and District Magistrate, Anugola tweet media
English
1
3
12
421
Nabin Kumar
Nabin Kumar@TukunabinKumar·
@angul_dm ସାର୍ ପ୍ରଣାମ ମୋତେ ଗୋଟିଏ battry ଚାଳିତ ଗାଡି ଯୋଗାଇ ଦେଇ ଥିବାରୁ ଆପଣ ଙ୍କୁ ବହୁତ ବହୁତ୍ ଧନ୍ୟବାଦ୍ ଜଣାଉଛି ପ୍ରଣାମ
OR
0
0
0
19
Collector and District Magistrate, Anugola
ଅତିରିକ୍ତ ଜିଲ୍ଲାପାଳ, ଅନୁଗୁଳ ଏବଂ ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ବ୍ଲକ ହେଡକ୍ୱାର୍ଟର, ପାଲଲହଡା ଠାରେ ଜନ ଅଭିଯୋଗର ମିଳିତ ଶୁଣାଣି ଅନୁଷ୍ଠିତ ହୋଇଅଛି। ମୋଟ ୭୪ଟି ଅଭିଯୋଗ ଶୁଣାଯାଇଥିଲା ଯେଉଁଥିରୁ ୮ଟି ଅଭିଯୋଗର ସମାଧାନ ତୁରନ୍ତ କରାଯାଇଅଛି । ଏହା ସହିତ ୨ ଜଣ ଅଭାବୀ ତଥା ଦୁଃଖୀ ଲୋକଙ୍କୁ ରେଡକ୍ରସ ପାଣ୍ଠିରୁ ୧୦୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଅଛି। @CMO_Odisha @dept_ga @IPR_Odisha
Collector and District Magistrate, Anugola tweet mediaCollector and District Magistrate, Anugola tweet mediaCollector and District Magistrate, Anugola tweet mediaCollector and District Magistrate, Anugola tweet media
OR
1
0
7
432
Nabin Kumar
Nabin Kumar@TukunabinKumar·
@angul_dm ସାର୍ ପ୍ରଣାମ, ମୁଁ ଜଣେ ଭିନ୍ନକ୍ଷମ ବ୍ୟକ୍ତି ମୋର ଗୋଟିଏ ଗୋଡ କୁ କାଟି ଦିଆଯାଇଛି ମୁଁ ଏହି ଦରଖାସ୍ତ ଦେଇଥିଲି କିନ୍ତୁ ଏହାର ସମାଧାନ କରିବା ପାଇଁ କିନ୍ତୁ ଏହାର ସମାଧାନ କଲେ ନାହିଁ ତେଣୁ ଆପଣ ଙ୍କୁ ଅନୁରୋଧ କରୁଛି ଏହାର ସମାଧାନ କଲେ ମୁଁ ଆପଣ ଙ୍କ ନିକଟରେ ଚିର ରୁନି ହୁଅନ୍ତି ନମସ୍କାର
Nabin Kumar tweet media
OR
0
0
0
26
Collector and District Magistrate, Anugola
ଜିଲ୍ଲାପାଳ, ଅନୁଗୁଳ ଏବଂ ଜିଲ୍ଲାସ୍ତରୀୟ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ବ୍ଲକ ହେଡକ୍ୱାର୍ଟର, କିଶୋରନଗର ଠାରେ ଜନ ଅଭିଯୋଗର ମିଳିତ ଶୁଣାଣି ଅନୁଷ୍ଠିତ ହୋଇଅଛି। ମୋଟ ୪୯ଟି ଅଭିଯୋଗ ଶୁଣାଯାଇଥିଲା ଯେଉଁଥିରୁ ୫ଟି ଅଭିଯୋଗର ସମାଧାନ ତୁରନ୍ତ କରାଯାଇଅଛି । ଏହା ସହିତ ୨ ଜଣ ଅଭାବୀ ତଥା ଦୁଃଖୀ ଲୋକଙ୍କୁ ରେଡକ୍ରସ ପାଣ୍ଠିରୁ ୧୦୦୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଅଛି। @CMO_Odisha @dept_ga @IPR_Odisha
Collector and District Magistrate, Anugola tweet mediaCollector and District Magistrate, Anugola tweet mediaCollector and District Magistrate, Anugola tweet mediaCollector and District Magistrate, Anugola tweet media
OR
1
4
21
744
Nabin Kumar
Nabin Kumar@TukunabinKumar·
@dpradhanbjp ସାର୍ ପ୍ରଣାମ, ମୋ କଥା କୌଣସି ଅଫିସର ଶୁଣୁ ନାହାନ୍ତି ତେଣୁ ଆପଣ ଙ୍କୁ ଅନୁରୋଧ ଜିଲ୍ଲାପାଳ ଙ୍କୁ ଜଣାଇ ଏହାର ସମାଧାନ କଲେ ମୁଁ ଆପଣ ଙ୍କ ନିକଟରେ ଚିର ରୁନି ହୁଅନ୍ତି, ନମସ୍କାର
Nabin Kumar tweet media
OR
0
0
0
8
Dharmendra Pradhan
Dharmendra Pradhan@dpradhanbjp·
ସମ୍ବଲପୁର ସିନ୍ଦୁରପଙ୍କ କେନଘାଟି ଶ୍ରୀରାମ ବାଟିକାରେ 'ଚବିଶି ପ୍ରହରୀ ନାମ ମହାଯଜ୍ଞ'ରେ ସାମିଲ ହୋଇ ପୂଜ୍ୟ ସାଧୁସନ୍ଥମାନଙ୍କର ଆଶୀର୍ବାଦ ନେବାର ସୌଭାଗ୍ୟ ଲାଭ କଲି । ଭକ୍ତି ଓ ବିଶ୍ୱାସର ଏହି ମହାମିଳନରେ ନିଜକୁ ସାମିଲ କରିବା ମୋ ପାଇଁ ଏକ ପବିତ୍ର ଅନୁଭୂତି । ପ୍ରଭୁଙ୍କ ପାଖରେ ସମାଜର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛି ।
Dharmendra Pradhan tweet mediaDharmendra Pradhan tweet mediaDharmendra Pradhan tweet mediaDharmendra Pradhan tweet media
OR
8
22
171
4.2K
Nabin Kumar
Nabin Kumar@TukunabinKumar·
@suryabanshibjp ସାର୍ ପ୍ରଣାମ ମୋ କଥା କୌଣସି ଅଫିସର ଶୁଣୁ ନାହାନ୍ତି ତେଣୁ ଆପଣ ଙ୍କୁ ଅନୁରୋଧ ଜିଲ୍ଲାପାଳ ଙ୍କୁ ଜଣାଇ ଏହାର ସମାଧାନ କଲେ ଭଲ ହୁଅନ୍ତା, ନମସ୍କାର
Nabin Kumar tweet media
OR
0
0
0
9
Suryabanshi Suraj
Suryabanshi Suraj@suryabanshibjp·
ପବିତ୍ର ଶ୍ରୀରାମ ନବମୀ ଓ ବିଜୟା ଦଶମୀ ଉତ୍ସବ ଉପଲକ୍ଷେ ଆଜି ଧାମନଗରଠାରେ ପ୍ରଭୁ ଶ୍ରୀରାମ ପାଇଁ ବିଶାଳ ଗଣଦୌଡ଼ ଆୟୋଜନ କରାଯାଇଛି । ଶହ ଶହ ରାମଭକ୍ତଙ୍କ ସମାବେଶ ଆଜି ଏହି ଆୟୋଜନକୁ ଆହୁରି ଦିବ୍ୟ କରିବା ସହ ଧାମନଗରର ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଛି । ଜୟ ଶ୍ରୀରାମ 🙏
Suryabanshi Suraj tweet mediaSuryabanshi Suraj tweet mediaSuryabanshi Suraj tweet mediaSuryabanshi Suraj tweet media
OR
8
5
59
895
Nabin Kumar
Nabin Kumar@TukunabinKumar·
@suryabanshibjp ସାର୍ ପ୍ରଣାମ, ମୋ କଥା କୌଣସି ଅଫିସର ଶୁଣୁ ନାହାନ୍ତି ତେଣୁ ଆପଣ ଙ୍କୁ ଅନୁରୋଧ ଜିଲ୍ଲାପାଳ ଙ୍କୁ ଜଣାଇ ଏହାର ସମାଧାନ କଲେ ଭଲ ହୁଅନ୍ତା, ପ୍ରଣାମ
Nabin Kumar tweet media
OR
0
0
0
7
Nabin Kumar
Nabin Kumar@TukunabinKumar·
@MohanMOdisha ସାର୍ ପ୍ରଣାମ ମୋ କଥା କୌଣସି ଅଫିସର ଶୁଣୁ ନାହାନ୍ତି ତେଣୁ ଆପଣ ଙ୍କୁ ଅନୁରୋଧ ଜିଲ୍ଲାପାଳ ଙ୍କୁ ଜଣାଇ ଏହାର ସମାଧାନ କଲେ ମୁଁ ଆପଣ ଙ୍କ ନିକଟରେ ଚିର ରୁନି ହୁଅନ୍ତି ନମସ୍କାର
Nabin Kumar tweet media
OR
0
0
0
2
Nabin Kumar
Nabin Kumar@TukunabinKumar·
@dpradhanbjp ଜୟ ଜଗନ୍ନାଥ ସାର୍ ପ୍ରଣାମ, ମୋ କଥା କୌଣସି ଅଫିସର ବିଚାର କଲେ ନାହିଁ ତେଣୁ ଆପଣ ଙ୍କୁ ଅନୁରୋଧ ଜିଲ୍ଲାପାଳ ଙ୍କୁ ଜଣାଇ ଏହାର ସମାଧାନ କଲେ ମୁଁ ଆପଣ ଙ୍କ ନିକଟରେ ଚିର ରୁନି ହୁଅନ୍ତି
Nabin Kumar tweet media
OR
0
0
1
9
Dharmendra Pradhan
Dharmendra Pradhan@dpradhanbjp·
ଓଡ଼ିଶାର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ସମାଜସେବୀ ମାଳତୀ ଚୌଧୁରୀଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ।
Dharmendra Pradhan tweet media
OR
8
9
75
1.9K
Nabin Kumar
Nabin Kumar@TukunabinKumar·
@PrithivirajBJP @drdsharmaINC ସାର୍ ପ୍ରଣାମ, ମୋ କଥା କୌଣସି ଅଫିସର ଶୁଣୁ ନାହାନ୍ତି ତେଣୁ ଆପଣ ଙ୍କୁ ଅନୁରୋଧ ଜିଲ୍ଲାପାଳ ଙ୍କୁ ଜଣାଇ ଏହାର ସମାଧାନ କଲେ ଭଲ ହୁଅନ୍ତା,ନମସ୍କାର
Nabin Kumar tweet media
OR
0
0
0
12
Prithiviraj Harichandan
Prithiviraj Harichandan@PrithivirajBJP·
ଆଜି ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତଃ ଦେବେନ୍ଦ୍ର ଶର୍ମାଙ୍କ ଝିଅ ତଥା କଂଗ୍ରେସ ନେତ୍ରୀ ଡାକ୍ତର ଦେବସ୍ମିତା ଶର୍ମା (@drdsharmaINC )ସୌଜନ୍ୟ ମୂଳକ ସାକ୍ଷାତ୍ କରିଛନ୍ତି ।
Prithiviraj Harichandan tweet mediaPrithiviraj Harichandan tweet media
OR
1
2
78
4.3K
Nabin Kumar
Nabin Kumar@TukunabinKumar·
@KVSinghDeo1 ସାର୍ ପ୍ରଣାମ ମୋ କଥା କୌଣସି ଅଧିକାରୀ ଶୁଣୁ ନାହାନ୍ତି ତେଣୁ ଆପଣ ଙ୍କୁ ଅନୁରୋଧ ଜିଲ୍ଲାପାଳ ଙ୍କୁ ଜଣାଇ ଏହାର ସମାଧାନ କଲେ ଭଲ ହୁଅନ୍ତା, ନମସ୍କାର
Nabin Kumar tweet media
OR
0
0
0
3
Nabin Kumar
Nabin Kumar@TukunabinKumar·
@MohanMOdisha @FdOdisha ସାର୍ ପ୍ରଣାମ ମୋ କଥା ଟିକିଏ ବିଚାର କରନ୍ତୁ, ନମସ୍କାର
Nabin Kumar tweet media
OR
0
0
0
19
Mohan Charan Majhi
Mohan Charan Majhi@MohanMOdisha·
Heartiest congratulations to the Indian Women’s Hockey Team on their 1–0 victory over Italy and qualification for the FIH Hockey World Cup 2026. Best wishes for the final against England. Odisha stands proudly with our champions. #HWC2026
Mohan Charan Majhi tweet media
English
5
63
256
14.2K
Nabin Kumar
Nabin Kumar@TukunabinKumar·
@CMO_Odisha @MohanMOdisha ସାର୍ ପ୍ରଣାମ, ମୋ କଥା ଟିକିଏ ବୁଝନ୍ତୁ, ଜୟ ଜଗନ୍ନାଥ
Nabin Kumar tweet media
OR
0
0
1
156
CMO Odisha
CMO Odisha@CMO_Odisha·
ନୟାଗଡ଼ ଜିଲ୍ଲାର ଅଜୟ କୁମାର ବେହେରା (ପିତା - ଶୁକଦେବ ବେହେରା) ଙ୍କର ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ₹୪ ଲକ୍ଷର ସହାୟତା ଘୋଷଣା କରିଛନ୍ତି ।
OR
3
1
44
3.7K
Suryabanshi Suraj
Suryabanshi Suraj@suryabanshibjp·
Glad to meet and interact with the seven students who represented Odisha at the Tokyo Global Finance Forum. I congratulated them on their remarkable success and for showcasing their innovative FinTech project on a global platform. Selected through the FinTech and InsurTech Certificate Program, an initiative of the Government of Odisha in collaboration with the National University of Singapore’s Asian Institute of Digital Finance and the Global Finance and Technology Network, the students presented their project “TranchiFy”, a trust based working capital platform for next generation SMEs. Their achievement makes Odisha proud and reflects the creativity, innovation, and immense potential of our young minds.
Suryabanshi Suraj tweet mediaSuryabanshi Suraj tweet mediaSuryabanshi Suraj tweet mediaSuryabanshi Suraj tweet media
English
7
6
76
2.9K