Ashutosh Panda

437 posts

Ashutosh Panda banner
Ashutosh Panda

Ashutosh Panda

@ashutosh_chiku

Bhadrak, India Katılım Kasım 2016
208 Takip Edilen268 Takipçiler
Ashutosh Panda
Ashutosh Panda@ashutosh_chiku·
କେନ୍ଦ୍ରାପଡ଼ା ଲୋକସଭାର ସାଂସଦ ଶ୍ରୀ @PandaJay ଙ୍କୁ ଜନ୍ମ ଦିନର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା l ମା'ଭଦ୍ରକାଳୀଙ୍କ ନିକଟରେ ଆପଣଙ୍କର ସୁସ୍ଥ, ଦୀର୍ଘାୟୁ ଏବଂ ନିରାମୟ ଜୀବନ କାମନା କରୁଛି। @JagiPanda
Ashutosh Panda tweet media
OR
0
0
0
11
Ashutosh Panda
Ashutosh Panda@ashutosh_chiku·
ଭଦ୍ରକ ସାଂସଦ ଶ୍ରୀ @AvimanyuBhadrak (ଅଭି ଭାଇ)ଙ୍କ ଶଶୁର ତଥା ଶାଶ୍ଵତ ଦେବଦତ୍ତ (ରାଜା ଭାଇ)ଙ୍କ ପିତା ସ୍ୱର୍ଗତଃ ବୈକୁଣ୍ଠ ନାଥ ସେଠୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଅବସରରେ ଭୁବନେଶ୍ୱର ସ୍ଥିତ ଲୁମ୍ବିନି ବିହାର ଠାରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲି । @pureodiasaswata
Ashutosh Panda tweet media
OR
1
0
1
47
Ashutosh Panda
Ashutosh Panda@ashutosh_chiku·
ଜୟ ମା'ଭଦ୍ରକାଳୀ 🙏 କାଳୀପୂଜା ଉପଲକ୍ଷେ ସପ୍ତ ଦିବସ ବ୍ୟାପି ମହାଯଜ୍ଞର ପଞ୍ଚମ ଦିବସରେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା'ଭଦ୍ରକାଳୀ ଆଜି "ଜଗଦ୍ଧାତ୍ରୀ ବେଶ"ରେ ପୂଜା ପାଉଛନ୍ତି।
Ashutosh Panda tweet media
OR
0
0
2
40
Ashutosh Panda
Ashutosh Panda@ashutosh_chiku·
ମୟୂରଭଞ୍ଜ ଲୋକସଭା ସାଂସଦ ବଡ଼ ଭାଇ ଶ୍ରୀ @mpnabamajhi ଙ୍କ ଶତାୟୁ ମାତା ଶ୍ରୀମତୀ ସଲମା ମାଝୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମା"ଭଦ୍ରକାଳୀଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ॐ ଶାନ୍ତି🙏
Ashutosh Panda tweet media
OR
1
0
2
47
Ashutosh Panda
Ashutosh Panda@ashutosh_chiku·
Hearty congratulations to Shri Baijayant Panda ji as the election incharge for the upcoming Tamil Nadu 2026 assembly elections. @PandaJay @JagiPanda
Ashutosh Panda tweet media
English
0
0
1
45
Ashutosh Panda
Ashutosh Panda@ashutosh_chiku·
ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ, ନିର୍ବିଘ୍ନ କୁରୁମେ ଦେବ ସର୍ବ କାର୍ଯ୍ୟଷୁ ସର୍ବଦା। ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ବିଦ୍ୟାର ସମ୍ଭାର ଭରି ଦିଅନ୍ତୁ। #GaneshChaturthi
Ashutosh Panda tweet media
OR
2
1
7
100
Ashutosh Panda
Ashutosh Panda@ashutosh_chiku·
କଟକ ବାରବାଟୀ ବିଧାୟିକା ଭଉଣୀ @sofiafirdous1 ଦିଦି ଙ୍କୁ ଜନ୍ମଦିନର ଅଭିନନ୍ଦନ ଓ ଶୁଭେଚ୍ଛା। ମା"ଭଦ୍ରକାଳୀ ଓ ବାବା ଆଖଣ୍ଡଳମଣୀଙ୍କ ନିକଟରେ ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ ଜୀବନ କାମନା କରୁଛି।
Ashutosh Panda tweet media
OR
0
0
0
24
Ashutosh Panda
Ashutosh Panda@ashutosh_chiku·
ଆରଡ଼ି ଛକକୁ ଯିବା ରାସ୍ତାରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ରାସ୍ତାରେ ପାଣି ଲହଡ଼ି ଖେଳୁଛି l @DM_Bhadrak , ସାଂସଦ ଓ ବିଧାୟକଙ୍କୁ ଅନୁରୋଧ ତୁରନ୍ତ @NHAI_Official କର୍ତ୍ତୁପକ୍ଷଙ୍କ ସହ କଥା ହୋଇ ଏହାର ସ୍ଥାୟୀ ସମାଧାନ କଲେ ଭଦ୍ରକବାସୀ ଉପକୃତ ହେବେ l @MORTHIndia @nitin_gadkari @OfficeOfNG @CMO_Odisha
OR
0
1
3
261
Ashutosh Panda
Ashutosh Panda@ashutosh_chiku·
Happy Birthday @sureshkpujari Dada. Maa Bhadrakali bless you with good health and long life.
Ashutosh Panda tweet media
English
0
0
1
36
Ashutosh Panda
Ashutosh Panda@ashutosh_chiku·
Happy Birthday Hon'ble MP Bhadrak LS Shri @AvimanyuBhadrak (Avi Bhai). Maa Bhadrakali bless you always
Ashutosh Panda tweet media
English
1
0
2
77
Ashutosh Panda
Ashutosh Panda@ashutosh_chiku·
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ସାଂସଦ ସ୍ଵର୍ଗତଃ ଅର୍ଜୁନ ଚରଣ ସେଠୀଙ୍କ ନାମରେ କୁଆଁଶ ବ୍ରିଜ୍ ର ନାମକରଣ ହେଉ। ସେତେବେଳେ ତାଙ୍କ MPLADରେ କୁଆଁଶ ବ୍ରିଜ୍ ନିର୍ମାଣ ହୋଇଥିଲା,ପରେ ତାଙ୍କୁ ଭାଙ୍ଗି ନୂଆ ନୂଆ ବ୍ରିଜ୍ ନିର୍ମାଣ ହୋଇଛି। @DM_Bhadrak@PWD_Bhadrak କୁ ଅନୁରୋଧ ଜଲଦି ଅପ୍ରୋଚ୍ ରୋଡ ନିର୍ମାଣ କାମ ଶେଷ କରନ୍ତୁ।
Ashutosh Panda tweet media
OR
0
0
4
472
Ashutosh Panda
Ashutosh Panda@ashutosh_chiku·
Warm birthday wishes to @NavjyotiPatnaik ( Sulia Bhai)🎂 Maa Bhadrakali bless you with good health and long life.
Ashutosh Panda tweet media
English
0
0
0
35
Ashutosh Panda
Ashutosh Panda@ashutosh_chiku·
Warm Birthday wishes to Deputy Chief Minister of Odisha Smt @PravatiPOdisha Apa. Maa Bhadrakali bless you with good and health long life.
Ashutosh Panda tweet media
English
1
0
3
61
Ananya Dixit
Ananya Dixit@Anya_Ananya78·
Happy Birthday to the source of my happiness my Mommy 💕.
Ananya Dixit tweet media
English
4
0
20
483
Ashutosh Panda
Ashutosh Panda@ashutosh_chiku·
Warm birthdaywishes to Shri @lakshyarajmewar jee Maa Bhadrakali bless you with good health and long life
Ashutosh Panda tweet media
English
1
1
3
126