BDO CHATRAPUR@bdo_chatrapur·6dBlock Level Orientation and Convergence workshop on Sampurna Shree Mission with all Line department officers and Staffs of Chatraur Block. @Ganjam_Admin @ZP_Ganjam @mission_shakti @GanjamShaktiÇevir English00238
BDO CHATRAPUR retweetlediChief Electoral Officer, Odisha@OdishaCeo·27 Nisପ୍ରତ୍ୟେକ ଭୋଟ ଯାତ୍ରା ଆରମ୍ଭ ହୁଏ ପଞ୍ଜୀକରଣରୁ। ପ୍ରତ୍ୟେକ ଆବଶ୍ୟକତା ପାଇଁ ଅଛି ସଠିକ୍ ଫର୍ମ — ଫର୍ମ 6 – ନୂତନ ଭୋଟର ପଞ୍ଜୀକରଣ ଫର୍ମ 6A – ପ୍ରବାସୀ ଭାରତୀୟ (NRI) ଭୋଟର ପଞ୍ଜୀକରଣ ଫର୍ମ 7 – ନାମ ବାଦ ଦେବା କିମ୍ବା ଅନ୍ତର୍ଭୁକ୍ତି ପ୍ରତି ଆପତ୍ତି ଫର୍ମ 8 – ବିବରଣୀ ସଂଶୋଧନ ଓ ଅପଡେଟ୍ ସଚେତନ ରୁହନ୍ତୁ। ସଶକ୍ତ ରୁହନ୍ତୁ। #Form6 #Form6A #Form7 #Form8 #ECI #CEOOdishaÇevir OR2351165.9K15
BDO CHATRAPUR@bdo_chatrapur·27 Nisଆଜି ଛତ୍ରପୁର ପଞ୍ଚାୟତ ସମିତି ଅଧିନସ୍ଥ ବଉଳଗାଁ ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା I ଏହି ଶିବିରରେ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତି ରହିଥିଲେ I @CMO_Odisha @IPR_Odisha @PRDeptOdisha @Ganjam_Admin @ZP_GanjamÇevir OR10046
BDO CHATRAPUR retweetlediCollector & District Magistrate, Ganjam@Ganjam_Admin·26 Nisଆସନ୍ତା ତା: ୨୭.୦୪.୨୦୨୬ ରିଖ ଗଞ୍ଜାମ ଜିଲ୍ଲାରେ ସକାଳ ଘ ୭.୦୦ ଠାରୁ ଘ ୧୦.୦୦ ପର୍ଯ୍ୟନ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଆୟୋଜିତ ହେବ। ଜିଲ୍ଲା ସ୍ତରୀୟ ଶିବିରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ। ବ୍ଲକ ସ୍ତରୀୟ ଶିବିରରେ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତି ରହିବେ। @CMO_Odisha @IPR_OdishaÇevir OR33401.9K1
BDO CHATRAPUR@bdo_chatrapur·26 Nis୨୭-୦୪-୨୦୨୬ ତାରିଖରେ ଛତ୍ରପୁର ପଞ୍ଚାୟତ ସମିତି ଅନ୍ତର୍ଗତ ବଉଳଗାଁ ଗ୍ରାମ ପଞ୍ଚାୟତ ରେ ଜନ ଶୁଣାଣି ଅନୁଷ୍ଠିତ ହେବ, ଅନୁରୋଧ ରହିଲା ଆପଣଙ୍କ ଯେ କୌଣସି ବ୍ଲକ, ତହସିଲ କିମ୍ବା ଅନ୍ୟାନ ସମସ୍ୟା ସମ୍ପର୍କେ ଅଭିଯୋଗ କରି ପାରିବେ I @CMO_Odisha @Ganjam_Admin @ZP_Ganjam @PRDeptOdisha @IPR_OdishaÇevir OR11760
BDO CHATRAPUR retweetlediDepartment of WCD, Government of Odisha@WCDOdisha·25 Nisକନ୍ୟାମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବା ସରକାରଙ୍କ ପ୍ରାଥମିକତା। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ଗରିବ ଓ ଅସହାୟ ପରିବାରର ଝିଅମାନଙ୍କୁ ସମ୍ମାନର ସହ ବିବାହ କରିବାର ସୁଯୋଗ ମିଳୁଛି। #MukhyamantriKanyaVivahYojana #GirlsMarriage #empoweringwomen #widowmarriage #SupportTheBrideÇevir OR114112
BDO CHATRAPUR retweetlediDepartment of WCD, Government of Odisha@WCDOdisha·25 Nisପ୍ରତିଟି ଝିଅର ସ୍ୱପ୍ନ ଓ ସ୍ୱାଭିମାନକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’। ଏହି ପ୍ରୟାସ ଦ୍ୱାରା ହଜାର ହଜାର ଝିଅ ଏକ ସୁରକ୍ଷିତ ଏବଂ ସୁଖମୟ ନୂତନ ଜୀବନ ଆରମ୍ଭ କରୁଛନ୍ତି। #MukhyamantriKanyaVivahYojana #GirlsMarriage #empoweringwomen #widowmarriageÇevir OR126171
BDO CHATRAPUR retweetlediCMO Odisha@CMO_Odisha·24 Nisପଞ୍ଚାୟତିରାଜ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଜାତୀୟ ସଫଳତା ଗ୍ରାମାଞ୍ଚଳ ଶାସନ ବ୍ୟବସ୍ଥା ଏକ ନୂତନ ଗୌରବ ସୃଷ୍ଟି କରିଛି। ୨୦୨୫-୨୬ ବର୍ଷରେ ରାଜ୍ୟର ୨୦୦ ଗ୍ରାମ ପଞ୍ଚାୟତ ISO ପ୍ରମାଣପତ୍ର ହାସଲ କରିବା ସହିତ ସର୍ବଭାରତୀୟ ସ୍ତରରେ ୫ଟି ପଞ୍ଚାୟତିରାଜ ଅନୁଷ୍ଠାନ ପୁରସ୍କୃତ ହେବା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ସଫଳତା।Çevir OR27261.4K
BDO CHATRAPUR retweetlediCMO Odisha@CMO_Odisha·24 Nisସମୃଦ୍ଧ ଓଡ଼ିଶାର ମୂଳଦୁଆ ହେଉଛି ବିକଶିତ ଗ୍ରାମାଞ୍ଚଳ। ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ରାଜ୍ୟର ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଜନକଲ୍ୟାଣକାରୀ ବ୍ୟବସ୍ଥାକୁ ପ୍ରତିଟି ପଞ୍ଚାୟତରେ ପହଞ୍ଚାଇବା ପାଇଁ ଲୋକଙ୍କ ସରକାର ସଂକଳ୍ପବଦ୍ଧ। "ବିକଶିତ ଗାଁ, ବିକଶିତ ଓଡ଼ିଶା" ଅଭିଯାନ ମାଧ୍ୟମରେ ସମଗ୍ର ରାଜ୍ୟରେ ଏପର୍ଯ୍ୟନ୍ତ ୨୧,୮୦୫ଟି ପ୍ରକଳ୍ପ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ପ୍ରତିଟି ଗାଁକୁ ସମସ୍ତ ଆଧୁନିକ ସୁବିଧା ସୁଯୋଗ ଯୋଗାଇଦେବା ସହ ଗ୍ରାମୀଣ ଅର୍ଥନୀତିକୁ ଗତିଶୀଳ କରିବା ଲୋକଙ୍କ ସରକାରଙ୍କ ପ୍ରାଥମିକତା। ଏହି କାର୍ଯ୍ୟଧାରା ଆଗାମୀ ଦିନରେ ଏକ ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନର ମାର୍ଗ ପ୍ରଶସ୍ତ କରିବ।Çevir OR25141.3K
BDO CHATRAPUR retweetlediCMO Odisha@CMO_Odisha·24 Nisବୈଷୟିକ ଜ୍ଞାନକୌଶଳର ସଫଳ ଉପଯୋଗରେ ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥା ଆଜି ଅଧିକ ସୁଦୃଢ଼ ଓ ସ୍ୱଚ୍ଛ ହୋଇପାରିଛି। ‘ଇ-ପଞ୍ଚାୟତ ସଭା’ ଏବଂ ‘ସମୀକ୍ଷା’ ପୋର୍ଟାଲ ପ୍ରଶାସନିକ ସଂସ୍କାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ‘ଇ-ପଞ୍ଚାୟତ ସଭା’ ପୋର୍ଟାଲ ଜରିଆରେ ଜିଲ୍ଲା ପରିଷଦ ବୈଠକର ପରିଚାଳନାରେ ପୂର୍ଣ୍ଣ ପାରଦର୍ଶିତା ଆସିବା ବେଳେ ‘ସମୀକ୍ଷା’ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଆଭ୍ୟନ୍ତରୀଣ ଅଡିଟ୍ ପ୍ରକ୍ରିୟା ଅନଲାଇନ ହେବ । ଡିଜିଟାଲ ପ୍ରଯୁକ୍ତିର ଏହି ବିକାଶ ଶାସନ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ସହ ରାଜ୍ୟର ସାମଗ୍ରିକ ପ୍ରଗତିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ।Çevir OR37241.9K3
BDO CHATRAPUR retweetlediPanchayati Raj and Drinking Water Department@PRDeptOdisha·24 Nisମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସଦୟ ଉପସ୍ଥିତିରେ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬ ରାଜ୍ୟସ୍ତରୀୟ ସମାରୋହ । ଗାନ୍ଧୀ ଷ୍ଟାଡିୟମ, ବଲାଙ୍ଗୀର । ୨୪ ଅପ୍ରେଲ, ୨୦୨୬ youtube.com/live/9aB5IZmUV… @PMOIndia @CMO_Odisha @RabiNaikBJP @IPR_Odisha #NPRD2026 #National Panchayati Raj Day2026 #ବିକଶିତପଞ୍ଚାୟତ #ବିକଶିତଓଡ଼ିଶାÇevirYouTube OR379918
BDO CHATRAPUR retweetlediPanchayati Raj and Drinking Water Department@PRDeptOdisha·24 Nisଜାତୀୟ ପଞ୍ଚାୟତିରାଜ ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଗଣତନ୍ତ୍ରର ମୂଳ ଭିତ୍ତି ହେଉଛି ଆମ ପଞ୍ଚାୟତ। ସଶକ୍ତ ଓ ସୁଦୃଢ଼ ପଞ୍ଚାୟତ ବ୍ୟବସ୍ଥା ମାଧ୍ୟମରେ ହିଁ ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହେବ। @CMO_Odisha @IPR_Odisha @RabiNaikBJP #NationalpanchayatirajDivas2026Çevir OR1719538
BDO CHATRAPUR@bdo_chatrapur·25 Nisଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଛତ୍ରପୁର ସଂସ୍କୃତି ଭବନଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ବିଶେଷ ଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ହିତାଧିକାରୀମାନଙ୍କୁ ଘର ନିର୍ମାଣ ପାଇଁ ପ୍ରଥମ କିସ୍ତି ଅର୍ଥରାଶି ପ୍ରଦାନ କରାଯାଇଛି। @CMO_Odisha @IPR_Odisha @PRDeptOdisha @Ganjam_Admin @ZP_GanjamÇevir OR00137
BDO CHATRAPUR@bdo_chatrapur·25 Nisଛତ୍ରପୁର ପଞ୍ଚାୟତ ସମିତି ଅନ୍ତର୍ଭୁକ୍ତ ବିଭିନ୍ନ ଗ୍ରାମ ପଞ୍ଚାୟତ ରେ "ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୬" ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି I @CMO_Odisha @IPR_Odisha @PRDeptOdisha @Ganjam_Admin @ZP_GanjamÇevir OR00025
BDO CHATRAPUR retweetlediCMO Odisha@CMO_Odisha·21 Nisଆସନ୍ତା ଏପ୍ରିଲ ୨୭ ତାରିଖ(ସୋମବାର) ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀ ସକାଳ ୭.୦୦ ଘଟିକାରୁ ମଧ୍ୟାହ୍ନ ୧୨.୦୦ ଘଟିକା ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ୟୁନିଟ-୨, ଅଶୋକ ନଗରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଏପ୍ରିଲ ୨୨ତାରିଖ ଦିବା ୧୧ ଘଟିକା ଠାରୁ ଆରମ୍ଭ ହେବ। ଏଥି ନିମନ୍ତେ ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (janasunani.odisha.gov.in) ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ।Çevir OR24181046.4K5
BDO CHATRAPUR retweetlediPanchayati Raj and Drinking Water Department@PRDeptOdisha·20 Nisପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶୁଭେଚ୍ଛା ଓ ଶୁଭକାମନା @CMO_Odisha @IPR_Odisha @RabiNaikBJPÇevir OR2326566
BDO CHATRAPUR@bdo_chatrapur·20 Nisଆଜି ଛତ୍ରପୁର ପଞ୍ଚାୟତ ସମିତି ଅଧିନସ୍ଥ ଭିକାରିପଲ୍ଲୀ ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା I ଏହି ଶିବିରରେ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତି ରହିଥିଲେ I @CMO_Odisha @IPR_Odisha @PRDeptOdisha @Ganjam_Admin @ZP_GanjamÇevir OR00134
BDO CHATRAPUR@bdo_chatrapur·18 Nis୨୦-୦୪-୨୦୨୬ ତାରିଖ ରେ ଛତ୍ରପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମ ପଞ୍ଚାୟତ ରେ ଜନ ଶୁଣାଣି ଅନୁଷ୍ଠିତ ହେବ, ଅନୁରୋଧ ରହିଲା ଆପଣଙ୍କ ଯେ କୌଣସି ବ୍ଲକ, ତହସିଲ କିମ୍ବା ଅନ୍ୟାନ ସମସ୍ୟା ସମ୍ପର୍କେ ଅଭିଯୋଗ କରି ପାରିବେ I @ganjam_admin @zp_ganjam @cmo_odisha @PRDeptOdishaÇevir OR01248
BDO CHATRAPUR retweetlediCMO Odisha@CMO_Odisha·17 Nisନାରୀ ଶକ୍ତିର ସୁରକ୍ଷା ଓ ସମ୍ମାନକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ଏକ ସଶକ୍ତ ତଥା ବିକଶିତ ଭାରତ ଗଠନ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସ୍ୱଚ୍ଛ ଭାରତ ମିଶନ ଓ ଜଳ ଜୀବନ ମିଶନ ଭଳି ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ପ୍ରତିଟି ପରିବାର ନିକଟରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ସହ ଶୌଚାଳୟ ସୁବିଧା ସୁନିଶ୍ଚିତ କରି ମହିଳାମାନଙ୍କ ପାଇଁ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନଶୈଳୀ ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା। ସାମଗ୍ରିକ ବିକାଶ ଓ ସନ୍ତୁଳିତ ବିକାଶର ଏହି ଅଭିଯାନ ମାଧ୍ୟମରେ ମହିଳାମାନଙ୍କୁ ସାମାଜିକ ଓ ଅର୍ଥନୈତିକ ସ୍ତରରେ ଅଧିକ ସଶକ୍ତ କରି ଏକ ସମୃଦ୍ଧ ଓଡ଼ିଶା ତଥା ବିକଶିତ ଭାରତ ଗଠନ ପାଇଁ ସରକାର ସଂକଳ୍ପବଦ୍ଧ। #NariShaktiVandanÇevir OR25191.1K