Collector & District Magistrate, Ganjam

5K posts

Collector & District Magistrate, Ganjam banner
Collector & District Magistrate, Ganjam

Collector & District Magistrate, Ganjam

@Ganjam_Admin

Official Page of DM and Collector, Ganjam, Odisha

Chhatrapur, India Katılım Nisan 2017
91 Takip Edilen104.8K Takipçiler
Collector & District Magistrate, Ganjam
ଛତ୍ରପୁର ସ୍ଥିତ ଜଉଗଡ ସମ୍ମିଳନୀ କକ୍ଷ ଠାରେ ‘ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର’ ଆୟୋଜିତ ହୋଇଥିଲା। ଏହି ଶିବିରରେ ଗଞ୍ଜାମ ଜିଲ୍ଲାପାଳ ଓ ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଗଞ୍ଜାମଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି, ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଶୁଣାଣି କରିଥିଲେ। @CMO_Odisha @IPR_Odisha
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
0
2
16
358
Collector & District Magistrate, Ganjam
ଆସନ୍ତା ତା: ୦୪.୦୫.୨୦୨୬ ରିଖ ଗଞ୍ଜାମ ଜିଲ୍ଲାରେ ସକାଳ ଘ ୭.୦୦ ଠାରୁ ଘ ୧୦.୦୦ ପର୍ଯ୍ୟନ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଆୟୋଜିତ ହେବ। ଜିଲ୍ଲା ସ୍ତରୀୟ ଶିବିରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ। ବ୍ଲକ ସ୍ତରୀୟ ଶିବିରରେ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତି ରହିବେ। @CMO_Odisha @IPR_Odisha
Collector & District Magistrate, Ganjam tweet media
OR
4
2
24
1.1K
Collector & District Magistrate, Ganjam
ଗଞ୍ଜାମ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳ ଆଜି ଛେଳିଗଡା ଜଳସେଚନ ପ୍ରକଳ୍ପ ଅଧୀନରେ ଥିବା ପୁନର୍ବାସ ଓ ପୁନସ୍ଥାପନ (R&R) କଲୋନୀଗୁଡ଼ିକୁ ଗସ୍ତ କରିଥିଲେ। ଏହି ଅବସରରେ ଚକୁଣ୍ଡାପଲ୍ଲୀ, ବାଲିପାଟା, ବାବୁଲିବନ୍ଧା ଓ ସାନ୍ତରାପୁର ସ୍ଥିତ କଲୋନୀଗୁଡ଼ିକର ସ୍ଥଳ ପରିଦର୍ଶନ କରି ସେଠାରେ ବସୋବାସ କରୁଥିବା ପରିବାରମାନଙ୍କ ପାଇଁ ଉପଲବ୍ଧ ମୌଳିକ ସୁବିଧା ସମ୍ପର୍କରେ ସମୀକ୍ଷା କରିଥିଲେ। @CMO_Odisha @IPR_Odisha @OdishaWater
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
3
2
51
1.1K
Collector & District Magistrate, Ganjam
ସୋନପୁର ଗସ୍ତ ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ନିରୀକ୍ଷଣ କରି ତଦାରଖ କରିଥିଲେ। ଏହି ଅବସରରେ ସେ କାର୍ଯ୍ୟଗୁଡିକର ସମୟୋପଯୋଗୀ ସମାପ୍ତି ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ କାମକୁ ତ୍ୱରାନ୍ୱିତ କରିବା ସହିତ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ସମାପ୍ତ କରିବାକୁ ପରାମର୍ଶ ଦେଇଥିଲେ। @CMO_Odisha @IPR_Odisha
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
2
1
60
1.5K
Collector & District Magistrate, Ganjam
ସ୍ୱାସ୍ଥ୍ୟ ସଦନ, ବ୍ରହ୍ମପୁରରେ ଆଜି ଜିଲ୍ଲା ପ୍ରଶାସନ, ଗଞ୍ଜାମଙ୍କ ପ୍ରୟାସରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା।
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
0
1
33
763
Collector & District Magistrate, Ganjam
ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗର୍ଭବତୀ ମା’ ଓ ଏକ ବର୍ଷ ପର୍ଯ୍ୟନ୍ତର ଶିଶୁମାନଙ୍କୁ ସମୟୋପଯୁକ୍ତ ଓ ସୁବିଧାଜନକ ସ୍ୱାସ୍ଥ୍ୟ ସେବା ପ୍ରଦାନ ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ “ନିରୀକ୍ଷଣ ସାଥି” (ମାଗଣା ଅଟୋ ଆମ୍ବୁଲାନ୍ସ) ସେବାର ଶୁଭାରମ୍ଭ କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ଆପାତକାଳୀନ ସ୍ଥିତିରେ ଶୀଘ୍ର ଚିକିତ୍ସା ସୁବିଧା ପହଞ୍ଚାଇବା ସହ ମାତୃ ଓ ଶିଶୁ ମୃତ୍ୟୁହାର କମାଇବାରେ ସହାୟକ ହେବ। @CMO_Odisha @IPR_Odisha @WCDOdisha
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
2
5
25
924
Collector & District Magistrate, Ganjam
ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି, ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ‘ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର’ ଆୟୋଜିତ ହୋଇଥିଲା। ଏହି ଶିବିରରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି, ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଶୁଣାଣି କରିଥିଲେ। @CMO_Odisha @IPR_Odisha
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
1
3
25
1K
Collector & District Magistrate, Ganjam
ଆସନ୍ତା ତା: ୨୭.୦୪.୨୦୨୬ ରିଖ ଗଞ୍ଜାମ ଜିଲ୍ଲାରେ ସକାଳ ଘ ୭.୦୦ ଠାରୁ ଘ ୧୦.୦୦ ପର୍ଯ୍ୟନ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଆୟୋଜିତ ହେବ। ଜିଲ୍ଲା ସ୍ତରୀୟ ଶିବିରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିବେ। ବ୍ଲକ ସ୍ତରୀୟ ଶିବିରରେ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତି ରହିବେ। @CMO_Odisha @IPR_Odisha
Collector & District Magistrate, Ganjam tweet media
OR
3
3
40
1.9K
Collector & District Magistrate, Ganjam
ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଗୋପାଳପୁର ବେଳାଭୂମି ପରିଦର୍ଶନ କରି ପର୍ଯ୍ୟଟକମାନଙ୍କୁ ମିଳୁଥିବା ସୁବିଧାସମୂହର ସମୀକ୍ଷା କରିଥିଲେ। ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ସହ ସୁରକ୍ଷା, ପରିଚ୍ଛନ୍ନତା ଓ ଆବଶ୍ୟକ ସୁବିଧାବଳୀର ଉନ୍ନତି ପାଇଁ ସମ୍ବନ୍ଧିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। @CMO_Odisha @IPR_Odisha @odisha_tourism
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
3
6
53
1.6K
Collector & District Magistrate, Ganjam
ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଆଜି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରିଥିଲେ। ଏହି ଅବସରରେ ସେଠାରେ ପର୍ଯ୍ୟଟକମାନଙ୍କ ପାଇଁ ଉପଲବ୍ଧ ସୁବିଧାସମୂହର ସମୀକ୍ଷା କରିଥିଲେ। @CMO_Odisha @IPR_Odisha @odisha_tourism
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
4
3
50
1.3K
Collector & District Magistrate, Ganjam
ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପର୍ଯ୍ୟଟନ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ସମେତ ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସହିତ ଆଗାମୀ ଦିନର କାର୍ଯ୍ୟଯୋଜନା ବିଷୟରେ ସମୀକ୍ଷା କରାଯାଇଥିଲା। @CMO_Odisha @IPR_Odisha @WCDOdisha @odisha_tourism @mission_shakti
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
3
4
28
867
Collector & District Magistrate, Ganjam
ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ଆଜି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଚାଲୁଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ପରିଦର୍ଶନ କରି ସମୀକ୍ଷା କରିଥିଲେ। @CMO_Odisha @IPR_Odisha
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
2
1
61
1.7K
Collector & District Magistrate, Ganjam
ଜିଲ୍ଲାପାଳ, ଗଞ୍ଜାମଙ୍କ ଅଧ୍ୟକ୍ଷତାରେ ଆଜି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଅନୁଦାନ ପ୍ରାପ୍ତ ଏବଂ ପଞ୍ଚାୟତିରାଜ ବିଭାଗ ଦ୍ୱାରା କାର୍ଯ୍ୟନ୍ୱୟନ ହେଉଥିବା ବିଭିନ୍ନ ସାର୍ବଜନୀନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କାର୍ଯ୍ୟଗୁଡିକୁ ସମୟସୀମା ମଧ୍ୟରେ ସମ୍ପାଦନ ଓ ଅବଶିଷ୍ଟ କାମକୁ ଶୀଘ୍ର ସମାପ୍ତ କରିବା ପାଇଁ ସମ୍ପର୍କିତ ଅଧିକାରୀମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା। @CMO_Odisha @IPR_Odisha @SMEOdisha @PRDeptOdisha
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
0
2
25
1.1K
Collector & District Magistrate, Ganjam
ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଜନନ, ମାତୃ, ନବଜାତ, କିଶୋର/କିଶୋରୀ ଓ ଶିଶୁ ସ୍ୱାସ୍ଥ୍ୟ (RMNACH) ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି, ସେବାର ଗୁଣତ୍ୱ ବୃଦ୍ଧି ଓ କ୍ଷେତ୍ରସ୍ତରର କାର୍ଯ୍ୟନ୍ୱୟନକୁ ଆହୁରି ସୁଦୃଢ଼ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା। @CMO_Odisha @IPR_Odisha @WCDOdisha @HFWOdisha
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
1
0
15
602
Collector & District Magistrate, Ganjam
ଆଜି ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟସ୍ଥ ମନ୍ତ୍ରିଡିର ସିଦ୍ଧ ଭୈରବୀ ପୀଠରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ୧୧୧ ଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଯୋଜନା ସମାଜରେ ନାରୀ ସଶକ୍ତିକରଣ ଓ ସାମାଜିକ ସମାନତାକୁ ଆଗେଇ ନେବାରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପ୍ରମାଣିତ ହେଉଛି। @CMO_Odisha @IPR_Odisha @WCDOdisha
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
5
3
34
849
Collector & District Magistrate, Ganjam retweetledi
BDO BEGUNIAPADA
BDO BEGUNIAPADA@BDO_BEGUNIAPADA·
The Block Development Officer, Beguniapada, accompanied by the Assistant Engineer (AE) and Junior Engineer (JE), undertook an extensive field visit to different Gram Panchayats to review the status of ongoing developmental works and ensure effective implementation of government schemes at the grassroots level. Carried out on-site verification of works and assessed whether the projects are being implemented in accordance with approved guidelines and standards. Field-level challenges, if any, were identified and discussed with the concerned officials for immediate resolution. @CMO_Odisha @PRDeptOdisha @Ganjam_Admin @ZP_Ganjam #FieldVisit #FieldInspection #RuralDevelopment #GrassrootsGovernance #GoodGovernance #LastMileMonitoring #InclusiveDevelopment #PublicService #CitizenCentric #VillageDevelopment #InfrastructureDevelopment #QualityAssurance #TimelyCompletion #Transparency #Accountability #SchemeImplementation #GovernmentOfOdisha #OdishaDevelopment #DevelopmentWorks #OnGroundAction #ServiceDelivery
BDO BEGUNIAPADA tweet mediaBDO BEGUNIAPADA tweet mediaBDO BEGUNIAPADA tweet mediaBDO BEGUNIAPADA tweet media
English
1
1
9
827
Collector & District Magistrate, Ganjam retweetledi
BDO_Kukudakhandi
BDO_Kukudakhandi@BdoKukudakhandi·
ସିହଳା ଗ୍ରାମପଞ୍ଚାୟତରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କନିଷ୍ଠ ଯନ୍ତ୍ରୀ ଙ୍କ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ତଦାରଖ କରିବା ସହିତ ବିଭାଗ ଗୁଡିକୁ ପରିଦର୍ଶନ କରିଥିଲେ। @Ganjam_Admin @ZP_Ganjam
BDO_Kukudakhandi tweet mediaBDO_Kukudakhandi tweet mediaBDO_Kukudakhandi tweet mediaBDO_Kukudakhandi tweet media
OR
0
1
7
369