Bikash Mohanty (M.O.T.) retweetledi

ବ୍ୟାଙ୍କ୍କୁ ଧନ୍ୟବାଦ ଯେ କେବଳ ଜିତୁ ମୁଣ୍ଡାଙ୍କର ଭଉଣୀଙ୍କୁ ନୁହେଁ, କଙ୍କାଳ ହୋଇ ପଡ଼ି ରହିଥିବା ପ୍ରଶାସନ ଓ ସରକାରଙ୍କୁ ମଧ୍ୟ ଶ୍ମଶାନରୁ ଉଠାଇଆଣିଛି।
ଜିତୁ ମୁଣ୍ଡାଙ୍କୁ
- ରେଡ୍କ୍ରସ୍ରୁ ଟଙ୍କା ମିଳିଲା
- ଭଉଣୀଙ୍କ ମୃତ୍ୟୁ ପ୍ରମାଣପତ୍ର ମିଳିଲା
- ଅନ୍ନପୂର୍ଣ୍ଣା ଯୋଜନାରେ ମାସକୁ ୩୫ କେଜି ଚାଉଳ ମିଳିଲା
- ଘରକୁ ବିଦ୍ୟୁତ ସଂଯୋଗ ମିଳିଲା
ଏସବୁ ସରକାରୀ ସୁବିଧାକୁ କ’ଣ ବ୍ୟାଙ୍କ୍ ଅଟକାଇଥିଲା?
ସତରେ, କଙ୍କାଳମାନଙ୍କୁ ଉଠାଇବାରେ ବ୍ୟାଙ୍କ୍ର ଅବଦାନ ଅତୁଳନୀୟ।
#JituMunda #Odisha
OR


































