Debasis

53 posts

Debasis

Debasis

@dc_enterpr

Katılım Nisan 2024
28 Takip Edilen3 Takipçiler
Debasis
Debasis@dc_enterpr·
@MahalingMukesh @MohanMOdisha Great initiative by the Govt of Odisha! While we celebrate this hike for AYUSH colleges, we urge @DrMukeshMahaling to also look into the long-standing demands of NHM Physiotherapists. Cadre formation and a roadmap for regularization are essential for our professional dignity.
English
1
1
1
140
Dr. Mukesh Mahaling
Dr. Mukesh Mahaling@MahalingMukesh·
ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜ ଗୁଡ଼ିକରେ ଚୁକ୍ତିଭିତ୍ତିକ ଅଧ୍ୟାପକମାନଙ୍କର ପାରିଶ୍ରମିକ ବୃଦ୍ଧି କରିବା ପାଇଁ ନିଆଯାଇଥିବା ଐତିହାସିକ ନିଷ୍ପତ୍ତି ନିମନ୍ତେ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି । ଅଧ୍ୟାପକ ମାନଙ୍କ ପାରିଶ୍ରମିକ ₹ ୭୦,୦୦୦ ନିର୍ଦ୍ଧାରଣ କରାଯିବା ସହ ରିଡର୍ (Reader) ମାନଙ୍କ ଦରମା ₹୪୦,୦୦୦ ରୁ ₹୮୦,୦୦୦ ଏବଂ ପ୍ରଫେସରମାନଙ୍କ ଦରମା ₹୫୦,୦୦୦ ରୁ ₹୧,୦୦,୦୦୦ କୁ ବୃଦ୍ଧି କରାଯାଇଛି। ରାଜ୍ୟର ଆୟୁଷ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ କଲ୍ୟାଣ ପାଇଁ ଏହି ନିଷ୍ପତ୍ତି ଓଡ଼ିଶାର ଆୟୁଷ ଚିକିତ୍ସା ବ୍ୟବସ୍ଥାକୁ ଉନ୍ନତ ଓ ଅଧିକ କ୍ରିୟାଶୀଳ କରିବାରେ ସହାୟକ ହେବ । ଆୟୁଷ (AYUSH) କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଯଶସ୍ଵୀ ପ୍ରଧାନମନ୍ତ୍ରୀଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ନିରନ୍ତର ପ୍ରେରଣା ଯୋଗୁଁ ଆଜି ଆୟୁଷ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ନୂତନ ଉତ୍ସାହ ଭରିଯାଇଛି । ଭାରତର ପାରମ୍ପରିକ ଚିକିତ୍ସା ପଦ୍ଧତି ଆଜି ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି, ଯାହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଏଥିପାଇଁ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କୁ କୃତଜ୍ଞତା ଜଣାଉଛି। @JPNadda @SamalManmohan7 @dpradhanbjp @PMOIndia @CMO_Odisha @BJP4India @BJP4Odisha @Manas_BJP
OR
25
17
75
2.6K
Debasis
Debasis@dc_enterpr·
@MohanMOdisha @CMO_Odisha ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ, ନିଯୁକ୍ତି ମେଳା କରି କେବଳ ସଂଖ୍ୟା ବଢ଼େଇଲେ 'ଯୁବଶକ୍ତି ସଶକ୍ତ' ହେବେନି। ଯେଉଁ ଫିଜିଓଥେରାପିଷ୍ଟମାନେ NHM ଅଧୀନରେ ବର୍ଷ ବର୍ଷ ଧରି ସେବା ଦେଉଛନ୍ତି, ସେମାନଙ୍କ ପାଇଁ Regular Cadre Structure କାହିଁ? ଆଉଟସୋର୍ସିଂ କରି ମେଧାବୀ ପିଲାଙ୍କୁ ଶୋଷଣ କରିବା ବନ୍ଦ କରନ୍ତୁ।
OR
0
0
0
142
Mohan Charan Majhi
Mohan Charan Majhi@MohanMOdisha·
ଏକ ବିକଶିତ ରାଷ୍ଟ୍ର ତଥା ବିକଶିତ ରାଜ୍ୟ ଗଠନର ସ୍ୱପ୍ନ ସେତେବେଳେ ସାକାର ହେବ, ଯେତେବେଳେ ଆମର ଯୁବଶକ୍ତି ସଶକ୍ତ ହେବେ। ଯୁବବର୍ଗଙ୍କୁ ଉପଯୁକ୍ତ ସୁଯୋଗ ଦେବା ପାଇଁ ଆମ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହାକୁ ଆଜି ଆମେ ବାସ୍ତବ ରୂପ ଦେଉଛୁ। ନିଯୁକ୍ତି ମେଳା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଯୁବକଯୁବତୀଙ୍କ ସ୍ୱପ୍ନକୁ ସାକାର କରାଇବା ପାଇଁ ଏକ ବଳିଷ୍ଠ ମାଧ୍ୟମ। ଏହି କ୍ରମରେ ଆଜି ନିଯୁକ୍ତି ମେଳା ମାଧ୍ୟମରେ ରାଜ୍ୟ ସରକାରଙ୍କ ୭ଟି ପ୍ରମୁଖ ବିଭାଗରେ ୪,୬୨୩ ଜଣ ନୂତନ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ଆମ ସରକାର କେବଳ ନିଯୁକ୍ତି ଦେଉନାହିଁ, ବରଂ ଏକ ଆତ୍ମନିର୍ଭରଶୀଳ ଓ ସମୃଦ୍ଧ ଓଡ଼ିଶା ପାଇଁ ଦକ୍ଷ ଯୁବ ସାରଥିଙ୍କୁ ପ୍ରସ୍ତୁତ କରୁଛି। #Nijuktimela
OR
33
21
81
6.8K
Debasis
Debasis@dc_enterpr·
@Its_CineHub 😂😂😂😂 chatukar spotted🤣🤣🤣🤣
Indonesia
0
0
0
4
CineHub
CineHub@Its_CineHub·
Meet Siddharth Anand :- 1. Never directed any Propaganda or Politically inclined Movie. 2. Helped Bollywood in making a GREATEST COMEBACK ever with Pathaan ! 3. Always supported Bollywood against the Trollers and haters. 4. Believes how Bollywood is the Greatest Industry in India for the last 60 Years.. 5. Knows who is the OG BOX-OFFICE SUPERSTARS in the era of Content films. 6. Loyal to his Craft and adept at delivering the CLASSY ACTION contents ! Lord for a reason 👑🔥 @justSidAnand
CineHub tweet media
English
259
106
762
48.7K
Debasis
Debasis@dc_enterpr·
The Council is done, now in the name of 'Skill Development' will physiotherapists serve for 8-10k through outsourcing for their whole lives? Wow, what a brilliant job opportunity! 👏 Do you not have the courage to give regular postings?"
English
0
0
0
13
Debasis
Debasis@dc_enterpr·
@MahalingMukesh @MohanMOdisha Honorable Minister, you showed us the dream by making the rules, but won't you just sell that dream to 'Outsourcing' companies? If forming a Council is history, is it a tradition to exploit youth without regular physiotherapy postings?"
English
0
0
0
31
Dr. Mukesh Mahaling
Dr. Mukesh Mahaling@MahalingMukesh·
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୩୯ ତମ କ୍ୟାବିନେଟ ବୈଠକରେ ଯୋଗଦେଲି। ଏହି ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୮ ଟି ବିଭାଗର ୮ ଟି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି l ତନ୍ମଧ୍ୟରୁ ସ୍ୱାସ୍ଥ୍ୟ ବିଭାଗରେ "ଓଡ଼ିଶା ରାଜ୍ୟ ଆଲାଇଡ୍ ଏଣ୍ଡ ହେଲଥକେୟାର କାଉନସିଲ ନିୟମାବଳୀ ୨୦୨୬"କୁ ପ୍ରଣୟନ କରାଯାଇଛି, ଯାହାକି ଆଲାଇଡ୍ ଏଣ୍ଡ ହେଲଥକେୟାର ଶିକ୍ଷାକୁ ପ୍ରୋତ୍ସାହିତ କରିବ।ଏହା ମାଧ୍ୟମରେ ଯୁବବର୍ଗଙ୍କ ଦକ୍ଷତା ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଯାହାଦ୍ୱାରା ଅନେକ ମେଧାବୀଙ୍କ ସ୍ଵପ୍ନ ସାକାର ହେବ। ଏଥିସହ "ଓଡ଼ିଶା ରାଜ୍ୟ ତଥ୍ୟ ନୀତି ୨.୦" କୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ନୀତି ପ୍ରଶାସନିକ ଦକ୍ଷତା ବୃଦ୍ଧି, ତଥ୍ୟର ସଠିକତା, ସ୍ଵଚ୍ଛ ଏବଂ ବିଶ୍ଵସନୀୟ ଶାସନ ବ୍ୟବସ୍ଥାରେ ଓଡ଼ିଶାକୁ ଏକ ଜାତୀୟ ନେତୃତ୍ଵ ପ୍ରଦାନ କରିବ। ଆଜିର ଏହି ବୈଠକରେ ମନ୍ତ୍ରୀ ମଣ୍ଡଳର ମୋର ସାଥି ସଦସ୍ୟ, ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
OR
5
0
18
471
Debasis
Debasis@dc_enterpr·
Urgent appeal to @CMO_Odisha ,end the outsourcing of Physiotherapist posts! For quality healthcare, we request the creation of regular government posts with a proper cadre structure.Outsourcing undermines professional dignity and patient care.
English
0
0
0
29
Debasis
Debasis@dc_enterpr·
Efficiency" or just avoiding responsibility? ​Kudos to the Odisha Govt for the 'Techno-Managerial' magic trick: turning vital Physiotherapy services into temporary outsourced contracts! Who needs job security or stable healthcare pillars when you have middlemen and tenders?
English
1
0
0
32
Debasis retweetledi
Service to Bharat
Service to Bharat@ServiceIndia07·
Genuine ask & genuine needs this Govt unable understand. After multiple requests Govt is not providing essential needs for NHM Physiotherapists & other Physiotherapists. Be ready to face huge protest with 6k+ Physios in Odisha soon similar like Jaipur is facing.We want to support
Service to Bharat tweet media
English
1
2
2
73
Debasis retweetledi
Service to Bharat
Service to Bharat@ServiceIndia07·
District & State level NHM Physiotherapists are the backbone of rehabilitation in Odisha. We pass OPSC-level competitive exams to get here. If other states can regularize their healthcare workers, why is Odisha lagging behind? It's time to secure our futures! 📢 #RegularizeNow
Service to Bharat tweet media
English
0
2
1
45
Sandeep Reddy Vanga
Sandeep Reddy Vanga@imvangasandeep·
Writers & actors built careers on propaganda, and the industry stayed quiet like cats. Now the same clan mock Dhurandhar. You don’t get to call yourself liberal if your first instinct is to Mock. Don’t know when truth started getting labeled as propaganda...... strange times. COMING TO THE POINT..... I want to tell @AdityaDharFilms & @RanveerOfficial yeh kaala drishti aise nahi jaayega... Muthi bhar ke laal mirch se kaam nahi chalega.... poora khet jalana padega 🔥 Watched #Dhurandhar2‌TheRevenge last night.... Outstanding film 🙏
English
3.2K
28.2K
150.1K
7.3M
Siddharth Anand
Siddharth Anand@justSidAnand·
Juhu - Bandra peeps have given all ATBB’s since the past 50 years. You have to be a real duffer to undermine their contribution 😂
English
4.5K
1.9K
9.3K
3.3M