Odisha Forest, Env. and Climate Change Department retweetledi

ପରିବେଶ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଆଜି ସାରା ଦେଶ ପାଇଁ ଏକ ମଡେଲ ସାଜିଛି। ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନ ମାଧ୍ୟମରେ ବ୍ୟାପକ ବୃକ୍ଷରୋପଣ କରି ଆମ ରାଜ୍ୟ ଦେଶରେ ଅଗ୍ରଣୀ ସ୍ଥାନ ହାସଲ କରିବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ପ୍ରକୃତି ମା’ ପ୍ରତି ଆମର ଏକ ସମ୍ମାନଜନକ ଅର୍ଘ୍ୟ।
ଆଗାମୀ ପିଢ଼ି ପାଇଁ ଜଳର ସୁରକ୍ଷା ତଥା ସ୍ଥାୟୀ ପରିଚାଳନା ନିମନ୍ତେ ଆମ ସରକାର ଏକ ସନ୍ତୁଳିତ ଏବଂ ପ୍ରଗତିଶୀଳ ‘ଜଳ ନୀତି’ ପ୍ରଣୟନ କରିଛନ୍ତି। ବୃକ୍ଷରୋପଣ ଓ ଜଳ ସଂରକ୍ଷଣର ଏହି ସମନ୍ୱୟ ଏକ ସମୃଦ୍ଧ ତଥା ସୁରକ୍ଷିତ ଓଡ଼ିଶାର ଭିତ୍ତିଭୂମି ସ୍ଥାପନ କରିବ।
OR



















































