Gaurav S. Isalwar IAS

120 posts

Gaurav S. Isalwar IAS banner
Gaurav S. Isalwar IAS

Gaurav S. Isalwar IAS

@gisalwar

IAS 2019 | Odisha | COEPian | Collector & DM Bolangir

Balangir, Odisha Katılım Kasım 2012
186 Takip Edilen651 Takipçiler
Gaurav S. Isalwar IAS retweetledi
Collector & DM, Balangir
Collector & DM, Balangir@CollectorBgr·
ଜାତୀୟ ଜନଗଣନା -୨୦୨୭ ପରିପ୍ରେକ୍ଷୀରେ ଜିଲ୍ଲାପାଳ, ବଲାଙ୍ଗୀର ଅନଲାଇନ ପୋର୍ଟାଲ se.census.gov.in ରେ ସେଲ୍ଫ -ଏନୁମେରାସନ / ସ୍ୱଗଣନା କରିଛନ୍ତି ଏବଂ ଅନ୍ୟମାନଙ୍କୁ ଏଥିରେ ସାମିଲ ହେବା ପାଇଁ ଉତ୍ସାହିତ କରିଛନ୍ତି।
Collector & DM, Balangir tweet mediaCollector & DM, Balangir tweet media
OR
0
2
19
699
Gaurav S. Isalwar IAS retweetledi
Collector & DM, Balangir
Collector & DM, Balangir@CollectorBgr·
ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟ, ତୁରେକେଲା ଠାରେ ଜିଲ୍ଲାପାଳ,ବଲାଙ୍ଗିର ଓ ଆରକ୍ଷୀ ଅଧୀକ୍ଷକ, ବଲାଙ୍ଗିରଙ୍କ ର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। (୧/୨) @dept_ga
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
2
1
27
789
Gaurav S. Isalwar IAS retweetledi
Collector & DM, Balangir
Collector & DM, Balangir@CollectorBgr·
ଆଜି ଜିଲ୍ଲାପାଳ, ବଲାଙ୍ଗିର; ତୁରେକେଲା ବ୍ଲକ ଅନ୍ତର୍ଗତ ମହୁଲପାଟି ଗ୍ରାମ ସ୍ଥିତ ଏକ ଧାନ କ୍ରୟ କେନ୍ଦ୍ର (PPC) ପରିଦର୍ଶନ କରି ସେଠାରେ ଧାନ କ୍ରୟ ନିମନ୍ତେ ହୋଇଥିବା ବ୍ୟବସ୍ଥା ର ତଦାରଖ କରିଥିଲେ ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
2
21
692
Gaurav S. Isalwar IAS retweetledi
Collector & DM, Balangir
Collector & DM, Balangir@CollectorBgr·
ପରିବେଶ ସୁରକ୍ଷା ନିମନ୍ତେ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ର ବ୍ୟବହାର କମାଇବା ପ୍ରତି ଜିଲ୍ଲା ପ୍ରଶାସନର ପ୍ରତିବଦ୍ଧତା ଅନୁଯାୟୀ, ଇଂରାଜୀ ନବବର୍ଷ ଅବସରରେ ପୁଷ୍ପଗୁଚ୍ଛ ଓ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ଥିବା ଉପହାର/ବସ୍ତୁର ବ୍ୟବହାର ନ କରିବା ପାଇଁ ଜିଲ୍ଲାପଳ, ବଲାଙ୍ଗିର ସମସ୍ତଙ୍କୁ ଅନୁରୋଧ କରିଛନ୍ତି। @ForestDeptt
Collector & DM, Balangir tweet media
OR
1
1
15
826
Gaurav S. Isalwar IAS retweetledi
Collector & DM, Balangir
Collector & DM, Balangir@CollectorBgr·
ଶ୍ରମିକ ସ୍ଥାନାନ୍ତରଣ ରୋକିବା ଓ ସେମାନଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ୯ଟି ଜିଲ୍ଲା ର ୩୦ଟି ବ୍ଲକରେ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସହାୟତା କୁ ବୃଦ୍ଧି କରିଛନ୍ତି। ଏହି ଅବସରରେ ମୁଣ୍ଡାପଦର ଗ୍ରା.ପ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ, ବଲାଙ୍ଗିର ଯୋଗଦେଇଥିଲେ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
2
19
673
Gaurav S. Isalwar IAS retweetledi
Collector & DM, Balangir
Collector & DM, Balangir@CollectorBgr·
ଆଜି ଜିଲ୍ଲାପାଳ, ବଲାଙ୍ଗିର; ପୁଇଁତଳା ବ୍ଲକ ଅନ୍ତର୍ଗତ ମହିମୁଣ୍ଡା ଗ୍ରା.ପ ଠାରେ ପ୍ରଧାନମନ୍ତ୍ରୀ-ସୂର୍ଯ୍ୟ ଘର: ମାଗଣା ବିଦ୍ୟୁତ୍ ଯୋଜନା ଅନ୍ତର୍ଗତ, TPWODL ଦ୍ୱାରା ସ୍ଥାପିତ ଏକ କିଲୋ ୱାଟ୍ ର ଏକ ରୂଫଟପ୍ ସୋଲାର ସିଷ୍ଟମ ଉଦଘାଟନ କରିଥିଲେ ।
Collector & DM, Balangir tweet mediaCollector & DM, Balangir tweet media
OR
1
2
25
1.1K
Gaurav S. Isalwar IAS retweetledi
Collector & DM, Balangir
Collector & DM, Balangir@CollectorBgr·
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ଶ୍ରୀ ମୋହନ ଚରଣ ମାଝୀ ଆଭାସି ମାଧ୍ୟମରେ ବଲାଙ୍ଗିର ଜିଲ୍ଲାରେ ୩୮ଟି ନୂତନ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ଅନ୍ତ୍ୟୋଦୟ ଗୃହ ଯୋଜନାର ତୃତୀୟ ପର୍ଯ୍ୟାୟରେ ୧,୦୪୪ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ପ୍ରଥମ କିସ୍ତି ପ୍ରଦାନ କରିଥିଲେ। (୧/୨)
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
1
2
24
1K
Gaurav S. Isalwar IAS retweetledi
Collector & DM, Balangir
Collector & DM, Balangir@CollectorBgr·
ଆଜି ଜିଲ୍ଲାପାଳ, ବଲାଙ୍ଗିର; ନିମ୍ନ ସୁକତେଲ ଜଳସେଚନ ପ୍ରକଳ୍ପ (LSIP) ଅଧୀନରେ ମାଗୁରବେଡା ସ୍ଥିତ ଏକ ସ୍ୱୟଂଚାଳିତ କେନ୍ଦ୍ର ପରିଦର୍ଶନ କରିଥିଲେ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
2
51
1.5K
Gaurav S. Isalwar IAS retweetledi
Collector & DM, Balangir
Collector & DM, Balangir@CollectorBgr·
"ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ" ଶୀର୍ଷକ ବାର୍ତ୍ତା ସହ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗିର ସ୍ଥିତ ପୃଥ୍ୱୀ ରାଜ ଉଚ୍ଚ ବିଦ୍ୟାଳୟର ଇନଡୋର ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ଯୋଗ ସମାରୋହ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଜିଲ୍ଲାପାଳ, ବଲାଙ୍ଗିର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ସଦସ୍ୟ ମାନଙ୍କ ସହ ଯୋଗାଭ୍ୟାସ କରିଥିଲେ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
4
38
1.1K
Gaurav S. Isalwar IAS retweetledi
Collector & DM, Balangir
Collector & DM, Balangir@CollectorBgr·
ଆଜି ଜିଲ୍ଲାପାଳ,ବଲାଙ୍ଗିର; ଆଗଲପୁର ବ୍ଲକ ଅନ୍ତର୍ଗତ ଝରଣିପାଲି ଗ୍ରାମ ପଞ୍ଚାୟତ ସ୍ଥିତ ଆମଝରଣ ଗ୍ରାମ ପରିଦର୍ଶନ କରି ସେଠାରେ ପର୍ଯ୍ୟଟନ କୁ ପ୍ରୋତ୍ସାହନ ଦେବା ପାଇଁ ଆବଶ୍ୟକ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
1
6
67
2.3K
Gaurav S. Isalwar IAS retweetledi
Collector & DM, Balangir
Collector & DM, Balangir@CollectorBgr·
ଆତଙ୍କବାଦ ବିରୋଧୀ ଅଭିଯାନ "ଅପରେସନ ସିନ୍ଦୁର" ର ସଫଳତା ପରେ ଭାରତୀୟ ସେନା ର ପରାକ୍ରମ କୁ ସମ୍ମାନିତ କରିବା ପାଇଁ ଆଜି ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ଠାରୁ ଏକ "ତ୍ରିରଙ୍ଗା ଯାତ୍ରା" ର ଆୟୋଜନ କରାଯାଇଥିଲା I (୧/୨)
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
4
9
67
2.4K
Gaurav S. Isalwar IAS retweetledi
Collector & DM, Balangir
Collector & DM, Balangir@CollectorBgr·
"ଅପରେସନ ସିନ୍ଦୁର" ର ସଫଳତା ପରେ ଭାରତୀୟ ସେନା ର ପରାକ୍ରମ କୁ ସମ୍ମାନିତ କରିବା ପାଇଁ ଆଜି ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ଠାରୁ ଏକ "ତ୍ରିରଙ୍ଗା ଯାତ୍ରା" ର ଆୟୋଜନ କରାଯାଇଥିଲା I @CMO_Odisha @IPR_Odisha
OR
3
12
217
13.3K
Gaurav S. Isalwar IAS retweetledi
Collector & DM, Balangir
Collector & DM, Balangir@CollectorBgr·
ଜିଲ୍ଲାପାଳ, ବଲାଙ୍ଗିର ଆଜି ଟିଟିଲାଗଡ ର ଦେଶିଲ ସ୍ଥିତ ୩୦୦ ଶଯ୍ୟା ବିଶିଷ୍ଟ ଅନ୍ଵେଷା (ANWESHA) ହଷ୍ଟେଲ ପରିଦର୍ଶନ କରି, ସେଠାରେ ଛାତ୍ର-ଛାତ୍ରୀ ଙ୍କୁ ମିଳୁଥିବା ବିଭିନ୍ନ ସୁବିଧାର ସମୀକ୍ଷା କରିଥିଲେ |
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
2
19
999
Gaurav S. Isalwar IAS retweetledi
Collector & DM, Balangir
Collector & DM, Balangir@CollectorBgr·
ପି.ଏମ ଶ୍ରୀ କେ.ଭି. ନମ୍ବର-୦୨,ବଲାଙ୍ଗୀର ର ଦ୍ୱିତୀୟ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ରେ ଆଜି ଜିଲ୍ଲାପାଳ, ବଲାଙ୍ଗୀର ଯୋଗ ଦେଇ ବିଭିନ୍ନ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
3
29
1.3K
Gaurav S. Isalwar IAS retweetledi
Collector & DM, Balangir
Collector & DM, Balangir@CollectorBgr·
ଅଦ୍ୟ ତା: ୧୭.୦୨.୨୦୨୫ ରିଖ ଦିନ ଚଳିତ ବର୍ଷ ଯୁକ୍ତ ଦୁଇ (+୨) ପରୀକ୍ଷା ର ସୁପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ, ଜିଲ୍ଲାପାଳ,ବଲାଙ୍ଗୀରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବିଭିନ୍ନ କଲେଜ ର ଅଧ୍ୟକ୍ଷ ମାନେ ଉପସ୍ଥିତ ଥିଲେ।
Collector & DM, Balangir tweet mediaCollector & DM, Balangir tweet media
OR
0
3
37
1.1K
Gaurav S. Isalwar IAS retweetledi
Collector & DM, Balangir
Collector & DM, Balangir@CollectorBgr·
ଆଜି ଜିଲ୍ଲାପାଳ,ବଲାଙ୍ଗୀରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ର ବିଭିନ୍ନ ଅଧିକାରୀ ମାନଙ୍କୁ ନେଇ ଆଗାମୀ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ସମ୍ବନ୍ଧୀୟ ଏକ ପ୍ରସ୍ତୁତି ବୈଠକ OSWAN ପ୍ଲାଟଫର୍ମ ମାଧ୍ୟମରେ ହୋଇଥିଲା। ଏହି ବୈଠକରେ ଜିଲ୍ଲାପାଳ ଗ୍ରୀଷ୍ମ ପ୍ରବାହ ର ମୁକାବିଲା ପାଇଁ ଅଧିକାରୀ ମାନଙ୍କୁ ଆବଶ୍ୟକୀୟ ବ୍ୟବସ୍ଥା କରିବାପାଇଁ ନିର୍ଦେଶ ଦେଇଥିଲେ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
2
32
1K
Gaurav S. Isalwar IAS retweetledi
Collector & DM, Balangir
Collector & DM, Balangir@CollectorBgr·
ଆଜି ଜିଲ୍ଲାପାଳ,ବଲାଙ୍ଗିର ଜରାସିଂହା ସ୍ଥିତ ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
1
2
20
836
Gaurav S. Isalwar IAS retweetledi
Collector & DM, Balangir
Collector & DM, Balangir@CollectorBgr·
ଆଜି ଜିଲ୍ଲାପାଳ,ବଲାଙ୍ଗିର ଜରାସିଂହାର ସାଲେପାଲି ଠାରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ନିମନ୍ତେ ଥିବା ଜଗତବନ୍ଧୁ ବିଶ୍ୱ ଭାରତୀ ଶିକ୍ଷା ନିକେତନ, ଆବାସିକ ସ୍ୱତନ୍ତ୍ର ବିଦ୍ୟାଳୟ ଓ ଵୟୋଜ୍ୟଷ୍ଠ ନାଗରିକଙ୍କ ନିମନ୍ତେ ଥିବା ବୃଦ୍ଧାଶ୍ରମ ପରିଦର୍ଶନ କରି ସେଠାରେ ଥିବା ଭିତ୍ତିଭୂମିର ସମୀକ୍ଷା କରିଥିଲେ।
Collector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet mediaCollector & DM, Balangir tweet media
OR
0
2
31
1K