Surendra Kumar Jena

16 posts

Surendra Kumar Jena

Surendra Kumar Jena

@kumar_sure23465

Katılım Haziran 2025
17 Takip Edilen19 Takipçiler
Surendra Kumar Jena retweetledi
Dr. Mukesh Mahaling
Dr. Mukesh Mahaling@MahalingMukesh·
ବଲାଙ୍ଗିର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଚଳିତ ବଜେଟରେ ଜିଲ୍ଲାରେ ଏକ କୃଷି ମହାବିଦ୍ୟାଳୟ ଏବଂ ସରକାରୀ ବୈଷୟିକ ମହାବିଦ୍ୟାଳୟ ସ୍ଥାପନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପଦକ୍ଷେପ ପାଇଁ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଏବଂ ବଲାଙ୍ଗୀର ଜିଲ୍ଲାର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପ୍ରଭାରୀ ଶ୍ରୀ @vijaypalbjp ଜୀ ଙ୍କୁ ସାକ୍ଷାତ କରି ଧନ୍ୟବାଦ ଜଣାଇବା ସହ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha , ମାନ୍ୟବର ରାଜ୍ୟ ସଭାପତି ଶ୍ରୀ @SamalManmohan7 ଏବଂ ମାନ୍ୟବର ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଶ୍ରୀ @Manas_BJP ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
Dr. Mukesh Mahaling tweet mediaDr. Mukesh Mahaling tweet mediaDr. Mukesh Mahaling tweet mediaDr. Mukesh Mahaling tweet media
OR
1
33
33
577
Surendra Kumar Jena retweetledi
Dr. Mukesh Mahaling
Dr. Mukesh Mahaling@MahalingMukesh·
ପୂର୍ବତନ ବୈଦେଶିକ ମନ୍ତ୍ରୀ, 'ପଦ୍ମଵିଭୂଷଣ' ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କର ଦକ୍ଷତା, ରାଷ୍ଟ୍ରସେବା ଏବଂ ମାର୍ଗଦର୍ଶନ ସବୁବେଳେ ପ୍ରେରଣାଦାୟୀ।
Dr. Mukesh Mahaling tweet media
OR
0
28
27
356
Surendra Kumar Jena retweetledi
Nishitha Priyadarsini Biswal
Nishitha Priyadarsini Biswal@NishithaBiswal·
ଆଜି ଓଡ଼ିଶା ର ଉଚ୍ଚଶିକ୍ଷିତ ଯୁବ ବର୍ଗ ରାଜରାସ୍ତାକୁ ଆସି ଭିକ ମାଗୁଛି , କିନ୍ତୁ ସରକାର ନୁଆପଡ଼ା ରେ ଭୋଟ ମାଗୁଛି। @CMO_Odisha @SURAJ_SURYA @BjpPrithiviraj
OR
0
25
18
331
Surendra Kumar Jena retweetledi
mdsadique 9861
mdsadique 9861@Mdsadique913506·
ଆଜି ଅଗଷ୍ଟ 30 ହେଇଗଲା | 22000 ପୋଷ୍ଟ ବାହାରିବ ବୋଲି କୁହାଯାଇଥିଲା ଅଗଷ୍ଟ 31 ସୁଦ୍ଧା| ସରକାରଙ୍କୁ ମନେପକେଇଦେଲି @CMO_Odisha
OR
2
12
12
799
Surendra Kumar Jena
Surendra Kumar Jena@kumar_sure23465·
ଓଡିଶା ରେ ସରକାରୀ ଚାକିରୀ ରେ ଆବେଦନ ବୟସ ସୀମା 42 ବର୍ଷ କୁ ବୃଦ୍ଧି କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟମନ୍ତୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ ଜୟଜଗନ୍ନାଥ 🙏 7377921564 @CMO_Odisha @MahalingMukesh @dpradhanbjp @KVSinghDeo1 @PrithivirajBJP #odishacabinet @SecyChief
Surendra Kumar Jena tweet media
Surendra Kumar Jena tweet mediaSurendra Kumar Jena tweet media
OR
49
84
72
427
Surendra Kumar Jena
Surendra Kumar Jena@kumar_sure23465·
Deeply condolences for the tragic of plane crash those who lost their lives. Om shanti Jaya Jaganath 🙏
Surendra Kumar Jena tweet media
English
3
13
14
314
Surendra Kumar Jena retweetledi
Suresh Mallick
Suresh Mallick@SureshM73112211·
Respected Madam Thank you so much for increasing age limit upto 42 year's which will help a lot to the unemployed youths of odisha. Thank you so much 🙏 @PravatiPOdisha
English
0
9
6
79
Surendra Kumar Jena
Surendra Kumar Jena@kumar_sure23465·
@CMO_Odisha @MahalingMukesh @dpradhanbjp @KVSinghDeo1 @PravatiPOdisha @PrithivirajBJP @RabiNaikBJP #odishacabinet @SecyChief ଓଡିଶା ରେ ସରକାରୀ ଚାକିରୀ ରେ ଆବେଦନ ପାଇଁ 42 ବର୍ଷ କୁ ବୃଦ୍ଧି କରିଥିବାରୁ, ଓଡିଶା ର ଯୁବକ ଓ ଯୁବତୀ ମାନଙ୍କ ତରଫରୁ ଓଡିଶା ସରକାରଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ ଜୟଜଗନ୍ନାଥ🙏
Surendra Kumar Jena tweet mediaSurendra Kumar Jena tweet mediaSurendra Kumar Jena tweet mediaSurendra Kumar Jena tweet media
OR
31
67
56
481