Nabarangpur Update

2.1K posts

Nabarangpur Update banner
Nabarangpur Update

Nabarangpur Update

@ngpur_update

Nabarangpur Katılım Ocak 2023
456 Takip Edilen211 Takipçiler
Sabitlenmiş Tweet
Nabarangpur Update
Nabarangpur Update@ngpur_update·
ବିନା କାମରେ ଦରମା 🚨 ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଥାନା ଅଂଚଳରେ ଗତ ଅଗଷ୍ଠ ମାସରେ ଘଟିଯାଇଛି ୪ଟି ବଡ଼ ଅପରାଧ। ବ୍ୟାଙ୍କ ଚୋରି, ଚୋରି, ନିଶା କାରବାର ଓ ହତ୍ୟା ଭଳି ଅପରାଧ। ପୁଲିସ ଏଯାଏଁ ଗୋଟିଏ ବି ମାମଲାର ସୁରାକ ପାଇନି କି କୌଣସି ଅଭିଯୁକ୍ତଙ୍କୁ ଗିରଫ କରିନି। @odisha_police @SpNabarangpur
Nabarangpur Update tweet media
OR
0
0
0
318
Nabarangpur Update
Nabarangpur Update@ngpur_update·
ଯାହା ଜନସାଧାରଣଙ୍କ ଭବିଷ୍ୟତକୁ ପ୍ରଭାବିତ କରୁଛି। ଏପରି ପରିସ୍ଥିତିରେ ସରକାରଙ୍କ ତୁରନ୍ତ ଧ୍ୟାନ ଦେଇ ପ୍ରଭାବଶାଳୀ ପଦକ୍ଷେପ ଅତ୍ୟାବଶ୍ୟକ, ଯାହାଦ୍ୱାରା ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର ଆଣି ଲୋକମାନଙ୍କୁ ଏକ ନିରାପଦ ଓ ଭଲ ଭବିଷ୍ୟତ ଦିଆଯାଇପାରିବ। @NityanandaBJP @CMO_Odisha
OR
0
0
0
11
Nabarangpur Update
Nabarangpur Update@ngpur_update·
ନବରଙ୍ଗପୁର ଜିଲ୍ଲା ପାଇଁ ଶିକ୍ଷା ଓ ସ୍ୱାସ୍ଥ୍ୟ ଅଧିକ ଆବଶ୍ୟକତା ଅଛି। ଜିଲ୍ଲାରେ ଭଲ କଲେଜ ନଥିବାରୁ ଯୁବମାନେ ଉଚ୍ଚ ଶିକ୍ଷା ପାଇଁ ବାହାରକୁ ଯିବାକୁ ବାଧ୍ୟ, ଯେଉଁଥିରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ହସ୍ପିଟାଲ ଥିଲେ ମଧ୍ୟ ପର୍ଯ୍ୟାପ୍ତ ଡାକ୍ତର ଓ ସୁବିଧା ନାହିଁ। ଏହି ଦୁଇଟି ମୂଳ ସମସ୍ୟା ଦିନକୁ ଦିନ ଆହୁରି ଗମ୍ଭୀର ହେଉଛି,
OR
1
0
0
15
Nabarangpur Update
Nabarangpur Update@ngpur_update·
🔸ଏହି ସମସ୍ୟାଗୁଡିକ କେବଳ ଏକ ଦିନର ନୁହେଁ—ଦୀର୍ଘଦିନ ଧରି ଚାଲୁଥିବା ଅବହେଳାର ପରିଣାମ। 🔸ଏପରି ପରିସ୍ଥିତିରେ ସରକାରଙ୍କ ତୁରନ୍ତ ଧ୍ୟାନ ଓ ପଦକ୍ଷେପ ଅତ୍ୟାବଶ୍ୟକ।
OR
0
0
0
9
Nabarangpur Update
Nabarangpur Update@ngpur_update·
🔸ସ୍ୱାସ୍ଥ୍ୟ ସେବା ମଧ୍ୟ ଅସନ୍ତୋଷଜନକ—ହସ୍ପିଟାଲରେ ଡାକ୍ତର ଓ ସୁବିଧା ନଥିବାରୁ ରୋଗୀମାନେ ଦୁଃଖ ଭୋଗୁଛନ୍ତି ! 🔸ରୋଜଗାର ଅଭାବରୁ ଯୁବମାନେ ବାହାର ରାଜ୍ୟକୁ ପାଳାଇବାକୁ ବାଧ୍ୟ ହେଉଛନ୍ତି, ଯାହା ଅଞ୍ଚଳର ଉନ୍ନତିକୁ ରୋକୁଛି।
OR
1
0
0
9
Nabarangpur Update
Nabarangpur Update@ngpur_update·
A Thread 🧵 🔸ନବରଙ୍ଗପୁର ଗୋଟେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା, କିନ୍ତୁ ଆଜି ପର୍ଯ୍ୟନ୍ତ ମୂଳଭୂତ ସୁବିଧାରେ ପଛରେ ପଡ଼ି ରହିଛି। 🔸ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଦୁର୍ବଳ—ଯଥେଷ୍ଟ ସ୍କୁଲ, ଶିକ୍ଷକ ଓ ସୁବିଧାର ଅଭାବ ସ୍ପଷ୍ଟ ଭାବେ ଦେଖାଯାଉଛି।
OR
1
0
0
10
Nabarangpur Update
Nabarangpur Update@ngpur_update·
ସ୍ୱାସ୍ଥ୍ୟ ସେବାରେ ଚାଲୁଥିବା ଅବ୍ୟବସ୍ଥା ଓ ଡାକ୍ତରଙ୍କ ଅଭାବରୁ ସାଧାରଣ ଲୋକମାନେ ଭାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଲେ ମଧ୍ୟ ଯଥେଷ୍ଟ ଚିକିତ୍ସା ସେବା ମିଳୁନାହିଁ, ଯାହା ଜନସାଧାରଣଙ୍କ ଜୀବନକୁ ବିପଦରେ ପକାଉଛି। 1/2
Nabarangpur Update@ngpur_update

Dist HQ Hospital Nabarangpur 🏥 👉 “ବିଶେଷଜ୍ଞର ଅଭାବ ଓ ଚିକିତ୍ସା ବ୍ୟବସ୍ଥାର ଦୁର୍ବଳତାରେ ରୋଗୀ ଭୋଗୁଛନ୍ତି।” 👉 “ଡାକ୍ତର ନଥିବାରୁ ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି।” 👉 “ସରକାରଙ୍କ ଧ୍ୟାନ ଆବଶ୍ୟକ — ନହେଲେ ପରିସ୍ଥିତି ଆଉ ଖରାପ ହେବ।” @MahalingMukesh @CMO_Odisha @MoHFW_INDIA @JPNadda

OR
2
0
0
14
Nabarangpur Update
Nabarangpur Update@ngpur_update·
ଏହି ପରିସ୍ଥିତିରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସରକାରଙ୍କ ତୁରନ୍ତ ଧ୍ୟାନ ଆବଶ୍ୟକ ରହିଛି, ଯାହାଦ୍ୱାରା ଚିକିତ୍ସା ବ୍ୟବସ୍ଥାରେ ସୁଧାର ଆଣି ଲୋକମାନଙ୍କୁ ନିରାପଦ ଓ ସମୟୋଚିତ ସେବା ଯୋଗାଇ ପରିସ୍ଥିତିକୁ ସାମାନ୍ୟ କରାଯାଇପାରିବ। @MahalingMukesh @JPNadda @OfficeofJPNadda @CMO_Odisha
OR
0
0
0
10
Nabarangpur Update
Nabarangpur Update@ngpur_update·
Dist HQ Hospital Nabarangpur 🏥 👉 “ବିଶେଷଜ୍ଞର ଅଭାବ ଓ ଚିକିତ୍ସା ବ୍ୟବସ୍ଥାର ଦୁର୍ବଳତାରେ ରୋଗୀ ଭୋଗୁଛନ୍ତି।” 👉 “ଡାକ୍ତର ନଥିବାରୁ ରୋଗୀମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି।” 👉 “ସରକାରଙ୍କ ଧ୍ୟାନ ଆବଶ୍ୟକ — ନହେଲେ ପରିସ୍ଥିତି ଆଉ ଖରାପ ହେବ।” @MahalingMukesh @CMO_Odisha @MoHFW_INDIA @JPNadda
Nabarangpur Update tweet media
OR
1
3
5
142
Nabarangpur Update retweetledi
DD News Odia
DD News Odia@DDNewsOdia·
💠ନବରଙ୍ଗପୁର ଜିଲ୍ଲାରେ ଜନଗଣନା–୨୦୨୭ ପାଇଁ ସ୍ୱ-ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। 💠ଏହା ଜନଗଣନାର ପ୍ରଥମ ପର୍ଯ୍ୟାୟ ‘ହାଉସ ଲିଷ୍ଟିଂ ଏବଂ ହାଉସିଂ ସେନସସ୍’ ପୂର୍ବରୁ ଲୋକମାନଙ୍କ ସହଭାଗିତା ବୃଦ୍ଧି ପାଇଁ ସରକାରଙ୍କ ଏକ ନୂତନ ପଦକ୍ଷେପ। 💠ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ। #Census
OR
0
1
1
75
Balram 🇮🇳
Balram 🇮🇳@mbjena2·
The concern road has been transferred to the Works Department (R&B) @PWD_Odisha Kindly look at this long pending public #roadsafety issue. As promised in the #Janasunani New Tender for this road to be invited soon as no repair since Work Yr2020. Cc: @CollectorJspur
Balram 🇮🇳 tweet media
Balram 🇮🇳@mbjena2

@RDOdisha @socialjsp @PRDeptOdisha @PanchayatE @SubcollectorJ @RabiNaikBJP @CMO_Odisha @SecyChief @DrBibhuTarai @badakhabarnews @SampadSwainBJP @GOURANG1989 @biswaje21544805 @Diptira35365398 @only4lipu @12_baje @TeamATAofficial @shrilekhajena @CollectorJspur @jagatsingpur @OfficialTeamATA @PradeepJenaIAS @PWD_Odisha As per the ATR ag Grievance No: C318489,The pkg OR-12-125 whose contract period was supposed to expire on 04-12-2025.Please ensure a proper site inspection and formally engage a new agency for complete renovation work! #OdishaRoads #PMGSY #RD or #Roadandbuilding #Jagatsinghpur

English
9
5
7
399
Nabarangpur Update
Nabarangpur Update@ngpur_update·
ମନ୍ତ୍ରୀ ମହୋଦୟ @sureshkpujari @RdcsdBerhampur @rdmodisha @CMO_Odisha ଚନ୍ଦାହାଣ୍ଡି ଅଞ୍ଚଳରେ ଜମି ରେକର୍ଡରେ ଭୁଲ ଏଣ୍ଟ୍ରି ଓ ଅନିୟମିତତା ଘଟିଥିବା ଦେଖାଯାଇଛି। ଯାହା ଫଳରେ ଲୋକେ ବହୁତ ସମସ୍ୟାରେ.... ଏହି ମାମଲାରେ ଶୀଘ୍ର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ....🙏🏾 @OfficialTeamATA
Nabarangpur Update@ngpur_update

Block:Chandahandi,Dist:Nabarangpur ଜମି ରେକର୍ଡରେ ଭୁଲ ଏଣ୍ଟ୍ରି ଓ ଅନିୟମିତତା ହେବାରୁ ଲୋକମାନେ ଅନେକ ସମସ୍ୟାରେ ପଡ଼ୁଛନ୍ତି। ଏହା ପାଇଁ ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଓ ସମସ୍ୟାର ସମାଧାନ କରିବାକୁ ଦାବି କରାଯାଉଛି। @rdmodisha @sureshkpujari @sureshpujariofc @RdcsdBerhampur

OR
0
1
4
104
Nabarangpur Update
Nabarangpur Update@ngpur_update·
Block:Chandahandi,Dist:Nabarangpur ଜମି ରେକର୍ଡରେ ଭୁଲ ଏଣ୍ଟ୍ରି ଓ ଅନିୟମିତତା ହେବାରୁ ଲୋକମାନେ ଅନେକ ସମସ୍ୟାରେ ପଡ଼ୁଛନ୍ତି। ଏହା ପାଇଁ ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଓ ସମସ୍ୟାର ସମାଧାନ କରିବାକୁ ଦାବି କରାଯାଉଛି। @rdmodisha @sureshkpujari @sureshpujariofc @RdcsdBerhampur
Nabarangpur Update tweet media
OR
1
3
4
246
Nabarangpur Update retweetledi
Team ATA Official
Team ATA Official@OfficialTeamATA·
ଜୁମଲା ସ୍ୱାସ୍ଥ୍ୟମନ୍ତ୍ରୀ @MahalingMukesh ମିଛ କହି ଜନସାଧାରଣଙ୍କୁ ଭ୍ରମିତ କରିବାରେ ସିଦ୍ଧହସ୍ତ। ବିଧାୟକ ଥିବା ସମୟରେ ଜିଲ୍ଲାପାଳଙ୍କୁ ଚିଠି ଲେଖି ଟ୍ୱିଟରରେ ଆକ୍ଟିଭ ରହିବାକୁ ଅନୁରୋଧ କରୁଥିବା ବେଳେ ମନ୍ତ୍ରୀ ହେବାପରେ କେବଳ ଆଦେଶ ଦେଇ ଚୁପ ରହିବା ଆମ ମାନଙ୍କ ସହିତ ବିଶ୍ୱାସଘାତକତା ଚଳିବ ନାହିଁ। ଏଭଳି ମନ୍ତ୍ରୀ ଇସ୍ତଫା ଦିଅନ୍ତୁ
Team ATA Official tweet mediaTeam ATA Official tweet mediaTeam ATA Official tweet mediaTeam ATA Official tweet media
Dr. Mukesh Mahaling@MahalingMukesh

ଆଜି ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ଡକାଇ ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ, ସ୍ୱାସ୍ଥ୍ୟ ବିଭାଗ ର ନିର୍ଦ୍ଦେଶକ ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ରୋଗୀ ମାନଙ୍କୁ ଉତ୍ତମ ବ୍ୟବହାର ଓ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଲି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତ ସ୍ବାସ୍ଥ୍ୟ ଅଧିକାରୀ "X" ଆକାଉଣ୍ଟ କାର୍ଯ୍ୟକ୍ଷମ କରି "X" ରେ ଆସୁଥିବା ଅଭିଯୋଗ ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଲି। #OdishaCares

OR
6
12
26
585
Nabarangpur Update
Nabarangpur Update@ngpur_update·
"ଅସଲି ପଖାଳ" ପଖାଳ ଦିବସର ଢେର ସାରା ଶୁଭେଚ୍ଛା ✨
Nabarangpur Update tweet media
OR
0
0
0
12
Nabarangpur Update
Nabarangpur Update@ngpur_update·
ନାରୀ ନୁହେଁ ଅବଳା, ସେ ସର୍ବଗୁଣ ସମ୍ପନ୍ନ କଳା "ଯେଉଁଠି ନାରୀ ପୂଜା ପାଆନ୍ତି, ସେଠାରେ ଦେବତାମାନେ ବାସ କରନ୍ତି।" ମହିଳା ଦିବସ କେବଳ ଗୋଟିଏ ଦିନର ପର୍ବ ନୁହେଁ, ବରଂ ପ୍ରତିଦିନ ସେମାନଙ୍କୁ ସମ୍ମାନ ଦେବା ଆମର ସଂସ୍କାର ହେବା ଉଚିତ୍। ପ୍ରତ୍ୟେକ ନାରୀଙ୍କୁ ବିଶ୍ୱ ମହିଳା ଦିବସ ର ଅନେକ ଅନେକ ଶୁଭେଚ୍ଛା :@Alpakathaa95721 ♀️
Nabarangpur Update tweet media
OR
0
0
1
21