Rajesh Puty

107 posts

Rajesh Puty banner
Rajesh Puty

Rajesh Puty

@puty_rajesh

Rajabpd

Baripada, India Katılım Ekim 2022
78 Takip Edilen18 Takipçiler
Rajesh Puty
Rajesh Puty@puty_rajesh·
@Vkpandianfancl1 ଆମକୁ ଦରକାର ଥିଲା ପାଣ୍ଡିଆ ନ୍ ମୁକ୍ତ ଅଂଚଳ ବାସ । Bhotta ପୁଣି 500 ହେଇଯାଉ ନା
OR
0
0
1
7
Vkpandianfanclub
Vkpandianfanclub@Vkpandianfancl1·
ବିଶ୍ୱାସଘାତକତା ସେତେବେଳେ ହେଲା ଯେତେବେଳେ ଏକାଠି ୫୦୦୦୦ କହି ୫୦୦୦ ଦେଲ ଯେତେବେଳେ ଭତା ୩0୦୦ କହି ଭୁଲିଗଲ ଯେତେବେଳେ ୩୦୦ ୟୁନିଟ free ବିଜୁଳି କହି ଭୁଲିଗଲ ଯେତେବେଳେ ୨୪ ଘଣ୍ଟା ରେ ଚିଟ ଫଣ୍ଡ ଟଙ୍କା ନ ଦେଇ ଭୁଲିଗଲ ଯେତେବେଳେ ରତ୍ନ ଭଣ୍ଡାର ସୁରକ୍ଷା କହି ଲୁଟିଲ ଯେତେବେଳେ ପ୍ରତି ପଂଚାୟତରେ ୧୦୦ ଚାକିରୀ କହି ଭୁଲିଗଲ
Pravati Parida@PravatiPOdisha

ବିଶ୍ୱାସଘାତକତା କଣ ଏବେ ବୋଧେ ଛାମୁଙ୍କୁ ଲାଗିଲା! ନୂଆପଡା ବାସୀ @Naveen_Odisha ଙ୍କ 24 ବର୍ଷର ବିଶ୍ୱାସ ଘାତ ର ଜବାବ ଦେବାପାଇଁ ହିଁ ପ୍ରସ୍ତୁତ ହେଉଛନ୍ତି। ଯିଏ ମିଶନ ଶକ୍ତି ର ମହିଳାଙ୍କ ସହିତ ପ୍ରତି କଥା ରେ ବିଶ୍ୱାସଘାତ କରିଛି ତାର ଜବାବ ନିର୍ବାଚନ ରେ ସୁଭଦ୍ରା ଭଉଣୀମାନେ ନିଶ୍ଚୟ ଦେବେ। @narendramodi @sunilbansalbjp @CMO_Odisha @SamalManmohan7

OR
11
11
97
2.6K
Vkpandianfanclub
Vkpandianfanclub@Vkpandianfancl1·
ମୁଁ ନୂଆପଡା କହୁଛି ମୋ ଭୋଟ ତାକୁ ଯିଏ ଓଡିଶା ପାଇଁ କାମ କରିବ I ନା କି ପଖାଳ ଖାଇ ସଭା ମଝିରେ ସୋଇ ପଡିବ I ତେଣୁ ମୋ ଭୋଟ ନବୀନ ବାବୁ ଙ୍କୁ I
Vkpandianfanclub tweet media
OR
26
4
98
3K
Vkpandianfanclub
Vkpandianfanclub@Vkpandianfancl1·
୨୧ ରୁ ୧୨ NAC ହେଇଗଲା, ମାତ୍ର ୨୪ ଘଣ୍ଟା ରେ I ଓଡିଶା କୁ ଦୁର୍ବଳ ନେତୃତ୍ୱ ନୁହେଁ ଷ୍ଟ୍ରଙ୍ଗ ନେତୃତ୍ୱ ଦରକାର
Vkpandianfanclub tweet media
OR
19
13
155
9.8K
AI-Raavan 🛡️
AI-Raavan 🛡️@Mr_Cheerioo·
@Naveen_Odisha Sir Entire Odisha is missing your leadership badly n looks like v r going regressive in terms of Development.Hope you come back as CM very soon again.Then it will be like truly "Apana Mane Khusi ta" moments for all Odias.
English
4
0
31
7.3K
Naveen Patnaik
Naveen Patnaik@Naveen_Odisha·
Deeply saddened to learn about the passing away of eminent economist, author and Padma Bhushan awardee #MeghnadDesai. He will be remembered for his erudite commentaries on varied subjects. My thoughts and prayers are with the bereaved family, friends, and followers in the hour of grief. #OmShanti
English
51
46
706
22.3K
Argus News
Argus News@ArgusNews_in·
#ପାକିସ୍ତାନ_କରତାରପୁର_ଯାଇଥିଲେ_ପୁରୀ_ଝିଅ ପାକିସ୍ତାନ ପାଇଁ ଗୁପ୍ତଚରୀ ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ଗିରଫ ଘଟଣା I ପୁରୀ ଝିଅ ପ୍ରିୟଙ୍କା ସେନାପତିଙ୍କ ସହ ଜ୍ୟୋତିଙ୍କ ସମ୍ପର୍କ ନେଇ ଖୋଳତାଡ଼ I ପ୍ରିୟଙ୍କା ସେନାପତିଙ୍କ ବାପାଙ୍କ ବଡ଼ ବୟାନ... #PakistanSpy #JyotiMalhotraYoutuber #PriyankaSenapati
OR
8
13
68
5.3K
ଓଟିଭି
ଓଟିଭି@otvkhabar·
'#ପିଲାଙ୍କୁ_ଡାକି_ଆଣି_କଲେଜ_ଦୁର୍ବ୍ୟବହାର_କରୁଛି' -KIIT ଛାତ୍ରୀଙ୍କ ମୃତ୍ୟୁ ପରେ ବାପା ସୁନୀଲ ଲାମସାଲ୍‌ଙ୍କ ସାଂଘାତିକ ବୟାନ -ନେପାଳୀ ପିଲାଙ୍କୁ ଡାକି ଆଣି କଲେଜ ଦୁର୍ବ୍ୟବହାର କରୁଛି- ସୁନୀଲ୍ -'KIIT ପକ୍ଷରୁ ଅନେକ ଥର ନେପାଳରେ କାର୍ଯ୍ୟକ୍ରମ ହୋଇଛି' -'କାର୍ଯ୍ୟକ୍ରମରେ KIITରେ ପାଠ ପଢ଼ାଅ, ଭଲ ସ୍କୋପ୍‌ ଅଛି କହୁଥିଲେ' -'ପ୍ରତି ସେମିଷ୍ଟର ବାବଦକୁ ଟଙ୍କା ନେଉଥିଲେ, ସୁରକ୍ଷା ବ୍ୟବସ୍ଥା ଭଲ କହୁଥିଲେ' -'ନେପାଳରୁ ପିଲା ଆସି ପଢ଼ିବା ପରେ ତାଙ୍କୁ କଲେଜ ଦୁର୍ବ୍ୟବହାର କରୁଛି' #KIIT #StudentDeath #KIITStudentSuicide #Odisha #OTV
ଓଟିଭି tweet media
OR
52
81
958
93.5K
Kanak News
Kanak News@kanak_news·
#ନାଁ_ପରିବର୍ତ୍ତନ_କଲେ_କିଛି_ହେବନି_ଏମାନେ_କାମ_କରନ୍ତୁ ଯେଉଁ କାମ ନବୀନ ପଟ୍ଟନାୟକ କରିଛନ୍ତି ତାର ନାମ ବଦଳାଇଦେବେ , ରଙ୍ଗ ପରିବର୍ତ୍ତନ କରିଦେବେ ଏମିତି ହେଲେ କ’ଣ ହେବ । ସେମାନେ ଯୋଜନା କରନ୍ତୁ ଏବଂ ନାଁ ଦିଅନ୍ତୁ । ବିଜୁବାବୁଙ୍କ ନାଁରେ ଯେଉଁ ସମ୍ମାନ ଥିଲା ତାକୁ ପରିବର୍ତ୍ତନ କରିବା ଉଚିତ୍ ହେବନାହିଁ : ମୁନ୍ନା ଖାଁ #MunnaKhan
OR
41
24
482
21.2K
Argus News
Argus News@ArgusNews_in·
ବହୁଚର୍ଚ୍ଚିତ ବ୍ଲାକରୋଜ୍ ଜାହାଜ ବୁଡ଼ିବା ଘଟଣାର CBI ତଦନ୍ତ ଦାବି CBI ତଦନ୍ତ ଦାବି କଲେ ଓଡ଼ିଶା ସୂଚନା ଅଧକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ `ଘଟଣାରେ ବହୁ ବିଜେଡି ନେତା ସମ୍ପୃକ୍ତ ଥିବାରୁ ପୂର୍ବ ସରକାର ଚାପି ରଖିଥିଲେ' `ପୂର୍ବରୁ ବିଜେପି ବ୍ଲାକରୋଜର CBI ତଦନ୍ତ ଦାବି କରୁଥିଲା, ଏବେ ନିର୍ଦ୍ଦେଶ ଦିଆଯାଉ' #Blackroseship #Odisha
Argus News tweet media
OR
13
16
140
4.9K
NandighoshaTV
NandighoshaTV@NandighoshaTV·
#ନାଁ_ବଦଳାଇଲେ_କାମ_ହୁଏନି ବିଜୁ ବାବୁଙ୍କ ନାଁରେ ଥିବା କ୍ରୀଡା ସମ୍ମାନର ନାମ ପରିବର୍ତ୍ତନ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟସଭା ସାଂସଦ ମୁନ୍ନା ଖାନ । ନାମ କି ରଙ୍ଗ ବଦଳାଇବା ପରିବର୍ତ୍ତେ ବିଜେପି ନିଜର ଯୋଜନା କରୁ ବୋଲି ସାଂସଦ ପରାମର୍ଶ ଦେଇଛନ୍ତି । #munnakhan #bjd #bjp #bijubabu
OR
6
7
141
5.9K
Pranab Prakash Das
Pranab Prakash Das@pranabpdas·
ଶଙ୍ଖ ଭବନ ଜମି ଲିଜ୍ ପ୍ରସଙ୍ଗ ହେଉ ଅବା ନିର୍ମାଣ କାର୍ଯ୍ୟ ଏଥିରେ କୈାଣସି ଅସଙ୍ଗତି ନାହିଁ । ରାଜସ୍ୱ ମନ୍ତ୍ରୀ ବୋଧହୁଏ ଜାଣିନାହାନ୍ତି, ଯେଉଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକର ନିଷ୍ପତ୍ତି ଅନୁଯାୟୀ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ପାଇଁ ଜମି ଆବଣ୍ଟିତ ହୋଇଥିଲା, ସେହି ସମାନ ନିଷ୍ପତ୍ତି ବଳରେ ବିଜେପି ଦଳୀୟ କାର୍ଯ୍ୟାଳୟ ପାଇଁ ଜମି ପ୍ରଦାନ କରାଯାଇଥିଲା । ଜମି ଆବଣ୍ଟନ ପାଇଁ ବିଧି ଅନୁଯାୟୀ ବିଜେଡି ଆବେଦନ କରିଥିଲା ଏବଂ ସରକାରୀ ସ୍ତରରେ ଯାହା ନିର୍ଦ୍ଦେଶ ଦିଆଯାଇଥିଲା, ତାକୁ ଅନୁପାଳନ ମଧ୍ୟ କରିଥିଲା । ଏଥିରେ କୈାଣସି ପ୍ରକାରର ତ୍ରୁଟି ବିଚ୍ୟୁତି ନାହିଁ । ନୂଆ ମନ୍ତ୍ରୀ ହୋଇଥିବା ଶ୍ରୀ ପୂଜାରୀ ସମସ୍ତ ତଥ୍ୟ ସଂକ୍ରାନ୍ତରେ ଅବଗତ ନ’ହୋଇ ଗଣମାଧ୍ୟମ ସାମ୍ନାକୁ ଆସି ମନଇଛା ବକ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସରକାରୀ ନିଷ୍ପତ୍ତି ଅନୁଯାୟୀ ଅତ୍ୟନ୍ତ ସ୍ୱଛତାର ସହ ବିଜେଡି ସମସ୍ତ କାର୍ଯ୍ୟ କରିଛି
OR
265
121
1.1K
84.6K
ଭୋଟ୍ ପାଇଁ ବାୟା
@PandianOdisha ଇରେ ହେଇ କିଏ କହୁଛି ଦେଖ ଯେଉଁ ସରକାର ୨୪ ବର୍ଷ କେବଳ ରଙ୍ଗମାରୀ କେନ୍ଦ୍ର ଯୋଜନାକୁ ହଡପ କଲା ସେ ଆସିଛି ଜ୍ଞାନ ଦେବାକୁ 🤣
OR
24
8
232
13.8K