




Satyabrat Ratho
131 posts




















‘ଆମ ସଂକଳ୍ପ - ନିଶା ନୁହେଁ, ଜୀବନ’ ଅଭିଯାନର ପ୍ରଥମ ପର୍ଯ୍ୟାୟର ଶେଷ ଦିବସରେ ଅବକାରୀ ବିଭାଗ ପକ୍ଷରୁ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଭୁବନେଶ୍ଵରର କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ହୋଇଥିବା ଏହି ପଦଯାତ୍ରାରେ ନିଶା ତଥା ବିଷାକ୍ତ ମାଦକ ଦ୍ରବ୍ୟ ସେବନର କୁପରିଣାମ ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା। ଦେଖନ୍ତୁ ଏହାର ଏକ ଝଲକ। ଆସନ୍ତୁ, ଆଜି ହିଁ ସଂକଳ୍ପ ନେବା - ନିଶା ନୁହେଁ, ଜୀବନକୁ ବାଛିବା। #AmaSankalpa #SayNoToDrugs #SayNoToIllicitLiquor #YesToLife @MohanMOdisha @CMO_Odisha @PrithivirajBJP @SecyChief @DC_Odisha @GuhaIas @homeodisha @IPR_Odisha @excisecomm @sudarsansand















ଏ ଜାତୀୟ ସ୍ତରର ଦୌଡରେ ମୋତେ ସମର୍ଥନ କରିବାକୁ ସମସ୍ତ #ଓଡ଼ିଆ ଭାଇ-ଭଉଣୀମାନଙ୍କୁ ମୋର ନିବେଦନ। "#ଇଣ୍ଡିଆନ_ଅଫ_ଦି_ଇୟର : ୨୦୨୪" ପାଇଁ ଦେଶର ୫ ଜଣ #ClimateWarrior ଙ୍କ ମଧ୍ୟରେ ସ୍ଥାନ ପାଇ ମୋତେ ଉତ୍ସାହିତ ଲାଗୁଛି। Your support will make a huge impact. 🗳️ Please Vote For Me Now🙏: indianoftheyear.com