
@SMEOdisha @CMO_Odisha @EduMinOfIndia @dpradhanbjp @NityanandaBJP @SecyChief @DC_Odisha @IPR_Odisha @OSEPA_Official ସରକାରୀ ସ୍କୁଲ, ଜନତା ଙ୍କ ପଇସା ରେ କମ୍ପାନୀ ଶାସନ. କିଛି ଲାଞ୍ଚୁଆ ଅଫିସର ଙ୍କ ଦ୍ୱାରା Vocational ଶିକ୍ଷା କୁ କମ୍ପାନୀ ହାତରେ ଟେକି ସରକାର ଚୁପ EOI-814/25
ନା ପିଲା ଙ୍କୁ ବହି ନା ନିଯୁକ୍ତି ନା ପ୍ରଶିକ୍ଷକ ଙ୍କୁ ସମୟ ରେ ଦରମା. ଅଭିଯୋଗ କଲେ କମ୍ପାନୀ କୁ ଲଗେଇ ଛଟେଇ, ମିଛ କେସ ଓ ଗୁଣ୍ଡା ଲଗେଇ ମାଡ଼
#SaveVocationalEducation
OR


















