
୫ରୁ ଉର୍ଦ୍ଧ ଦିନ ହେବ ପୁରୀ #ମାଳିସାହି_ହନୁମାନ ମନ୍ଦିର ସମ୍ନାରେ #WATCO_puri ର #ପାଇପ ଲାଇନ ଫାଟି ନଷ୍ଟ ହେଇ ରାସ୍ତା ସାରା ଭାସୁଛି ପାଣି ଏବଂ ଏହି ପାଇପ ଫାଟିଥିବାରୁ ଅନେକ ପ୍ରକାର ରୋଗ ରେ ବି ପଡିପାରନ୍ତି #ସ୍ଥାନୀୟ_ବାସିନ୍ଦା....... #WATCO_puri ର ଅଧିକରୀ ଓ #CDMO_Puri ଏଥିପ୍ରତି ଟିକେ ଦୃଷ୍ଟି ଦିଅନ୍ତୁ...@WatcoOdisha
OR





























