Prem Sethy

187 posts

Prem Sethy

Prem Sethy

@PremSethy2

Keonjhar شامل ہوئے Nisan 2017
142 فالونگ24 فالوورز
Prem Sethy ری ٹویٹ کیا
Himanshu Puhan
Himanshu Puhan@himanshu_puhan·
OSEPA ଦ୍ଵାରା ଚୟୋନୀତ ୧୬ହଜାର ମେଧାବୀ କନିଷ୍ଠ ଶିକ୍ଷକ ପ୍ରାଥୀ ନିଯୁକ୍ତି ଅପେକ୍ଷା ରେ | ୭୦ ହଜାର ଶିକ୍ଷକ ଆଶାୟୀ New 10k JTS apply date ଅପେକ୍ଷା ରେ | ସରକାର ତୁମେ କାହା ଅପେକ୍ଷା ରେ ! @bjd_odisha @CMO_Odisha @Naveen_Odisha @GovernorOdisha @SMEOdisha @OSEPA_Official @SecyChief @MoSarkar5T @kanak_news
OR
3
117
30
465
Prem Sethy ری ٹویٹ کیا
Himanshu Puhan
Himanshu Puhan@himanshu_puhan·
କନିଷ୍ଠ ଶିକ୍ଷକ ନିଯୁକ୍ତି ପରୀକ୍ଷା ଫଳ କୁ ୪୫ ଦିନ ରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଏ ଯାଏଁ ପରୀକ୍ଷା ରେ କୃତକାର୍ଯ୍ୟ କରିଥିବା ପାର୍ଥୀ ଙ୍କୁ ସ୍କୁଲ ରେ ନିୟୋଜିତ କରା ନ ଯିବା ବଡ ଦୁଃଖ ର ବିଷୟ |@bjd_odisha @CMO_Odisha @DC_Odisha @EduMinOfIndia @IPR_Odisha @SecyChief @MoSarkar5T @OSEPA_Official @SMEOdisha
Himanshu Puhan tweet mediaHimanshu Puhan tweet media
OR
17
220
73
1.7K
Prem Sethy ری ٹویٹ کیا
Jyotiranjan Panda
Jyotiranjan Panda@JP5086·
@CMO_Odisha @OSEPA_Official @SMEOdisha @VKPandian0 @Vkpandianfancl1 @otvnews @NandighoshaTV ଦୀର୍ଘ 7 ବର୍ଷ ପରେ ଆସିଥିବା ଓଡ଼ିଶା କନିଷ୍ଠ ଶିକ୍ଷକ ନିଯୁକ୍ତି ରେ କୃତକାର୍ଯ୍ୟ ହୋଇଥିବା 20000 ଆଶାୟୀ ଶିକ୍ଷକ ମାନଙ୍କୁ ଯଥାଶୀଘ୍ର ନିର୍ବାଚନୀ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଯଥା ଶୀଘ୍ର ନିଯୁକ୍ତି ଦେବା ପାଇଁ ଅନୁରୋଧ।
Jyotiranjan Panda tweet media
OR
123
762
269
4.2K
Prem Sethy ری ٹویٹ کیا
Creative Educational Idea
Creative Educational Idea@EducationalIdea·
ଧନ୍ୟ ଆମ ବିଶ୍ଵସ୍ତରୀୟ ଶିକ୍ଷା ?? @SMEOdisha @OSEPA_Official @CMO_Odisha @MarndiSudam ପ୍ରଚାରର ୧ବର୍ଷ ପରେ ମଧ୍ୟ ୨୦,୦୦୦କନିଷ୍ଠ ଶିକ୍ଷକ ପଦବୀ ପୂରଣ ହେଲାନାହିଁ, କିମ୍ବା ହାଇସ୍କୁଲ ୬୦୨୫ ପଦବୀ ବିଜ୍ଞପ୍ତି ପ୍ରକାଶ ପାଇ ପାରିଲା ନାହିଁ। - ଶିକ୍ଷା ଋପାନ୍ତରଣ କ'ଣ ଖାଲି ପ୍ରଚାର ପାଇଁ ? @dpradhanbjp @AprajitaSarangi
Creative Educational Idea tweet mediaCreative Educational Idea tweet media
OR
219
1.2K
544
13.1K
Prem Sethy
Prem Sethy@PremSethy2·
@VKPandiyan Sir , kindly Take necessary action for early Engagement for Junior Teachers (Schematic) .
English
0
0
1
179
VK Pandiyan
VK Pandiyan@VKPandiyan·
ଓଡ଼ିଆରେ ଲେଖନ୍ତୁ ଓଡ଼ିଆରେ କଥାବାର୍ତ୍ତା କରନ୍ତୁ ଓଡ଼ିଆର ଖବରକାଗଜ/ପତ୍ରିକା ଆଦି ପଢ଼ନ୍ତୁ #ଭାଷାହିଁଭବିଷ୍ୟତ
OR
224
58
399
37.2K
Prem Sethy ری ٹویٹ کیا
Baji Singh
Baji Singh@Bajisingh4·
ଓଡ଼ିଶାର ଗୋଟିଏ website ଯାହା ଗତ ୪୫ ଦିନ ହେବ ଠିକ୍ ରେ କାମ କରୁନାହିଁ I ପିଲାମାନେ ଦିନ ସାରା ରାତି ସାରା OSSSC website ରେ RI ARI AMIN ଆବେଦନ କରିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ Website ଚାଲୁ ନାହିଁ I @CMO_Odisha @Naveen_Odisha @MoSarkar5T ଏଥି ପ୍ରତି ଧ୍ୟାନ ଦେବେ କି ! 5T କେବଳ ପ୍ରଚାର ସର୍ବସ୍ୱ ନୁହେଁ ତ?
OR
0
3
9
278
Janii Ray 🚩
Janii Ray 🚩@Janii_Ray·
ପ୍ରଲୋଭନ ଦେଖାଇ ନିଯୁକ୍ତି ଦେବା ଅର୍ଥ 👉Normalise Mark ନ ଥାଇ ହଠାତ୍ Draft list ଆଣି,, DV କରି ନିଯୁକ୍ତି ପ୍ରକ୍ରିୟା ସାରିଦେବା । 👉 #JTSSCAM ନିଯୁକ୍ତି ରେ ରେ ସ୍ବଚ୍ଛତା ଓ ନିରପେକ୍ଷତା❓ 👉 @OSEPA_Official କୁ login ସହିତ ଯୋଗାଯୋଗ କଲା ପରେ ମଧ୍ୟ ପିଲାମାନଙ୍କୁ RTI ଏବଂ CourtCase ପାଇଁ କାହିଁକି ପ୍ରବର୍ତ୍ତାଇଲେ❓
Janii Ray 🚩 tweet media
OR
10
69
30
621
Prem Sethy ری ٹویٹ کیا
bibhuti giri
bibhuti giri@BIBHUTIGIRI65·
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଉ।🙏
bibhuti giri tweet media
OR
95
616
254
4.8K
Prem Sethy ری ٹویٹ کیا
Antaryami Sahoo
Antaryami Sahoo@SahooAnta83190·
Jts ନିଯୁକ୍ତି ପ୍ରକ୍ରିୟା ତୁରନ୍ତୁ ସାରନ୍ତୁ ଫଳରେ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଆଭାବ ଦୂର ହେବ ଗୁଣତ୍ମକ ଶିକ୍ଷା ମିଳିପାରିବ @OSEPA_Official @angul_dm @deoangul @CMO_Odisha @GovernorOdisha @SMEOdisha @MoSarkar5T @pranabpdas @otvnews @kanak_news
Hiren Beria@HIRENBERIA

ଏହି ଚିଠି ଅନୁସାରେ 23 ତାରିଖରେ District website ଓ @OSEPA_Official Website ରେ JTS ନିଯୁକ୍ତି ପ୍ରକ୍ରିୟା ର Provisional Merits list ଆସିବାର ଥିଲା। ତେଣୁ ଆପଣଙ୍କୁ ଅନୁରୋଧ କରୁଛୁ ଯେ, ଯଥାଶୀଘ୍ର Provisional merits list କୁ website ରେ ଅପଡେଟ କରନ୍ତୁ। @CMO_Odisha @SMEOdisha @MoSarkar5T @PradeepJenaIAS

OR
1
5
1
42