Jyotiranjan Panda

187 posts

Jyotiranjan Panda

Jyotiranjan Panda

@JP5086

Katılım Kasım 2023
36 Takip Edilen300 Takipçiler
Jyotiranjan Panda retweetledi
ojta_2023
ojta_2023@ojta2023·
ସରକାରୀ ବିଦ୍ୟାଳୟ ରେ ସମସ୍ତ ସୁବିଧା ସୁଯୋଗ ଅଛି ଉତ୍ତମ ପ୍ରଶିକ୍ଷିତ ଶିକ୍ଷକ ମାନଙ୍କ ଦ୍ୱାରା ଶିକ୍ଷାଦାନ କରାଯାଉଛି।ସମସ୍ତେ ଆମେ ସରକାରୀ ବିଦ୍ୟାଳୟ କୁ ହିଁ ବାଛିବା। ସରକାର ଙ୍କ ଆହ୍ୱାନ କୁ ଓଡିଶା କନିଷ୍ଠ ଶିକ୍ଷକ ସଂଘ ସମର୍ଥନ କରୁଛି। @SMEOdisha @dpradhanbjp @NityanandaBJP @IPR_Odisha @MohanMOdisha @CMO_Odisha
ojta_2023 tweet mediaojta_2023 tweet media
OR
29
410
264
3.8K
Jyotiranjan Panda retweetledi
ojta_2023
ojta_2023@ojta2023·
ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କୁ କାର୍ଯ୍ୟକାରୀ କରିବାରେ ବିଫଳ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଏବଂ ବିଭାଗୀୟମନ୍ତ୍ରୀ।ଯଦି ଫେବୃଆରୀ ଶେଷସୁଦ୍ଧା କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବାର ସରକାରୀ ନିର୍ଦ୍ଦେଶନାମା ନ ଆସେ ,ମାର୍ଚ୍ଚ ମାସର ପରୀକ୍ଷା ବର୍ଜନ କରି ଆନ୍ଦୋଳନ କରିବୁ। @CMO_Odisha @NityanandaBJP @SMEOdisha @dpradhanbjp
ojta_2023 tweet media
OR
283
1.7K
591
8.5K
Jyotiranjan Panda retweetledi
ojta_2023
ojta_2023@ojta2023·
କନିଷ୍ଠଶିକ୍ଷକ(ଯୋଜନାଭିତ୍ତିକ)ମାନଙ୍କୁ ମୁଖ୍ୟମନ୍ତ୍ରୀ ୬ମାସ ତଳେ ନିୟମିତ କରିବାକୁ ଘୋଷଣା କରିଥିଲେ,କିନ୍ତୁ ସରକାରୀ ନିର୍ଦ୍ଦେଶନାମା ବାହାର କରିବାରେ ଗଣଶିକ୍ଷା ବିଭାଗ ଓ ମାନ୍ୟବର ମନ୍ତ୍ରୀ ବିଫଳ,ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ କୁ ଧୂଳିସାତ କରୁଛି କିଏ ? @MohanMOdisha @dpradhanbjp @NityanandaBJP @SMEOdisha @SecyChief .
ojta_2023 tweet media
OR
163
1.1K
367
5.3K
Jyotiranjan Panda retweetledi
ojta_2023
ojta_2023@ojta2023·
@NityanandaBJP ମୁଖ୍ୟମନ୍ତ୍ରୀ ଙ୍କ ନିଷ୍ପତି କୁ ଏଯାଏ କାର୍ଯ୍ୟକାରୀ କରିବାରେ ବିଫଳ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।ଆଜିକୁ ୬ ମାସ ତଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ କିନ୍ତୁ ଦୁଃଖ ର ବିଷୟ ଏଯାଏ ଆମେ ଯୋଜନା ଭିତ୍ତିକ।ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ କୁ ଧୂଳିସାତ କରୁଛି ଗଣଶିକ୍ଷା ବିଭାଗ। @CMO_Odisha
OR
13
273
114
1.6K
Jyotiranjan Panda retweetledi
ojta_2023
ojta_2023@ojta2023·
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୬ମାସ ପୁରିଗଲା ହେଲେ ଆଜିପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତର ସରକାରୀ ନିର୍ଦ୍ଦେଶନାମା ମିଳିପାରିଲା ନାହିଁ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଘୋଷଣା ରେ ସୀମିତ ରହିଗଲା। ଘୋଷଣାର ୬ମାସ ପରେ ମଧ୍ୟ ଆମେ ଯୋଜନାଭିତ୍ତିକ,କେବେ ହେବୁ ନିୟମିତ? @CMO_Odisha @MohanMOdisha @NityanandaBJP @SMEOdisha
ojta_2023 tweet mediaojta_2023 tweet media
OR
361
2K
716
10.9K
Jyotiranjan Panda retweetledi
ojta_2023
ojta_2023@ojta2023·
ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ଜନ୍ମଦିନ ର ଅନେକ ଶୁଭେଚ୍ଛା ଓ ଶୁଭକାମନା,ମହାପ୍ରଭୁଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଥାଉ,ଓଡିଶା ର ପ୍ରଗତି କୁ ଏକ ନୂତନ ଦିଗ ମିଳୁ ଏତିକି କାମନା।କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ ଘୋଷଣାକୁ ତ୍ୱରିତ ଭାବେ ସରକାରୀ ନିର୍ଦ୍ଦେଶନାମା ରେ ପରିଣତ କରିବାକୁ ଅନୁରୋଧ @MohanMOdisha
ojta_2023 tweet media
OR
94
854
331
6K
Jyotiranjan Panda retweetledi
ojta_2023
ojta_2023@ojta2023·
ଦୀର୍ଘ ୪ ମାସ ପରେ ବି ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କାର୍ଯ୍ୟକାରୀ ହୋଇପାରିଲା ନାହିଁ୨୦୨୫ ମସିହା ସରିବାକୁ ବସିଲା,କନିଷ୍ଠ ଶିକ୍ଷକ(ଯୋଜନା ଭିତ୍ତିକ)ଙ୍କ ନିୟମିତ କେବଳ ଘୋଷଣାରେ ସୀମିତ।ଏଯାଏ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇନାହିଁ,କେବେ ହେବୁ ନିୟମିତ ? @CMO_Odisha @dpradhanbjp @NityanandaBJP @SMEOdisha @SamalManmohan7
OR
196
1.4K
423
7.2K
Jyotiranjan Panda retweetledi
Sambad (ସମ୍ବାଦ)
Sambad (ସମ୍ବାଦ)@sambad_odisha·
#ରାଜଧାନୀରେ_ଶିକ୍ଷକ_ସଂଘର_ଗର୍ଜନ - ରାଜଧାନୀରେ କନିଷ୍ଠ ଶିକ୍ଷକ ସଂଘର ଗର୍ଜନ - ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ - ଭୁବନେଶ୍ବର ଲୋୟର ପିଏମଜିରେ ଧାରଣା - ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଲା ସଂଘ - ନିୟମିତ ପ୍ରତିଶ୍ରୁତି ଦେଇ ପାଳନ କରୁନଥିବା ଅଭିଯୋଗ - ଅଗଷ୍ଟ ୨୨ରେ ନିୟମିତ କରିବା ପାଇଁ ସରକାର ଘୋଷଣା କରିଥିଲେ #Smabad #TeacherProtest #Bhubaneswar #Odisha
Sambad (ସମ୍ବାଦ) tweet media
OR
2
15
91
4.4K
Jyotiranjan Panda retweetledi
Kanak News
Kanak News@kanak_news·
#ଆନ୍ଦୋଳନରେ_ଓଡ଼ିଶା_କନିଷ୍ଠ_ଶିକ୍ଷକ_ସଂଘ ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ । ଲୋୟର ପିଏମ୍‌ଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା । #Protest #Teacher #Odisha #KanakNews
OR
1
11
23
821
Jyotiranjan Panda retweetledi
ojta_2023
ojta_2023@ojta2023·
ଆସନ୍ତା ୧୦/୧୨/୨୦୨୫ ରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସାମୁହିକ ଛୁଟି ନେଇ ଭୁବନେଶ୍ୱର ରେ ଗାନ୍ଧୀ ମାର୍ଗରେ ଲଢେଇ ହେବ।ଦୀର୍ଘ ତିନିମାସ ରୁ ଉର୍ଦ୍ଧ୍ବ ସମୟ ବିତିଗଲା ପରେ ମଧ୍ୟ ଏଯାଏ କନିଷ୍ଠ ଶିକ୍ଷକ ମାନଙ୍କ ପାଇଁ ସରକାରୀ ନିର୍ଦ୍ଦେଶ ଆସିପାରିଲା ନାହିଁ,ତେଣୁ ଏବେ ଗାନ୍ଧୀ ମାର୍ଗ ହିଁ ଶେଷପନ୍ଥା @CMO_Odisha @NityanandaBJP @SMEOdisha
ojta_2023 tweet mediaojta_2023 tweet media
OR
65
721
289
6.5K
Jyotiranjan Panda
Jyotiranjan Panda@JP5086·
@ojta2023 @MohanMOdisha @CMO_Odisha @dpradhanbjp @NityanandaBJP @SMEOdisha @SecyChief ରାଜ୍ୟ ସରକାରଙ୍କ ଘୋଷଣା କୁ ତିନିମାସ ରୁ ଅଧିକ ସମୟ ବିତିଲାଣି କନିଷ୍ଠଶିକ୍ଷକ ମାନଙ୍କୁ ନିୟମିତ କରିବା କେବଳ ଘୋଷଣା ରେ ସୀମିତ ରହିଯାଇଛି।ସରକାରୀ ନିର୍ଦ୍ଦେଶନାମା କେବେ ପ୍ରକାଶ ହେବ ? ଦୟାକରି ଏହା ଉପରେ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରନ୍ତୁ।
OR
0
4
5
175
Jyotiranjan Panda retweetledi
ojta_2023
ojta_2023@ojta2023·
ରାଜ୍ୟ ସରକାରଙ୍କ ଘୋଷଣା କୁ ତିନିମାସ ରୁ ଅଧିକ ସମୟ ବିତିଲାଣି କନିଷ୍ଠଶିକ୍ଷକ ମାନଙ୍କୁ ନିୟମିତ କରିବା କେବଳ ଘୋଷଣା ରେ ସୀମିତ ରହିଯାଇଛି।ସରକାରୀ ନିର୍ଦ୍ଦେଶନାମା କେବେ ପ୍ରକାଶ ହେବ ? ଦୟାକରି ଏହା ଉପରେ ଦୃଷ୍ଟି ଦେଇ ତୁରନ୍ତ ସମାଧାନ କରନ୍ତୁ। @MohanMOdisha @CMO_Odisha @dpradhanbjp @NityanandaBJP @SMEOdisha @SecyChief
ojta_2023 tweet media
OR
435
2.1K
736
11.7K
Jyotiranjan Panda retweetledi
ODISHA ELEMENTARY SPOUSE TEACHERS ASSOCIATION
ELEMENTARY SPOUSE TEACHER TRANSFER ଆଜିର ସମ୍ବିଧାନ ଦିବସ ରେ ଅଣସାମ୍ବିଧାନିକ ନିଷ୍ପତ୍ତି ଆଉ ନିୟମ ର ଘୋର ବିରୋଧ କରୁଛି ପ୍ରାଥମିକ ଶିକ୍ଷକ ସଂଘ... ଶିକ୍ଷକ ଦମ୍ପତି ବଦଳି କେବଳ KBK ଜିଲ୍ଲା ନିଷ୍ପତ୍ତି ର ପୁନର୍ବିଚାର ଆମର ଦାବି @CMO_Odisha @MohanMOdisha @NityanandaBJP @SMEOdisha
OR
0
4
1
23
Jyotiranjan Panda retweetledi
ODISHA ELEMENTARY SPOUSE TEACHERS ASSOCIATION
ପ୍ରାଥମିକ ଶିକ୍ଷକ ଦମ୍ପତି ବଦଳି କ୍ଷେତ୍ରରେ ହୋଇଥିବା ପକ୍ଷପାତିତା କୁ ଓଡ଼ିଶାର ସମସ୍ତ ଶିକ୍ଷକ ଦମ୍ପତି ପରିବାର ମନେରଖିବେ.... ଆଜିର ବଦଳି ନିର୍ଦେଶ ଓଡ଼ିଶା ର ହଜାର ହଜାର ପ୍ରାଥମିକ ଶିକ୍ଷକ ଦମ୍ପତି ଙ୍କ ଆଖିରେ ଲୁହ ଭରିଦେଇଛି।KBK ଜିଲ୍ଲା କୁ ଛାଡ଼ିଦେଲେ ବାକି 27 ଜିଲ୍ଲା ଏହାକୁ ନିଶ୍ଚୟ ମନେରଖିବ @CMO_Odisha @NityanandaBJP
OR
0
5
1
30
Jyotiranjan Panda retweetledi
saubhagini sahoo
saubhagini sahoo@saubhagini99·
@CMO_Odisha ନିୟମିତ ଲିଖିତ order ରେ ଏତେ ବିଳମ୍ବ କଣ ପାଇଁ sir ୩ମାସ ହୋଇ ଗଲା ଘୋଷଣା କରିବା ର ଲିଖିତ ପତ୍ର ଆସିବା ର ନାହିଁ @CMO_Odisha @dpradhanbjp @NityanandaBJP
saubhagini sahoo tweet media
OR
16
162
49
858
Jyotiranjan Panda retweetledi
suchismita panda
suchismita panda@suchism42380958·
Respected @dpradhanbjp Sir, We, Junior Teacher (Schematic) under OSEPA are being denied NOC for higher studies as per OSEPA instruction. Education is our fundamental right — how can one be stopped from pursuing it? Kindly look into this injustice @EduMinOfIndia @OSEPA_Official
English
3
5
5
58