Subham Tandi🇮🇳

5.7K posts

Subham Tandi🇮🇳 banner
Subham Tandi🇮🇳

Subham Tandi🇮🇳

@Subhamtandi2

Founder : @phfnuapada | Blood | Hope | Change Serving the needy, one life at a time.

Khariar, India Beigetreten Mayıs 2018
2K Folgt2.6K Follower
Angehefteter Tweet
Subham Tandi🇮🇳
Subham Tandi🇮🇳@Subhamtandi2·
"ଗରିବ ଲୋକଙ୍କ ପାଇଁ ରକ୍ତ ବ୍ୟବସ୍ଥା କରିବା କେବଳ ସହଯୋଗ ନୁହେଁ, ଏହା ମାନବତା ପ୍ରତି ମୋର ସେବା ଥିଲା। ଏହି ପ୍ରୟାସକୁ ସମ୍ମାନିତ କରାଯାଇଛି, ଖବର କାଗଜ ରେ ପ୍ରକାଶିତ କରିଥିବାରୁ ସାମ୍ବାଦିକ ସାର ମାନଂକୁ ଧନ୍ୟବାଦ । ରକ୍ତଦାନ ମହତ ଦାନ 🩸 @CMO_Odisha @MohanMOdisha @DM_Nuapada @MahalingMukesh
Subham Tandi🇮🇳 tweet mediaSubham Tandi🇮🇳 tweet mediaSubham Tandi🇮🇳 tweet mediaSubham Tandi🇮🇳 tweet media
OR
1
3
21
734
TP Central Odisha Distribution Ltd
TP Central Odisha Distribution Ltd@TPCentralOdisha·
@Subhamtandi2 ସାର୍, ଆପଣ ଜାଣି ଖୁସି ହେବେ ଯେ, ଆପଣଙ୍କ ସମସ୍ୟାର ସମାଧାନ କରାଯାଇଛି । ବର୍ତ୍ତମାନ ଯଦି ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ଆମକୁ ଅବଗତ କରନ୍ତୁ । ଆମକୁ ଯୋଗାଯୋଗ କରିଥିବାରୁ ଧନ୍ୟବାଦ ।
TP Central Odisha Distribution Ltd tweet media
OR
1
0
1
92
Subham Tandi🇮🇳
Subham Tandi🇮🇳@Subhamtandi2·
ଜଗତସିଂହପୁର ଗଣ୍ଡକି ପୁର ପଞ୍ଚାୟତ ମାଳହୁଙ୍କା ଶକ୍ତି କନ୍ଧା ସ୍ଥିତ ଲାଇନି ଖୁଣ୍ଟ ମଝି ରାସ୍ତା ରେ ଥିବାରୁ ସ୍କୁଲ ଗାଡ଼ି, ପାଣି ଗାଡ଼ି,Ambulance ଗାଡ଼ି ଯିବା ପାଇଁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ଅଭିଯୋଗ ବାରବାର କଲେବନ୍ଧେ ସମସ୍ୟା ସମାଧାନ କରୁନାହାନ୍ତି। @CollectorJspur @TataPower @TPCentralOdisha
Subham Tandi🇮🇳 tweet media
OR
4
1
5
281
Subham Tandi🇮🇳
Subham Tandi🇮🇳@Subhamtandi2·
Thank you @TPCentralOdisha 🙏
TP Central Odisha Distribution Ltd@TPCentralOdisha

@Subhamtandi2 ସାର୍, ଆପଣ ଜାଣି ଖୁସି ହେବେ ଯେ, ଆପଣଙ୍କ ସମସ୍ୟାର ସମାଧାନ କରାଯାଇଛି । ବର୍ତ୍ତମାନ ଯଦି ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ଆମକୁ ଅବଗତ କରନ୍ତୁ । ଆମକୁ ଯୋଗାଯୋଗ କରିଥିବାରୁ ଧନ୍ୟବାଦ ।

English
0
0
0
62
Subham Tandi🇮🇳 retweetet
Team ATA Official
Team ATA Official@OfficialTeamATA·
ଆଜି ଟିମ ଆଟାର ସଦସ୍ୟମାନେ ମାନନୀୟ @prsprateek ପ୍ରତୀକ୍ ସିଂ, ଏସ୍ପି,ପୁରୀଙ୍କୁ ସାକ୍ଷାତ କରି @x ରେ ସକ୍ରିୟ ରହିଥିବାରୁ ଧନ୍ୟବାଦ ଦେବା ସହିତ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଟୁରିଷ୍ଟ ହେଲ୍ପ ଲାଇନ ଏବଂ ପୁରୀ ପୋଲିସ ଲୋକଙ୍କ ନିକଟତର ହେବା ପାଇଁ ଜନତା ପୋଲିସ ବୈଠକ କରିବାକୁ ଆଲୋଚନା କରିଥିଲେ। @SPPuri1 @homeodisha @igcrcuttack
Team ATA Official tweet media
OR
9
24
112
4.4K
Subham Tandi🇮🇳 retweetet
Hemprasad Jagat
Hemprasad Jagat@hemprasad_J·
धर्म की आलोचना क्यों... हिंदू, इस्लाम और क्रिश्चियन धर्म – ये सब अलग-अलग हैं। जैसे, आप हिंदू धर्म में रहकर उसकी कड़ी आलोचना कर सकते हैं। लेकिन इस्लाम या क्रिश्चियन धर्म में रहकर उस धर्म की आलोचना करना आसान नहीं है, क्योंकि वहाँ कठोर नियम-क़ानून हैं। 1/2 #Religion 🕉️ 🕌☦️
Hemprasad Jagat tweet media
हिन्दी
2
1
3
105
Subham Tandi🇮🇳 retweetet
Team ATA Official
Team ATA Official@OfficialTeamATA·
ନୂତନ ପରିଚାଳନା କମିଟିର ପ୍ରଥମ ବୈଠକରେ ଟିମ ଆଟା ତରଫରୁ ମାନନୀୟ ମୁଖ୍ୟ ପ୍ରଶାସକ @arvindpadhee ଙ୍କୁ ସାକ୍ଷାତ କରି ସ୍ତନ୍ୟପାନ କେନ୍ଦ୍ର ପାଇଁ ଧନ୍ୟବାଦ ଦେବା ସହିତ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବା ଓ ଶ୍ରୀମନ୍ଦିର ସହିତ ବଡ଼ଦାଣ୍ଡରେ ଥରେ ମାତ୍ର ବ୍ୟବହାର ପଲିଥିନ ମୁକ୍ତ କରିବାକୁ କଡା ପଦକ୍ଷେପ ନେବାକୁ ଅନୁରୋଧ କରାଗଲା।
Team ATA Official tweet mediaTeam ATA Official tweet media
OR
14
31
94
4.6K
Subham Tandi🇮🇳 retweetet
Team ATA Official
Team ATA Official@OfficialTeamATA·
ସୁଦୂର ଛତିଶଗଡ଼ରୁ ଆସିଥିବା ଭକ୍ତ ଶ୍ରୀ ଗୁଣ୍ଡିଚା ମନ୍ଦିର ଦର୍ଶନ ନକରି ଦୁଃଖ ପ୍ରକାଶ କରିଲେ। ସରକାର ଗୁଣ୍ଡିଚା ମନ୍ଦିର ବନ୍ଦ ରଖି ଭକ୍ତଙ୍କ ପ୍ରତି ଅନ୍ୟାୟ କରୁଛନ୍ତି। ପର୍ଯ୍ୟଟକ ଏଭଳି ଦୁଃଖଦ 😥 ଅନୁଭବ ନେଇ ଫେରୁଛନ୍ତି। ଏହା ପର୍ଯ୍ୟଟନ ଶିଳ୍ପ ପ୍ରତି ବିପଦ ଅଟେ। @arvindpadhee @SJTA_Puri @odisha_tourism @balwantskalewa7
Team ATA Official@OfficialTeamATA

ସୁଦୂର ଗୁଜୁରାଟରୁ ଆସିଥିବା ପର୍ଯ୍ୟଟକ ଗୁଣ୍ଡିଚା ମନ୍ଦିର ଦର୍ଶନ ନପାଇ ଫେରୁଛନ୍ତି। ନିଜ ବୃଦ୍ଧ ପିତା ମାତାଙ୍କୁ ଆଉ କେବେ ଦର୍ଶନ କରାଇ ପାରିବେ କି ନାହିଁ ଜାଣିନାହାନ୍ତି।😥 ମାନନୀୟ @arvindpadhee ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର,ପୁରୀଙ୍କୁ ଅନୁରୋଧ ଭକ୍ତଙ୍କ ପ୍ରତି ଦୟା କରନ୍ତୁ। @balwantskalewa7 @odisha_tourism @CMO_Odisha

OR
7
25
46
2.3K
Subham Tandi🇮🇳 retweetet
Team ATA Official
Team ATA Official@OfficialTeamATA·
ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭାସୁଛି ନାଳପାଣି। ଯାହା ଫଳରେ ରୋଗୀ ଓ ସମ୍ପର୍କୀୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ମହିଳା ସର୍ଜରି ୱାର୍ଡକୁ ଲାଗି ରହିଥିବାରୁ ରୋଗୀଙ୍କୁ ଦୁର୍ଗନ୍ଧ ସହିତ ସଂକ୍ରମଣ ପ୍ରତି ବହୁତ ବିପଦ ସୃଷ୍ଟି ହେଇଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦିଅନ୍ତୁ @CdmPuri @HFWOdisha @MahalingMukesh
OR
9
23
49
911
Subham Tandi🇮🇳 retweetet
Team ATA Official
Team ATA Official@OfficialTeamATA·
ଶ୍ରୀମନ୍ଦିର ପୁରରେ ବ୍ୟବହାର ପାଇଁ ଆସୁଥିବା @OMFEDofficial ର ଘିଅ ଟିଣରେ ମହାପ୍ରଭୁଙ୍କ ଫୋଟ ଚିତ୍ର ପ୍ରିଣ୍ଟ କରାଯାଇଛି। ଘିଅ ବ୍ୟବହାର ପରେ ଉକ୍ତ ଟିଣକୁ ଅଳିଆ ସଫେଇ ସହିତ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରାଯାଉଛି। ଭକ୍ତଙ୍କ ମହଲରେ ଅନେକ ଦୁଃଖ ପ୍ରକାଶ ପାଇବା ସହିତ ମହାପ୍ରଭୁଙ୍କ ଫୋଟ ପ୍ରିଣ୍ଟ ନକରିବା ପାଇଁ ଅନୁରୋଧ କରାଯାଉଛି।
Team ATA Official tweet mediaTeam ATA Official tweet mediaTeam ATA Official tweet media
OR
25
49
138
6.8K
Subham Tandi🇮🇳 retweetet
People's Human and Social Justice Forum, Odisha
କେନ୍ଦ୍ରାପଡ଼ା ଜିଲ୍ଲା ଖମୋଳ ପଞ୍ଚାୟତର ଉତ୍ତମ ଚରଣ ପଲେଇଙ୍କ ଝିଅ ବର୍ଷାରାଣୀ ପଲେଇ ୨୪ ଅଗଷ୍ଟ ରାତି ୮ ଟାରୁ ନିଖୋଜ ହୋଇଯାଇଛନ୍ତି। ଏହି ସଂକ୍ରାନ୍ତରେ ୨୫ ଅଗଷ୍ଟ ଦିନ ଡେରାବିଶ ଥାନାରେ MPR NO-0037/2025 ରେ FIR ରେଜିଷ୍ଟର କରିବାର ୪୮ ଘଣ୍ଟା ବିତିଯାଇଥିବା ସହ ୪ ଦିନରୁ ଉର୍ଦ୍ଧ ହୋଇଯାଇଥିଲେ ବି @spkendrapara @odisha_police
People's Human and Social Justice Forum, Odisha@itzsekhar

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଧୀନରେ ଖମୋଳ ପଞ୍ଚାୟତର ଅଧିବାସୀ ଉତ୍ତମ ଚରଣ ପଲେଇଙ୍କ ଝିଅ ବର୍ଷାରାଣୀ ପଲେଇ ୨୪ ତାରିଖ ରାତି ୮ ଘଟିକା ଠାରୁ ନିଖୋଜ ଥିବାର FIR ଡେରାବିଶ ଥାନାରେ ୨୫ ତାରିଖ ଦିନ ଦେଇଛନ୍ତି। ତାଙ୍କ ଝିଅ ଜୀବିତ କିମ୍ବା ମୃତ ତାଙ୍କ ପାଖରେ କୌଣସି ଖବର ନାହିଁ। @homeodisha @PravatiPOdisha @CMO_Odisha

OR
19
20
37
1.3K
Subham Tandi🇮🇳 retweetet
People's Human and Social Justice Forum, Odisha
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଧୀନରେ ଖମୋଳ ପଞ୍ଚାୟତର ଅଧିବାସୀ ଉତ୍ତମ ଚରଣ ପଲେଇଙ୍କ ଝିଅ ବର୍ଷାରାଣୀ ପଲେଇ ୨୪ ତାରିଖ ରାତି ୮ ଘଟିକା ଠାରୁ ନିଖୋଜ ଥିବାର FIR ଡେରାବିଶ ଥାନାରେ ୨୫ ତାରିଖ ଦିନ ଦେଇଛନ୍ତି। ତାଙ୍କ ଝିଅ ଜୀବିତ କିମ୍ବା ମୃତ ତାଙ୍କ ପାଖରେ କୌଣସି ଖବର ନାହିଁ। @homeodisha @PravatiPOdisha @CMO_Odisha
OR
39
46
88
5.5K
Subham Tandi🇮🇳
Subham Tandi🇮🇳@Subhamtandi2·
A+ BLOOD GROUP MOST URGENTLY REQUIRED NEAR BY CUTTACK IF ANY ONE IS THERE PLEASE CONTACT ME....+91 82494 77198
Subham Tandi🇮🇳 tweet media
English
1
1
1
69
Subham Tandi🇮🇳
Subham Tandi🇮🇳@Subhamtandi2·
ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ, ରୁ କିଡ଼ନୀ ରୋଗରେ ପୀଡିତ କ୍ଷୀର ପ୍ରସାଦ ବାଗ ଙ୍କର ଅପରେସନ ପାଇଁ A+ ରକ୍ତର 3 ୟୁନିଟ ଅତ୍ୟନ୍ତ ଆବଶ୍ୟକ ଅଛି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଅନୁରୋଧ , ଯୋଗାଯୋଗ ନମ୍ବର - +91 8249477198 @SCBMCHCTC @rdascbmch2425 @CrcbcCtc @sofiafirdous1 @OfficialTeamATA
Subham Tandi🇮🇳 tweet media
OR
0
0
1
52
Subham Tandi🇮🇳 retweetet
Team ATA Official
Team ATA Official@OfficialTeamATA·
ନିମାପଡାରୁ ବଳଙ୍ଗା ରାସ୍ତା ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି। ଯାହା ଫଳରେ ଜନସାଧାରଣ ଯାତାୟାତରେ ଅନେକ ଅସୁବିଧାରେ ପଡିବା ସହିତ ଦୁର୍ଘଟଣାର ଶିକାର ହେଉଛନ୍ତି। ବିଭାଗୀୟ ଅଧିକାରୀ ଏଥିପ୍ରତି ତୁରନ୍ତ ଧ୍ୟାନ ଦେବାକୁ ଅନୁରୋଧ। @PWD_Odisha @RDOdisha @dm_puri @PravatiPOdisha @CMO_Odisha @SecyChief @GovernorOdisha
OR
12
20
47
1K
Subham Tandi🇮🇳 retweetet
Team ATA Official
Team ATA Official@OfficialTeamATA·
ପୁରୀ କୋଣାର୍କ ରାସ୍ତା ମେରାଇନ ଡ୍ରାଇଭ ରୋଡରେ ଥିବା ପୂଜାପଣ୍ଡା ପେଟ୍ରୋଲ ପମ୍ପର ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ସାମାନ୍ୟ ବର୍ଷାରେ ଗଭୀରଭାବେ ପାଣି ଜମା ହେଉଅଛି। @BPCLimited କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପ୍ରତି ଧ୍ୟାନ ଦିଅନ୍ତୁ। @PetroleumMin @CMO_Odisha
OR
2
14
34
1.2K
Subham Tandi🇮🇳 retweetet
Team ATA Official
Team ATA Official@OfficialTeamATA·
୭୯ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। #79thIndependenceDay🇮🇳 #HappyIndependenceDay @CMO_Odisha
Team ATA Official tweet media
OR
6
10
41
763
Subham Tandi🇮🇳 retweetet
Ashish kumar Satpathy
Ashish kumar Satpathy@Ashish_ptg·
#ବଲାଙ୍ଗୀର ଜିଲ୍ଲା #ପାଟଣାଗଡ଼ ବ୍ଲକ #ଘସିଏନ ପଞ୍ଚାୟତର ସୁଭଦ୍ରା ସାହୁ ତାଙ୍କ ଭିନ୍ନକ୍ଷମ ୮୪% ରହିଅଛି,3500 ଟଙ୍କା ଭତ୍ତା ମିଳିବ କଥା ବାରମ୍ବାର ଅଭିଯୋଗ ପରେ ମଧ୍ୟ ସେ ୧୦୦୦ ଟଙ୍କା ଭତ୍ତା ପାଉଛନ୍ତି, ଏତେ ଦିନ ବିତିଗଲା ପରେ ମଧ୍ୟ ତାଙ୍କ ଭତ୍ତା ଟଙ୍କା ବୃଦ୍ଧି ହେଉନାହିଁ l1/2 @CMO_Odisha @KVSinghDeo1
Ashish kumar Satpathy tweet mediaAshish kumar Satpathy tweet mediaAshish kumar Satpathy tweet mediaAshish kumar Satpathy tweet media
OR
1
2
13
220
Subham Tandi🇮🇳 retweetet
Team ATA Official
Team ATA Official@OfficialTeamATA·
ମାନନୀୟ @MahalingMukesh ସ୍ଵାସ୍ଥ୍ୟମନ୍ତ୍ରୀ ମହୋଦୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନେଇଥିବା ସ୍ୱତନ୍ତ୍ର ଓ ଅତ୍ୟାବଶ୍ୟକ ପଦକ୍ଷେପକୁ କାହିଁକି ପାଳନ କରିବାରେ ଅସମର୍ଥ ହେଉଅଛନ୍ତି ? ଆମେ ସହଯୋଗ କରିବା ପାଇଁ ସାକ୍ଷାତରେ ଆଲୋଚନା କରିବା ପରେ ମଧ୍ୟ ଦୃଷ୍ଟି ନପଡିବାର କାରଣ କଣ ହୋଇପାରେ ? @HFWOdisha @CdmPuri @dm_puri @CMO_Odisha
Team ATA Official tweet media
Team ATA Official@OfficialTeamATA

ମାନନୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କିଛି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପାଳନ କରି ଜନସାଧାରଣଙ୍କୁ ସେବା ଯୋଗାଇ ଦେଇଥିବା ସମୟରେ ଅଧିକାଂଶ ଅଧିକାରୀ ଏହାକୁ ପାଳନ କରିନାହାନ୍ତି। ଏଥିପାଇଁ ମନ୍ତ୍ରୀ ମହୋଦୟ ସାଧାରଣ ଜନତାଙ୍କ ହିତରେ କଣ ପଦକ୍ଷେପ ନେବେ ? @MahalingMukesh @CMO_Odisha @GovernorOdisha

OR
11
29
55
1.6K
Subham Tandi🇮🇳 retweetet
Satyanarayan Hota
Satyanarayan Hota@SatyanarayanHo4·
ଅଜୟ ତ୍ରିପାଠୀ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ର ଅଧକ୍ଷ,କିଛି ନିଦ୍ଧିଷ୍ଟ ରାଜନୈତିକ ଗୋଷ୍ଟି ଙ୍କ ପ୍ରତି ସମର୍ଥନ ରଖି ଛାତ୍ର ଛାତ୍ରୀ ମାନଙ୍କୁ attendance ନାମ ରେମାନସିକ ଚାପ ଓ ଗାଳି କରୁଛନ୍ତି, କିଛି ଛାତ୍ରୀ ଙ୍କୁ ପରୀକ୍ଷା ରେ ଫେଲ କରେଇଦେବା ର ଧମକ ଦେଉଛନ୍ତି ଦୃଷ୍ଟି ରଖିବାପାଇଁ ନିବେଦନ l @CMO_Odisha @homeodisha
OR
5
4
5
448