




Subham Tandi🇮🇳
5.7K posts

@Subhamtandi2
Founder : @phfnuapada | Blood | Hope | Change Serving the needy, one life at a time.

















ସୁଦୂର ଗୁଜୁରାଟରୁ ଆସିଥିବା ପର୍ଯ୍ୟଟକ ଗୁଣ୍ଡିଚା ମନ୍ଦିର ଦର୍ଶନ ନପାଇ ଫେରୁଛନ୍ତି। ନିଜ ବୃଦ୍ଧ ପିତା ମାତାଙ୍କୁ ଆଉ କେବେ ଦର୍ଶନ କରାଇ ପାରିବେ କି ନାହିଁ ଜାଣିନାହାନ୍ତି।😥 ମାନନୀୟ @arvindpadhee ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର,ପୁରୀଙ୍କୁ ଅନୁରୋଧ ଭକ୍ତଙ୍କ ପ୍ରତି ଦୟା କରନ୍ତୁ। @balwantskalewa7 @odisha_tourism @CMO_Odisha






କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅଧୀନରେ ଖମୋଳ ପଞ୍ଚାୟତର ଅଧିବାସୀ ଉତ୍ତମ ଚରଣ ପଲେଇଙ୍କ ଝିଅ ବର୍ଷାରାଣୀ ପଲେଇ ୨୪ ତାରିଖ ରାତି ୮ ଘଟିକା ଠାରୁ ନିଖୋଜ ଥିବାର FIR ଡେରାବିଶ ଥାନାରେ ୨୫ ତାରିଖ ଦିନ ଦେଇଛନ୍ତି। ତାଙ୍କ ଝିଅ ଜୀବିତ କିମ୍ବା ମୃତ ତାଙ୍କ ପାଖରେ କୌଣସି ଖବର ନାହିଁ। @homeodisha @PravatiPOdisha @CMO_Odisha














ମାନନୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କିଛି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପାଳନ କରି ଜନସାଧାରଣଙ୍କୁ ସେବା ଯୋଗାଇ ଦେଇଥିବା ସମୟରେ ଅଧିକାଂଶ ଅଧିକାରୀ ଏହାକୁ ପାଳନ କରିନାହାନ୍ତି। ଏଥିପାଇଁ ମନ୍ତ୍ରୀ ମହୋଦୟ ସାଧାରଣ ଜନତାଙ୍କ ହିତରେ କଣ ପଦକ୍ଷେପ ନେବେ ? @MahalingMukesh @CMO_Odisha @GovernorOdisha
