ଦେବାଶିଷ ମୋହାପାତ୍ର (Debasis Mohapatra)

569 posts

ଦେବାଶିଷ ମୋହାପାତ୍ର (Debasis Mohapatra) banner
ଦେବାଶିଷ ମୋହାପାତ୍ର (Debasis Mohapatra)

ଦେବାଶିଷ ମୋହାପାତ୍ର (Debasis Mohapatra)

@Debasis45326745

ସବୁଜ ପରିବେଶ ପାଇଁ ଜୀବନ ଉତ୍ସର୍ଗ କରିବାକୁ ପ୍ରଚେଷ୍ଟା ଜାରି ରଖିଛି

ମୋ ଘର ବାଲେଶ୍ବର Katılım Ekim 2019
687 Takip Edilen39 Takipçiler
ଦେବାଶିଷ ମୋହାପାତ୍ର (Debasis Mohapatra) retweetledi
Manas Muduli
Manas Muduli@manas_muduli·
Unpopular opinion about Odisha Tourism’s new tag line: “Think India, Think Odisha” feels more like a pitch to investors than a message aimed at attracting tourists. It works well for “Invest Odisha,” but not for “Odisha Tourism.”
Manas Muduli tweet media
English
65
35
437
11.1K
जीवनदायीनी
Doctor is not a manufacturer Doctor doesn't formulate drugs Doctor doesn't approve for bad pharma companies Doctor is not a quality controller STOP targetting doctors for governance failures
NDTV India@ndtvindia

🔴#BREAKING : MP के छिंदवाड़ा में बच्चों को जहरीला कफ सिरप लिखने वाला डॉक्टर प्रवीण सोनी गिरफ्तार

English
354
1.7K
7.8K
259.3K
Manas Muduli
Manas Muduli@manas_muduli·
One thing I noticed during #GosaniJatra at Puri last evening - no DJ music, no laser shows. Only traditional musical instruments filled the air. Pure devotion, pure tradition. The ancient #DurgaPuja of Puri is truly unique and deeply traditional. #Puri #Odisha
Manas Muduli tweet mediaManas Muduli tweet media
English
9
33
395
7K
Manas Muduli
Manas Muduli@manas_muduli·
One of Zoho’s data centers is coming up in Odisha, located in Khordha. This project was approved by Odisha in March 2025. Project cost - Rs 306.50 Cr
Manas Muduli tweet media
English
12
46
512
11.9K
ଓଟିଭି
ଓଟିଭି@otvkhabar·
#ଯାତ୍ରୀଙ୍କୁ_ଆମ_ବସ୍‌_କଣ୍ଡକ୍ଟରଙ୍କ_ଥାପଡ଼ -ଭୁବନେଶ୍ବରରେ ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଥାପଡ଼ ମାରିଲେ ‘ଆମ ବସ୍‌’ କଣ୍ଡକ୍ଟର -ବସ୍‌ ଭିତରୁ ବାହାରି ଆସି ବାହାରେ ଥାପଡ଼ ମାରିଲେ -କଣ୍ଡକ୍ଟର ୟୁନିଫର୍ମରେ ଥାଇ ଥାପଡ଼ ମାରିବା ଦୃଶ୍ୟ କ୍ୟାମେରାରେ ରେକର୍ଡ -ୟୁନିଟ ୮ ମାର୍କେଟ ପାଖରେ ଥିବା ବସ ଷ୍ଟପ୍‌ରେ ଥାପଡ଼ ମାରିଲେ -OD33AH0166 ନଂ ଥିବା ଆମ ବସ୍‌ କଣ୍ଡକ୍ଟରଙ୍କ ଦାଦାଗିରି #Amabus #Bhubaneswar #Odisha #OTV
ଓଟିଭି tweet media
OR
49
35
248
38.4K
ଦେବାଶିଷ ମୋହାପାତ୍ର (Debasis Mohapatra) retweetledi
ତାପସ
ତାପସ@tapasr10·
କିଛି କଥା କହି ହୁଏ ନାହିଁ; କିଛି କଥା ବୁଝିବାକୁ ହୁଏ, କିଛି କଥା ନୀରବରେ ନୀରବ ରୁହନ୍ତି; କିଛି କଥା ମନତଳେ ସମାଧି ହିଁ ପାଏ #ତାପସତ୍ୱ #କିଛିକଥା
OR
1
5
79
2.5K
ଦେବାଶିଷ ମୋହାପାତ୍ର (Debasis Mohapatra) retweetledi
Soumya Ranjan Biswal 🇺🇳🇮🇳
ଏ ଜାତୀୟ ସ୍ତରର ଦୌଡରେ ମୋତେ ସମର୍ଥନ କରିବାକୁ ସମସ୍ତ #ଓଡ଼ିଆ ଭାଇ-ଭଉଣୀମାନଙ୍କୁ ମୋର ନିବେଦନ। "#ଇଣ୍ଡିଆନ_ଅଫ_ଦି_ଇୟର : ୨୦୨୪" ପାଇଁ ଦେଶର ୫ ଜଣ #ClimateWarrior ଙ୍କ ମଧ୍ୟରେ ସ୍ଥାନ ପାଇ ମୋତେ ଉତ୍ସାହିତ ଲାଗୁଛି। Your support will make a huge impact. 🗳️ Please Vote For Me Now🙏: indianoftheyear.com
News18@CNNnews18

An Odisha-based sustainability activist, Soumya Ranjan Biswal is actively championing the fight to protect Olive Ridley turtles and mangrove conservation, leading to the restoration of 1.2 lakh mangroves in Tsunami-prone areas in Odisha over 11 years. Will he become the Climate Warrior of the Year? Vote now at indianoftheyear.com #IndianOfTheYear @rpsggroup presents CNN-News18 Indian of the Year 2024. India’s Pride. The World’s Inspiration. #IndianOfTheYear | @SoumyaMarineWL

OR
69
59
336
14.2K
ଦେବାଶିଷ ମୋହାପାତ୍ର (Debasis Mohapatra) retweetledi
ଗୋପୀ କିଶନ / Gopi
ଦିବ୍ୟ ଅନୁଭୁତି ମିଳୁଥିଲା ଯେତେବେଳେ କୋଉ ଏକ ବୃଦ୍ଧାକୁ ଭିଡ଼ ଭିତରୁ କାଢି ଆଣି ରଥରୁଢ଼ା ଦାରୁ ଦିଅଁ ଦର୍ଶନ କରେଇବାରେ ସଫଳ ହେଉଥିଲି, ସେ କାନ୍ଦି ପକେଇ କହୁଥିଲେ କଣ କଣ କହୁଥିଲେ ବୁଝା ପଡୁ ନ ଥିଲା କିନ୍ତୁ ଧନ୍ୟବାଦର ସ୍ଵଭାବ ବୁଝି ହେଉଥିଲା। ମୋ କଷ୍ଟ, ପୀଡ଼ା ଆଉ ଚାକିରୀ କରିବା ସାର୍ଥକ ହେଇଗଲା ଭଳି ମନେ ହେଉଥିଲା।
OR
1
0
6
431
ଗୋପୀ କିଶନ / Gopi
ଏବେବି ମୋ କାନରେ ଗୁଞ୍ଜିଉଠେ ଘଂଟ ଧ୍ଵନି ଯେମିତି ଜଗନ୍ନାଥ ଉଚ୍ଚାରଣ କରି ବାଜି ଉଠୁଥିଲା ଏକ ଲହରୀ ପରି। ମହାପ୍ରଭୁଙ୍କ ରଥ ପାଖେ ଥାଇ ତାଙ୍କର ସବୁ ନିତୀକାନ୍ତିକୁ ସାମ୍ନାରେ ଦର୍ଶନ ପାଇବା କୋଉ ସ୍ବପ୍ନଠୁ କମ୍ ନୁହେଁ। ମଝି ମଝିରେ ଆଖିରୁ ଧାର ବୋହି ଯାଏ, ଏପରି ଅନୁଭୁତି କେବେ ହୋଇ ନ ଥିଲା, ଏତେ ଅଳ୍ପ ସମୟ ମିଳୁଥିଲା ଆଗରୁ ରଥ ନିକଟରେ।
OR
1
0
12
606
Mohan Charan Majhi
Mohan Charan Majhi@MohanMOdisha·
ଆସନ୍ତା ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟର ପୂର୍ବ ପ୍ରସ୍ତୁତି ବୈଠକରେ ଅର୍ଥମନ୍ତ୍ରୀ, ଅର୍ଥ ବିଭାଗର ସଚିବ ଏବଂ ଅର୍ଥନୀତିଜ୍ଞମାନଙ୍କ ସହ ଆଲୋଚନା କଲି । ପୂର୍ବରୁ ଅନଲାଇନ ମାଧ୍ୟମରେ ଏହି ବଜେଟ ପାଇଁ ଜନସାଧାରଣଙ୍କ ମତାମତ ଲୋଡ଼ିଥିଲି, ଯେଉଁଥିରେ ପ୍ରାୟ ୧୨,୦୦୦ ଉର୍ଦ୍ଧ୍ଵ ମତାମତ ଆସିଛି । ସେଥିପାଇଁ ଜନସାଧାରଙ୍କୁ କୃତଜ୍ଞତା ଜଣାଉଛି । ଆଗାମୀ ବଜେଟ କିପରି ଭାବେ ଐତିହାସିକ ଏବଂ ଲୋକାଭିମୁଖୀ ହୋଇପାରିବ ସେଥିପ୍ରତି ଆମ ସରକାର ଧ୍ୟାନ ଦେବ ।
OR
263
153
1.4K
76.5K
ଦେବାଶିଷ ମୋହାପାତ୍ର (Debasis Mohapatra) retweetledi
ବିଶ୍ୱନାଥ ଦାସ Biswanath Das
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ #ଚାନ୍ଦବାଲିପୋଲିସଷ୍ଟେସନ କର୍ତ୍ତୃପକ୍ଷଙ୍କର ଅନୁସୂଚିତ ଜାତି ମହିଳାଙ୍କ ଉପରେ ଏଭିଳି ଅମାନୁଷିକ ଅତ୍ୟାଚାର,ଆମର ମନରେ ସବୁ ବେଳେ ଏକ ପ୍ରଶ୍ନ ଉଙ୍କି ମାରୁଛି !ସତରେ କଣ ଆମେ ସ୍ୱାଧୀନ ଯାଜପୁର ତଥା ଓଡ଼ିଶାରେ ବସ ବାସ କରୁଛୁ ! ପୋଲିସ କଣ ଯାହା ଇଛା ସେହିଆ କରିବେ !ଯେଉଁ ପୋଲିସ ମାନେ ଏଥିରେ ସମ୍ପୃକ୍ତ,ସେମାନଙ୍କୁ ପ୍ରଥମ ଗଳା ଧକ୍କା ମାରିକି ଚାକିରିରୁ ବାହାରକରି ଜେଲ ପଠାଯାଉ ! @PravatiPOdisha @CMO_Odisha @SecyChief @MohanMOdisha @DGPOdisha @PradeepJenaIAS @SpBhadrak @DM_Bhadrak @WCDOdisha #JAJPURMLACandidateBiswanathDas
OR
93
97
343
40.5K