Collector and District Magistrate, Kendujhar

6.4K posts

Collector and District Magistrate, Kendujhar banner
Collector and District Magistrate, Kendujhar

Collector and District Magistrate, Kendujhar

@Dist_Kendujhar

Official account of District Administration Kendujhar

Kendujhar, India Katılım Haziran 2017
184 Takip Edilen22.6K Takipçiler
Collector and District Magistrate, Kendujhar retweetledi
Mohan Charan Majhi
Mohan Charan Majhi@MohanMOdisha·
କେନ୍ଦୁଝରରେ ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କ ଭବ୍ୟ ବାହୁଡ଼ାଯାତ୍ରା। ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କ ଦିବ୍ୟ ଆଶୀର୍ବାଦରୁ ପ୍ରତିଟି ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ପରିପୂର୍ଣ୍ଣ ହେଉ, ଏହାହିଁ ପ୍ରାର୍ଥନା।
OR
2
8
73
5.2K
Collector and District Magistrate, Kendujhar
ଝଲସୁଛନ୍ତି ମହାପ୍ରଭୁ ଶ୍ରୀ ବଳଦେବଜୀଉ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମାଆ ସୁଭଦ୍ରା ସୁନାବେଶରେ। କେନ୍ଦୁଝର ବଡ଼ଦାଣ୍ଡରେ ଭକ୍ତଙ୍କ ସୁଅ ଛୁଟିଛି ମହାପ୍ରଭୁଙ୍କ ଏହି ରାଜ ରାଜେଶ୍ଵର ବେଶ ଦେଖିବାକୁ। @CMO_Odisha @PRDeptOdisha @Culturedeptt @IPR_Odisha
Collector and District Magistrate, Kendujhar tweet media
OR
1
1
14
1K
Collector and District Magistrate, Kendujhar
କେନ୍ଦୁଝର ବଡ଼ଦାଣ୍ଡରେ ଜନସମୁଦ୍ର। ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଏବଂ ଚତୁର୍ପାର୍ଶ୍ୱରେ ଭକ୍ତଙ୍କ ଭିଡ଼। ଜାତିଧର୍ମ ନିର୍ବିଶେଷରେ ସମସ୍ତେ ଏକାକାର। ହରିବୋଲ, ହୁଳହୁଳି ଓ କୀର୍ତ୍ତନରେ କମ୍ପମାନ କେନ୍ଦୁଝର ସ୍ଥିତ ବଳଦେବଜୀଉ ବିଜେଙ୍କ ବଡଦାଣ୍ଡ। @CMO_Odisha @PRDeptOdisha @IPR_Odisha @Culturedeptt
Collector and District Magistrate, Kendujhar tweet mediaCollector and District Magistrate, Kendujhar tweet mediaCollector and District Magistrate, Kendujhar tweet mediaCollector and District Magistrate, Kendujhar tweet media
OR
0
2
18
1.1K
Collector and District Magistrate, Kendujhar
ପବିତ୍ର ବାହୁଡ଼ା ଯାତ୍ରା ଅବସରରେ କେନ୍ଦୁଝରର ଆରାଧ୍ୟ ପ୍ରଭୂ ବଳଦେବଜୀଉ ଭାଇ ଶ୍ରୀ ଜଗନ୍ନାଥ ଓ ଭଉଣୀ ମା‘ ସୁଭଦ୍ରାଙ୍କ ସହ ପହଣ୍ଡିରେ ଆସି ରଥାରୁଢ଼ ହୋଇ ଭକ୍ତଙ୍କୁ ଦିବ୍ୟ ଦର୍ଶନ ପ୍ରଦାନ କରିଛନ୍ତି। @CMO_Odisha @PRDeptOdisha @IPR_Odisha @Culturedeptt
Collector and District Magistrate, Kendujhar tweet mediaCollector and District Magistrate, Kendujhar tweet mediaCollector and District Magistrate, Kendujhar tweet mediaCollector and District Magistrate, Kendujhar tweet media
OR
0
1
6
1.1K
Collector and District Magistrate, Kendujhar
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡା ଯାତ୍ରା ଅବସରରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ଓ ଜିଲ୍ଲାବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ ଅପାର କୃପାରୁ ସମସ୍ତଙ୍କୁ ସୁଖ, ଶାନ୍ତି, ସମୃଦ୍ଧି ଓ ସୁସ୍ୱାସ୍ଥ୍ୟ ମିଳୁ ଏହା ହିଁ ପ୍ରାର୍ଥନା। @CMO_Odisha @Culturedeptt @IPR_Odisha
Collector and District Magistrate, Kendujhar tweet media
OR
0
1
8
843
Collector and District Magistrate, Kendujhar
ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଏବଂ ନିର୍ବାଚକ ତାଲିକା ପର୍ଯ୍ୟବେକ୍ଷକ ଜିଲ୍ଲାପାଳଙ୍କ ଉପସ୍ଥିତିରେ କେନ୍ଦୁଝର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏଥିରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ। @CMO_Odisha @ECISVEEP @OdishaCeo @IPR_Odisha
Collector and District Magistrate, Kendujhar tweet mediaCollector and District Magistrate, Kendujhar tweet mediaCollector and District Magistrate, Kendujhar tweet mediaCollector and District Magistrate, Kendujhar tweet media
OR
0
2
9
1.2K
Collector and District Magistrate, Kendujhar
ରାଜ୍ୟ ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି କେନ୍ଦୁଝର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ର ଦାବି ଓ ଅଭିଯୋଗ ଗ୍ରହଣ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏଥିରେ ଜିଲ୍ଲାର ସମସ୍ତ ପଞ୍ଜୀକରଣ ଅଧିକାରୀ ଓ ସହକାରୀ ପଞ୍ଜୀକରଣ ଅଧିକାରୀ ଯୋଗ ଦେଇଥିଲେ। @CMO_Odisha @ECISVEEP @OdishaCeo @IPR_Odisha
Collector and District Magistrate, Kendujhar tweet mediaCollector and District Magistrate, Kendujhar tweet mediaCollector and District Magistrate, Kendujhar tweet media
OR
0
2
8
850
Collector and District Magistrate, Kendujhar
ରାଜ୍ୟ ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି କେନ୍ଦୁଝର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ର କ୍ଷେତ୍ରସ୍ତରରେ ଦାବି ଓ ଅଭିଯୋଗ ଗ୍ରହଣ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। @CMO_Odisha @ECISVEEP @OdishaCeo @IPR_Odisha
Collector and District Magistrate, Kendujhar tweet mediaCollector and District Magistrate, Kendujhar tweet mediaCollector and District Magistrate, Kendujhar tweet media
OR
0
1
10
1.2K
Collector and District Magistrate, Kendujhar
ତ୍ତରାଞ୍ଚଳ ରାଜସ୍ୱ କମିଶନର ଓ ନିର୍ବାଚକ ତାଲିକା ପର୍ଯ୍ୟବେକ୍ଷକ ଆଜି କେନ୍ଦୁଝରଗଡ଼ ପୌରପାଳିକାସ୍ଥିତ ସହକାରୀ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ର ଅଗ୍ରଗତି ସମୀକ୍ଷା କରିଛନ୍ତି। ଗସ୍ତକାଳରେ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ। @CMO_Odisha
Collector and District Magistrate, Kendujhar tweet media
OR
0
4
15
1K
Collector and District Magistrate, Kendujhar
ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଉପରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଆଜି ଜିଲ୍ଲା ପରିଷଦ କେନ୍ଦୁଝର ପକ୍ଷରୁ ଆୟୋଜିତ ହୋଇଛି। ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଓ ଏଇଓ @zpkendujhar ତାଲିମ ପ୍ରଦାନ କରିଥିବାବେଳେ ବିଡିଓ ଏଇଇ ଏପିଓ ତଥା ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। @CMO_Odisha
Collector and District Magistrate, Kendujhar tweet mediaCollector and District Magistrate, Kendujhar tweet mediaCollector and District Magistrate, Kendujhar tweet mediaCollector and District Magistrate, Kendujhar tweet media
OR
0
0
4
907
Collector and District Magistrate, Kendujhar
ଜିଲ୍ଲାପାଳ ଆଜି ମୁଖ୍ୟ ନିର୍ବାହୀ ଅଧିକାରୀ @DMF_KJR ଙ୍କ ସହ ଝୁମ୍ପୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ୱାସ୍ଥ୍ୟସେବାର ବିଭିନ୍ନ ବ୍ୟବସ୍ଥା ତଥା ସିଏଚସି ଭବନ ନିର୍ମାଣର ଅଗ୍ରଗତି ସମୀକ୍ଷା କରିଛନ୍ତି। ଓପିଡ଼ି ପଞ୍ଜୀକରଣ କେନ୍ଦ୍ରଠାରୁ ଆରମ୍ଭ କରି ମେଡିକାଲ୍ ବର୍ଜ୍ୟ ପରିଚାଳନା ବ୍ୟବସ୍ଥାର ଯାଞ୍ଚ କରାଯାଇଛି।
Collector and District Magistrate, Kendujhar tweet mediaCollector and District Magistrate, Kendujhar tweet mediaCollector and District Magistrate, Kendujhar tweet mediaCollector and District Magistrate, Kendujhar tweet media
OR
0
1
10
1.3K
Collector and District Magistrate, Kendujhar
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲା ପରାମର୍ଶଦାତା କମିଟି ବୈଠକରେ ବିଭିନ୍ନ ଯୋଜନାରେ ବ୍ୟାଙ୍କ ସଂଯୋଗୀକରଣ ହିତାଧିକାରୀ ଏସଏଚଜିକୁ ଋଣ ଯୋଗାଣ ଡିଜିଟାଲ ମ୍ଯାପିଙ୍ଗ ଉପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କ ଜିଲ୍ଲାସ୍ତରୀୟ ଅଧିକାରୀ ଓ ବ୍ୟାଙ୍କ ଅଧିକାରୀ ଉପସ୍ଥିତ ଥିଲେ।
Collector and District Magistrate, Kendujhar tweet mediaCollector and District Magistrate, Kendujhar tweet mediaCollector and District Magistrate, Kendujhar tweet mediaCollector and District Magistrate, Kendujhar tweet media
OR
1
0
7
1.4K
Collector and District Magistrate, Kendujhar
ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟାରେ କେନ୍ଦୁଝର ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଭୋଟରମାନଙ୍କଠାରୁ କ୍ଷେତ୍ରସ୍ତରରେ ଦାବି ଓ ଅଭିଯୋଗ ଗ୍ରହଣ କରାଯାଉଛି ଓ ଅଧିକାରୀମାନଙ୍କ ଦ୍ବାରା ଯାଞ୍ଚ କରାଯାଉଛି। । @CMO_Odisha @ECISVEEP @OdishaCeo @IPR_Odisha
Collector and District Magistrate, Kendujhar tweet media
OR
3
2
9
1.7K
Collector and District Magistrate, Kendujhar
ଘଷିପୁରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ @DMF_KJR ପ୍ରଯୋଜିତ ସକ୍ଷମ ପ୍ରକଳ୍ପ ଅଧୀନରେ ଦିବ୍ୟାଙ୍ଗମାନଙ୍କୁ ଆଜି ମୋଟରଚାଳିତ ହୁଇଲ ଚେୟାର ବଣ୍ଟନ କରାଯାଇଛି। ଅତିରିକ୍ତ ଜିଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। @CMO_Odisha @SSEPD2 @ForestDeptt
Collector and District Magistrate, Kendujhar tweet media
OR
0
0
11
1.6K
Collector and District Magistrate, Kendujhar retweetledi
dmfgov
dmfgov@dmf_gov·
What if mineral wealth could nourish a child's future? In Keonjhar, DMF is helping turn resources into better nutrition for children. See the impact. Share the story. #DMF #PMKKKY #Keonjhar #Odisha #Anganwadi #ChildNutrition
dmfgov tweet media
Delhi, India 🇮🇳 English
0
3
10
707
Collector and District Magistrate, Kendujhar
ଆଗାମୀ ଖରିଫ ଋତୁ ପାଇଁ କୃଷି ବିଭାଗ ପକ୍ଷରୁ କୃଷି ନୀତି ନିର୍ଦ୍ଧାରଣ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି। ଏଲ ନିନୋ ପ୍ରଭାବକୁ ପ୍ରତିହତ କରିବା ଲକ୍ଷ୍ଯ ନେଇ ଖସଡା ପ୍ରସ୍ତୁତ ଉପରେ ଗୁରୁତ୍ବ ଦିଆଯାଇଛି। ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଜିଲ୍ଲା କୃଷି ଅଧିକାରୀ ଓ ଜିଲ୍ଲା ଯୋଜନା ଅଧିକାରୀ ଉପସ୍ଥିତ ଥିଲେ।
Collector and District Magistrate, Kendujhar tweet mediaCollector and District Magistrate, Kendujhar tweet mediaCollector and District Magistrate, Kendujhar tweet media
OR
1
1
15
1.9K
Collector and District Magistrate, Kendujhar
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଜିଲ୍ଲା ରାଜସ୍ବ ବୈଠକରେ ସମସ୍ତ ବୃହତ ପ୍ରକଳ୍ପର ଜମିଜମା ସଂକ୍ରାନ୍ତ ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ସେ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଉପଜିଲ୍ଲାପାଳ ଓ ରାଜସ୍ବ ଅଧିକାରୀମାନେ ଉପସ୍ଥିତ ଥିଲେ। @CMO_Odisha @rdmodisha
Collector and District Magistrate, Kendujhar tweet mediaCollector and District Magistrate, Kendujhar tweet mediaCollector and District Magistrate, Kendujhar tweet media
OR
1
1
11
1.6K
Collector and District Magistrate, Kendujhar
ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟାରେ କେନ୍ଦୁଝର ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀ ପାଇଁ ଭୋଟରମାନଙ୍କଠାରୁ କ୍ଷେତ୍ରସ୍ତରରେ ଦାବି ଓ ଅଭିଯୋଗ ଗ୍ରହଣ କରାଯାଉଛି। ଆପଣ ବି ନିଜ ନାମ ଚିଠା ଭୋଟର ଲିଷ୍ଟରେ ଚେକ କରିନିଅନ୍ତୁ। @CMO_Odisha @ECISVEEP @OdishaCeo
Collector and District Magistrate, Kendujhar tweet media
OR
0
1
3
1.4K
Collector and District Magistrate, Kendujhar
ମାନ୍ୟବର ସାଂସଦ @anantanayakKJR ଙ୍କ ଉପସ୍ଥିତିରେ ଜିଲ୍ଲା ଜଳ ଓ ପରିମଳ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ତଥ୍ୟ ଉପସ୍ଥାପନ କରିଥିଲେ ଓ ଜିଲ୍ଲାପାଳ ତାହାର ସମୀକ୍ଷା କରିଥିଲେ। ବିଦ୍ୟୁତ ବନ ପୂର୍ତ୍ତ ଶିକ୍ଷା ଗୃହ ନିର୍ମାଣ ରାଜସ୍ୱ ଓ ଜାତୀୟ ରାଜପଥ ଅଧିକାରୀମାନେ ଯୋଗ ଦେଇଥିଲେ। @CMO_Odisha
Collector and District Magistrate, Kendujhar tweet mediaCollector and District Magistrate, Kendujhar tweet mediaCollector and District Magistrate, Kendujhar tweet mediaCollector and District Magistrate, Kendujhar tweet media
OR
0
3
14
2.1K
Collector and District Magistrate, Kendujhar retweetledi
Mohan Charan Majhi
Mohan Charan Majhi@MohanMOdisha·
କେନ୍ଦୁଝରରେ ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କ ଭବ୍ୟ, ଦିବ୍ୟ, ପବିତ୍ର ରଥଯାତ୍ରା। ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କ ଦିବ୍ୟ ଆଶୀର୍ବାଦ ପ୍ରତିଟି ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ କରୁ, ଏହାହିଁ ପ୍ରାର୍ଥନା। 🙏
OR
5
8
95
6.3K