DUDA SUNDARGARH

234 posts

DUDA SUNDARGARH banner
DUDA SUNDARGARH

DUDA SUNDARGARH

@DudaSundargarh

Sundargarh, India Katılım Haziran 2018
45 Takip Edilen611 Takipçiler
DUDA SUNDARGARH retweetledi
H & UD Dept
H & UD Dept@HUDDeptOdisha·
Empowering young minds to build cleaner, greener cities. Under the #TULIP initiative, applications are invited for Sanitation Interns at @bmcbbsr a chance to gain exposure in solid waste management while shaping the future of sustainable urban living. #UrbanSustainability
H & UD Dept tweet media
English
0
2
19
707
DUDA SUNDARGARH retweetledi
H & UD Dept
H & UD Dept@HUDDeptOdisha·
Shaping Odisha’s urban future. 5 new Municipalities notified to strengthen governance, enable planned growth, and improve civic services—advancing the vision of Viksit Odisha. #ViksitOdisha2036
H & UD Dept tweet media
English
10
10
104
5.7K
DUDA SUNDARGARH retweetledi
H & UD Dept
H & UD Dept@HUDDeptOdisha·
ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ଦୁଇ ଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ସେ ଲାଠିକଟା ଓ କୁଆଁରମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ଟାଇଁସର ଉଚ୍ଚ ବିଦ୍ୟାଳୟ ଏବଂ ଗ୍ରାମ୍ୟ ଶିଳ୍ପ ପାର୍କ ବୁଲି ଦେଖିଥିଲେ। 1/2
H & UD Dept tweet mediaH & UD Dept tweet mediaH & UD Dept tweet mediaH & UD Dept tweet media
OR
3
4
33
1.8K
DUDA SUNDARGARH retweetledi
H & UD Dept
H & UD Dept@HUDDeptOdisha·
ସହରାଞ୍ଚଳର ପ୍ରତ୍ୟେକ ପରିବାରର ନିଜସ୍ୱ ପକ୍କାଘର ସ୍ୱପ୍ନକୁ ସାକାର କରୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରୀ) । ଏହି ଯୋଜନା ଅଧୀନରେ କୋରାପୁଟ ଜିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ହିତାଧିକାରୀ ଟଭା ଅମାନାତ୍ୟଙ୍କୁ ପକ୍କାଘର ମିଳିପାରିଛି ।
H & UD Dept tweet media
OR
0
2
26
748
DUDA SUNDARGARH retweetledi
H & UD Dept
H & UD Dept@HUDDeptOdisha·
Building future-ready cities for #ViksitOdisha. Mukhyamantri Sahari Bikas Yojana envisions vibrant, resilient urban spaces with stronger infrastructure, revived water bodies, modern markets, and smoother roads — unlocking opportunity and better quality of life for all. #MSBY
H & UD Dept tweet media
English
3
12
59
3.4K
DUDA SUNDARGARH retweetledi
Mohan Charan Majhi
Mohan Charan Majhi@MohanMOdisha·
ଆମ ସରକାରର ମୂଳ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କ ପାଇଁ ଶାସନକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା। ଏହି ଧାରାରେ, ଆମେ ଆପାର୍ଟମେଣ୍ଟ କିଣିଥିବା ଲୋକମାନଙ୍କର ସମସ୍ୟା ଦୂର କରିବା ପାଇଁ ଏକ ବଡ଼ ସଂସ୍କାର ଆଣିଛୁ । ଏହି ନିଷ୍ପତ୍ତି ‘ଜୀବନ ଧାରଣର ସହଜତା’ ବା Ease of Living କୁ ବୃଦ୍ଧି କରିବା ସହ ସମ୍ପତ୍ତି ଅଧିକାରକୁ ସୁରକ୍ଷା ଦେବ । ୫ ଅକ୍ଟୋବର ୨୦୧୬ ପୂର୍ବରୁ ଫ୍ଲାଟ କିଣିଥିବା ଅନେକ ଘର ମାଲିକ OAOM ଅଧିନିୟମ, ୨୦୨୩ ଅନୁଯାୟୀ ପୁନଃ ବିକ୍ରୟ ସମୟରେ ପଞ୍ଜୀକରଣ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦୃଷ୍ଟିରେ ରଖି ସମସ୍ୟାକୁ ତୁରନ୍ତ ସମାଧାନ କରିବା ପାଇଁ, ଆମ ସରକାର ଏକ ବିଶେଷ ଆଦେଶ ଜାରି କରିଛନ୍ତି । ଏହି ବିଶେଷ ଆଦେଶ ବଳରେ, ପୂର୍ବରୁ ଥିବା ଦସ୍ତାବିଜ ଦାଖଲର (documentation) କଠୋର ପ୍ରକ୍ରିୟାରୁ ଏହି ମାମଲାଗୁଡ଼ିକୁ ମୁକ୍ତ କରାଯାଇଛି। ଏହା ଫଳରେ ସେମାନଙ୍କର ପୁନଃ ବିକ୍ରୟ ପ୍ରକ୍ରିୟା ବର୍ତ୍ତମାନ ଅତ୍ୟନ୍ତ ସହଜ ଓ ନିରବଚ୍ଛିନ୍ନ ହୋଇପାରିବ। ଏଣିକି ସମସ୍ତ ନୂତନ ଡିଡ୍‌ରେ ସାଧାରଣ ଅଞ୍ଚଳ ବା Common Areas ର ମାଲିକାନା ସମ୍ପୂର୍ଣ୍ଣ ସ୍ପଷ୍ଟ ଓ ସ୍ୱଚ୍ଛ ଭାବରେ ଉଲ୍ଲେଖ କରାଯିବ। ଏହି ପଦକ୍ଷେପ ଦ୍ୱାରା ନିୟମକାନୁନ ସମ୍ପର୍କିତ ଅନାବଶ୍ୟକ ଜଟିଳତା ହ୍ରାସ ପାଇବ ଏବଂ ଜମିଜମା କାରବାରରେ ଲୋକଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଫଳରେ, ଫ୍ଲାଟର ପୁନଃ ବିକ୍ରୟ ପ୍ରକ୍ରିୟା ଆହୁରି ସହଜ ଏବଂ ସୁଗମ ହେବ। ଆମ ସରକାର ସର୍ବଦା ନାଗରିକ-କୈନ୍ଦ୍ରିକ ସଂସ୍କାର ପ୍ରତି ପ୍ରତିବଦ୍ଧ। ସରଳତା, ସ୍ୱଚ୍ଛତା ଏବଂ ଦକ୍ଷତା ମାଧ୍ୟମରେ ସମସ୍ତଙ୍କ ପାଇଁ ଏକ ଉନ୍ନତ ଶାସନ ବ୍ୟବସ୍ଥା ନିର୍ମାଣ କରିବା ଆମର ମୂଳ ଲକ୍ଷ୍ୟ।
Mohan Charan Majhi tweet mediaMohan Charan Majhi tweet media
OR
12
27
156
9.1K
DUDA SUNDARGARH retweetledi
H & UD Dept
H & UD Dept@HUDDeptOdisha·
Chalking Out the Next Phase of Citizen-Centric Urban Governance The Department today organised a high-level workshop on #SUJOG 2.0, bringing together senior officials, experts and partners from @eGovFoundation to shape the next phase of digital, transparent and citizen-first urban service delivery in Odisha. Speaking at the workshop, Smt. @ushapadhee1996, Principal Secretary, H&UDD, emphasised that SUJOG 2.0 marks a shift from digital delivery to trust-based governance — ensuring seamless, transparent and accountable urban services aligned with the vision of #ViksitOdisha2036. The programme also witnessed the formal launch of the SUJOG Impact Assessment Report conducted by 60_decibels, bringing citizen insights and performance learnings from SUJOG 1.0 into the next phase of planning. Discussions throughout the day focused on strengthened grievance redressal, participatory governance, data-driven decision-making and AI-enabled innovations aimed at empowering ULBs across the State. @CMO_Odisha @IPR_Odisha @dr_kcmahapatra @SecyChief @dc_odisha @MoHUA_India
H & UD Dept tweet mediaH & UD Dept tweet mediaH & UD Dept tweet mediaH & UD Dept tweet media
English
11
8
58
3.5K
DUDA SUNDARGARH retweetledi
H & UD Dept
H & UD Dept@HUDDeptOdisha·
Nine Urban Local Bodies (ULBs) were recognised at the #OdishaUrbanConclave2025 for their exemplary work, considered as Best Practices under key urban initiatives amd schemes of the Housing & Urban Development Department, Government of Odisha. Balangir and Sonepur Municipalities were recognised for urban parks, Watco (Puri) for urban water supply, BMC, BeMC, Aska NAC, and Paradeep Municipality for urban sanitation, Nabarangpur Municipality for urban housing, and Dhenkanal Municipality for its work under AMRUT. @CMO_Odisha @bmcbbsr @IPR_Odisha @dr_kcmahapatra @SecyChief @DC_Odisha @MoHUA_India @Mun_Balangir @subarnapuram @bmcbbsr @BrahmapurCorp @nac_aska1 @PdpMnc_2002 @dhenkanalm_hud
H & UD Dept tweet mediaH & UD Dept tweet mediaH & UD Dept tweet mediaH & UD Dept tweet media
English
8
10
79
4.8K
DUDA SUNDARGARH retweetledi
H & UD Dept
H & UD Dept@HUDDeptOdisha·
#OdishaYatri rolls into the Silver City, Cuttack! At the #OdishaUrbanConclave 2025 held in Bhubaneswar, the state’s own ride-booking platform ‘Odisha Yatri’ has been extended to the Silver City, #Cuttack, marking a major step forward in Odisha’s vision for smart and inclusive urban mobility. Inaugurated by Hon’ble Minister @DrKC_Mahapatra, the initiative strengthens safe, affordable, and citizen-centric transport services across the state. With Non-AC, AC, XL cabs and Ama Bus services, including disability-friendly and pet-friendly options, ‘Odisha Yatri’ ensures accessible and reliable mobility for all, while supporting driver welfare through a commission-free model. @CMO_Odisha @IPR_Odisha @SecyChief @DC_Odisha @ushapadhee1996  @mohua_india @odishayatri
H & UD Dept tweet media
English
7
8
109
5.8K
DUDA SUNDARGARH retweetledi
H & UD Dept
H & UD Dept@HUDDeptOdisha·
Smt. @ushapadhee1996, Principal Secretary, presented the context-setting presentation ‘Viksit Odisha for Viksit Bharat’ at the #OdishaUrbanConclave2025, outlining the roadmap for sustainable and inclusive urban transformation. She highlighted the Department’s vision to triple Odisha’s urban population to 2 crore by 2036, achieve 60% urbanisation by 2047, strengthen ULBs with professional manpower, and ensure 100% access to civic amenities across all cities. The presentation also showcased key initiatives including BCPPER, Liveable Cities Mission, Agglomeration Activation, and Governance System Enhancement, driving the vision of a resilient and future-ready Urban Odisha. @CMO_Odisha @IPR_Odisha @dr_kcmahapatra @SecyChief @DC_Odisha @MoHUA_India
H & UD Dept tweet mediaH & UD Dept tweet mediaH & UD Dept tweet mediaH & UD Dept tweet media
English
10
6
87
3.5K
DUDA SUNDARGARH retweetledi
H & UD Dept
H & UD Dept@HUDDeptOdisha·
ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ରାଜ୍ୟ ସହରାଞ୍ଚଳଗୁଡ଼ିକର ସାମଗ୍ରୀକ ବିକାଶ କାର୍ଯ୍ୟ ହେବ। ଶ୍ରମ ଭିତ୍ତିକ ନିଯୁକ୍ତି ସୃଷ୍ଟି ଏବଂ ଭିତ୍ତିଭୂମିର ବିକାଶ ସହ ଭବିଷ୍ୟତ ପାଇଁ ପ୍ରସ୍ତୁତ ସହରମାନ ବିକଶିତ କରାଯିବ। #MSBY #Odisha @CMO_Odisha @IPR_Odisha @dr_kcmahapatra @SecyChief @DC_Odisha @ushapadhee1996 @MoHUA_India
H & UD Dept tweet media
OR
1
4
20
1.4K
DUDA SUNDARGARH retweetledi
H & UD Dept
H & UD Dept@HUDDeptOdisha·
ମାନ୍ୟବର ମୁଖମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ 'ସ୍ୱଚ୍ଛ ଓଡ଼ିଶା'କୁ ମଞ୍ଜୁରୀ | @CMO_Odisha @IPR_Odisha @dr_kcmahapatra @SecyChief @DC_Odisha @ushapadhee1996
H & UD Dept tweet media
OR
3
4
20
1.4K
DUDA SUNDARGARH retweetledi
H & UD Dept
H & UD Dept@HUDDeptOdisha·
A #StakeholderConsultationMeeting on the Bhubaneswar–Cuttack–Puri–Paradip Economic Region (BCPPER) is being held today at the State Convention Centre, Lok Seva Bhawan, Bhubaneswar. The consultation brings together senior policymakers, experts, and key stakeholders to deliberate on priorities, challenges, and opportunities for shaping Odisha’s growth corridor. With insightful addresses by top leadership, a presentation by #NITIAayog, and an interactive open house discussion, the meeting aims to lay the foundation for a robust and inclusive development roadmap. #BCPPER #StakeholderConsultation @CMO_Odisha @IPR_Odisha @dr_kcmahapatra @SecyChief @DC_Odisha @ushapadhee1996 @MoHUA_India @NITIAayog
H & UD Dept tweet media
English
5
5
24
1.9K
DUDA SUNDARGARH retweetledi
H & UD Dept
H & UD Dept@HUDDeptOdisha·
ବାହାଘର ଠାରୁ ବ୍ରତଘର, ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ ଅବା ସଭାସମିତି, ସୁଲଭ ଦରରେ ଏହି ସମସ୍ତ କାର୍ଯ୍ୟର ଆୟୋଜନ ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ପୌରସଂସ୍ଥାଗୁଡ଼ିକରେ ନିର୍ମିତ ହେଉଛି ବହୁମୁଖୀ ଭବନ। ପ୍ରାୟ ୩୦୦ ଜଣ ଏକତ୍ରିତ ହେବାର ସୁବିଧା ଏଠାରେ ରହିଥିବା ବେଳେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପତ୍ତି ସମୟରେ ଏହାକୁ ଆଶ୍ରୟ ସ୍ଥଳୀ ଭାବେ ବ୍ୟବହାର କରାଯାଇପାରିବ। ଏଯାବତ୍‌ ୪୩ଟି ବହୁମୁଖୀ ଭବନ ଲୋକାର୍ପିତ ହୋଇସାରିଥିବା ବେଳେ ପ୍ରତିଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୨ଟି, ପୌରପାଳିକାରେ ୪ଟି ଏବଂ ମହାନଗର ନିଗମ ଅଞ୍ଚଳରେ ୧୦ଗୋଟି ଲେଖାଏଁ ବହୁମୁଖୀ ଭବନ ନିର୍ମାଣ କରାଯିବ। @CMO_Odisha @IPR_Odisha @dr_kcmahapatra @SecyChief @DC_Odisha  @ushapadhee1996
H & UD Dept tweet media
OR
1
6
23
2.6K
DUDA SUNDARGARH retweetledi
Mohan Charan Majhi
Mohan Charan Majhi@MohanMOdisha·
ଜନ୍ମଦାତ୍ରୀ ମା' ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପ୍ରଦର୍ଶନ କରିବା ସହିତ ଧରିତ୍ରୀ ମା'ର ସୁରକ୍ଷା ଉଦ୍ଦେଶ୍ୟରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ "ଏକ୍ ପେଡ୍ ମା’ କେ ନାମ୍" ଅଭିଯାନର ପରିକଳ୍ପନା କରିଥିଲେ। ଗତବର୍ଷ ଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଏହି ଅଭିଯାନର ଦ୍ଵିତୀୟ ସଂସ୍କରଣରେ ଚଳିତ ବର୍ଷ ରାଜ୍ୟବ୍ୟାପୀ ମୋଟ ୭.୫ କୋଟି ବୃକ୍ଷରୋପଣର ଲକ୍ଷ୍ୟ ରଖାଯାଇଛି। ଏହାର ଅଂଶ ଭାବେ ୧୭ ସେପ୍ଟେମ୍ବର ୨୦୨୫, ମୋଦୀଜୀଙ୍କ ଜନ୍ମଦିନ ଅବସରରେ ସମଗ୍ର ଓଡ଼ିଶାରେ ୭୫ ଲକ୍ଷ ଚାରାରୋପଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ପରିବେଶ ସୁରକ୍ଷା, ଶୁଦ୍ଧ ପବନ ଓ ସୁସ୍ଥ ଜୀବନ ପାଇଁ ଗଛର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ। ଗଛ ହେଉଛି ଆମର ପ୍ରାଣ, ଆମର ସହଚର, ଆମର ସମ୍ପଦ। ଆଗାମୀ ପିଢ଼ିକୁ ଏକ ସୁସ୍ଥ ଓ ଶୁଦ୍ଧ ପରିବେଶ ଦେବା ଆମର ଦାୟିତ୍ୱ, ସେଥିପାଇଁ ସମସ୍ତେ ଗଛଟିଏ ଲଗାଇ, ଧରିତ୍ରୀ ମା’ର ପ୍ରକୃତ ସେବା କରିବା ଏବଂ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାର୍ଥକ କରିବା।
OR
102
207
704
40.4K