Behera
19.4K posts

Behera
@Kumud8763
My tweets are based on my perception so love it or leave it. RT not endorsed.



Odisha Woman Raped, Face Slashed, Taken To Hospital On Cart ndtv.com/india-news/odi…



#ନବୀନଙ୍କ_ଉପରେ_ବର୍ଷିଲେ_ପ୍ରଭାତୀ ଗୃହରେ ନବୀନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନବୀନଙ୍କ ସରକାରରେ ଦାନା ମାଝୀ ଘଟଣାରେ ଓଡ଼ିଶା ନିନ୍ଦିତ ହେଲା ସେତେବେଳେ ନବୀନ କ'ଣ କରୁଥିଲେ, ଆଜି କହୁଛନ୍ତି କୁମ୍ଭୀର କାନ୍ଦଣା ନବୀନଙ୍କ ୨୫ ବର୍ଷ ଶାସନରେ ମହିଳାଙ୍କ ପ୍ରତି ଅନ୍ୟାୟ ହୋଇଛି: ପ୍ରଭାତୀ କଂଗ୍ରେସ ୪୦ ବର୍ଷ ଧରି ଶାସନରେ ଥିଲେ, ମହିଳାଙ୍କ ପାଇଁ କିଛି କଲେନି କଂଗ୍ରେସ କେବଳ ଗାନ୍ଧୀ ପରିବାରର ମହିଳା ଆଗକୁ ବଢ଼ୁ, ସେହି ଚିନ୍ତା କରୁଛି #OdishaAssembly #PrabhatiParida #WomenSafety #ArgusNews

What’s the difference between this and those reels makers who shoot anywhere and everywhere for ‘content’. Ridiculous to be a PM and spend most of your time doing photoshoots like this.



ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଙ୍କୁ ନିବେଦନ ଜଣେ ଦୁଃଖ ଜଣାଇବା ପାଇଁ ଆସିଥିବା ମାଆ ଙ୍କୁ କେମିତି ଦୁର୍ବ୍ୟବହାର କରୁଛନ୍ତି ଜଗତସିଂହପୁର ଜିଲ୍ଲାପାଳ ଦେଖନ୍ତୁ. ଜିଲ୍ଲାପାଳ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ. @CMO_Odisha @sureshpujariofc @MohanMOdisha @SecyChief @MohanMOdisha @Govt_of_Odisha


#ପାଣ୍ଡିଆନଙ୍କ_ଉପରେ_ବର୍ଷିଲେ_ହରି କାହିଁକି , କ’ଣ ପାଇଁ ମୋତେ ଟ୍ରୋଲ କରାଯାଉଛି.....ମୁଁ ଜାଣିନାହିଁ। ମୋତେ ପାଣ୍ଡିଆନଙ୍କ ଭକ୍ତ ହିଁ ଟ୍ରୋଲ କରୁଛନ୍ତି.. ଏହା ଛଡ଼ା ଦ୍ୱିତୀୟ ଲୋକ କେହି ବି ନୁହେଁ। ହାସ୍ୟ ଅଭିନେତା ତଥା ବିଜେପି ନେତା ହରିହର ମହାପାତ୍ର ଆଉ କ’ଣ କହିଛନ୍ତି ଶୁଣନ୍ତୁ। #HariharMohapatra #RatnaBhandar #SocialMediaTrolls #JagannathTemple #OTV

Ajay Pal Sharma, the encounter specialist and Singham of UP police, is deployed as police observer of South 24 Parganas. He just read the riot act to Bhaipo’s henchman Jehangir Khan’s family members. Nobody can stop this election from being the most free and fair election in 50 years and anyone who dares to act oversmart will be taught a lesson. #BhoyOutBhorshaIn




