Mahila Sangram Samiti, Sundargarh

2.9K posts

Mahila Sangram Samiti, Sundargarh banner
Mahila Sangram Samiti, Sundargarh

Mahila Sangram Samiti, Sundargarh

@MSSSundargarh

YOU MAY NOT CONTROL ALL THE EVENTS THAT HAPPEN TO YOU, BUT YOU CAN DECIDE NOT TO BE REDUCED BY THEM.

Katılım Mayıs 2020
1.7K Takip Edilen2.3K Takipçiler
Mahila Sangram Samiti, Sundargarh
x.com/MSSSundargarh/…ସବଡେଗା ବ୍ଲକ ଅନ୍ତର୍ଗତ ସବଡେଗା ପଞ୍ଚାୟତ କୁସୁମଢ଼ିପା ଗ୍ରାମର ବାସିନ୍ଦା ଜେରମ ଲାକ୍ରା ବୟସ -64ବର୍ଷ,ନିଜ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି। ଅନୁମୋଦନ ପାଇଁ ବିଭାଗୀୟ ଅଧିକାରୀ @SSEPD2 ଙ୍କୁ ଅନୁରୋଧ। @DssoSundargarh @SubdegaS #SocialSecurity #PensionForAll #OldAgePension
Mahila Sangram Samiti, Sundargarh@MSSSundargarh

ସବଡେଗା ବ୍ଲକ ଅନ୍ତର୍ଗତ ସବଡେଗା ପଞ୍ଚାୟତ କୁସୁମଢ଼ିପା ଗ୍ରାମର ବାସିନ୍ଦା ଜେରମ ଲାକ୍ରା ବୟସ -63ବର୍ଷ,ନିଜ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଛନ୍ତି। ଅନୁମୋଦନ ପାଇଁ ବିଭାଗୀୟ ଅଧିକାରୀ @SSEPD2 ଙ୍କୁ ଅନୁରୋଧ। @DssoSundargarh @SubdegaS #SocialSecurity #PensionForAll #OldAgePension

OR
0
1
2
39
Mahila Sangram Samiti, Sundargarh
ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ ଯାଇସର ଗ୍ରା.ପ. ଅନ୍ତରଗତ ଗଇଲୋ ଗ୍ରାମର ସନ୍ତୋଷ ବସରା ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ତାଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାକୁ @Subdegasଙ୍କୁ ଅନୁରୋଧ #PensionForAll #SocialSecurity @DMSundargarh @SSEPD2 @FdOdisha @PRDeptOdisha @scstdevdept
OR
0
9
11
103
Mahila Sangram Samiti, Sundargarh
Mahila Sangram Samiti, Sundargarh@MSSSundargarh·
ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ ହମିରପୁର ପଞ୍ଚାୟତ ଭଗପାଲି ଗ୍ରାମ ରେ ମହିଲା, କିଶୋରୀ ବାଳିକା ମାନେ ଫିଟୁ ଖେଳ ଖେଳି ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ସୁସ୍ଥତା ପାଇଁ ଘରୁ ଗୋଟାଏ ପାଦ ଆଗକୁ ଆସିଛନ୍ତି ।#Traditionalgame #Sanginidar #Atmashaktitru #12baje12minute #mentalhealthwellbing #Womenempowerment
Mahila Sangram Samiti, Sundargarh tweet mediaMahila Sangram Samiti, Sundargarh tweet mediaMahila Sangram Samiti, Sundargarh tweet mediaMahila Sangram Samiti, Sundargarh tweet media
OR
0
6
9
85
Mahila Sangram Samiti, Sundargarh
Mahila Sangram Samiti, Sundargarh@MSSSundargarh·
ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ ଯାଇସର ଗ୍ରା.ପ. ଅନ୍ତରଗତ ଗଇଲୋ ଗ୍ରାମର ଆଦିବାସୀବୃଦ୍ଧା ବିମଳା ନଗରିଆ ଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାକୁ @Subdegasଙ୍କୁ ଅନୁରୋଧ #PensionForAll #SocialSecurity @DMSundargarh @SSEPD2 @FdOdisha @PRDeptOdisha @scstdevdept
OR
0
9
12
105
Mahila Sangram Samiti, Sundargarh
Mahila Sangram Samiti, Sundargarh@MSSSundargarh·
ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ ସବଡେଗା ଗ୍ରା.ପ. ଅନ୍ତରଗତ ସର୍ଗିଢିପା ଗ୍ରାମର ଆଦିବାସୀ ବୃଦ୍ଧ ଜୁଲିଉସ ବର୍ଲା ଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାକୁ @Subdegasଙ୍କୁ ଅନୁରୋଧ |#PensionForAll #SocialSecurity @DMSundargarh @SSEPD2 @FdOdisha @PRDeptOdisha @scstdevdept
OR
0
11
12
132
Mahila Sangram Samiti, Sundargarh
Mahila Sangram Samiti, Sundargarh@MSSSundargarh·
ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ ଯାଇସର୍ ପଞ୍ଚାୟତ ଗୋଇଲୋ ଗ୍ରାମ ରେ ଲାଇନ ନ ଥିଲେ ପିଇବା ପାଣି ପାଇଁ ସମସ୍ୟା ହେଉଛି, ନଳକୂଅ ର ତୁରନ୍ତ ମରାମତି କରିବାକୁ ପ୍ରଶାସନକୁ ଅନୁରୋଧ । @SubdegaS @DMSundargarh @PRDeptOdisha @RWSS_Odisha #safewaterinfrastructure #Drinkingchallenge
OR
3
21
39
614
Mahila Sangram Samiti, Sundargarh
Mahila Sangram Samiti, Sundargarh@MSSSundargarh·
ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ ଟାଙ୍ଗରଗାଁ ସାଗଯୋର୍ (ଗୀର୍ଜାପଡା)ଗ୍ରାମ ର ବିଗତ 1ବର୍ଷ ହେଲାଣି ସୌରଚାଲିତ ପାନୀୟଜଳ ପ୍ରକଳ୍ପ ଅଚଳ ପ୍ରଶାସନ ତୁରନ୍ତ ଏହାରସୁବ୍ୟବସ୍ଥା କରିବାକୁ ଅନୁରୋଧ । @SubdegaS @DMSundargarh @PRDeptOdisha @RWSS_Odisha #safewaterinfrastructure #Drinkingchallenge
OR
1
10
14
142