Manmohan Panda
244 posts


Hon’ble Minister Shri Suryabanshi Suraj interacted with students interning at the State Museum, inspiring them to connect learning with culture, heritage and real-world experience under NEP2020.
@EduMinOfIndia @dpradhanbjp @CMO_Odisha @suryabanshibjp
#NEP2020 #internship

English

@suryabanshibjp ଧର୍ଯ୍ୟର ବି ଗୋଟେ ସୀମା ଅଛି,ଅପେକ୍ଷାର ବି ଗୋଟେ ବନ୍ଧ ଅଛି,ସାହସର ବି ଗୋଟେ ପରିଧି ଅଛି,ଆଉ ଆଶା ଓ ବିଶ୍ୱାସର ଗୋଟେ ପରିସୀମା ଅଛି,
ଆଉ କେତେ ଦିନ ଆମ ସହ ଛଳନା ଓ ପ୍ରତାରଣା କରିବ,#SSBLecturer କେସ ର ସମଧାନ ଆମର ଦାବି
OR

ଧର୍ଯ୍ୟର ବି ଗୋଟେ ସୀମା ଅଛି,ଅପେକ୍ଷାର ବି ଗୋଟେ ବନ୍ଧ ଅଛି,ସାହସର ବି ଗୋଟେ ପରିଧି ଅଛି,ଆଉ ଆଶା ଓ ବିଶ୍ୱାସର ଗୋଟେ ପରିସୀମା ଅଛି,
ଆଉ କେତେ ଦିନ ଆମ ସହ ଛଳନା ଓ ପ୍ରତାରଣା କରିବ,#SSBLecturer କେସ ର ସମଧାନ ଆମର ଦାବି
@CMO_Odisha @dpradhanbjp @DrHariBabuK @suryabanshibjp @SecyChief @DHE_Odisha @IPR_Odisha

OR

Learning Beyond Classrooms 📚✨
From villages to communities, students are gaining real-world experience through the Internship Programme under #NEP2020
@CMO_Odisha
@dpradhanbjp
@suryabanshibjp
@IPR_Odisha
#HigherEducation #InternshipProgramme

English

@IPR_Odisha ସେହି ଏସ ଏସ ବି କେବେ ଲେକ୍ଚର୍ର ପରୀକ୍ଷା କରିବ କୁହନ୍ତୁ.. ଦୀର୍ଘ ୨ ବର୍ଷ ୫ ମାସ ହେବ ଆମେ ତା ଅପେକ୍ଷା ରେ ଅଛୁ
OR

ଆସନ୍ତା ମେ' ୩୧ ତାରିଖରେ ଦୁଇ ବର୍ଷିଆ ବି.ଏଡ଼ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବ ପ୍ରବେଶିକା ପରୀକ୍ଷା। ଜୁନ୍ ୩ ତାରିଖରେ ବି.ଏଚ.ଏଡ (ହିନ୍ଦୀ) ଓ ଏମ.ଏଡ଼ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଷ୍ଟେଟ ସିଲେକ୍ସନ ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି।
ମେ' ୩୧ ତାରିଖରେ ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ବି.ଏଡ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ଭାବେ ଜୁନ୍ ୩ ତାରିଖରେ ସକାଳ ୧୦ ଟାରୁ ୧୨ଟା ପର୍ଯ୍ୟନ୍ତ ବି.ଏଚ.ଏଡ (ହିନ୍ଦୀ) ଏବଂ ଅପରାହ୍ନ ୩ ଟାରୁ ୫ଟା ପର୍ଯ୍ୟନ୍ତ ଏମ.ଏଡ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।
ମେ' ୨୭ ତାରିଖ ଦିନ ୧୧ ଘଟିକା ଠାରୁ ବିଏଡ଼, ବି.ଏଚ.ଏଡ଼ ଓ ଏମ.ଏଡ଼ ପ୍ରବେଶିକା ପରୀକ୍ଷା ପାଇଁ ଆଡ଼ମିଟ କାର୍ଡ଼ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ଷ୍ଟେଟ ସିଲେକ୍ସନ ବୋର୍ଡ଼ (ଏସଏସବି)ର ୱେବ୍ସାଇଟ୍କୁ ଯାଇ ଆଡ଼ମିଟ କାର୍ଡ ଡାଉନଲୋଡ଼ କରିପାରିବେ।
ଜୁନ୍ ୪ ତାରିଖରେ ଏସ୍ଏସବି ୱେବସାଇଟରେ ପ୍ରବେଶିକା ପରୀକ୍ଷାର ପ୍ରୋଭିଜନାଲ ଆନ୍ସର କି' ପ୍ରକାଶିତ ହେବ। ପ୍ରୋଭିଜନାଲ ଆନ୍ସର କି' କୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ କୌଣସି ଆଶଙ୍କା ଥିଲେ ପରୀକ୍ଷାର୍ଥୀମାନେ ଜୁନ୍ ୫ ରୁ ୭ ତାରିଖ ମଧ୍ୟରେ ଆନ୍ସର କି' ଚାଲେଞ୍ଜ ପାଇଁ ଆବେଦନ କରିପାରିବେ। ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ହିଁ ମେଧା ତାଲିକା ପ୍ରକାଶ ପାଇବ।
OR
Manmohan Panda retweetledi

SSB Lecturer Recruitment 2024 case still pending in court. No one taking any real initiative to resolve it.HED officials enjoying in AC rooms, aspirants struggling in stress, and the minister remains silent. How long will this continue?
@DHE_Odisha
@suryabanshibjp
@CMO_Odisha

English

@DHE_Odisha @CMO_Odisha @dpradhanbjp @suryabanshibjp @IPR_Odisha Sir you are doing well. But a small question..when you will give a job security to all guest faculty who are deeply engaged in all the activities of higher education. Plz give 12month job to them.
English

For the First Time in Odisha, the Higher Education Department is implementing Internship & Community Engagement on a MASSIVE scale under #NEP2020
@CMO_Odisha @dpradhanbjp @suryabanshibjp @IPR_Odisha
#HigherEducationOdisha #NEP2020 #ExperientialLearning #InternshipProgramme
English

ରାଜ୍ୟର ବିଶ୍ୱ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କରେ ଏକ ସୁରକ୍ଷିତ ଶୈକ୍ଷିକ ବାତାବରଣକୁ ସୁନିଶ୍ଚିତ କରାଯିବା ସହ ଛାତ୍ରୀମାନଙ୍କର ସଶକ୍ତିକରଣ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ "ଶକ୍ତିଶ୍ରୀ" ମୋବାଇଲ ଆପ୍ର ଶୁଭାରମ୍ଭ ହୋଇଛି।
@CMO_Odisha @suryabanshibjp @IPR_Odisha
#HigherEducation #Shaktishree
OR

@Support My comments are being hidden automatically even though I follow platform rules. Kindly review my account and remove any unnecessary restrictions. Thank you.
English

@NitinNabin @SamalManmohan7 Solve our long pending SSB lecture Case 2024. We are desperately waiting for that
#SSB_Lecturer_case
English

Starting today, I will be in the sacred land of Mahaprabhu Jagannath.
Over the next two days, I will be attending the District Prashikshan Varg in Bhubaneswar and hold organisational meetings with our dedicated party karyakartas. Looking forward to it.
@SamalManmohan7
@BJP4Odisha
English

@suryabanshibjp @NitinNabin Solve our long pending SSB lecture Case
English

A warm and heartfelt welcome to the Honorable BJP National President, Shri @NitinNabin Ji, to the holy and divine land of Odisha. Your presence inspires us to work with renewed dedication towards the progress and prosperity of our state.

English

Respected @NitinNabin sir
Before you came to odisha can you promise us to solve a long pending Case i.e. SSB lecturer Case 2024, for the betterment of Odisha youth ? Otherwise, we, the genuine voter of the BJP will be disappointed and it leads to frustration among us.
English

Anup Kumar Das@Anup_Ku_Das
#Colleges need #lecturers #Aspirants need #justice #OdishaGovt playing 2.5 year with 45k+ #SSBLectureAspirants future in a #Gambling_Table 🤬😤 😠 #SolveLectCase implement #SET Exam @SecyChief @homeodisha @DC_Odisha @DHE_Odisha @ugc_india @aravind_od_ias @SMEOdisha @OdishaOshec
QAM
Manmohan Panda retweetledi

ssb lecture କେସ ସମାଧାନ ନ ହେଲେ ଆଉ ଆମ exam 4months ରେ ନ ହୁଏ ତାହେଲେ ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଆମେ 45k #LectureAspirant bjp କୁ ସପୋର୍ଟ କରିବୁ ନାହିଁ


CMO Odisha@CMO_Odisha
ଓଡ଼ିଆ ସିନେମା ଜଗତରେ ନୂତନ ଯୁଗର ଆରମ୍ଭ। ଓଡ଼ିଆ ଚଳଚ୍ଚିତ୍ର ଜଗତର ଉନ୍ନତି ପାଇଁ ରାଜ୍ୟ ସରକାର ନୂତନ ‘ଚଳଚ୍ଚିତ୍ର ନୀତି’ର ପ୍ରଣୟନ କରିବା ସହ ରାଜ୍ୟରେ ଏକ ଶକ୍ତିଶାଳୀ ଚଳଚ୍ଚିତ୍ର ଭିତ୍ତିଭୂମି ପ୍ରସ୍ତୁତ କରିବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha କହିଛନ୍ତି।
OR
Manmohan Panda retweetledi

#Colleges need #lecturers
#Aspirants need #justice
#OdishaGovt playing 2.5 year with 45k+ #SSBLectureAspirants future in a #Gambling_Table 🤬😤 😠
#SolveLectCase implement #SET Exam
@SecyChief @homeodisha @DC_Odisha @DHE_Odisha @ugc_india @aravind_od_ias @SMEOdisha @OdishaOshec



English

@NTA_Exams Please give me a chance to upload the category certificate number and date of issue. Though it wasn't uploaded at the time of form fill up.
English

📢 NEET (UG) 2026 — Public Notice
NTA wishes to inform candidates of the operational details for the re-examination of NEET (UG) 2026:
🗓️ Date: Sunday, 21 June 2026
⏰ Timing: 2:00 PM to 5:15 PM (IST), including time for examination formalities
📝 Mode: Pen & Paper (Offline), in 13 languages
Window for updating Present Address and Choice of Cities:
15 May to 21 May 2026 (upto 23:50 hrs) on neet.nta.nic.in
• Candidates may indicate their 1st and 2nd preferred examination cities
• For students who do not opt for this facility, the existing choice of city will be retained
• No correction of particulars will be allowed except present address and choice of city
• No requests for any change will be entertained after 21 May 2026
• No fee will be charged from the candidate
Announcement of City Intimation, Admit Cards, and other details will be intimated later on the official website, by June 14.
🌐 neet.nta.nic.in
📞 011-40759000 / 011-69227700
📧 neetug2026@nta.ac.in
#NEET2026 #NTA
English

@PrasannaSa90543 @suryabanshibjp @CMO_Odisha @INCIndia @BJP4Odisha @bjd_odisha @DHE_Odisha @dpradhanbjp @AcharyaPitamba1 Solve SSB lecture Case please
English
Manmohan Panda retweetledi
Manmohan Panda retweetledi

#OdishaGovt without solving ground reality celebrate #ProsperousDevelopedOdisha #NEP_Success. Is ur #2036_Vision by neglecting 2.5 year 45k+ Student
#ResolveSSBLectureCase & implement #SETExam
@DHE_Odisha @AcharyaPitamba1 @SecyChief @OdishaOshec @SMEOdisha @homeodisha @DC_Odisha


English

@suryabanshibjp You are punctual in every case but not in the SSB lecture Case... How many days it will take too long to solve this SSB lecture Case
English

ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ, ଗଣମାଟିର କବି ତଥା ଜ୍ଞାନପୀଠ ପୁରସ୍କାର ବିଜେତା ସଚ୍ଚିଦାନନ୍ଦ ରାଉତରାୟଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କର କାଳଜୟୀ ସୃଷ୍ଟି 'ବାଜିରାଉତ', 'ପଲ୍ଲୀଶ୍ରୀ' ଓ 'ଛୋଟ ମୋର ଗାଁଟି' ଆଜି ବି ପ୍ରତିଟି ଓଡ଼ିଆ ପ୍ରାଣରେ ସ୍ଵଦେଶପ୍ରେମ ଓ ମାଟିର ମମତା ଭରିଦିଏ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅତୁଳନୀୟ ଅବଦାନ ଚିରସ୍ମରଣୀୟ।

OR


