OGCEA KORAPUT

328 posts

OGCEA KORAPUT banner
OGCEA KORAPUT

OGCEA KORAPUT

@OGCEAKORAPUT

ARISE AWAKE! STOP NOT TILL THE GOAL IS REACHED.

Katılım Kasım 2021
48 Takip Edilen205 Takipçiler
OGCEA KORAPUT retweetledi
Odisha Junior Teachers' Association
୪.୫ କୋଟି ଓଡିଆଙ୍କ ଆଶାର ପ୍ରତୀକ କର୍ମବୀର ମୁଖ୍ୟମନ୍ତ୍ରୀ ଶ୍ରୀ @CMO_Odisha #କନିଷ୍ଠ_ଶିକ୍ଷକଙ୍କୁ ଦେଇଥିବା ପ୍ରତିଶୃତି,ଆସନ୍ତା କାଲି ର କ୍ୟାବିନେଟରେ ଘୋଷଣା କରିବେ ବୋଲି ଆଶା l #AbolishContractualSystem_JUNIOR_TEACHER #count6yearinserviceperiod @MoSarkar5T @pranabpdas @SecyChief @FdOdisha @SMEOdisha
Odisha Junior Teachers' Association tweet media
OR
1.1K
2.3K
1.5K
0
OGCEA KORAPUT retweetledi
Bijay Malla.ବିଜୟ ମଲ୍ଲ
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଚୁକ୍ତିଭିତ୍ତିକ ଉଚ୍ଛେଦ ଘୋଷଣାପରେ କେବଳ କନିଷ୍ଠ ଶିକ୍ଷକମାନେ ନିୟମିତ ହେବାରୁ ବଞ୍ଚିତ ହୋଇଛନ୍ତି,ସେମାନଙ୍କୁ ନିୟମିତ କରିବାକୁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ। @CMO_Odisha @MoSarkar5T @pranabpdas @SecyChief @FdOdisha @samirdash01
Bijay Malla.ବିଜୟ ମଲ୍ଲ tweet media
OR
188
1.3K
1K
0
OGCEA KORAPUT retweetledi
OGCEA(ODISHA GOVERNMENT COMBINED EMPLOYEE'S ASSO
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଚୁକ୍ତିଭିତ୍ତିକ ଉଚ୍ଛେଦ ଘୋଷଣାପରେ କେବଳ କନିଷ୍ଠ ଶିକ୍ଷକମାନେ ନିୟମିତ ହେବାରୁ ବଞ୍ଚିତ ହୋଇଛନ୍ତି,ସେମାନଙ୍କୁ ନିୟମିତ କରିବାକୁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ। @CMO_Odisha @MoSarkar5T @pranabpdas @SecyChief @FdOdisha @samirdash01
OGCEA(ODISHA GOVERNMENT COMBINED EMPLOYEE'S ASSO tweet media
OR
249
1.4K
1.1K
0
OGCEA KORAPUT retweetledi
OGCEA(ODISHA GOVERNMENT COMBINED EMPLOYEE'S ASSO
ମୁଖ୍ୟ ଶାସନ ସଚିବ ମହାସଂଘକୁ ନିର୍ଦ୍ଦେଶ ଦେଇଛନ୍ତି ଯଦି କୌଣସି ଅଫିସ ରେଗୁଲାର କିମ୍ବା ଦରମା ବୃଦ୍ଧି ବେଳେ କର୍ମଚାରୀ ମାନଙ୍କୁ ଟଙ୍କାଟିଏ ବି ମାଗନ୍ତି ତାହା ଜଣେଇବାକୁ, ସେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । OGCEA
OR
56
389
779
0
OGCEA KORAPUT retweetledi
OGCEA(ODISHA GOVERNMENT COMBINED EMPLOYEE'S ASSO
ମୁଖ୍ୟମନ୍ତ୍ରୀଙ୍କ ଶଙ୍ଖ ନାଦରେ ଓଡିଶା ମାଟିରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ। ପ୍ରତିଟି ଜୁବାଙ୍କ ଓଠରେ ଗୋଟିଏ ବାକ୍ୟ #NaveenForOdishaYouth. Request One Step For Odisha Primary Teacher ଆପଣଙ୍କୁ କୋଟି କୋଟି ଜୁହାର
OGCEA(ODISHA GOVERNMENT COMBINED EMPLOYEE'S ASSO tweet media
OR
68
477
590
0
OGCEA KORAPUT
OGCEA KORAPUT@OGCEAKORAPUT·
ଓଡିଶାରୁ ଚୁକ୍ତିଭିତ୍ତିକ ପ୍ରଥା ଉଛେଦ କରିଥିବା ଯୋଗୁଁ OGCEA କୋରାପୁଟ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, 5T ସଚିବ, ବିଧାୟକ ପ୍ରଣବ ପ୍ରକାଶ ଦାସ, ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀ, ପ୍ରଭାତ ସାର, ବିଜୟ ଭାଇ, ରାଜ୍ୟ ଓ ଜିଲ୍ଲାର ସମସ୍ତ ନେତୃତ୍ୱମଣ୍ଡଳୀ ଓ କର୍ମଚାରୀମାନଙ୍କୁ ବହୁତ ବହୁତ ଧନ୍ୟବାଦ @CMO_Odisha @pranabpdas @OGCEA
OR
37
149
208
0
OGCEA KORAPUT retweetledi
Hindustan Times
Hindustan Times@htTweets·
Odisha Government abolishes contractual recruitment in the state. "All contractual employees will be regularised," announces Chief Minister Naveen Patnaik. (ANI)
Hindustan Times tweet media
English
18
72
251
0
OGCEA KORAPUT retweetledi
Narasingha Mishra
Narasingha Mishra@NarasinghMishra·
Welcome move by government to abolish contractual employment. It’s been a long struggle for @OGCEA. Hope it is implemented in letter & spirit.
English
13
70
260
0
OGCEA KORAPUT retweetledi
OGCEA(ODISHA GOVERNMENT COMBINED EMPLOYEE'S ASSO
ଜଗନ୍ନାଥଙ୍କ ପ୍ରଥମ ସେବକ,ଓଡ଼ିଆଙ୍କ ମଉଡ଼ମଣି, ଦେଶର ହିରୋ, ଓଡ଼ିଶାର ଗର୍ଵ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odishaଙ୍କୁ ୭୬ତମ ଜନ୍ମଦିନରେ ଶୁଭେଚ୍ଛା ଓ ଅଭିନନ୍ଦନ।ଆପଣଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମ୍ୟ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାଥନା।ଆପଣଙ୍କ ଜନ୍ମଦିନ ଉପହାର ଚିରଦିନ ସ୍ମରଣୀୟ। #OdishaEndsContractualRecruitment
Orissa, India 🇮🇳 OR
88
474
751
0
OGCEA KORAPUT retweetledi
Sambad (ସମ୍ବାଦ)
Sambad (ସମ୍ବାଦ)@sambad_odisha·
-ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି -୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ । -କାଲି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । #Odisha #Sambad #ContractualEmployee
Sambad (ସମ୍ବାଦ) tweet mediaSambad (ସମ୍ବାଦ) tweet media
OR
15
108
281
0
OGCEA KORAPUT retweetledi
Pragativadi
Pragativadi@PragativadiNews·
In Odisha, the era of contractual recruitment has come to an end: CM @Naveen_Odisha 👉Contractual recruitment system in #Odisha started in 2013. Last year, the state govt had substituted the contractual recruitment posts with initial appointees. #OdishaEndContractRecruitment
Pragativadi tweet media
English
4
74
124
0
OGCEA KORAPUT retweetledi
ZEE Odisha News
ZEE Odisha News@ZeeOdisha·
ଠିକା କର୍ମଚାରୀଙ୍କୁ ଆଶ୍ୱସ୍ତି...ଆଲୋଚନା ପରେ ଦାବି ପୂରଣ ନେଇ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ #ContractualEmployeesProtest #OdishaNews #NewsUpdates
OR
21
264
347
0
OGCEA KORAPUT retweetledi
ଓଟିଭି
ଓଟିଭି@otvkhabar·
-ଏକ ମାସ ଭିତରେ ଉଠିବ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା -ଓଡ଼ିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି -ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ସହ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି -ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭିସି ମାଧ୍ୟମରେ ଆଲୋଚନା #ContractualSystem #Job #Odisha #OTV
ଓଟିଭି tweet media
OR
164
893
1.3K
0
OGCEA KORAPUT retweetledi
Sambad (ସମ୍ବାଦ)
Sambad (ସମ୍ବାଦ)@sambad_odisha·
-ଏକମାସ ଭିତରେ ଉଠିବ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା । -ଓଡ଼ିଶା ଚୁକ୍ତି ଭିତ୍ତିକ କର୍ମଚାରୀ ମହାସଂଘକୁ ମୁଖ୍ୟମନ୍ତ୍ରୀ ଦେଲେ ପ୍ରତିଶ୍ରୁତି । #Sambad #Odisha
Sambad (ସମ୍ବାଦ) tweet media
OR
115
823
1K
0