ODISHA ITI STAFF ASSOCIATION ,1963 retweetledi
ODISHA ITI STAFF ASSOCIATION ,1963
213 posts

ODISHA ITI STAFF ASSOCIATION ,1963
@OITIISA
Odisha Govt. ITI Trainers #SkilledInOdisha
Katılım Mayıs 2023
247 Takip Edilen356 Takipçiler
ODISHA ITI STAFF ASSOCIATION ,1963 retweetledi

AFTER ITI CAN JOIN IIT !!
To improve the Skill India Mission
Create a Path from ITI - IIT
#Behtar_India_Skill_India
#बेहतर_भारत_कौशल_भारत
@rashtrapatibhvn @PMOIndia @narendramodi @EduMinOfIndia @dpradhanbjp @DGT_MSDE
@AICTE_INDIA @CMO_Odisha @SampadSwainBJP


English

@MohanMOdisha @SampadSwainBJP @ushapadhee1996 @SDTEOdisha @skilled_odisha @MSDESkillIndia @DGT_MSDE
Happy to share that 29 Govt #ITIs of Odisha score 9 0r more
14589 ITIs across India have been evaluated for the grading.
Congratulations to
#ITI_Koira
@ITIRASANPUR


English
ODISHA ITI STAFF ASSOCIATION ,1963 retweetledi

OGCEA condemns the act of attacking on Govt employee on duty. As showing inhumane goon's act while executing public hearing. Total Intelactual communities saddened 2 see this & demand exemplary action agnst the culprit by Govt. We awaiting for the justice. @BJP4Odisha @CMO_Odisha


English
ODISHA ITI STAFF ASSOCIATION ,1963 retweetledi

कश्मीर भारत का अभिन्न अंग था, है और रहेगा बस ज़रूरत है कि हम 140 करोड़ भारतीय अपने देश, सेना और पैरामिलिट्री फोर्स और सरकार के फैसलों के साथ खड़े रहें।
#NMOPSDeshKeSath
@narendramodi @RahulGandhi
@bbc @ANI
@vijaykbandhu
@SthitaPrajna_G

हिन्दी

କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ| ଆମେ 4.5 କୋଟି ଓଡ଼ିଆ ଆମ ଦେଶ, ସେନା, ଅର୍ଦ୍ଧସାମରିକ ବାହିନୀ ଏବଂ ସରକାରଙ୍କ ନିଷ୍ପତ୍ତି ସହିତ ଅଛୁ
#NMOPSDeshKeSath
@narendramodi @CMO_Odisha @MohanMOdisha
@bbc @ANI
@rashtrapatibhvn
@dpradhanbjp @otvnews
OR
ODISHA ITI STAFF ASSOCIATION ,1963 retweetledi
ODISHA ITI STAFF ASSOCIATION ,1963 retweetledi

#7th Pay Commission Recommended the Revised Rates of Central Government Employees’ Group Insurance Scheme (CGEGIS).
5 lakhs Govt Employee waiting same Recommendation
@CMO_Odisha @MohanMOdisha🙏
@KVSinghDeo1 @PravatiPOdisha @FdOdisha @SecyChief @IPR_Odisha

English
ODISHA ITI STAFF ASSOCIATION ,1963 retweetledi

ସଂସଦରେ ଏକ କୋଟି କର୍ମଚାରୀ ଓ ସେମାନଙ୍କର ସ୍ୱାର୍ଥ ପୁରୁଣା ପେନସନ ଦାବି ଉଠେଇଥିବାରୁ ମାନ୍ୟବର ସାଂସଦ ଧମେନ୍ଦ୍ର ଯାଦବ ଜି କୁ @NmopsOD ତରଫରୁ ଧନ୍ୟବାଦ ଓ କୃତଜ୍ଞତା 🙏
@CMO_Odisha
@MohanMOdisha
@Naveen_Odisha
@dpradhanbjp
@sambitswaraj
@SulataDeoMP
@saptagiriulaka
#ops #WeWantOPS #odishawantops
OR
ODISHA ITI STAFF ASSOCIATION ,1963 retweetledi

ଓଡିଶା ଆଇଟିଆଇ ଷ୍ଟାଫ୍ ଆସୋସିଏସନର ବାର୍ଷିକ ସାଧାରଣ ପରିଷଦ ବୈଠକ ଏବଂ ସେମିନାରରେ ମାନ୍ୟବର ଭଟଲି ବିଧାୟକ ଶ୍ରୀ @irasisacharyaଙ୍କ ସହ ଯୋଗଦେଇ ବିକଶିତ ଓଡିଶା ଗଠନରେ ଆଇଟିଆଇର ଯୋଗଦାନ ସମ୍ପର୍କରେ ଆଲୋକପାତ କଲି l
ଗୋଟିଏ ଜନ ମଙ୍ଗଳକାରୀ ରାଷ୍ଟ୍ରର ପ୍ରଥମ ଦାୟିତ୍ୱ ନିଜର ନାଗରିକ ମାନଙ୍କର ଭବିଷ୍ୟତକୁ ସରସ, ସୁନ୍ଦର ଏବଂ ଉଜ୍ଜ୍ୱଳ କରିବା l ଏଥିପାଇଁ ଶିକ୍ଷା ଓ ଦକ୍ଷତା ହେଉଛି ଦୁଇଟି ମହତ୍ୱପୂର୍ଣ୍ଣ ଅଙ୍ଗ l ଏହି ପରିକଳ୍ପନାକୁ ନେଇ ରୋଡମ୍ୟାପ ପ୍ରସ୍ତୁତ କରି ଆମ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdishaଙ୍କ ନେତୃତ୍ୱରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଆଇଟିଆଇ ସ୍ତରରୁ ଛାତ୍ରଛାତ୍ରୀ ମାନଙ୍କୁ ବିଶେଷ ପ୍ରାଧାନ୍ୟ ଦେବା ସହ ସେମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଆଇଟିଆଇ ଶିକ୍ଷା ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରୁଛୁ l
‘ଇଣ୍ଡଷ୍ଟ୍ରି ୪.୦’ ଯୁଗର ଆହ୍ୱାନ ଓ ଆବଶ୍ୟକତାକୁ ଲକ୍ଷ୍ୟ କରି ଏବଂ ଆଜିର ପ୍ରତିଯୋଗିତାମୂଳକ ବଜାରରେ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ଲାଗି ଆଇଟିଆଇ ଗୁଡିକରେ ପ୍ରେସିସନ୍ ଇଞ୍ଜିନିଅରିଂ, ଭର୍ଟିକାଲ୍ ଟ୍ରାନ୍ସପୋର୍ଟେସନ, ଆର୍ଟିଫିସିଆଲ ଇଂଟେଲିଜେନ୍ସ, ମେକାଟ୍ରୋନିକ୍ସ, ରୋବୋଟିକ୍ସ, ଥ୍ରିଡୀ ପ୍ରିଟିଙ୍ଗ, ଡ୍ରୋନ୍ ଟେକ୍ନୋଲୋଜି, ଟେଲି ମେଡିସିନ ଭଳି ଯୁଗୋପଯୋଗୀ ପାଠ୍ୟକ୍ରମ ଗୁଡିକୁ ସାମିଲ କରାଯାଇଛି l
ଏହାଛଡା, ନବୀକରଣ ଶକ୍ତି, ସୌର ଶକ୍ତି, ଅକ୍ଷୟ ଶକ୍ତି, ନିର୍ମଳ ଶକ୍ତି ଏବଂ ବୈଦ୍ୟୁତିକ ଯାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି, ତାହାକୁ ଲକ୍ଷ୍ୟ କରି ଆଇଟିଆଇରେ ଏହା ସହ ଯୋଡି ହୋଇଥିବା ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି l ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ନିରବିଛିନ୍ନ ସେବା ଯୋଗାଇବା ସହ ବିଭାଗ ଗୁଡିକ ମଧ୍ୟରେ ତଥ୍ୟ ବିନିମୟକୁ ସହଜ କରିବା ପାଇଁ 'ୱାନ୍-ଷ୍ଟପ୍ ସୂଚନା କେନ୍ଦ୍ର' ଭାବେ ଏକ ସମନ୍ୱିତ ୱେବସାଇଟ୍ ପ୍ରସ୍ତୁତ କରିଛୁ l
ମୁଖ୍ୟମନ୍ତ୍ରୀ ଆସ୍ପାୟାର ଯୋଜନା ମାଧ୍ୟମରେ ଆଇଟିଆଇ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ମାଧ୍ୟମିକ ସାର୍ଟିଫିକେଟ ଯୋଗାଇ ଦେବା ସହ ସୁଦକ୍ଷା ଯୋଜନା ମାଧ୍ୟମରେ ଆମେ ଆର୍ଥିକ ଅନଗ୍ରସର ଆଇଟିଆଇ ଛାତ୍ରୀମାନଙ୍କୁ ମାଗଣାରେ ପାଠ ପଢ଼ିବାକୁ ପ୍ରୋତ୍ସାହିତ କରୁଛୁ l




OR
ODISHA ITI STAFF ASSOCIATION ,1963 retweetledi
ODISHA ITI STAFF ASSOCIATION ,1963 retweetledi

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdishaଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବରେ 'ଉତ୍କର୍ଷ ଓଡ଼ିଶା କନକ୍ଲେଭ୍' ଐତିହାସିକ ସଫଳତା ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲି l

OR
ODISHA ITI STAFF ASSOCIATION ,1963 retweetledi

'ଉତ୍କର୍ଷ ଓଡିଶା - ମେକ୍ ଇନ୍ ଓଡିଶା କନ୍କ୍ଲେଭ୍ ୨୦୨୫'ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଏବଂ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ @KVSinghDeo1ଙ୍କ ସହ ସାମିଲ ହେଲି l
#UtkarshOdisha

OR

Near about One yr back, ITI Service Rules Framed , but till today Trainers unable to got their Promotional Benefit @SDTEOdisha . #BhupendraSinghPoonia
Request Hon'ble @CMO_Odisha @MohanMOdisha @SampadSwainBJP 🙏🙏 Please look up the matter .
More than 500 Trainers waiting .

English











