Odisha Creativity 🐦

1.8K posts

Odisha Creativity 🐦 banner
Odisha Creativity 🐦

Odisha Creativity 🐦

@OdiaCreativity

YOUTUBER | WEB DEVELOPER | 800K Complete https://t.co/Wy6RDl86Tj… [email protected]

Balasore, Odisha Katılım Haziran 2017
95 Takip Edilen182 Takipçiler
I & PR Department, Odisha
I & PR Department, Odisha@IPR_Odisha·
ଗୁରୁତ୍ୱପୂର୍ଣ୍ଣ ସୂଚନା: ଗତ ନ‌ଭେମ୍ବର ୨୪ ତାରିଖରେ PR-PADM-OM-PG-064-2025/4232 ପତ୍ର ସଂଖ୍ୟା ଥାଇ ଏକ ଜାଲିଆତି ପତ୍ରର ପ୍ରଚାର ହେଉଥିବା ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ନଜରକୁ ଆସିଛି। ସରକାର ଗ୍ରାମ ପଞ୍ଚାୟତ ପିଅନ ନାମରେ ଏକ ପଦବୀ ସୃଷ୍ଟି କରିଛନ୍ତି ଏବଂ ପ୍ରତିମାସ ଦରମା ଭାବେ ୧୩,୧୬୦ ଟଙ୍କା ଦିଆଯିବ ବୋଲି ଏହି ପତ୍ରରେ ଭ୍ରମାତ୍ମକ ଦାବି କରାଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ପତ୍ର ଜାରି ହୋଇ‌ନାହିଁ ଏବଂ ଏହା ସମ୍ପୁର୍ଣ୍ଣ ଭାବେ ଜାଲିଆତି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନକଲି ପତ୍ରଟି ସାମାଜିକ ଗଣମାଧ୍ୟମ ଗଣମାଧ୍ଯମ ଏବଂ ପ୍ରମୁଖ ଗଣମାଧ୍ୟମ ମାନଙ୍କରେ ବିସ୍ତୃତ ଭାବରେ ପ୍ରଚାର ହୋଇ ଜନସାଧାରଣଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିଛି। ବିଭାଗ ପକ୍ଷରୁ ଏନେଇ ସାଇବର୍ କ୍ରାଇମ୍ ସେଲ୍‌ରେ ମାମଲା ରୁଜୁ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଜାଲିଆତି ପତ୍ରର ସୃଷ୍ଟିକର୍ତ୍ତା, ଉତ୍ସ ଓ ପ୍ରଚାରକମାନଙ୍କ ଠିକଣା ଚିହ୍ନଟ କରି ତଦନ୍ତ କରିବାକୁ ଉଲ୍ଲେଖ କରାଯାଇଛି। ସମସ୍ତ ଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧୁକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଏବଂ ଗ୍ରାମ ପଞ୍ଚାୟତ କର୍ମଚାରୀମାନଙ୍କୁ ଏହି ପତ୍ରକୁ ଗୁରୁତ୍ୱ ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଧିକାରିକ ଭାବେ କେବଳ ସରକାରୀ ମାଧ୍ୟମରେ ଜାରି ହୋଇଥିବା ସୂଚନାକୁ ବିଶ୍ଵାସ କରିବା ଏବଂ ସନ୍ଦେହଜନକ ପତ୍ର ବା ଦଲିଲକୁ ସଙ୍ଗେ ସଙ୍ଗେ ଅଧିକାରୀଙ୍କ ନଜରକୁ ଆଣିବାକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
OR
14
55
383
28.2K
Odisha Creativity 🐦
Odisha Creativity 🐦@OdiaCreativity·
#ପଞ୍ଚାୟତରେ_ନିଯୁକ୍ତ_ହେବେ_ପିଅନ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମାସିକ ଦରମା ମିଳିବ ୧୩, ୧୬୦ ଟଙ୍କା ପଞ୍ଚାୟତରେ ପ୍ରଶାସନିକ କାମ ଆହୁରି ସୁଦୃଢ଼ ହେବ
Odisha Creativity 🐦 tweet media
OR
0
0
1
26
Rasmita Mohapatra
Rasmita Mohapatra@RasmitaMohapa16·
ଦଲାଲ୍ ବିସ୍କୁଟ ମିଡିଆ ପାଇଁ ୟେ ଭିଡ଼ିଓ। ଯଦି ତମ ମାନଙ୍କ ଗଣମାଧ୍ୟମ ଗୁଡ଼ିକ ଚତୁର୍ଥ ସ୍ତମ୍ଭ ତାହେଲେ ଏବେ ୟେ ମହାଶୟ ଭିଡ଼ିଓ ଚଳାଇ କି ଦେଖାଅ । ଆଉ ପ୍ରମାଣ କର ଆମେ ବିସ୍କୁଟ ମିଡିଆ ନୁହଁ , @ArgusNews_in @otvkhabar @kanak_news @PrithivirajBJP @Vkpandianfancl1 @DrLekhaShree @durgashish @News18Odia @JagiPanda
OR
15
38
191
11.2K
Odisha Creativity 🐦
Odisha Creativity 🐦@OdiaCreativity·
@akshya_patra ମାନିବାକୁ ପଡ଼ିବ ତମ tweet ରେ ଜୁରଦାର ଚାଲାଣ କଟାଯାଉଛି, କିନ୍ତୁ ଯଦି ଏମିତି କୌଣସି ସରକାରୀ କାମ କ୍ଷେତ୍ରରେ ହେଉଥିବା ଘୁଟାଲା Solve ହୁଅନ୍ତା ବହୁତ ଭଲ ହୁଅନ୍ତା, 😁
OR
0
0
14
281
Environmental & Climate Activist (🇮🇳 India🇮🇳)
ଏ ହେଉଛି ଆମ ବାଲେଶ୍ଵର ରାଜ ରାସ୍ତାରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ କରି ବିନା ହେଲମେଟ ରେ ହାତ ଛାଡି ଗାଡି ଚଲାଇ ସୋସିଆଲ ମିଡ଼ିଆ ଅପଲୋଡ଼ କରାଯାଇଅଛି ଭିଡିଓ ତୁରନ୍ତ ଏ ଯୁବକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହିତ instgram ରେ ଛାଡ ଯାଉଥିବା ଭିଡିଓ କୁ Delete କରିବାକୁ ଅନୁରୋଧ BIKE NO :OD01F5529 @CMO_Odisha @homeodisha @rto_balasore @STAOdisha @DBalasore @mvsuryawanshi @OfficialTeamATA @DGPOdisha @itzsekhar @odisha_police @kanak_news @News18Odia @otvkhabar @NandighoshaTV @ArgusNews_in @SakalaNews @NEWS7Odia @ANI
OR
17
23
126
7K