Odisha Registered Pharmacist Association

617 posts

Odisha Registered Pharmacist Association banner
Odisha Registered Pharmacist Association

Odisha Registered Pharmacist Association

@OdishaRegister1

Official Twitter handle of Odisha Registered Pharmacist Association affiliated under Akhila Bharatiya Pharmacist Association regn.- 1508/2019 (ABPA)

Bhubaneshwar, India Katılım Mayıs 2022
281 Takip Edilen1.4K Takipçiler
Odisha Registered Pharmacist Association retweetledi
Bhagwan Maheshwari
Bhagwan Maheshwari@Bhagwan_Maloo·
आदरणीय @BhajanlalBjp जी आप प्रधानमंत्री जी @narendramodi के हर सपने को पूरा करने की पूरी कोशिश कर रहे है, अभी हाल ही में PM मोदी जी ने मन की बात कार्यक्रम में #फार्मासिस्ट की चिकित्सा विभाग में महत्त्वपूर्ण भूमिका निभाने के बारे में सराहना की थी, लेकिन माननीय मुख्यमंत्री जी हमारे राजस्थान में निःशुल्क दवा योजना के कर्णधार #फार्मासिस्ट की स्थिति अच्छी नहीं है, फार्मासिस्ट की पूरे राजस्थान में समान रूप से कमी है, जिस कारण चिकित्सा विभाग का पूरा सिस्टम चरमराया हुआ, अत: मेरा @KumariDiya ओर @GajendraKhimsar जी से निवेदन है कि इस मामले को संज्ञान लेते हुए तुरंत @RajGovOfficial को 10,000 पदों पर भर्ती निकालनी चाहिए। @8PMnoCM @aishwaryam99 @arvindchotia @pantlp
Bhagwan Maheshwari tweet media
हिन्दी
9
47
51
569
Odisha Registered Pharmacist Association retweetledi
Mohan Charan Majhi
Mohan Charan Majhi@MohanMOdisha·
ବିଶ୍ଵ ଫାର୍ମାସିଷ୍ଟ ଦିବସ ଅବସରରେ ସମସ୍ତ ଫାର୍ମାସିଷ୍ଟ ଭାଇ ଓ ଭଉଣୀମାନଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଫାର୍ମାସିଷ୍ଟମାନେ ହେଉଛନ୍ତି ଆମ ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ ଏବଂ ପ୍ରଚ୍ଛଦପଟର ନାୟକ। ଏହି ଅବସରରେ ମୁଁ ଆପଣ ସମସ୍ତଙ୍କୁ ସମର୍ପଣ ଭାବ ସହିତ ଗୁଣାତ୍ମକ ସେବା ପ୍ରଦାନ ଜାରି ରଖିବା ପାଇଁ ଆହ୍ଵାନ କରୁଛି। #WorldPharmacistDay
Mohan Charan Majhi tweet media
OR
28
18
140
3.5K
Odisha Registered Pharmacist Association retweetledi
AIR NEWS CUTTACK (ଆକାଶବାଣୀ ସମ୍ବାଦ, କଟକ)
ବିଶ୍ଵ ଫାର୍ମାସିଷ୍ଟ ଦିବସ ଅବସରରେ ସମସ୍ତ ଫାର୍ମାସିଷ୍ଟ ଭାଇ ଓ ଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଉଛି। ଫାର୍ମାସିଷ୍ଟମାନେ ଆମ ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ ଏବଂ ପ୍ରଚ୍ଛଦପଟର ନାୟକ। ସମସ୍ତଙ୍କୁ ସମର୍ପଣ ଭାବ ସହିତ ଗୁଣାତ୍ମକ ସେବା ପ୍ରଦାନ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ଵାନ କରୁଛି। #WorldPharmacistDay
AIR NEWS CUTTACK (ଆକାଶବାଣୀ ସମ୍ବାଦ, କଟକ) tweet media
OR
2
1
3
75
Odisha Registered Pharmacist Association retweetledi
Nitin Gadkari
Nitin Gadkari@nitin_gadkari·
Happy #WorldPharmacistDay! 💊 Today, we celebrate the dedicated professionals who ensure our health and safety with their knowledge, care, and commitment. Thank you for being the bridge between medicine and wellness, and for tirelessly working to make the world a healthier place.
English
45
79
279
18.5K
Odisha Registered Pharmacist Association retweetledi
Indian Air Force
Indian Air Force@IAF_MCC·
The Indian Air Force (IAF) has successfully executed its assigned tasks in Operation Sindoor, with precision and professionalism. Operations were conducted in a deliberate and discreet manner, aligned with National Objectives. Since the Operations are still ongoing, a detailed briefing will be conducted in due course. The IAF urges all to refrain from speculation and dissemination of unverified information. #OpSindoor #IndianArmedForces #IndianAirForce #OperationalCapability @DefenceMinIndia @MEAIndia @MIB_India @SpokespersonMoD @HQ_IDS_India @adgpi @IndiannavyMedia
English
8K
28.5K
125.1K
8M
Odisha Registered Pharmacist Association retweetledi
Odisha Pharmacy Officers Service Association
ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀ @MahalingMukesh sir ଙ୍କୁ ଜନ୍ମ ଦିନର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା।।
Odisha Pharmacy Officers Service Association tweet media
OR
11
7
27
629
Odisha Registered Pharmacist Association retweetledi
Odisha Registered Pharmacist Association
ଓଡିଶା ରେ ୪. ୮୬ କୋଟି ଜନତା ଙ୍କ ପାଇଁ ଅଛନ୍ତି ମାତ୍ର ୨୨୦୦ ଜଣ ଫାର୍ମାସି ଅଫିସର.୨୨୦୦୦ ଜନତାଙ୍କ ପାଇଁ ଜଣେ ଫାର୍ମାସି ଅଫିସର ଅଛନ୍ତି. ୱାର୍ଲଡ ହେଲଥ ଅର୍ଗାନାଇଜେସନ @WHO ଅନୁସାରେ ୨୦୦୦ ଲୋକ ରେ ଜଣେ ଫାର୍ମାସି ଅଫିସର ଆବଶ୍ୟକ.WHO ଅନୁସାରେ ଓଡିଶା ରେ ୨୪୩୦୦ ଫାର୍ମାସି ଅଫିସର ଆବଶ୍ୟକ. @CMO_Odisha @MahalingMukesh 2/2
OR
1
1
8
161
Odisha Registered Pharmacist Association
ଭାରତ ସ୍ୱାଧୀନତା ପର ଠୁ ଓଡିଶା ର ୮୦ ଶତକଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସି ଅଫିସର ମାନେ ରୋଗୀ ସେବା ଯୋଗେଇ ଦେଇ ଆସୁଛନ୍ତି. କିନ୍ତୁ ଓଡିଶା ସରକାର ନୂତନ ଫାର୍ମାସି ଅଫିସର ପୋଷ୍ଟିଙ୍ଗ ଦେଉ ନାହାନ୍ତି.@CMO_Odisha @MohanMOdisha @MahalingMukesh @dpradhanbjp @KVSinghDeo1 @suryabanshibjp 2/1
Odisha Registered Pharmacist Association tweet media
OR
9
9
22
341
Odisha Registered Pharmacist Association
ମାନ୍ୟବର ମୁଖ୍ୟମନ୍ତ୍ରୀ @MohanMOdisha ସାର,ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ @MahalingMukesh ସାର ଙ୍କୁ ଅନୁରୋଧ osssc ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ. ଯଦି osssc ଉପରେ କୌଣସି କାର୍ଯନୁଷ୍ଠାନ ନ ନିୟା ଯାଏ ଆମେ ମାନେ ଜାଣିବୁ ଜେ ଓଡିଶା ସରକାରଙ୍କ ଉପରେ ଟ୍ୱିଟର ର ପ୍ରଭାବ କିଛି ନାହିଁ.@CMO_Odisha
Odisha Registered Pharmacist Association tweet mediaOdisha Registered Pharmacist Association tweet mediaOdisha Registered Pharmacist Association tweet mediaOdisha Registered Pharmacist Association tweet media
OR
20
44
71
930