EE RWS&S Deogarh

119 posts

EE RWS&S Deogarh

EE RWS&S Deogarh

@RWSS_Deogarh

Katılım Nisan 2023
36 Takip Edilen220 Takipçiler
Biswajit Das
Biswajit Das@BiswajitDa11238·
#ଦେବଗଡ଼_ଜିଲ୍ଲା_ତିଲେଇବଣି_ବ୍ଲକ୍_ର_କଳାମାଟି ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି। ପ୍ରଶାସନ କୁ ଅନୁରୋଧ ତୁରନ୍ତ ଏହାର ସମାଧାନ କରାଯାଉ। @RWSS_Deogarh @PRDeptOdisha @RWSS_Odisha
Biswajit Das tweet media
OR
1
0
1
57
Ramesh Meher
Ramesh Meher@RameshMeher_·
ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ କଡ଼ରେ ଥିବା #କଳାମାଟି ଗ୍ରାମରେ ୫୦୦ ରୁ ଉର୍ଦ୍ଧ୍ବ ବସବାସ କରୁଥିବା ବେଳେ ଦେଖାଦେଇଛି ପାନୀୟ ଜଳ ସମସ୍ୟା। ଏହାକୁ ଦୃଷ୍ଟି ଦେବାକୁ ଅନୁରୋଧ। @CMO_Odisha @RabiNaikBJP @Deogarhdistadmn @PRDeptOdisha @RWSS_Deogarh
Ramesh Meher tweet media
OR
2
3
12
208
Suresh Nayak
Suresh Nayak@SureshChan92350·
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ହାଡସଙ୍ଖା କମାର ସାହି ନଳକୂପଟି ଦିର୍ଘ ଦିନ ଧରି ଅଚଳ ଅବ୍ୟବସ୍ଥାରେ ପଡ଼ି ରହିଛି ଏଥିପ୍ରତି ବିଭାଗୀୟ ଅଧିକାରୀ @RWSS_Deogarh @Deogarhdistadmn @PRDeptOdisha @CMO_Odisha @ZP_Deogarh @RabiNaikBJP @ReamalBdo28293 @DeogarhSubcoll ଦୃଷ୍ଟି ଦେବାକୁ ଅନୁରୋଧ
Suresh Nayak tweet mediaSuresh Nayak tweet media
OR
2
3
13
215
Dukhabandhu Biswal
Dukhabandhu Biswal@DukhabandhuBi13·
ତିନି ମାସ ହେଲା ନଳକୂପ ଅଚଳ,ପାନୀୟ ଜଳର ସମସ୍ୟା ସମାଧାନ ହେଉ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ତାଳକୁଦାର ଗାଁରେ ଥିବା ନଳକୂପ ଟି ମରାମତି କରିବା ସହିତ ଗୋଟିଏ ସୋଲାର ମଟର ପାଣି ଟାଙ୍କି ନୁଆଁ ହେଉ . @CMO_Odisha @RWSS_Deogarh @Deogarhdistadmn @PRDeptOdisha @OdishaWater @SecyChief
OR
1
0
4
128
Human Rights Defenders Forum, INDIA
ତିନି ମାସ ହେଲା ନଳକୂପ ଅଚଳ,ପାନୀୟ ଜଳର ସମସ୍ୟା ସମାଧାନ ହେଉ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ତାଳକୁଦାର ଗାଁରେ ଥିବା ନଳକୂପ ଟି ମରାମତି କରିବା ସହିତ ଗୋଟିଏ ସୋଲାର ମଟର ପାଣି ଟାଙ୍କି ନୁଆଁ ହେଉ . @CMO_Odisha @RWSS_Deogarh @Deogarhdistadmn @PRDeptOdisha @OdishaWater @SecyChief
OR
4
5
15
552
Nilesh Anirudha Nayak
Nilesh Anirudha Nayak@NileshDeogarh·
ଦିର୍ଘ ଦିନ ଧରି ଅଚଳ ଅବ୍ୟବସ୍ଥାରେ ପଡ଼ି ରହିଛି ନଳକୂପ ମରାମତି ପାଇଁ ଅନୁରୋଧ 🙏 । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କରଲଗା ପଞ୍ଚାୟତ ଅନ୍ତର୍ଗତ ଘୁଣ୍ଟୁଳୀପୋଷି ହରିଜନ ବସ୍ତିର ସମସ୍ୟା। @Deogarhdistadmn @CMO_Odisha @PRDeptOdisha @OdishaWater @RWSS_Deogarh @ZP_Deogarh @RWSS_Odisha @shipmin_india @IPR_Odisha
Nilesh Anirudha Nayak tweet mediaNilesh Anirudha Nayak tweet media
OR
3
3
13
316
Suresh Nayak
Suresh Nayak@SureshChan92350·
#୩ମାସରୁ ଉର୍ଦ୍ଧ ହେବ #ନଳକୂପଟି ଅଚଳ ଅବସ୍ଥାରେ ପଡ଼ିରହିଛି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କରଲଗା ପଞ୍ଚାୟତ ଅନ୍ତର୍ଗତ ଘୁଣ୍ଟୁଳିପଶି ହରିଜନ ବସ୍ତିରେ ବାରମ୍ବାର #ଅଭିଯୋଗ କରିବା ପରେ ମଧ୍ୟ ଶୁଣୁନାହାନ୍ତି ଅଧିକାରୀ। ତୁରନ୍ତ ମରାମତି କରିବାକୁ @Deogarhdistadmn @PRDeptOdisha @RWSS_Deogarh @DeogarhSubcoll ଙ୍କୁ ଅନୁରୋଧ।
Suresh Nayak tweet mediaSuresh Nayak tweet media
OR
2
2
10
264
Nilesh Anirudha Nayak
Nilesh Anirudha Nayak@NileshDeogarh·
ଅଚଳ ଅବ୍ୟବସ୍ଥାରେ ସୈରଚାଳିତ ଜଳ ପ୍ରକଳ୍ପ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ବାବାଜୀମଠ ଗ୍ରାମର ଘଟଣା ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅନୁରୋଧ। @Deogarhdistadmn @CMO_Odisha @RWSS_Deogarh @PRDeptOdisha @ZP_Deogarh @OdishaWater @RWSS_Odisha @shipmin_india @IPR_Odisha
Nilesh Anirudha Nayak tweet mediaNilesh Anirudha Nayak tweet mediaNilesh Anirudha Nayak tweet media
OR
1
1
3
101
Suresh Nayak
Suresh Nayak@SureshChan92350·
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ବାବାଜୀମଠ ଗ୍ରାମର ଶୌରଚାଳିତ ପ୍ରକଳ୍ପଟି ଅଚଳ ଅବସ୍ଥାରେ ପଡ଼ି ରହିଛି।ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଅନୁରୋଧ। @Deogarhdistadmn @CMO_Odisha @RWSS_Deogarh @PRDeptOdisha @ZP_Deogarh @OdishaWater @RWSS_Odisha @ReamalBdo28293
Suresh Nayak tweet media
OR
1
1
7
124
Human Rights Defenders Forum, INDIA
#ଦେବଗଡ଼ ଜିଲ୍ଲା #ରିଆମାଳ ବ୍ଲକ #ଉଟୁଣିଆ ପଞ୍ଚାୟତ #ବାବlଜୀମଠ ଗାଁରେ ଥିବା #ସୋଲାର_ଜଳ_ପ୍ରକଳ୍ପଟି ଦିର୍ଘ #୧୫ଦିନ ହେଲା #ଅଚଳ ହୋଇ ପଡ଼ିଛି। ତୁରନ୍ତ #ମରାମତି କରାଯାଉ। @PRDeptOdisha @RWSS_Deogarh @RWSS_Odisha @OdishaWater @CMO_Odisha @SecyChief @Deogarhdistadmn
Human Rights Defenders Forum, INDIA tweet mediaHuman Rights Defenders Forum, INDIA tweet mediaHuman Rights Defenders Forum, INDIA tweet media
OR
1
0
2
115