Human Rights Defenders Forum, INDIA

3K posts

Human Rights Defenders Forum, INDIA banner
Human Rights Defenders Forum, INDIA

Human Rights Defenders Forum, INDIA

@HRDF_INDIA

The social justice for every human. Human Rights Defenders Forum,India(HRDFI) We Are Committed To Protect & Promote Human Rights Of All

INDIA Katılım Şubat 2023
1.1K Takip Edilen953 Takipçiler
Sabitlenmiş Tweet
Human Rights Defenders Forum, INDIA
#ଢେଙ୍କାନାଳ ଜିଲ୍ଲା #କଙ୍କଡ଼ାହାଡ଼ ବ୍ଲକ #କଙ୍କଡ଼ାହାଡ଼ ପଞ୍ଚାୟତ #ଭଦଳିଆ ସାହିରେ ଥିବା #ବୈକୁଣ୍ଠ_ପାତ୍ରଙ୍କ ଘରେ ଗତ କାଲି ଠାରୁ #ବିଦ୍ୟୁତ୍ ବିଛିନ୍ନ ରହିଛି। ତୁରନ୍ତ #ବିଦ୍ୟୁତ ସେବା ଯୋଗାଇ ଦିଆଯାଉ। ଯୋଗାଯୋଗ: 8895252168 @TPCentralOdisha @districtadmndkl @EnergyOdisha @BKankadahad @CMO_Odisha @SecyChief
Human Rights Defenders Forum, INDIA tweet media
OR
0
4
12
282
Human Rights Defenders Forum, INDIA
#ଖୋର୍ଦ୍ଧା ଜିଲ୍ଲା #ବୋଲଗଡ ବ୍ଲକ #ଗୋପାଳପୁର #ପଞ୍ଚାୟତ ଦେଉଳି ଗାଁର #ମଙ୍ଗୁଳି ନାୟକ ଜଣେ ୮୦% ଭିନ୍ନକ୍ଷମ ହୋଇ #ବର୍ଦ୍ଧିତ ଭତ୍ତା ୩୫୦୦/ ପାଇ ପାରିଲେ ନାହିଁ। ସେ ସମସ୍ତ ତଥ୍ୟ ଦେବାର #୬ମାସ ବିତିଗଲାଣି କିନ୍ତୁ #ବର୍ଦ୍ଧିତ_ଭତ୍ତା ମିଳି ପାରିଲା ନାହିଁ। @SSEPD2 @Deockhordha @CMO_Odisha @SecyChief @DMKhordha
Human Rights Defenders Forum, INDIA tweet mediaHuman Rights Defenders Forum, INDIA tweet media
OR
2
5
17
573
Human Rights Defenders Forum, INDIA
#ନୟାଗଡ ଜିଲ୍ଲା #ଖଣ୍ଡପଡ଼ା ବ୍ଲକ #ଶିଖରପୁର ପଞ୍ଚାୟତ #ଉଜୁଳାଙ୍ଗ ଗ୍ରାମର ରାସ୍ତା ପାର୍ଶ୍ଵରେ ଥିବା ବସଷ୍ଟାଣ୍ଡ ନିକଟସ୍ଥ ଏକ #ନଳକୂପ ଦୀର୍ଘ #୬ମାସ ହେଲା #କାର୍ଯ୍ୟକାରୀ ହେଉ ନାହିଁ। ତୁରନ୍ତ #ମରାମତି କରାଯାଉ। @PRDeptOdisha @AdmnNayagarh @RWSS_Nayagarh @CMO_Odisha @SecyChief
Human Rights Defenders Forum, INDIA tweet mediaHuman Rights Defenders Forum, INDIA tweet media
OR
1
11
22
322
Human Rights Defenders Forum, INDIA
@spdhenkanal ସାର୍ ଏହି ଉପରେ କଣ୍ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କଣ୍ ଆଜ୍ଞା ଲୋକଙ୍କ ମୁଣ୍ଡ ଗଡିଲେ ଉତ୍ତର ରଖିବେ , ଜଣକ ଘରକୁ ଯାଇକି ମାରିବା ଧମକ ଦେବା କେତେ ଦୂର ଠିକ୍ ଦିନ ଦିପହର ରେ ଏତେ ଦାଦାଗିରି ଆପଣଙ୍କ ସାମ୍ମାରେ ସବୁ ତଥ୍ୟ ଭିଡିଓ ମାଧ୍ୟମରେ ଦିଆଯାଇଛି ଉତ୍ତର ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ,ଭୟରେ ଅଭିଯୋଗ କାରୀ
Human Rights Defenders Forum, INDIA tweet media
OR
0
0
1
17
Human Rights Defenders Forum, INDIA
ପୋଖରୀ ମାଛ ପାଇଁ ଦାଦାକୁ ହତ୍ୟା ଧମକ ଖବରକାଗଜ ରେ।ପ୍ରକାଶିତ ଉପରେ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅନୁରୋଧ , ଢେଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ପଙ୍ଗାତିରା ଗ୍ରାମର ବିରଞ୍ଚି ସାହୁଙ୍କୁ ଆକ୍ରମଣ @CMO_Odisha @MohanMOdisha @DGPOdisha @spdhenkanal @homeodisha @odisha_police @districtadmndkl
Human Rights Defenders Forum, INDIA tweet mediaHuman Rights Defenders Forum, INDIA tweet mediaHuman Rights Defenders Forum, INDIA tweet media
OR
1
0
2
44
Human Rights Defenders Forum, INDIA retweetledi
Nityananda Pradhan 3@gmal.com
ପୁରୀ ଜିଲ୍ଲା, ଡେଲାଙ୍ଗ ଵ୍ଲକ ମାନ୍ୟବର ମୂଖ୍ୟମନ୍ତ୍ରୀ ମହୋଦୟ, ଜିଲ୍ଲାପାଳ ମହୋଦୟ, ଆରକ୍ଷୀ ଅଧିକ୍ଷକ ମହୋଦୟ ଙ୍କୁ ବିନମ୍ର ଅନୁରୋଧ ପ୍ରକାଶିତ ଖଵର ଓ ଏଫ୍ ଆର୍ କପି କୁ ଆଧାର କରି ଯଥାଶୀଘ୍ର ଉଚିତ୍ ପଦକ୍ଷେପ ଗ୍ରହଣ କରନ୍ତୁ🙏। @CMO_Odisha @PrithivirajBJP @DGPOdisha @homeodisha @odisha_police @dm_puri @SPPuri1
Nityananda Pradhan 3@gmal.com tweet mediaNityananda Pradhan 3@gmal.com tweet mediaNityananda Pradhan 3@gmal.com tweet mediaNityananda Pradhan 3@gmal.com tweet media
OR
2
11
26
711
Human Rights Defenders Forum, INDIA
ପୋଖରୀ ମାଛ ପାଇଁ ଦାଦାକୁ ହତ୍ୟା ଧମକ ଖବରକାଗଜ ରେ।ପ୍ରକାଶିତ ଉପରେ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅନୁରୋଧ , ଢେଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ପଙ୍ଗାତିରା ଗ୍ରାମର ବିରଞ୍ଚି ସାହୁଙ୍କୁ ଆକ୍ରମଣ @CMO_Odisha @MohanMOdisha @DGPOdisha @spdhenkanal @homeodisha @odisha_police @districtadmndkl
Human Rights Defenders Forum, INDIA tweet mediaHuman Rights Defenders Forum, INDIA tweet mediaHuman Rights Defenders Forum, INDIA tweet media
OR
0
0
0
28

3
97

24
Human Rights Defenders Forum, INDIA
#ଯାଜପୁର ଜିଲ୍ଲା #କୋରେଇ ବ୍ଲକ #ପାଟରଙ୍ଗା ପଞ୍ଚାୟତ #ରଘୁନାଥପୁର ଗ୍ରାମର ୧୦୦% ଦୃଷ୍ଟିହୀନ ଲକ୍ଷ୍ମୀ ପାତ୍ର(ପି:ମିଲୁ ପାତ୍ର)ଙ୍କ ପାଇଁ ସରକାରୀ ସହାୟତା ହେଉଛି ସାତ ସପନ।ତୁରନ୍ତ #ଆନ୍ତୋଦୟ କାର୍ଡ, #ଆର୍ଥିକ ସହାୟତା,#ଭୂମି ଏବଂ #ଆବାସ ଯୋଗାଇ ଦିଆଯାଉ। @SSEPD2 @CMO_Odisha @SecyChief @PRDeptOdisha @dm_jajpur
Human Rights Defenders Forum, INDIA tweet mediaHuman Rights Defenders Forum, INDIA tweet mediaHuman Rights Defenders Forum, INDIA tweet media
OR
1
3
5
147
Human Rights Defenders Forum, INDIA retweetledi
Dukhabandhu Biswal
Dukhabandhu Biswal@DukhabandhuBi13·
#ଭଦ୍ରକ ଜିଲ୍ଲା #ଚାନ୍ଦବାଲି ବ୍ଲକ #ନାନ୍ଦପୁର ପଞ୍ଚାୟତ #ବଙ୍କମୁହାଁ ଗ୍ରାମରେ ୨ ଟି ନଳକୁପ ଥିଲା ୬ ମାସ ହେଇଗଲାଣି ଭାଙ୍ଗି ଯାଇଛି l ସେଥିରେ ଲୁଣିଆ ପାଣି ବାହାରୁଛି l ସପ୍ଲାଏ ପାଣି ଗୁଳିଆ ଆସିବାରୁ ଗ୍ରାମର ଛୋଟ ପିଲା ମାନଙ୍କର ଝାଡା ବାନ୍ତି ହେଉଛି ଏବଂ ହାତ ଗୋଡ କୁଣ୍ଡିଆ ହେଉଛି l ନୂଆ ନଳକୂପ ବସାଇ ପାନୀୟ ଜଳର ବ୍ୟବସ୍ଥା କରିବାକୁ ସରକାରଙ୍କୁ ଅନୁରୋଧ l @CMO_Odisha @MohanMOdisha @SecyChief @_anugarg @PRDeptOdisha @RabiNaikBJP @DM_Bhadrak @RWSS_Odisha @RWSS_BHADRAK @BdoChandbali @HRDF_INDIA @AdvGantayat @KarBabita @Bhajaman_Biswal
Dukhabandhu Biswal tweet mediaDukhabandhu Biswal tweet mediaDukhabandhu Biswal tweet media
OR
0
11
24
412
Human Rights Defenders Forum, INDIA retweetledi
Dukhabandhu Biswal
Dukhabandhu Biswal@DukhabandhuBi13·
ଦିନକୁ ଦିନ ରୋଗ ବଢିବାରେ ଲାଗିଛି ଏପର୍ଯ୍ୟନ୍ତ ସୁସ୍ଥ ହେଇ ପାରୁନାହିଁ ବାପା ଛେଉଣ୍ଡ କୁନିଝିଅ ଟି ଏପର୍ଯ୍ୟନ୍ତ ଦିବ୍ୟାଙ୍ଗ ପ୍ରମାଣପତ୍ର ମିଳି ପାରୁନାହିଁ ୧୦୦%ପ୍ରତିଶତ ଦିବ୍ୟାଙ୍ଗ କିନ୍ତୁ ଦିବ୍ୟାଙ୍ଗ ପ୍ରମାଣପତ୍ର କିମ୍ବା ଭିନ୍ନକ୍ଷମ ଭତ୍ତା ମିଳି ପାରୁନାହିଁ ବାରମ୍ବାର ଅଫିସ ଦୌଡ଼ି ଦୌଡ଼ି ନିରାଶ ହେଲେଣି ବାପା ଛେଉଣ୍ଡ କୁନିଝିଅ ଟି ମୁହଁ ଆଖି ରୁ ରକ୍ତ ବାହାରୁଛି ଚର୍ମ ରୋଗ ପାଇଁ ମୁହଁ ସାରା ଘା ହେଇ କି ଆଖି କୁ ଠିକ୍ ରେ ଦେଖା ଯାଉନି ପାଟି ମୁହଁରୁ ରକ୍ତ ବାହାରୁଛି ଅବହେଳା ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ #କେନ୍ଦୁଝର ଜିଲ୍ଲା #ତେଲକୋଇ ବ୍ଲକ #ରାଇସୁଆଁ ପଞ୍ଚାୟତ #ରାଣୀବେଡ଼ା ଗାଁର #ବାପ ଛେଉଣ୍ଡ #ଶୁଭଶାନ୍ତି_ପେଣ୍ଠେଇ(ପି:ସ୍ବର୍ଗତ_ସର୍ବେଶ୍ଵର_ପେଣ୍ଠେଇ) #ଚର୍ମ ରୋଗରେ ପୀଡିତ ହୋଇ #ଛଟପଟ ହେଉଛି। #ଚିକିତ୍ସା ପାଇଁ #ଅର୍ଥ ସାଜିଛି ବାଧକ। ବର୍ତ୍ତମାନ ଅଧିକ ଗୁରୁତର ହେଇଗଲାଣି ବାପା ଛେଉଣ୍ଡ ଝିଅଟି ଚର୍ମରୋଗରେ ପଡିତ ମୁହଁ ସାରା ଘା ରକ୍ତ ବାହାରୁଛି ତୁରନ୍ତ ଉତ୍ତମ ଚିକିତ୍ସା ସହିତ ଆର୍ଥିକ ସହାୟତା ଯୋଗାଇଦେବା ସହିତ ଭିନ୍ନକ୍ଷମ ପ୍ରମାଣପତ୍ର ଭିନ୍ନକ୍ଷମ ଭତ୍ତା ଯୋଗାଇ ଦେବାକୁ ଅନୁରୋଧ ଯୋଗାଯୋଗ - 89175 61879 @DistAdmKeonjhar @CdmoKeonjhar @HFWOdisha @TKeonjhar @CMO_Odisha @CMRF_Odisha #ସ୍ବାମୀଙ୍କ_ମୃତ୍ୟୁ ପରେ #ଲିଲି_ପେଣ୍ଠେଇଙ୍କ ଉପରେ #ରୋଗଗ୍ରସ୍ତ ଝିଅ ଓ ବୃଦ୍ଧା #ଶାଶୁଶଶୁରଙ୍କ_ବୋଝ। ତୁରନ୍ତ ଉତ୍ତମ #ଚିକିତ୍ସା ଓ #ଆର୍ଥିକ ସହାୟତା ଯୋଗାଇ ଦିଆଯାଉ। @CdmoKeonjhar @DistAdmKeonjhar @HFWOdisha @MoHFW_INDIA @CMO_Odisha @CMRF_Odisha @PradeepJenaIAS @SRC_Odisha
Dukhabandhu Biswal tweet media
Dukhabandhu Biswal tweet mediaDukhabandhu Biswal tweet media
Human Rights Defenders Forum, INDIA@HRDF_INDIA

@DukhabandhuBi13 @DistAdmKeonjhar @CdmoKeonjhar @Abanikanta_1978 @Food_Odisha @PRDeptOdisha @lohanisk1 @SRC_Odisha @CMRF_Odisha @CMO_Odisha @PradeepJenaIAS @MoHFW_INDIA @HFWOdisha @TKeonjhar #ସ୍ବାମୀଙ୍କ_ମୃତ୍ୟୁ ପରେ #ଲିଲି_ପେଣ୍ଠେଇଙ୍କ ଉପରେ #ରୋଗଗ୍ରସ୍ତ ଝିଅ ଓ ବୃଦ୍ଧା #ଶାଶୁଶଶୁରଙ୍କ_ବୋଝ। ତୁରନ୍ତ ଉତ୍ତମ #ଚିକିତ୍ସା ଓ #ଆର୍ଥିକ ସହାୟତା ଯୋଗାଇ ଦିଆଯାଉ। @CdmoKeonjhar @DistAdmKeonjhar @HFWOdisha @MoHFW_INDIA @CMO_Odisha @CMRF_Odisha @DistAdmKeonjhar

OR
0
2
5
137