Ramesh Meher

21.3K posts

Ramesh Meher banner
Ramesh Meher

Ramesh Meher

@RameshMeher_

Views are personal.

Bargarh Katılım Eylül 2018
3K Takip Edilen3.8K Takipçiler
Ramesh Meher retweetledi
TP Western Odisha Distribution Ltd.
@RameshMeher_ ପ୍ରିୟ ଗ୍ରାହକ, ଆମେ ଏହି ଘଟଣାର ତଦନ୍ତ କରୁଛୁ ଏବଂ ଏନେଇ ଖୁବଶୀଘ୍ର ଆପଣଙ୍କୁ ଅବଗତ କରିବୁ । ଘଟଣା ସମ୍ପର୍କରେ ଆମକୁ ଜଣାଇଥିବାରୁ ଆପଣଙ୍କୁ ଧନ୍ୟବାଦ ।
OR
0
1
1
53
Ramesh Meher
Ramesh Meher@RameshMeher_·
#ରେଢାଖୋଲ ବ୍ଲକ #ତ୍ରିବଣପୁର ପଞ୍ଚାୟତ #କୁଶାପାଲି ଗାଁ ମୁଣ୍ଡ ଛକରେ ଏକ ଉଚ୍ଚ ସମ୍ପର୍ନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଟି ବିପଦ ସଂକୁଳ ଅବସ୍ଥାରେ ପଡିରହିଛି। ତେଣୁ ତୁରନ୍ତ ଏହାର ଚାରିପଟେ ପାଚେରୀ ନିର୍ମାଣ କରିବାକୁ ଅନୁରୋଧ। @CMO_Odisha @KVSinghDeo1 @TPWesternOdisha @DmSambalpur
Ramesh Meher tweet media
OR
1
1
5
93
Ramesh Meher
Ramesh Meher@RameshMeher_·
ପ୍ରକାଶିତ ଖବର ଅନୁଯାୟୀ #ତୁରେକେଲା ବ୍ଲକ ସଦର ପଞ୍ଚାୟତ ର କିଛି ହିତାଧିକାରୀ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ଅଛନ୍ତି। ଏହାକୁ ତୁରନ୍ତ ଦୃଷ୍ଟି ଦିଅନ୍ତୁ। @CMO_Odisha @SecyChief @PRDeptOdisha @BdoTurekela @CollectorBgr
Ramesh Meher tweet media
OR
0
0
1
16
Ramesh Meher
Ramesh Meher@RameshMeher_·
#ରେଢାଖୋଲ ବ୍ଲକ #ବଡ଼ମାଳ ପଞ୍ଚାୟତ ସଦର ମହକୁମା ମୁଖ୍ୟ ଛକ ହାଇମାଷ୍ଟ ଲାଇଟ୍ ଅଚଳ ଅଛି। ମରାମତି କରିବାକୁ ଅନୁରୋଧ। @CMO_Odisha @DmSambalpur @PRDeptOdisha @PSRairakhol
Ramesh Meher tweet media
OR
0
3
9
227
Ramesh Meher
Ramesh Meher@RameshMeher_·
ସ୍ୱାମୀଙ୍କ ଜୀବନରକ୍ଷା ପାଇଁ ସ୍ତ୍ରୀଙ୍କୁ ଭିକ୍ଷାବୃତ୍ତିରେ ନିମଗ୍ନ ହେବାକୁ ପଡ଼ୁଥିବା ଦୃଶ୍ୟ ପ୍ରଶାସନିକ ବ୍ୟବସ୍ଥାର ଗଭୀର ବିଫଳତାକୁ ପ୍ରକାଶ କରୁଛି। ତେଣୁ, ସରକାର ତତ୍କାଳ ଆର୍ଥିକ ସହାୟତା ସହ ନିଶୁଳ୍କ ଚିକିତ୍ସା ସୁବିଧା ପ୍ରଦାନ କରି ମାନବିକ ଦାୟିତ୍ୱ ପୂରଣ କରନ୍ତୁ। @CMO_Odisha @SecyChief @MahalingMukesh @DmSambalpur
Ramesh Meher tweet media
OR
1
8
15
183
Ramesh Meher
Ramesh Meher@RameshMeher_·
#ଚୌଦ୍ବାର ନିକଟ ହାଇଲେଭଲ କେନାଲର ସାଇଫନରେ ସୁରକ୍ଷା ବାଡ଼ ନଥିବାରୁ ପଥଚାରୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେଣୁ ଲୋକଙ୍କ ଜୀବନ ସୁରକ୍ଷା ପାଇଁ ତୁରନ୍ତ ଷ୍ଟିଲ ବାଡ଼ ବ୍ୟବସ୍ଥା କରାଯାଉ। @CMO_Odisha @MohanMOdisha @CuttackDM @OdishaWater @BiswalSouvic @BhartruhariM
Ramesh Meher tweet mediaRamesh Meher tweet media
OR
0
3
14
166
Ramesh Meher
Ramesh Meher@RameshMeher_·
#କଣ୍ଟାମାଳ ବ୍ଲକ #ପୁରୁଷୋତ୍ତମପୁର ଗାଁର ୪ ଜଣ ଚାଷୀ ୨୦୧୯ ମସିହାରେ ବିଜୁ କୃଷକ ବିକାଶ ଯୋଜନାରେ ଚାଷ ଜମିରେ ଗଭୀର ନଳକୂପ ଖନନ କରିଥିଲେ। ଏତେ ବର୍ଷ ପରେ ମିଟର ଲାଗିନି। ଏହାକୁ ତୁରନ୍ତ ଦୃଷ୍ଟି ଦିଅନ୍ତୁ। @CMO_Odisha @SecyChief @dmboudh @OLICLTD
Ramesh Meher tweet mediaRamesh Meher tweet media
OR
1
3
9
254
Ramesh Meher retweetledi
Ramesh Meher
Ramesh Meher@RameshMeher_·
#ସୁବର୍ଣ୍ଣପୁର ଜିଲ୍ଲା #ବିନିକା ସହର ର #ଡଭଲା ଛକ ଠାରେ (ମୁଖ୍ୟ ରାସ୍ତା ପାର୍ଶ୍ବରେ) ଏକ ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର ମୁକୁଳା ଅବସ୍ଥାରେ ଅତ୍ୟନ୍ତ ବିପଦ ଅବସ୍ଥାରେ ଥିବା ଯୋଗୁଁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ଏହାର ଚାରିପଟେ ତୁରନ୍ତ ପାଚେରୀ ନିର୍ମାଣ କରିବାକୁ @TPWesternOdisha ଙ୍କୁ ଅନୁରୋଧ କରୁଛି। @CMO_Odisha @KVSinghDeo1 @EnergyOdisha @DM_Subarnapur @HUDDeptOdisha @NacBinka
Ramesh Meher tweet media
OR
3
3
12
302
Ramesh Meher
Ramesh Meher@RameshMeher_·
About 3 days gone no any water supply from this tank .Due to some technical issue or any else kindly depute to any technician to Lukupali (pipaklhunta ) Mithapali block Paikmal (Bargarh) For resolve the said issue immediately. It's an urgent. @CMO_Odisha @RWSS_Bargarh @DMBargarh
Ramesh Meher tweet media
English
0
2
8
105
Ramesh Meher
Ramesh Meher@RameshMeher_·
Even after 79 years of independence, people in Badabarli village still don't have access to safe drinking water.There is a severe water crisis,forcing villagers to depend on unsafe sources like stone pits. @CMO_Odisha @DMnabarangpur @RWSS_NGP
Ramesh Meher tweet media
English
0
2
5
96