Rph Debasish sahu

226 posts

Rph Debasish sahu

Rph Debasish sahu

@RphDebasish

Pharmacy student Blood group*A-ve #Donate❣️Blood#Save life# Social worker

Katılım Eylül 2016
292 Takip Edilen65 Takipçiler
JEEVAN JYOTI SANGATHAN
JEEVAN JYOTI SANGATHAN@jjsangathan·
BLOOD DONATION CAMP SUCCESSFULLY DONE 🩸🩸🩸❤️❤️❤️❤️❤️❤️ Thank you Doctor's and staff's for valuable support 🙏🙏🙏🙏 @AIIMSBhubaneswr Date-26.07.2024 "A single drop of your blood could be a drop of life for someone else"
JEEVAN JYOTI SANGATHAN tweet media
English
2
2
5
192
Rph Debasish sahu retweetledi
JEEVAN JYOTI SANGATHAN
JEEVAN JYOTI SANGATHAN@jjsangathan·
ଭଦ୍ରକ କେମିଷ୍ଟ୍ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ଏବଂ ଜୀବନ ଜ୍ୟୋତି ସଂଗଠନର ମିଳିତ ଉଦ୍ୟମ ରେ ୧୧୦ ୟୁନିଟ୍ ରକ୍ତ କଲେକ୍ସନ ହେଲା। ଭଦ୍ରକ ମେଡ଼ିକାଲ ରେ ରକ୍ତର ଅଭାବ ଦୂର କରିବାର ପ୍ରୟାସ ଜୟ ଜଗନ୍ନାଥ 🙏🙏🙏ସମସ୍ତେ ଆଗେଇ ଆସି ଜରୁରୀ ସମୟରେ ନିଶ୍ଚିତ ରକ୍ତଦାନ କରନ୍ତୁ । @DM_Bhadrak @CdmoBhadrak #bhadrak #BloodDonation
JEEVAN JYOTI SANGATHAN tweet mediaJEEVAN JYOTI SANGATHAN tweet media
OR
1
2
5
137
Rph Debasish sahu retweetledi
JEEVAN JYOTI SANGATHAN
JEEVAN JYOTI SANGATHAN@jjsangathan·
ଆଜି ପୁରୀ ପ୍ରଶାସନ ଜୀବନ ଜ୍ୟୋତି ସଂଗଠନ କୁ ଏହି ମହାନ ସେବକ ର ସମ୍ମାନ ରେ ସମ୍ମାନିତ କରି ଆମ ହଳଦିଆ ସୈନିକଙ୍କୁ ଉତ୍ସାହିତ କରିଛନ୍ତି।ଏ ସେବା ସମ୍ମାନ ସଂଗଠନ ର ସମସ୍ତ କର୍ମୀଙ୍କ ନିଃସ୍ଵାର୍ଥପର ସେବା ର ପ୍ରମାଣ ନିଶ୍ଚିତ ଏହିପରି ସେବା ସବୁବେଳେ ଜାରି ରଖିବ ସଂଗଠନ।। ଧନ୍ୟବାଦ ପୁରୀ ପ୍ରଶାସନ🙏 @Puri_Official @samarth_verma
JEEVAN JYOTI SANGATHAN tweet mediaJEEVAN JYOTI SANGATHAN tweet mediaJEEVAN JYOTI SANGATHAN tweet mediaJEEVAN JYOTI SANGATHAN tweet media
OR
1
3
5
62
Rph Debasish sahu retweetledi
Virrender Sehwag
Virrender Sehwag@virendersehwag·
This image will haunt us for a long time. In this hour of grief, the least I can do is to take care of education of children of those who lost their life in this tragic accident. I offer such children free education at Sehwag International School’s boarding facility 🙏🏼
Virrender Sehwag tweet media
English
1.3K
7.2K
65.4K
2.4M
Rph Debasish sahu retweetledi
sonu sood
sonu sood@SonuSood·
Heartbroken by the news of the train tragedy in Odisha. Heartfelt deepest condolences 💔🙏 Time to show our support and solidarity for the unfortunates. 💔 #OdishaTrainAccident 🇮🇳
English
572
2.9K
28.9K
1.1M
Rph Debasish sahu retweetledi
Safaque e Aftab
Safaque e Aftab@aftab70782201·
I am going to #SCB hospital with our volunteers for blood 🩸 donation , you also come to Scb hospital and share your blood for #TrainAccident patients , you will save someone's life by donating blood, thank you
English
30
115
821
102.1K
Rph Debasish sahu
Rph Debasish sahu@RphDebasish·
@ChinmayaBhadrak @aftab70782201 @samal_shiba @jjsangathan ବୃକ୍ଷ ଆମ ମାନଙ୍କର ମୂଲ୍ୟବାନ ସମ୍ପଦ କେମିତି ଆମେ ନଷ୍ଟ ହେବାକୁ ଦେବା ବହୁତ୍ ଜାଗାରେ ଗଛ କଟା ବଢ଼ିବାରେ ଲାଗିଛି ଆମେ ଚାହିଁଲେ ଏ ସବୁକୁ ରୋକିପାରିବ 🙏🙏🙏🙏🙏🙏🤝🤝🤝
OR
1
0
2
36
Rph Debasish sahu
Rph Debasish sahu@RphDebasish·
Trees make the environment cleaner and provide us with oxygen. They’re essential for life to flourish. ବୃକ୍ଷ ଭଳି ଅମୂଲ୍ୟ ସମ୍ପଦକୁ ଆମକୁ ରକ୍ଷା କରିବାକୁ ପଡ଼ିବ ସେଥି ପ୍ରତି ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ଏ ବୃକ୍ଷ ମାନଙ୍କ ପାଇଁ ମନୁଷ୍ୟ,ପଶୁ ପକ୍ଷୀ ସମସ୍ତେ ଜୀବିତ ଅଛନ୍ତି ।
Rph Debasish sahu tweet mediaRph Debasish sahu tweet mediaRph Debasish sahu tweet media
1
0
0
68
Rph Debasish sahu
Rph Debasish sahu@RphDebasish·
@rashtrapatibhvn @prdraupadimurmu @draupadimurmu58 ମାନନୀୟ ରାଷ୍ଟ୍ରପତି ମହୋଦୟା ଙ୍କୁ ଅନୁରୋଧ ମୋର ଏତିକି ଗୁହାରି ଶୁଣନ୍ତୁ ବୃକ୍ଷ କାଟିବା ରୋକା ଯାଉ ବହୁତ୍ ଜାଗାରେ ଏବେ ଜଙ୍ଗଲ ଜଳୁଛି କଣ ପାଇଁ କେବଳ ଏହି ଗଛ କାଟିବା ଦ୍ଵାରା ତାପମାତ୍ରା ବୃଦ୍ଧି ହେଉଛି ଜଙ୍ଗଲରେ ନିଆଁ ଜଳୁଛି🙏🙏🙏😔😔😔😔
Rph Debasish sahu@RphDebasish

Trees make the environment cleaner and provide us with oxygen. They’re essential for life to flourish. ବୃକ୍ଷ ଭଳି ଅମୂଲ୍ୟ ସମ୍ପଦକୁ ଆମକୁ ରକ୍ଷା କରିବାକୁ ପଡ଼ିବ ସେଥି ପ୍ରତି ଆମେ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ଏ ବୃକ୍ଷ ମାନଙ୍କ ପାଇଁ ମନୁଷ୍ୟ,ପଶୁ ପକ୍ଷୀ ସମସ୍ତେ ଜୀବିତ ଅଛନ୍ତି ।

OR
0
0
0
33