Tapralisha

4.2K posts

Tapralisha banner
Tapralisha

Tapralisha

@tapralisha

#ମୋ ସକ୍ଷମତା ଦ୍ୱାରା ମୋତେ ଜାଣିବାକୁ ଚେଷ୍ଟା କର ମୋର ଅକ୍ଷମତା ଦ୍ୱାରା ନୁହଁ 💯👍 #ଗାଉଁଲିଝିଅ

Katılım Temmuz 2020
442 Takip Edilen3.3K Takipçiler
Sabitlenmiş Tweet
Tapralisha
Tapralisha@tapralisha·
ଯାଜପୁର ରୁ ଯାଇ କଟକ ରେ ରକ୍ତଦାନ 🙏 ସ୍ବାଧୀନତା ଦିବସ ପରି ପବିତ୍ର ଦିନରେ Soumya ଭାଇ ନିଜେ ରକ୍ତଦାନ କରିବାକୁ ଆଗେଇ ଆସିବା ସହ ତାଙ୍କର ୪ ସାଙ୍ଗ କୁ ମଧ୍ୟ ସାଙ୍ଗରେ ନେଇ ୫ ଜଣ ଭିନ୍ନ ଏଵଂ ସମ୍ପୂର୍ଣ୍ଣ ଅଜଣା ରୋଗୀଙ୍କୁ ରକ୍ତଦାନ କରି ଆସିଲେ କଟକ @SCBMCHCTC ରେ। ରକ୍ତ ଅଭାବ ଦୂର ହେବା ପାଇଁ ଜରୁରୀ ଥିଲେ ଦୟାକରି ଜଣାନ୍ତୁ
Tapralisha tweet media
OR
3
2
21
933
Tapralisha retweetledi
ojta_2023
ojta_2023@ojta2023·
ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କୁ କାର୍ଯ୍ୟକାରୀ କରିବାରେ ବିଫଳ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଏବଂ ବିଭାଗୀୟମନ୍ତ୍ରୀ।ଯଦି ଫେବୃଆରୀ ଶେଷସୁଦ୍ଧା କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବାର ସରକାରୀ ନିର୍ଦ୍ଦେଶନାମା ନ ଆସେ ,ମାର୍ଚ୍ଚ ମାସର ପରୀକ୍ଷା ବର୍ଜନ କରି ଆନ୍ଦୋଳନ କରିବୁ। @CMO_Odisha @NityanandaBJP @SMEOdisha @dpradhanbjp
ojta_2023 tweet media
OR
283
1.7K
590
8.5K
Tapralisha retweetledi
ojta_2023
ojta_2023@ojta2023·
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୬ମାସ ପୁରିଗଲା ହେଲେ ଆଜିପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତର ସରକାରୀ ନିର୍ଦ୍ଦେଶନାମା ମିଳିପାରିଲା ନାହିଁ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଘୋଷଣା ରେ ସୀମିତ ରହିଗଲା। ଘୋଷଣାର ୬ମାସ ପରେ ମଧ୍ୟ ଆମେ ଯୋଜନାଭିତ୍ତିକ,କେବେ ହେବୁ ନିୟମିତ? @CMO_Odisha @MohanMOdisha @NityanandaBJP @SMEOdisha
ojta_2023 tweet mediaojta_2023 tweet media
OR
361
2K
715
10.8K
Tapralisha retweetledi
Akshay acharya
Akshay acharya@akshayachach·
Please look into the matter and do the needful
Tapralisha@tapralisha

Urgent Attention Required! @UIDAI @Aadhaar_Care My Aadhaar status is incorrectly showing as "Deceased". I am very much alive and working as a Govt Teacher in Jajpur, Odisha. This error is causing severe distress. Name: Pratima Sahu Aadhaar (Last 4): 5419 Please rectify this

English
0
1
1
35
Tapralisha
Tapralisha@tapralisha·
Urgent Attention Required! @UIDAI @Aadhaar_Care My Aadhaar status is incorrectly showing as "Deceased". I am very much alive and working as a Govt Teacher in Jajpur, Odisha. This error is causing severe distress. Name: Pratima Sahu Aadhaar (Last 4): 5419 Please rectify this
Tapralisha tweet media
English
3
10
13
1.1K
Tapralisha
Tapralisha@tapralisha·
ସମାନ କାମ କୁ ସମାନ ଦରମା ଖାଲି କଥାରେ ରହିଗଲା ଯେମିତି ଆମେ ରେଗୁଲାର କରିବୁ କହିଥିଲେ।
OR
0
0
0
44
Tapralisha
Tapralisha@tapralisha·
@ojta_2023 @CMO_Odisha @NityanandaBJP @MohanMOdisha ସରକାର ଏହା ପ୍ରତି ଦୃଷ୍ଟି ଦେଇ ଦେଇଥିବା କଥା ରକ୍ଷା କରନ୍ତୁ। ଏ କଳାପ୍ରଥାର ଉଚ୍ଛେଦ ହେଉ ଯଥାଶୀଘ୍ର।
OR
0
1
2
9
Tapralisha
Tapralisha@tapralisha·
ଗତକାଲି ପୁରୀ ସମୁଦ୍ରକୂଳରେ ବୁଲୁଥିଲା ବେଳେ ଜଣେ ସାର୍ ଆସି ପଚାରିଲେ ଆପଣ tapralisha, Twitter ru ନା!! Seriously twtr ପାଇଁ ଜଣଙ୍କ ସହ ଚିହ୍ନା ହୋଈ ପାରିଲା। ସେ sir ଯଦି ଏ post ଦେଖିବେ kindly photos guda msg ରେ ଦେବେ। Thanks 🙏
0
0
0
45
Tapralisha
Tapralisha@tapralisha·
ସମସ୍ତେ କେମିତି ଅଛନ୍ତି????
OR
0
0
0
40
Satyabrat Nayak
Satyabrat Nayak@satyabrat_01·
କେନ୍ଦୁଝର ଜିଲ୍ଲା: ବଡ଼ବିଲ ଭଦ୍ରାସାହି ଟଣ୍ଟୋ ନିକଟସ୍ଥ ଆଜାଦ୍ ବସ୍ତି ର ଲୋକେ ଆଜିବି ଅବହେଳିତ ଅବସ୍ଥାରେ ଅଛନ୍ତି। ଏଠି ନଳକୂପ ଅଛି ସତ ବାହାରୁ ନାହିଁ ପାଣି, ସୋଲାର ଲାଗିଛି ସତ ଜଳୁନାହି ଲାଇଟ୍, ଆଉ ଜିବନ ଜୀବିକା କଥା ନକହିବା ଭଲ। @CMO_Odisha @MohanMOdisha @PRDeptOdisha @RWSS_Odisha @DistAdmKeonjhar @homeodisha
Satyabrat Nayak tweet mediaSatyabrat Nayak tweet mediaSatyabrat Nayak tweet mediaSatyabrat Nayak tweet media
OR
10
16
43
1.6K
Tapralisha
Tapralisha@tapralisha·
@ojta_2023 @CMO_Odisha @dpradhanbjp @MohanMOdisha @NityanandaBJP @PMOIndia @narendramodi @SecyChief ଏକ ଐତିହାସିକ ନିଷ୍ପତ୍ତି ନୂଆ ସରକାର ଠୁଁ, ଯଥା ଶୀଘ୍ର ଏ କଳାପ୍ରଥା ଉଚ୍ଛେଦ ହେବା ଦରକାର। କୌଣସି ବି ବିଭାଗ ରେ ଏ କଳାପ୍ରଥା ନଥିଲା ବେଳେ ପ୍ରାଥମିକ ଶିକ୍ଷା କ୍ଷେତ୍ର ରେ କାହିଁକି????
OR
0
0
0
7
ଦେବରାଜ ଦାସ 🇮🇳
#ଜଗାର_ସେବାରେ_ସେ_ସମର୍ପିତ ସେ ଜଣେ କର୍ମ ତତ୍ପର,କର୍ମବୀର ତତ୍ ସେ ହେଉଛନ୍ତି କାଳିଆର ସୁରକ୍ଷା ସେବକ ଟିଏ। ଭକ୍ତଟେ କିପରି ସୁରୁଖୁରରେ ଦର୍ଶନ କରିପାରିବ ତା ପାଇଁ ସେ ସଦା ତତ୍ପର। କି ଶୀତ,କି ବର୍ଷା,କି ଖରା କାଳିଆ ପାଇ ସବୁ ତୁଚ୍ଛ। ସେ କେହି ନୁହେଁ ସେ ହେଉଛନ୍ତି କର୍ମବୀର ମାନ୍ୟବର @SPPuri1 ଶ୍ରୀ @vinit_ips ସାର। ଧନ୍ୟବାଦ୍ 🙏
ଦେବରାଜ ଦାସ 🇮🇳 tweet mediaଦେବରାଜ ଦାସ 🇮🇳 tweet media
OR
8
6
35
340