SADAY SEVA SANGATHAN

517 posts

SADAY SEVA SANGATHAN banner
SADAY SEVA SANGATHAN

SADAY SEVA SANGATHAN

@SadaySeva

ସଦୟ........ଜନ ସମର୍ପିତ....ଲୋକ ହିତୈଷୀ.....ମାନବ ଧର୍ମର ଧାମ GOVT REG NO-40242100369

Basudebpur, India Katılım Ağustos 2020
122 Takip Edilen212 Takipçiler
SADAY SEVA SANGATHAN retweetledi
Maheswardas_official
Maheswardas_official@MaheswarDas_·
ମୋର ୟେ ପୋଷ୍ଟ ମଦ ବିକ୍ରିକୁ ପ୍ରୋତ୍ସାହନ ବା ମଦୁଆଂକୁ ସହଯୋଗ କରିବା ପାଇଁ ନୁହେଁ। ସରକାରୀ ଠିପି ବନ୍ଦ ମଦ ଦୋକାନ ସରକାରଂକ ନିୟମ ଦ୍ୱାରା ପରିଚାଳିତ ନା ବେପାରୀଂକ କବଜାରେ ? ବାସୁଦେବପୁର ର ବ୍ରାହ୍ମଣଗାଁ ରେ ଥିବା ସରକାରୀ ଠିପି ବନ୍ଦ ମଦ ଦୋକାନକୁ ନେଇ ସବୁବେଳେ ବିବାଦ। ମଦ ଦୋକାନ ସ୍ଥାନାନ୍ତରକୁ ନେଇ ସ୍ଥାନୀୟ ଲୋକଂକ ବାରମ୍ବାର ଅଭିଯୋଗ ସତ୍ତ୍ୱେବି ସରକାର ଚୁପ୍ ହୋଇ ନାନା ପ୍ରକାର ଅଶାନ୍ତ ବାତାବରଣକୁ ପ୍ରୋତ୍ସାହନ ଦେଉଥିଲା ପରି ମନେହୁଏ। ଏବେ ଆଉ ଏକ ଖବର ସାମ୍ନାକୁ ଆସୁଛି, ଉକ୍ତ ମଦଦୋକାନୀ ଏବେ ମନ ଇଛା MRP ଠାରୁ ଅଧିକ ଟଂକା ନେଇ ଲୋକଂକୁ ଲୁଟୁଛନ୍ତି ଏହା କଣ ସରକାରୀ ନିୟମକୁ ଫୁ କରୁନି କି ? ସ୍ଥାନୀୟ ପ୍ରଶାସନ ଏଥିପ୍ରତି ନଜର ଦେଇ ଦୃଢ କାର୍ଯ୍ଯାନୁଷ୍ଠାନ ନେବାକୁ ଅନୁରୋଧ 🙏🏻@Food_Odisha @CMO_Odisha @DM_Bhadrak @exciseodisha
Maheswardas_official tweet mediaMaheswardas_official tweet media
OR
0
2
3
23
SADAY SEVA SANGATHAN
SADAY SEVA SANGATHAN@SadaySeva·
#ଭଦ୍ରକ_ବାସୁଦେବପୁର_ବ୍ରାହ୍ମଣଗାଁ ଲାଇସେନ୍ସ ମଦ ଦୋକାନ ଖୁଲନ ଖୋଲା ପ୍ରିଣ୍ଟ ଠାରୁ 10 ରୁ 20 ଟଙ୍କା ପ୍ରତି ମଦ ପିଛା ଅଧିକ ନେଉଛନ୍ତି ବାରମ୍ବlର ଅଭିଯୋଗ ପରେ ଅବକାରୀ ବିଭାଗ ସବୁଜାଣି ଚୁପ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ @CMO_Odisha @DM_Bhadrak @exciseodisha @PrithivirajBJP @SecyChief @ExciseBhadrak
OR
0
4
5
57
SADAY SEVA SANGATHAN
SADAY SEVA SANGATHAN@SadaySeva·
@DM_Bhadrak ବାସୁଦେବପୁର, ବ୍ରାହ୍ମଣଗାଁ RI ଜମା କାର୍ଯ୍ୟ କରୁନାହାନ୍ତି ମୋର certificate due date thila 27/4 କିନ୍ତୁ ଆଜି 29/4 ଏପର୍ଯ୍ୟନ୍ତ issue ହେଲା ନାହିଁ ସରକାରୀ ନିୟମ କୁ ବି ମାନୁନାହାନ୍ତି RI ବ୍ରାହ୍ମଣଗାଁ @CMO_Odisha @rdmodisha ଦୟାକରି କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ 🙏
SADAY SEVA SANGATHAN tweet media
OR
0
0
0
9
SADAY SEVA SANGATHAN
SADAY SEVA SANGATHAN@SadaySeva·
@AirIndiaX Till now i have not received any upadte your service is totally waste. Refund my money as soon as possible otherwise ll take legal action
English
1
0
0
14
Air India Express
Air India Express@AirIndiaX·
@SadaySeva Hi! Thank you for reaching out to us. Your query has been registered under Case ID 39709440. We will share an update with you shortly via the same case. Thank you for your patience and understanding.
English
1
0
1
66
SADAY SEVA SANGATHAN
SADAY SEVA SANGATHAN@SadaySeva·
My pnr is IBMJ5H my flight time was 6.20 and i reached at airport 5am and boarding complite before 5.40 till they not allowed me for travell whats going on @AirIndiaX very weaste service.
SADAY SEVA SANGATHAN tweet media
English
1
0
1
92
SADAY SEVA SANGATHAN
SADAY SEVA SANGATHAN@SadaySeva·
ବାସୁଦେବପୁର, ବ୍ରାହ୍ମଣଗାଁ ରେ ମଦ୍ୟପ driver ଯୋଗୁଁ ଅଳ୍ପକେ ବଂଚିଛି ବହୁ ଜୀବନ ଦୟାକରି କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ ଯୁବକ ଙ୍କ ଦ୍ୱାରା ଗାଡି ଏବଂ driver ଅଟକ @DM_Bhadrak @RTOBHADRAK @STAOdisha @SpBhadrak
SADAY SEVA SANGATHAN tweet media
OR
0
0
3
37
SADAY SEVA SANGATHAN
SADAY SEVA SANGATHAN@SadaySeva·
ଭଦ୍ରକ_ବାସୁଦେବପୁର_ବ୍ରାହ୍ମଣଗାଁ ର 14 ବର୍ଷ ର ନାବାଳିକା ଅପହରଣ ଘଟଣା ରେ 3ଦିନ ହେବ ବାସୁଦେବପୁର ପୋଲିସ ହାତ ଖାଲି @odisha_police @DGPOdisha @homeodisha କେବେ ଧରିବେ ଆସାମୀ କୁ 4ଦିନ ବିତିଗଲାଣି @DM_Bhadrak @CMO_Odisha @PravatiPOdisha ଆସାମୀ କୁ ଧରି ଛାଡିଦେଲା ବାସୁଦେବପୁର ପୋଲିସ @SecyChief @oscw_1
SADAY SEVA SANGATHAN tweet media
OR
0
4
3
90
SADAY SEVA SANGATHAN
SADAY SEVA SANGATHAN@SadaySeva·
#ଭଦ୍ରକ_ବାସୁଦେବପୁର ସରକାରୀ କର୍ମଚାରୀ ଫୋରେଷ୍ଟର ବିନୋଦ ସିଂ କୁ ରେଞ୍ଜର ଅତୁଲ୍ୟ ମହାନ୍ତି ମାଡ଼ ମାରିବା ଏବଂ ଜାତିଆଣ ଆକ୍ଷେପ ରେ ବାସୁଦେବପୁର ଥାନାରେ case no 620/25 ରେ ଏ ପର୍ଯ୍ୟନ୍ତ ହେଉନି ତଦନ୍ତ କି ଦିଆଯାଉନି ରିପୋର୍ଟ ଏମିତି ଚାଲିଛି ବାସୁଦେବପୁର ପୋଲିସ ଷ୍ଟେସନ @SpBhadrak @DGPOdisha @odisha_police @homeodisha
SADAY SEVA SANGATHAN tweet media
OR
0
0
1
27
SADAY SEVA SANGATHAN
SADAY SEVA SANGATHAN@SadaySeva·
#ଭଦ୍ରକ_ବାସୁଦେବପୁର_ବ୍ରାହ୍ମଣଗାଁ_ବୈକୁଣ୍ଠପୁର ଅଙ୍ଗନବାଡି କେନ୍ଦ୍ର ରେ ଚାଲିଛି ଅନିୟମିତତା ଦୟାକରି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ @CMO_Odisha @DM_Bhadrak @WCDOdisha @CdpoBhadrak @PravatiPOdisha @GovernorOdisha
SADAY SEVA SANGATHAN tweet media
OR
0
0
1
32
SADAY SEVA SANGATHAN
SADAY SEVA SANGATHAN@SadaySeva·
ଭଦ୍ରକ_ବାସୁଦେବପୁର_AB ହାଇସ୍କୁଲ ର ଦୃଶ୍ୟ ଯେଉଁଠି ପିଲାମାନେ ଡାଲମା ଭାତ ଖାଉଛନ୍ତି ସେଠି ଶିକ୍ଷକ ମାନେ କେମିତି 12 ତିଅଣ ଲଗେଇ ଖାଉଛନ୍ତି @CMO_Odisha @DM_Bhadrak @SMEOdisha @SchoolEduOdisha ଦୟାକରି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ
OR
0
0
1
31
SADAY SEVA SANGATHAN
SADAY SEVA SANGATHAN@SadaySeva·
ଭଦ୍ରକ_ଚୂଡ଼ାମଣି ଥାନl ଅଧିକାରୀ ଙ୍କ ସମ୍ପର୍କୀୟ 10ବର୍ଷ ନାବାଳକ ଙ୍କ ଗୁଳିରେ SPO ଆହତ l ନାବାଳକ ବନ୍ଧୁକ ଆଣିଲେ କେଉଁଠୁ ତୁରନ୍ତ ତଦନ୍ତ କରି ଥାନାଧିକାରୀ ଙ୍କୁ ନିଲମ୍ବନ କରି ଗିରଫ କରାଯାଉ @homeodisha @DGPOdisha @CMO_Odisha @odisha_police @SpBhadrak @DM_Bhadrak facebook.com/share/v/173n4d…
SADAY SEVA SANGATHAN tweet media
OR
0
0
1
39
SADAY SEVA SANGATHAN
SADAY SEVA SANGATHAN@SadaySeva·
ଭଦ୍ରକ_ବାସୁଦେବପୁର_ରେଞ୍ଜେର ଅତୁଲ୍ୟ ମହାନ୍ତି ବିରୁଦ୍ଧରେ ଲକ୍ଷ୍ୟଧିକ ଅଭିଯୋଗ DFO PC ଖାଇ କରୁଛନ୍ତି ସହଯୋଗ ଅତୁଲ୍ୟ କୁ ଦୟାକରୀ ତୁରନ୍ତ ନିଲମ୍ବନ କରିବାକୁ ଅନୁରୋଧ @DM_Bhadrak @pccfodisha @RccfBhubaneswar @OdishaVigilance @CMO_Odisha @ForestDeptt ଦୁର୍ନୀତିଖୋର ଅତୁଲ୍ୟ କୁ ତୁରନ୍ତ ନିଲମ୍ବନ କରାଯାଉ
SADAY SEVA SANGATHAN tweet media
OR
2
2
4
71
SADAY SEVA SANGATHAN
SADAY SEVA SANGATHAN@SadaySeva·
#ଭଦ୍ରକ_ବାସୁଦେବପୁର_ବ୍ରାହ୍ମଣଗାଁ ଦିନକୁ ଦିନ ଚୋରି ବଢ଼ିବାରେ ଲାଗିଛି ପ୍ରତେକ ଦିନ ଚୋରି ହେଉଛି କାଲି ମଧ୍ୟ 7ରୁ ଅଧିକ ଘର ଚୋରି ହୋଇଛି କିନ୍ତୁ ବାସୁଦେବପୁର ପୋଲିସ ସବୁ ଜାଣି ଚୁପ କଣ ପାଇଁ @SpBhadrak @DM_Bhadrak @DGPOdisha @homeodisha @odisha_police BSP ପୋଲିସ କୁ ବଡ଼ ଚ୍ୟାଲେଞ୍ଜ କେବେ ଗିରଫ କରୁଛି ଦେଖିବାକୁ ବାକି
OR
0
3
3
80