SHEIKH SAFFIK
555 posts



#ମହିଳା_ପୁଲିସ୍ଙ୍କୁ_ନିର୍ଯାତନା....#ଚାକିରି_ଛାଡ଼ିଦେଲେ ଅନୁଗୁଳ ପୁଲିସର ପୋଲ୍ ଖୋଲିଲେ ମହିଳା ହାବିଲଦାର । ଉପରିସ୍ଥ ଅଧିକାରୀଙ୍କ ମାନସିକ ନିର୍ଯାତନା ସହିନପାରି ଇସ୍ତଫା ଦେଇଛନ୍ତି #Odisha #KanakNews #Anugul










ଏ ହେଉଛି ଆମ ଭୁବନେଶ୍ଵର ସ୍ମାର୍ଟ ସିଟି ଅଭିଯୋଗ କଲା ପରେ ମଧ୍ୟ @STAOdisha ସାର କିଛି Action ନିଆ ଯାଉ ନାହିଁ, ଦିନକୁ ଦିନ Road Romeo ଭୁବନେଶ୍ୱର ଉପରେ ବଢ଼ିବାରେ ଲାଗିଛି CCTV camera ଥାଇ ମଧ୍ୟ ଏମାନେ କେମିତି ରାସ୍ତାକୁ କଭର କରି ଗାଡି ଚାଳନା କରୁଛନ୍ତି ତା ସହିତ ଭିଡିଓ କରି ସୋସିଆଲ ମିଡ଼ିଆ ଅପଲୋଡ଼ କରାଯାଇଅଛି । ନା ପୋଲିସର ଭୟ ଅଛି ନା traffic police ଭୟ ନିର୍ଭୟରେ ଗାଡି ଚାଳନା କରୁଛନ୍ତି ବିନା ସିଟ୍ ବେଲେଟ ବେପରୁଆ ଭାବେ ଗୁଣ୍ଡା ରାଜ କରୁଛନ୍ତି ଭୁବନେଶ୍ୱର ରାଜ ରାସ୍ତା ଉପରେ। ତୁରନ୍ତ ଏ ଯୁବକ ଗିରଫ କରିବା ସହିତ ସୋସିଆଲ ମିଡ଼ିଆ Account କୁ Ban କରିବା ସହିତ ଏ ଦୁଇ ଗାଡ଼ିକୁ ଜବତ କରିବା ସହିତ RC ଓ DL suspend କରିବାକୁ ରାଜ୍ୟ ସରକାର ଓ ପୋଲିସ ବିଭାଗ ପରିବହନ ବିଭାଗକୁ ବିନମ୍ର ଭାବେ ଅନୁରୋଧ ଗାଡ଼ି ନମ୍ବର :OD02Z5960 ଗାଡ଼ି ନମ୍ବର: OD02DB2830 @CMO_Odisha @drpatra @ushapadhee1996 @AMITABHTHAKUR21 @DGPOdisha @DCP_TRAFFIC @dcpbbsr @OfficialTeamATA @rto_bbsr2 @RtoBbsr_I @spkhordha @DMKhordha @sagarika_nath @CTOdisha @odisha_police @homeodisha



















