manas kumar tripathy

92 posts

manas kumar tripathy

manas kumar tripathy

@Tri320liku

Fight for truth

Katılım Ağustos 2022
82 Takip Edilen2 Takipçiler
manas kumar tripathy
manas kumar tripathy@Tri320liku·
@Madhusmita1607 @CMCCuttack @CMO_Odisha @CuttackDM @HUDDeptOdisha @IPR_Odisha @MoHUA_India @SwachhBharatGov ଗ୍ରୀଏଭାନ୍ସସ କୁ ରଦୀ କାଗଜ ଭାବିକି ଫୋପାଡ଼ି ଦେଉଛନ୍ତି ମୁଖ୍ୟମନ୍ତ୍ରୀ ଅଭିଯୋଗ ଦାଇତ୍ୱ ଗୋଟିଏ ଡାଟା entery operator ହାତରେ l ଶୁଭାସ ସିଂ cmc କୁ ବର୍ବାଦ କରିଦେଇଛି ରାଜ୍ୟ ସରକାର ବି ନୀରବ ଦ୍ରଷ୍ଟା
OR
3
0
0
60
CMC,Cuttack
CMC,Cuttack@CMCCuttack·
ସିଏମସିର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ ଓ କମିଶନର ସୁଶ୍ରୀ କିରନଦୀପ୍ କୌର ସହୋତା ବାଦାମବାଡ଼ି ଅଞ୍ଚଳରେ ପଙ୍କ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ସହରବାସୀଙ୍କ ସୁବିଧା ପାଇଁ ବର୍ଷା ପୂର୍ବରୁ ସମସ୍ତ ଡ୍ରେନକୁ ସଫା କରିବା ପାଇଁ ସମସ୍ତ ଅଧିକାରୀ ଓ ଏଜେନ୍ସିକୁ ନିର୍ଦ୍ଦେଶ ଦିଆଯାଇଛି। #cmc #cuttack
CMC,Cuttack tweet mediaCMC,Cuttack tweet mediaCMC,Cuttack tweet mediaCMC,Cuttack tweet media
OR
2
0
10
620
manas kumar tripathy
manas kumar tripathy@Tri320liku·
@DivCtc ଜାଇକା manwhole ରୁ ଅନବରତ ପାଣି ବାହାରୁଛି 53 ୱାର୍ଡ କଟକ ମେଡ଼plus କଲ୍ୟାଣୀ ନଗର ର ଏହି ଅବସ୍ଥା ତାହେଲେ ଜାଇକା କଣ ବିଫଳ ଓ ବେଫିକର
manas kumar tripathy tweet media
OR
0
0
0
1
manas kumar tripathy
manas kumar tripathy@Tri320liku·
@BashiPakhala ଦିଲ୍ଲୀ ଗୋଡ଼ ତଳେ ପଡୁଛନ୍ତି ଭୁବନେଶ୍ୱର ଆସିଲେ ଟିକିଏ ଭୁକି ଦେଉଛନ୍ତି ବିଜେଡି ର ବର୍ତମାନ ରୋଲ
OR
0
0
0
4
Cockroach 🪳 Bashi Pakhala
Cockroach 🪳 Bashi Pakhala@bashipakhala·
ଆପଣ ଆଶ୍ଚର୍ଯ୍ୟ ହେବେ ଏ ଲୋକ କେମିତି ଜାଣିଲା ଠିକ ସେଇ ସମୟରେ ନବୀନ ବାବୁ ଆମିଷ ଖାଉଥିଲେ ବୋଲି.. ମୁଁ ଉତ୍ତର କହୁଛି ଶୁଣନ୍ତୁ, ଇଏ ନବୀନ ଖାଉଥିବା ଟେବୁଲ ତଳେ ଥିଲା ଆଉ ଆଉ ନବୀନ ବାବୁ ଯୋଉ ସବୁ କଣ୍ଟା ତଳେ ପକାଉଥିଲେ ତାକୁ ଇଏ ଖାଉଥିଲା.. ଏବେ ସମସ୍ତଙ୍କ ଭ୍ରମ ଦୂର ହେଲା ତ.!!
ଓଟିଭି@otvkhabar

'#ପୁରୀରେ_ଜଳୁଥିଲା_ବିଜୁବାବୁଙ୍କ_ଚିତା..#ନବୀନ_ଖାଉଥିଲେ_ଆମିଷ' 'ଯେତେବେଳେ ପୁରୀରେ ବିଜୁବାବୁଙ୍କ ଚିତା ଜଳୁଥିଲା...ଦିଲ୍ଲୀରେ ପୁଅ ନବୀନ ଦିଲ୍ଲୀପ ରାୟଙ୍କ ହୋଟେଲରେ ଖାଉଥିଲେ ଆମିଷ। ଆମର ବିଶ୍ୱାସ ରହିଛି ବାପାଙ୍କ ମୃତ୍ୟୁରେ ପୁଅ କେବେ ଆମିଷ ଖାଇବା କଥା ନୁହେଁ। କିନ୍ତୁ ନବୀନ ଆମିଷ ଖାଇଥିଲେ ।' #BijuPatnaik #NaveenPatnaik #OTV

OR
21
6
92
2.1K
manas kumar tripathy
manas kumar tripathy@Tri320liku·
@rdmodisha @CMO_Odisha @dmkendrapara ପଟ୍ଟାମୁଣ୍ଡାଇ ତହସିଲ କିଛି କର୍ମଚାରୀ ଙ୍କ ଖାମଖିଆଲି ନୀତି ପାଇଁ ଜମିଜମା ସମଧିୟ ଦାଖଲ ଖରଜ ନିର୍ଦ୍ଧିଷ୍ଟ ଅବଧି ଠାରୁ ଅଧିକ ଦିନ ପଡକୀ ରହୁଛି ନିର୍ଦ୍ଧିଷ୍ଟ କେତେ ଟି Ri ଏଥିପାଇଁ ଦାଈ ତହସିଲଦାର ପଚାରିଲେ ନିର୍ଦ୍ଧିଷ୍ଟ ସନ୍ତୋଷ ଜନକ ଉତ୍ତର ମିଳୁନି ଏହାର ବିହିତ ପଦକ୍ଷେପ ନେବାକୁ ଅନୁରୋଧ
OR
0
0
0
43
Debasmita Panda
Debasmita Panda@Debasmi06859468·
କେଡେ ପାଗଳ ଏ ବିଜେପି ଦଳ । ନିଜ ଅପାରଗତାକୁ ଲୁଚାଇବାକୁ ଯାଇ ଏମାନେ ଏତେ ତଳକୁ ଖସିଯାଇପାରନ୍ତି । #Odisha #BJP #BjpAntiOdisha #BJPfailInOdisha
Debasmita Panda tweet media
OR
29
21
130
4.9K
Rasmita Mohapatra
Rasmita Mohapatra@RasmitaMohapa16·
ଭାଇ ୟେ ଟିକେ ଅଧିକ ହେଇ ଯାଉନି... 😀 କେତେବେଳେ ICU, ପୁଣି Defence Minister ପଳେଇ ଆସିଲେଣି.... 🙄🙄 ଦେଶରେ ଯବାନ ଗୁଳି ଖାଇ ମରୁଛନ୍ତି ତାଙ୍କ ପାଇଁ ଏତିକି ହେଲେ ବହୁତ ବଡ କଥା..... ରାଜନୀତି କୁ ବୁଝିବା କଷ୍ଟ 😀😀😀 । Big incident of the year ନନା ଆପଣଙ୍କ act କୁ 🙏🙏🙏
Rasmita Mohapatra tweet media
OR
86
25
321
15K
manas kumar tripathy
manas kumar tripathy@Tri320liku·
@BashiPakhala ବିଜେଡି ଵାଲା ଯେମିତି ରକ୍ତ ଚାଉଳ ଚୋବାଉ ଛନ୍ତି କିଛି ଵି କରି ପାରନ୍ତି ନିଜ ମନ୍ତ୍ରୀ ନବ ଦାଶ କୁ ପୋଲିସ ଲଗେଇ ମାରିପାରିଲେ ବିଜେଡି ଵାଲା ପାଇଁ ସବୁ ସମ୍ଭବ
OR
0
0
0
6
Cockroach 🪳 Bashi Pakhala
Cockroach 🪳 Bashi Pakhala@bashipakhala·
ନିଜ ଗାଆଁରେ ବାପାଙ୍କ ଶ୍ରାଦ୍ଧରେ ସୂର୍ଯ୍ୟ ସେଠୀ ବାବୁଙ୍କୁ ଏତେ ପୋଲିସ ଓ ଅଙ୍ଗରକ୍ଷୀ ଦରକାର ପଡ଼ୁଛନ୍ତି.. ବିଜେପି କ୍ଷମତାକୁ ଆସିବା ପରେ କାଳେ ଲୋକ ପ୍ରତି ପଞ୍ଚାୟତରେ 100 ଜଣଙ୍କୁ ଚାକିରୀ କଥା ପଚାରିବେ ସେଇ ପ୍ରଶ୍ନକୁ ଭୟ ଏବେ ବାବୁଙ୍କର..
Cockroach 🪳 Bashi Pakhala tweet media
OR
39
8
186
10K
manas kumar tripathy
manas kumar tripathy@Tri320liku·
@SMEOdisha @CMO_Odisha @SecyChief @BSEOdisha ଓଡିଶା ଶାସନ ବ୍ୟବସ୍ତା ବିକଳ ଚିତ୍ର ଗଣଶିକ୍ଷା ବିଭାଗରେ କଣ ଚାଲିଛି ଏକ ଭୁବନେଶ୍ୱର ପ୍ରକାଶିତ ଖବର କାଗଜରେ କଚ୍ଚା ଚିଠା ଖୋଲିଛି ମାଧ୍ୟ୍ୟମିକଶିକ୍ଷା ପରିଷଦ ଗୋଟିଏ ଅଫିସ 14ବର୍ଷ ହେଲାଣି ରହିଛନ୍ତି ଅନେକ ଦୁର୍ନୀତି ଅଭିଯୋଗ ଫର୍ଦ ଲମ୍ବା ତାଙ୍କର ନିହାର ମହାନ୍ତିଙ୍କ ବଦଳି କେବେ?
manas kumar tripathy tweet media
OR
0
0
0
24
manas kumar tripathy
manas kumar tripathy@Tri320liku·
@bhakton_mitronn @BJP4Odisha @INCIndia @bjd ହିମାଚଳ ପ୍ରଦେଶ କୁ ବର୍ବାଦ କରିଦେବା ରେ କଂଗ୍ରେସ ହେଲା ସଫଳ ଲୋକ ପାଇଁ ଦରମା ନାହଁ କଂଗ୍ରେସ ଲୋକଙ୍କ ପାଇଁ କାଳ
OR
0
0
0
42
manas kumar tripathy
manas kumar tripathy@Tri320liku·
@BashiPakhala ତାପରେ ଆଶିଷ ସିଂ କୁଟେ ନିର୍ବାଚନ ପ୍ରଭାବିତ କରନ୍ତି ବୋଲି ବଦଳି ହେଲା ସରକାର ଅଫିସର ବଦଳି କୁ ପାଣ୍ଡିଆନ ନବୀନ କାହିଁକି ବିରୋଧ କରିଥିଲେ 25 ବର୍ଷ କୁ କର୍ମ ଫର୍ଦ ବହୁତ ଲମ୍ବା ଦିଲ୍ଲୀ ର କେନ୍ଦ୍ର ସରକାର ଦୟା ରେ ବଞ୍ଚି କି ଅଛନ୍ତି l ବିଜେଡି ଵାଲା ଧନ୍ୟବାଦ ଦେବା କଥା କେନ୍ଦ୍ର ସରକାର କୁ
OR
0
0
1
98
manas kumar tripathy
manas kumar tripathy@Tri320liku·
@BashiPakhala ସରକାରୀ ବଳ କୁ use କରି ନିଜର ବର୍ତମାନ mla ରାଜା ସ୍ୱାଇଁ କୁ ଆଠଗଡ ନିର୍ବାଚନ ରେ ପାର୍ଥି ପତ୍ର କୁ ନାକଚ କଲେ ସେତବେଳେ ର ଅଫିସର ବା returning ଅଫିସର ଦିବାକର ପାଟିଲ ଉପରେ କାର୍ଯ୍ୟଅନୁଷ୍ଠାନ ପାଇଁ ମାନ୍ୟବର ସୁପ୍ରମି କୋୖର୍ଟ କହିଥିଲେ କାର୍ଯ୍ୟ ଅନୁଷ୍ଠାନ ନେବେ କଣ ନବୀନ ମହାତ୍ମା ପଦନ୍ନତି ଦେଇ ମୟୁରଭଞ୍ଜ ର ଜିଲ୍ଲାପଳ କଲେ
OR
0
0
0
235
manas kumar tripathy
manas kumar tripathy@Tri320liku·
@DGPOdisha @homeodisha କଟକ କଲ୍ୟାଣୀ ନଗର ଏକ ଜେଲ ଫେରନ୍ତ ଦୁର୍ଦାନ୍ତ ଅପରାଧି ସୁମନ ବିଭିନ୍ନ ଲୋକଙ୍କୁ ଧମକ ଚମକ ଦେବା ସହ କିଛି ତାର କିଛି ସହଯୋଗୀ ବଣ୍ଟି (ମୋମୋ ଦୋକାନୀ ), ଆନ୍ଦର ପୂରର ମଣ୍ଟୁଆ, ମିକି ଉତ୍ପାତ ଚରମ ସୀମା ଟପିଗଲାଣି ସ୍ଥନୀୟ ପୋଲିସ କୁ କହୁବାକୁ ଭୟ ଲାଗୁଛି ଏହି ଲେଖା ଗୁରୁତ୍ୱ ସହ ବିଚାର ପାଇଁ ଅନୁରୋଧ
OR
0
0
0
41
manas kumar tripathy
manas kumar tripathy@Tri320liku·
@BashiPakhala ବିଜୟ, ନଳିନୀ, ଦିଲ୍ଲୀପ ଙ୍କୁ ଧୋକା ଦେଇଥିବା ନବୀନ ଆଜି ସେଇ ଜିନିଷ ତାଙ୍କରି ସାଥିରେ ହେଉଛି କିଛି ଅସୁବିଧା ନାହିଁ
OR
0
0
2
120
Cockroach 🪳 Bashi Pakhala
Cockroach 🪳 Bashi Pakhala@bashipakhala·
ଯୋଉଗୁଡାଙ୍କୁ ଦଳ ଡାକିକି ରାଜ୍ୟସଭା ଭଳି ପଦ ଦେଇଥିଲା ସେଇଗୁଡା କୃତଘ୍ନ ବେଇମାନ ବାହାରିଲେ.. ଏମାନେ ପ୍ରକୃତରେ ଯୋଗ୍ୟ ନୁହଁନ୍ତି ସେ ପଦ ପାଇଁ..
Swayam Prakash@swayam4Odisha

ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁଜିତ କୁମାରଙ୍କୁ @bjd_odishaରୁ ବହିଷ୍କାର କରିଛନ୍ତି ସଭାପତି @Naveen_Odisha

OR
47
5
142
5.2K
manas kumar tripathy
manas kumar tripathy@Tri320liku·
@SankhaOdisha ସବୁ ଦୁର୍ନୀତି ର god father ସ୍ୱୟଂ ନବୀନ ପଟ୍ଟନାୟକ ନବୀନ ନିବାସ ଫମେଶ ଗ୍ରାଉସ ଠାରୁ ଆସ୍କା 40 ନବୀନ ତକିଆ ପର୍ଯ୍ୟନ୍ତ
OR
0
0
0
14
Sankha Odisha
Sankha Odisha@SankhaOdisha·
ଓଡ଼ିଶାର ଶାସନ ଇତିହାସର କଳଙ୍କିତ ଅଧ୍ୟାୟରେ ପୃଥ୍ବୀରାଜଙ୍କ ଭଳି ଅକାଳକୁଷ୍ମାଣ୍ଡ ମନ୍ତ୍ରୀ ବିରଳ।
OR
27
12
167
9.7K
manas kumar tripathy
manas kumar tripathy@Tri320liku·
@SankhaOdisha ବିଜେଡି ନେତା ଙ୍କ ଅନେକ ମଦ ଦୋକାନ ଅଛି ପ୍ରଭାତ ବିଶ୍ୱାଳ ଜଗତପୁର ପଟ୍ଟମୁଣ୍ଡାଇ ଭିତରେ କେତେ ଅଛି 2004 ରୁ ବର୍ତମାନ ପର୍ଯ୍ୟନ୍ତ ତାର କଚା ଚିଠା ସରକାର ସର୍ବ ସାଧାରଣ ସମୁଖ ରେ ରଖିବା ଉଚିତ
OR
0
0
0
12
manas kumar tripathy
manas kumar tripathy@Tri320liku·
@CMO_Odisha @MohanMOdisha @PMOIndia @narendramodi ନିଜ ଯୋଜନା ଠିକ ସେ ଚଳେଇ ପାରିଲେନି ବିଜୁ ପକା ଘର, ପିଠା, ମିଶନ ଶକ୍ତି ଙ୍କୁ scooty ଦେବା ଯୋଜନା scooty କିଏ ପାଇଲା କେତେ ପାଇଲେ ନବୀନ ପାଣ୍ଡୁ ଙ୍କୁ ଜଣା l ସୁଭଦ୍ରା ଯୋଜନା ଲାଗୁ କରିଥିବାରୁ ଧନ୍ୟବାଦ l ସୁଭଦ୍ରା ଯୋଜନା ଲାଗୁ ହେବାରୁ ବିଜେଡି ଛଟ ପଟ ହେବା ସ୍ୱାଭାବିକ
OR
0
0
2
270
CMO Odisha
CMO Odisha@CMO_Odisha·
ମହିଳା ସଶକ୍ତିକରଣର ପ୍ରତିଶ୍ରୁତିକୁ ପୁରଣ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଣିଛନ୍ତି 'ସୁଭଦ୍ରା ଯୋଜନା'। ଏହି ଯୋଜନାରେ ଆଗାମୀ ୫ ବର୍ଷରେ ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା। ପ୍ରତି ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ୫ ହଜାର ଟଙ୍କା ଓ ଅନ୍ତର୍ଜାତୀୟ ମହିଳା ଦିବସ (୮ ମାର୍ଚ୍ଚ)ରେ ୫ହଜାର ଟଙ୍କା ଦିଆଯିବ। #SubhadraJojana #ସୁଭଦ୍ରା_ଯୋଜନା
CMO Odisha tweet media
OR
137
84
772
49.3K
manas kumar tripathy
manas kumar tripathy@Tri320liku·
@BashiPakhala ଓଟିଭି ପ୍ୟାରୀ ବାବୁ mid night ଅପେରସନ କୁ ପଣ୍ଡ କରିଥିଲା ସେତେବେଳେ କାହାର ଦଲାଲ ଥିଲା ନବୀନ ଶାସନ ଅନ୍ତ ସେଇ ଦିନ ହୋଇଯାଇଥାନ୍ତା ଓରଟେଲ କମ୍ୟୁନିକେସନ କୁ ବିନା ପଇସା କେବୁଲ ଟିଭି ତାର କୁ ଇଲେକ୍ଟ୍ରି ଖୁଣ୍ଟି ରେ ଲଗେଇ ବା ପାଇଁ କିଏ ଅନୁମତି ଦେଇଥିଲା
OR
0
0
1
122
Cockroach 🪳 Bashi Pakhala
Cockroach 🪳 Bashi Pakhala@bashipakhala·
ଏଇ ଦଲାଲ ଚ୍ୟାନେଲ 2021 ରେ ବିଜେପି ନେତା ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ଘଟଣାର ଖବର ପ୍ରସାରଣ କରିନଥିଲା କିମ୍ବା କୌଣସି ସୋସିଆଲ ମିଡିଆରେ ମଧ୍ୟ ଛାଡ଼ିନଥିଲା.. ଆଜି ସେଇ ନିର୍ଲଜ ସାମ୍ବାଦିକ ଦଳ କହୁଚନ୍ତି ତୁମୁଳକାଣ୍ଡ ଆଉ ଅରାଜକତା.. ବେହିଆ ଚ୍ୟାନେଲକୁ କେମିତି ଶିକ୍ଷା ଦିଆଯିବା ଦରକାର??
ଓଟିଭି@otvkhabar

#ବାଚସ୍ପତିଙ୍କ_ପୋଡ଼ିୟମ_ଉପରକୁ_ଚଢ଼ିଗଲେ - ବିଧାନସଭାରେ ବିଜେଡିର ତୁମୁଳକାଣ୍ଡ ଓ ଅରାଜକତା - ବାଚସ୍ପତିଙ୍କ ପୋଡିୟମ୍ ଦଖଲ କରିବାକୁ ବିଜେଡିର ଉଦ୍ୟମ - ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ିଲେ ୨ ବିରୋଧୀ ସଦସ୍ୟ - ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଚଢ଼ିଲେ ପୋଡ଼ିୟମ - ସୋର ଓ ଦେବଗଡ଼ ବିଧାୟକ ପୋଡ଼ିୟମ ଉପରକୁ ଚଢ଼ିଗଲେ - ସାଢ଼େ ୧୧ଟା ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି #Speaker #Assembly #BJD #OTV

OR
28
9
127
3.3K
manas kumar tripathy
manas kumar tripathy@Tri320liku·
@BashiPakhala ଓଟିଭି ପ୍ୟାରୀ ବାବୁ mid night ଅପେରସନ କୁ ପଣ୍ଡ କରିଥିଲା ସେତେବେଳେ କାହାର ଦଲାଲ ଥିଲା ନବୀନ ଶାସନ ଅନ୍ତ ସେଇ ଦିନ ହୋଇଯାଇଥାନ୍ତା ଓରଟେଲ କମ୍ୟୁନିକେସନ କୁ ବିନା ପଇସା କେବୁଲ ଟିଭି ତାର ଇଲେକ୍ଟ୍ରି ଖୁଣ୍ଟି ରେ କିଏ ଅନୁମତି ଦେଇଥିଲା
OR
0
0
0
111
manas kumar tripathy
manas kumar tripathy@Tri320liku·
@BashiPakhala ଅନୁ ସାଏ ଚପଲ ଫିଙ୍ଗି ଥିଲା ହତ୍ୟା case ଗିରଫ ହୋଇଥିଲା କିନ୍ତୁ ନବୀନ ବାବୁ ତାଙ୍କୁ ବିଜେଡି ଦଳ କିପରି ନେଇଥିଲେ
OR
1
0
1
221