MR.PRADUMNA

3.4K posts

MR.PRADUMNA banner
MR.PRADUMNA

MR.PRADUMNA

@biswalp123

ଅନ୍ୟାୟ ବିରୋଧରେ ଲଢିବା । ସମାଜ ର ସେବା କରିବା । ମୋର ପ୍ରଥମ ଲକ୍ଷ୍ୟ ।

Katılım Haziran 2020
4K Takip Edilen1.2K Takipçiler
Sabitlenmiş Tweet
MR.PRADUMNA
MR.PRADUMNA@biswalp123·
ସାମାଜିକ ଗଣମାଧ୍ୟମ ଟୁଇଟର ର ସଠିକ ବ୍ୟବହାର କରିବା ଦ୍ୱାରା ସାଧାରଣ ଲୋକଙ୍କ ପାଖରେ ସରକାରୀ ସହାୟତା ପହଞ୍ଚି ପାରୁଛି । @otvkhabar ରେ @NILAKAN87491782 ଭାଇ ମୋର ପ୍ରତିକ୍ରିୟା ନେଉଛନ୍ତି ।
OR
0
1
18
944
MR.PRADUMNA
MR.PRADUMNA@biswalp123·
ଜଳ ହିଁ ଜୀବନ । ଜଳ ଅଭାବ ରୁ ରାଜ ରାସ୍ତା ଅବରୋଧ ସହ ବ୍ଳକ୍ କାର୍ଯ୍ୟାଳୟ ଅବରୋଧ କଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ଅନ୍ତର୍ଗତ ଟୁବୁକା ଗ୍ରାମର ମହିଳା ମାନେ । କୃଷ୍ଣପ୍ରସାଦ ବ୍ଳକ୍ ଚିଲିକା ଘେର ହେଇଥିବାରୁ ଅନେକ ସମୟରେ ପିଇବା ପାଣି ସମସ୍ୟା ରୁ ଲୁଣି ପାଣି ପିଇବା ଦ୍ୱାରା ବହୁ ଲୋକ ରୋଗରେ ଆକ୍ରାନ୍ତ ହୋଇଛନ୍ତି । @dm_puri
MR.PRADUMNA tweet media
OR
2
0
3
45
MR.PRADUMNA retweetledi
IndiaToday
IndiaToday@IndiaToday·
Abhijeet Dipke defended a five-point agenda calling for independent institutions, stricter accountability for election officials, and 50% reservation for women in legislatures and cabinet positions. Responding to questions on whether the agenda signals political ambitions, Dipke said the aim is to strive for an “ideal India” where the judiciary, Election Commission, and media remain neutral and independent. #AbhijeetDipke #IndianPolitics #Democracy #ElectionCommission #Judiciary #WomenReservation #PoliticalDebate #BJP #IndiaNews #BreakingNews #PoliticalAgenda #ViralInterview #IndianDemocracy #MediaDebate #Trending | @Sonal_MK
English
155
190
703
47.8K
MR.PRADUMNA retweetledi
The Cockroach Youth 🇮🇳
क्यों बनीं है कांकरोच जनता पार्टी आगे सुनिए और रीपोस्ट जरूर करें। Cockroach janta party 🎉
हिन्दी
819
12.3K
43.2K
887.5K
MR.PRADUMNA
MR.PRADUMNA@biswalp123·
ବ୍ଳକ୍ ପ୍ରସାଶନ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ଙ୍କୁ ବାରମ୍ୱାର ଜଣାଇବା ପରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ 85 ବର୍ଷୟ କମା ବେହେରା ଙ୍କୁ ସରକାରୀ ସହାୟତା ଯୋଗାଇ ଦେଲେ ନାହିଁ । ଦିନେ ଖାଇଲେ ଦି ଉପବାସ । ସେ ଏକା ନୁହଁନ୍ତି ସାଥିରେ ପାଗଳି ଝିଅ କୁ ନେଇ ଦିନ କାଟୁଛନ୍ତି । ଦାୟକରୀ ପ୍ରସାଶନ କୁ ଅନୁରୋଧ ଏ ଦିଗରେ ଦୃଷ୍ଟି ଦେବେ ।
OR
3
0
6
114
MR.PRADUMNA retweetledi
Dr. Niranjan Biswal
Dr. Niranjan Biswal@DrNiranjanINC·
ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟା ଘଟଣା ଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା ଖରିନାସୀ ଗାଁରେ ଯୁବକଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରିବା ପର୍ଯ୍ୟନ୍ତ। ପୁଣି ଆଜି ବ୍ରହ୍ମପୁରରେ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ପିଟିବା ଘଟଣା। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଗତକାଲି ବ୍ରହ୍ମପୁରରେ ଏନକାଉଣ୍ଟର ହୋଇଥିବା ବେଳେ ଆଜି ଆତଙ୍କ ଦେଖିବାକୁ ମିଳିଛି। ଏସବୁ ଘଟଣାର ଭିଡିଓ ଦେଖିଲେ, ଦେହ କଣ ହେଇଯାଉଛି। ପ୍ରକୃତରେ ଆମ ରାଜ୍ୟରେ ଚାଲିଛି କଣ? ପୂର୍ବରୁ ଯେତିକି ପୁଲିସ ଥିଲେ, ଏବେବି ତ ଅଛନ୍ତି। ନାଁ କମି ଯାଇଛନ୍ତି? ତାହାଲେ ଅସୁବିଧା କେଉଁଠି ରହୁଛି? ଅସାମାଜିକ ମାନେ ଏତେ ନିର୍ଭୟ ଓ ନିଷ୍ଠୁର କେମିତି ହେଉଛନ୍ତି? ରାଜନୈତିକ ହସ୍ତକ୍ଷେପ ପୁଲିସ ବ୍ୟବସ୍ଥାକୁ ଆହୁରି ଦୁର୍ବଳ କରୁଛି ବୋଲି ଯେଉଁ ଅଭିଯୋଗ ହୋଇ ଆସୁଛି, ଏସବୁ ଘଟଣା ସେଇ ଅଭିଯୋଗକୁ ସତ ବୋଲି ପ୍ରମାଣିତ କରୁଛି। @odisha_police @sp_ganjam ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ @MohanMOdisha @CMO_Odisha କଣ କରୁଛନ୍ତି? ନା କେବଳ ଫଟୋ ଉଠା, ଘଣ୍ଟା ଘଣ୍ଟାର ଭାଷଣ, ଅମୁକ ବୈଠକ, ସମୁକ ଶିବିରରେ ଲିପ୍ତ ଅଛନ୍ତି..? କଣ ତାଙ୍କ ଦାୟିତ୍ୱ ଏତିକି? କାଗଜପତ୍ର କଥାକୁ ବାଦ୍ ଦେଇ ଜଣେ ସାଧାରଣ ନାଗରିକ ହିସାବରେ କହୁଛି, ଏବେ ଅସାମାଜିକ ମାନେ ଯେତିକି ନିଷ୍ଠୁର ହେଉଛନ୍ତି; ପୂର୍ବରୁ କେହି କେବେ ଦେଖିନଥିବେ..! @BhaktaCharanDas @INCOdisha @AjayLalluINC
Titu panda@Titupanda2

ବିଚ ରାସ୍ତାରେ ମାଡ଼ ଝିଅଟି ଅଛି ମାଡ଼। କଣ ସବୁ ଘଟୁଛି ଏ ରାଜ୍ୟରେ? @MohanMOdisha ସେପଟେ @NitinNabin ଙ୍କୁ ଅତିଥି ସତ୍କାରରେ ବ୍ୟସ୍ତ। ବ୍ରହ୍ମପୁର ଗିରିରୋଡ ଛକର ଘଟଣା। Sir @Naveen_Odisha plz କିଛି କରନ୍ତୁ। @BhruguOdisha @SulataDeoMP @bjd_odisha @BJP4Odisha @sasmitpatra @AmiyaPandav

OR
0
1
1
56
MR.PRADUMNA retweetledi
Titu panda
Titu panda@Titupanda2·
ବିଚ ରାସ୍ତାରେ ମାଡ଼ ଝିଅଟି ଅଛି ମାଡ଼। କଣ ସବୁ ଘଟୁଛି ଏ ରାଜ୍ୟରେ? @MohanMOdisha ସେପଟେ @NitinNabin ଙ୍କୁ ଅତିଥି ସତ୍କାରରେ ବ୍ୟସ୍ତ। ବ୍ରହ୍ମପୁର ଗିରିରୋଡ ଛକର ଘଟଣା। Sir @Naveen_Odisha plz କିଛି କରନ୍ତୁ। @BhruguOdisha @SulataDeoMP @bjd_odisha @BJP4Odisha @sasmitpatra @AmiyaPandav
OR
110
170
500
35.9K
MR.PRADUMNA retweetledi
Dusmanta Pradhan
Dusmanta Pradhan@DusmantaPr73568·
ବ୍ରହ୍ମଗିରି ବ୍ଲକ, ମଣପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଞ୍ଜର ତlରଣି ମନ୍ଦିର ନିକଟସ୍ଥ ଉକ୍ତ ନଳକୂପ ର ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ତୁରନ୍ତ ମରାମତି ଏକାନ୍ତ କାମ୍ୟ @CMO_Odisha @RWSS_Puri @UpasnaMohapatra @sambitswaraj @IPR_Odisha @dm_puri
OR
0
3
9
83
MR.PRADUMNA
MR.PRADUMNA@biswalp123·
@AmiyaPandav ଏମାନେ ଆଗରୁ ବିଜେଡ଼ି ଯାତ୍ରା ପାଟିରେ ଥିଲେ ।
OR
0
0
1
91
MR.PRADUMNA
MR.PRADUMNA@biswalp123·
80% ଭିନ୍ନକ୍ଷମ ଥାଇ ମଧ୍ୟ 3500 ବର୍ଦ୍ଧ୍ୟକ ଭତ୍ତା ପାଇବାରୁ ବଞ୍ଚିତ କଟକ ଜିଲା ବାରଙ୍ଗ ବଛିପୁର ର ବାଇଧର ସ୍ୱାଇଁ ଦାୟକରି ତାଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରିବା ପାଇଁ ଅନୁରୋଧ ।@CuttackDsso @SSEPD2 @CMO_Odisha @CuttackDM @MohanMOdisha
MR.PRADUMNA tweet mediaMR.PRADUMNA tweet mediaMR.PRADUMNA tweet media
OR
2
7
20
637
MR.PRADUMNA retweetledi
Dr. Niranjan Biswal
Dr. Niranjan Biswal@DrNiranjanINC·
ଏହା ଅତ୍ୟନ୍ତ ଦୁଖଃଦ ଏବଂ ସ୍ପର୍ଶକାତର ବିଷୟ! ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ, କୃଷ୍ଣପ୍ରସାଦ ବ୍ଲକ, ମାଲୁଦ #TPSODL @TPCentralOdisha ସେକ୍ସସନର ବାବୁରାଜ ଶେଷରେ ବଜ୍ରକୋଟ ପଂଚାୟତ ଅଧିନ କନ୍ଦାଖାଇ ଜନ ଆରୋଗ୍ୟ ଚିକିତ୍ସାଳୟ ରୁ କେଉଁ ପରିସ୍ଥିତିରେ ବିଜୁଳି କାଟି ଅନ୍ଧାରରେ ଡାକ୍ତରଙ୍କ ରୋଗୀସେବା କାର୍ଯ୍ୟ ଚାଲୁଛି ଏହା ଡବଲ ଇଂଜିନ ସରକାରଙ୍କ ଅସଲ ରୂପ ପଦାରେ ପଡିଛି। ଟାଟା ପାୱାର ମନ ମୁଖି କାର୍ଯ୍ୟ କଳାପ ଅତ୍ୟନ୍ତ ନିନ୍ଦନୀୟ। ଅଂଚଳର ଜନପ୍ରତିନିଧି ମାନଙ୍କୁ ନିବେଦନ କନ୍ଦାଖାଇ ଡାକ୍ତରଖାନା ବିଦ୍ୟୁତ କଟା - ଅନ୍ଧାରି ଚିକିତ୍ସା ବ୍ୟବସ୍ଥା ପ୍ରତି ଅନୁଧ୍ୟାନ କରି ଏହାର ସମାଧାନ କରନ୍ତୁ। ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ କନ୍ଦାଖାଇ ଡାକ୍ତରଖାନାର ବିଦ୍ୟୁତ ଅବ୍ୟବସ୍ଥା କୁ ଘୋର ନିନ୍ଦା କରିବା ସହିତ ଜିଲ୍ଲା ପ୍ରଶାସନ @dm_puri ଏବଂ ସ୍ୱାସ୍ଥ୍ୟ ବିଭାଗ @HFWOdisha ଉକ୍ତ ବ୍ୟବସ୍ଥାର ତୁରନ୍ତ ଅନୁଧ୍ୟାନ କରି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛି। @MohanMOdisha @CMO_Odisha @KVSinghDeo1 @EnergyOdisha @BhaktaCharanDas @AjayLalluINC @RCKadamINC @INCOdisha #TataPower #LackOfAccountability #DoubleEngine #DoubleFail #Odisha #Brahmagiri #KrushnaprasadBlock #Puri #OdishaCongress #BJPFails
OR
2
2
3
77
MR.PRADUMNA retweetledi
Dr. Niranjan Biswal
Dr. Niranjan Biswal@DrNiranjanINC·
ପୋଲିସ ଉପସ୍ଥିତିରେ ଯଦି ଏପରି ଘଟଣା ଘଟୁଛି, ତେବେ ଲୋକେ କାହାକୁ ସୁରକ୍ଷା ମାଗିବେ? ଅପରାଧୀଙ୍କ ଆଗରେ ପୋଲିସ ପ୍ରଶାସନ, ସରକାର ଏତେ ଅସହାୟ କାହିଁକି? ଭୁବନେଶ୍ୱର ଉପକଣ୍ଠରେ ଯଦି ସରକାର ଏପରି ଘଟଣାକୁ ରୋକିବାରେ ଅସମର୍ଥ, ତେବେ ସାରା ରାଜ୍ୟର ଅବସ୍ଥା କ'ଣ ତାହା ସ୍ପଷ୍ଟ ଅନୁମେୟ। @MohanMOdisha @CMO_Odisha @odisha_police
Bhakta Charan Das@BhaktaCharanDas

The brutal killing of a Railway Constable in Balianta reportedly in the presence of police over molestation allegations is a shocking reflection of the worsening law & order situation in Odisha. No one can be permitted to take the law into their own hand.

OR
0
2
4
42