RWSS PURI

240 posts

RWSS PURI banner
RWSS PURI

RWSS PURI

@RWSS_Puri

Save Water Save Life.

Puri, India Katılım Temmuz 2021
37 Takip Edilen632 Takipçiler
RWSS PURI retweetledi
Panchayati Raj and Drinking Water Department
Visit of Shri Ashok K.K. Meena, Secretary, Department of Jal Shakti, Government of India; Shri Girish S. N., Commissioner-cum-Secretary, PR & DW Department, Government of Odisha; Shri Vineet Bhardwaj, Director, Drinking Water and Sanitation; EIC, RWSS Odisha; CE, RWSS Odisha; ACE, RWSS Circles Bhubaneswar and Cuttack; CDO-cum-EO, Puri; BDO, Nimapada; SE, RWSS Puri; AEE and AE, RWSS Puri, to the RPWS sites at Sarabapada of Nimapada Block and Bayakuda & Erabanga of Gop Block under Puri District. #PR&DWdeptOdisha @CMO_Odisha @IPR_Odisha @RabiNaikBJP
Panchayati Raj and Drinking Water Department tweet mediaPanchayati Raj and Drinking Water Department tweet mediaPanchayati Raj and Drinking Water Department tweet mediaPanchayati Raj and Drinking Water Department tweet media
English
2
3
31
2.5K
RWSS PURI retweetledi
Sambit Patra
Sambit Patra@sambitswaraj·
ଆଜି ପୁରୀ ବିଧାନସଭା ଅନ୍ତର୍ଗତ ବାଳିଗୁଆଳି ପଞ୍ଚାୟତ ଗସ୍ତ କରି ସେଠାରେ ଥିବା ପମ୍ପ ହାଉସ ବୁଲି ଦେଖିଲି l ବହୁ ଦିନ ଧରି ପଞ୍ଚାୟତରେ ପାନୀୟ ଜଳ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଏହାକୁ ନଜରେ ରଖି ଜନତାଙ୍କ ଅଭିଯୋଗ କ୍ରମ ଏହାର ନିରାକରଣ ପାଇଁ ଅଧିକାରୀଙ୍କ ସହ କଥା ହେଲି l
Sambit Patra tweet mediaSambit Patra tweet mediaSambit Patra tweet mediaSambit Patra tweet media
OR
2
12
75
4.2K
RWSS PURI retweetledi
Collector and District Magistrate Puri
Collector Puri today visited few villages of Kanas and CHC & reviewed the arrangements. Tubewell disinfection, chlorination of the overhead tanks of PWS projects is being ensured regularly for the affected villages.
Collector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet media
English
4
8
95
6K
RWSS PURI retweetledi
Rabi Narayan Naik
Rabi Narayan Naik@RabiNaikBJP·
ପୁରୀ ଜିଲ୍ଲାରେ ବିଭିନ୍ନ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ l
OR
1
2
17
825
RWSS PURI retweetledi
Pravati Parida
Pravati Parida@PravatiPOdisha·
Pravati Parida tweet mediaPravati Parida tweet mediaPravati Parida tweet mediaPravati Parida tweet media
ZXX
1
3
12
783
RWSS PURI retweetledi
Pravati Parida
Pravati Parida@PravatiPOdisha·
ଆଜି ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ଶ୍ରୀ @RabiNaikBJP ଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲାର ପୁରୀ ସଦର ବ୍ଲକର 12 ଗୋଟି ପଞ୍ଚାୟତର 67ଟି ଗ୍ରାମ, ଗୋପ ବ୍ଲକର 14 ଗୋଟି ପଞ୍ଚାୟତର 84ଟି ଗ୍ରାମ ଏବଂ ନିମାପଡା ବ୍ଲକର 2ଟି ପଞ୍ଚାୟତର 6ଟି ଗ୍ରାମ ପାଇଁ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନରେ ଯୋଗଦେଲି । 213.98 କୋଟି ଟଙ୍କା ମୂଲ୍ୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ମୋଟ 1 ଲକ୍ଷ 34 ହଜାର 167 ଜଣ ଲୋକ ଉପକୃତ ହେବେ। ନିମାପଡ଼ା ର ଅନ୍ତୁଆର, ଅରିଷଣ୍ଢ ଏବଂ ଗୋପର ବଣିଆସହି, ବନ୍ତଳିଗ୍ରାମ, ନାଗପୁର, ଗଣେଶ୍ୱରପୁର, ଡଭାର, ନୁଆଖିଲମରା ଏବଂ ଅଣ୍ଡିରା ଇଚ୍ଛାପୁର ର ଜନତା ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବେ। @PRDeptOdisha #drinkingwater #niamapada #gop #dcmpravatiparida
Pravati Parida tweet mediaPravati Parida tweet mediaPravati Parida tweet mediaPravati Parida tweet media
OR
2
5
17
916
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤
ବ୍ରହ୍ମଗିରିରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଇଛି,ମେଗା ପାନୀୟ ଜଳ ପ୍ରକଳ୍ପ ସରୁନି, ପାଣି ପାଇଁ କଲବଲ,ମନ୍ତ୍ରୀଙ୍କ ନିର୍ଦ୍ଦେଶ ବି କାଟୁ କଲାନି.....!! Respected @PRDeptOdisha/@RWSS_Puri Sir Please do a proper inquiry into this matter and take necessary action...@CMO_Odisha @dcmo_pravati @PravatiPOdisha @SecyChief @RabiNaikBJP @RWSS_Odisha @dm_puri @ZPpuri @PBrahmagiri Source:-@prameyaodia
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 tweet media
4
11
20
406
Susant Kumar Kandi
Susant Kumar Kandi@SusantKu_Kandi·
ଗଡ଼ଇଟାପୋଖରୀ ପାନୀୟଜଳ ପ୍ରକଳ୍ପ ନିର୍ମାଣ ଅବଧି ଶେଷ ହୋଇଥିବାବେଳେ ଜଳ ଯୋଗାଣ ହେଉନାହିଁ। ଏଥିପ୍ରତି ଜିଲ୍ଲା ପ୍ରଶାସନ @dm_puri ମହୋଦୟ ଦୃଷ୍ଟି ଦେବାପାଇଁ ବିନମ୍ର ଅନୁରୋଧ। @PRDeptOdisha @RWSS_Odisha @RabiNaikBJP @RWSS_Puri @CMO_Odisha @MohanMOdisha @IPR_Odisha @DC_Odisha @SecyChief @OfficialTeamATA
Susant Kumar Kandi tweet media
OR
1
3
5
140
alok samantray
alok samantray@aloksamant54102·
@RWSS_Puri @RWSS_Odisha @PRDeptOdisha @ZPpuri @BNimapada @CMO_Odisha ନିମାପଡା ଭିଲିଗ୍ରାମG. ଶ୍ୟାମସୁନ୍ଦରପୁର ସ୍କୁଲ ଟ୍ୟୁବଲରୁ ପ୍ରଚୁର ଆଇରାନଓ ଦୁର୍ଗନ୍ଧପାଣି ଭାରୁଛି ବାରମ୍ବାରଅଭିଯୋଗ ପରେ ପ୍ରଶାସନ କର୍ଣ୍ଣାପାତକରୁନି ପିଲାମାନେ ପାଣିପାଇଁ ବହୁତକଷ୍ଟ ଭୋଗୁଛନ୍ତିଉପରିସ୍ଥ ଅଧିକାରୀ ଦୃଷ୍ଟି ଦିଅନ୍ତୁ
alok samantray tweet mediaalok samantray tweet mediaalok samantray tweet media
OR
1
0
0
52
alok samantray
alok samantray@aloksamant54102·
@RWSS_Puri @RWSS_Odisha @dm_puri @BNimapada @CMO_Odisha @PRDeptOdisha ନିମାପଡା, ଭୀଲ୍ଲୀଗ୍ରାମ ଜି.ପି ଶ୍ୟାମସୁନ୍ଦରପୁର ଗ୍ରାମ ରେ ଥିବା ମୋହନଦାସ ପାଇମେରୀ ସ୍କୁଲ ରେ ଟ୍ୟୁବଲ ରୁ ବହୁତ ଆଇରନ ଓ ଗୋବରିଆ ବାସ୍ନା ପାଣି ଭାରୁଛି ପିଲାମାନେ ପାଣି ପାଇଁ ବହୁତ ଅସୁବିଧା ସମ୍ମୁଖୀନ ହେଉଛନ୍ତି ଦୃଷ୍ଟି ଦିଆ ଯାଉ
alok samantray tweet mediaalok samantray tweet mediaalok samantray tweet mediaalok samantray tweet media
OR
2
0
0
62
alok samantray
alok samantray@aloksamant54102·
@RWSS_Puri @RWSS_Odisha @PRDeptOdisha @CMO_Odisha @dm_puri @Rojalin0012 ନିମାପଡା ବ୍ଲକ ଭୀଲ୍ଲୀଗ୍ରାମ ଜି.ପି ଶ୍ୟାମସୁନ୍ଦରପୁର ମଠ ପାଖରେ ବସିଥିବା ଟ୍ୟୁବଲଟି ଭାଙ୍ଗି ଯାଇଥିବାରୁ ଲୋକମାନେ ପାଣି ନେବାପାଇଁ ଅସୁବିଧା lର ସମ୍ମୁଖୀନ ହେଉଛନ୍ତି ଯଥା ସ୍ରିଘ୍ର ମରାମତି ପ୍ରତି ଦୃଷ୍ଟି ଦିଆ ଯାଉ
alok samantray tweet media
OR
2
0
0
71
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤
୧୪ବର୍ଷ ଧରି ନିର୍ମାଣ ଚାଲିଛି ପାନୀୟ ଜଳ ପ୍ରକଳ୍ପ,୫୯ଗାଁରେ ମିଳୁନି ବିଶୁଦ୍ଧ ପାଣି...!! Respected @PRDeptOdisha/@RabiNaikBJP Sir please kindly look into this matter and take necessary action as soon as possible.@CMO_Odisha @SecyChief @lohanisk1 @RWSS_Odisha @RWSS_Puri @dm_puri @sidd_swain @UpasnaMohapatra @JanaSunani
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 tweet media
English
2
2
3
176
Santosh Kumar Nayak
Santosh Kumar Nayak@Santosh88512716·
ଗୋପ ବ୍ଲକ୍ ଅଣ୍ଢରା ଇଚ୍ଛାପୁର ଜିପି ର ଇଚ୍ଛା ପୁର ଗ୍ରାମରେ ପୋଖରୀ, ଚାଷଜମି,କୂଅ କୁ ଯାଇ ପାନୀୟ ଜଳ ନଷ୍ଟ ହେଉଛି । ସମ୍ମାନୀୟ @PRDeptOdisha @RWSS_Puri sir 🙏 ସମସ୍ୟା ସମାଧାନ ଦିଗରେ ଜରୁରୀ ପଦକ୍ଷେପ ନେବାପାଇଁ ଅନୁରୋଧ। @block_gop @RabiNaikBJP @lohanisk1 @OfficialTeamATA
Santosh Kumar Nayak tweet mediaSantosh Kumar Nayak tweet mediaSantosh Kumar Nayak tweet media
OR
2
2
7
184