
@Santosh88512716 @PRDeptOdisha @dm_puri @MohanMOdisha @RabiNaikBJP @JanaSunani @ZPpuri @SecyChief @PravatiPOdisha @CMO_Odisha @OfficialTeamATA @DJ_dibyajyoti ବିଜୟ କାଣ୍ଡିଙ୍କର ଘରର ସର୍ଭେ "AWAAS PLUS 2024" ଅଧୀନରେ ସମ୍ପାଦନ ହୋଇଅଛି। ଏହା ଦ୍ରୌପଦୀ କାଣ୍ଡି, ସ୍ଵାମୀ: ବିଜୟ କାଣ୍ଡିଙ୍କ ନାମରେ ସମ୍ପାଦନ ହୋଇଛି। ପୂର୍ବରୁ ଦ୍ରୌପଦୀ କାଣ୍ଡି, ସ୍ଵାମୀ: ବିଜୟ କାଣ୍ଡି CR. NO. ୫୭୪ ରେ ୨୨,୦୦୦/- ଟଙ୍କାର ଗୃହ ନିର୍ମାଣ ସହାୟତା ପାଇଥିବାର ମନ୍ଧ୍ୟ ନଜିରକୁ ଆସିଛି।

OR





























